Browsing Category
ରାଜନୀତି
ସୁରମା ପାଢ଼ୀ ହେବେ ବାଚସ୍ପତି ! ସନାତନ…
ଭୁବନେଶ୍ୱର: ସୁରମା ପାଢ଼ୀ ହୋଇପାରନ୍ତି ବାଚସ୍ପତି। ରଣପୁର ବିଧାୟିକା ସୁରମା ପାଢ଼ୀଙ୍କୁ ମିଳିପାରେ ଏହି ମର୍ଯ୍ୟାଦାଜନକ ପଦବୀ। ରାଜନୀତିରେ ତାଙ୍କର ପରିପକ୍ଵତା, ଦକ୍ଷତା, ଅଭିଜ୍ଞତାକୁ ଆଧାର କରି ତାଙ୍କୁ ବାଚସ୍ପତି ପଦ ମିଳି ପାରେ ବୋଲି କୁହାଯାଉଛି। ତେବେ ନୂଆ ସରକାରରେ ବାଚସ୍ପତି କିଏ ହେବେ ସେନେଇ…
ଓଡିଶାରେ ମୋହନ ସରକାର…ଆଜିଠୁ…
ଭୁବନେଶ୍ୱର:ସରପଞ୍ଚରୁ ମୁଖ୍ୟମନ୍ତ୍ରୀ। ଗୁରୁଜୀରୁ ଗୁରୁ ଦାୟିତ୍ବ। ପରାଜୟରୁ ଆରମ୍ଭ ହୋଇଥିଲା। ମୁଖ୍ୟମନ୍ତ୍ରୀଭାବେ ଶପଥ ନେଇଛନ୍ତି ମୋହନ ଚରଣ ମାଝୀ। ୨୪ବର୍ଷ ପରେ ସତ୍ତା ପରିବର୍ତ୍ତନର ସାକ୍ଷୀ ରହିଲା ଜନତା ମଇଦାନ।ପ୍ରଥମ ଥର ବିଜେପି ସରକାର ଗଠନ କରିଛି।୧୫ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ…
ଅଢେଇ ଦଶନ୍ଧି ପରେ ଓଡିଶା ପାଇଲା ଉପ…
ଭୁବନେଶ୍ୱର:ଅଢେଇ ଦଶନ୍ଧି ପରେ ଓଡିଶା ପାଇଲା ଉପ ମୁଖ୍ୟମନ୍ତ୍ରୀ। ଜଣେ ନୁହେଁ ଦୁଇ ଦୁଇ ଜଣ ଉପ ମୁଖ୍ୟମନ୍ତ୍ରୀ ପାଇଲା ଓଡିଶା। ପ୍ରଭାତୀ ପରିଡା ଓ କେଭି ସିଂଦେଓ ଦୁଇ ଉପ ମୁଖ୍ୟମନ୍ତ୍ରୀ ଭାବେ କାମ କରିବେ।
ୟୁପି-ମଧ୍ୟପ୍ରଦେଶ-ଛତିଶଗଡ଼ ଭଳି ଓଡ଼ିଶାରେ ମଧ୍ୟ ବିଜେପି ଜଣେ ମୁଖ୍ୟମନ୍ତ୍ରୀ ଓ ଦୁଇ ଜଣ…
ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଲେ ମୋହନ ମାଝୀ
ସସପେନ୍ସ ଉପରୁ ଉଠିଛି ପରଦା। ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ହେବେ ବରିଷ୍ଠ ବିଜେପି ନେତା ତଥା କେନ୍ଦୁଝରର ବିଧାୟକ ମୋହନ ମାଝୀ ସେ ଆସନ୍ତାକାଲି ଅପରାହ୍ନ ୪.୪୫ଟାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଶପଥ ପାଠ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ଅନେକ…
ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହକୁ…
ଭୁବନେଶ୍ୱର:ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହରେ ଯୋଗ ଦେବାପାଇଁ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ ଦେଇଛି ରାଜ୍ୟ ବିଜେପି।ନିମନ୍ତ୍ରଣ ପତ୍ର ଦେବାକୁ ନବୀନ ନିବାସରେ ପହଞ୍ଚିଥିଲେ ବିଜେପିର ୫ ବରିଷ୍ଠ ନେତା । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଧାୟକ ସୁରେଶ ପୂଜାରୀ, ନିତ୍ୟାନନ୍ଦ ଗଣ୍ଡ ଓ…
କିଏ ହେବେ ଲୋକସଭା ବାଚସ୍ପତି, ଆରମ୍ଭ…
ନୂଆଦିଲ୍ଳୀ: କିଏ ହେବେ ଅଷ୍ଟାଦଶ ଲୋକସଭାର ବାଚସ୍ପତି। ଏଭଳି ମର୍ଯ୍ୟାଦାଜନକ ପଦ କାହାକୁ ମିଳିବ।କେନ୍ଦ୍ର ମନ୍ତ୍ରିମଣ୍ଡଳ ଗଠନ ପରେ ଏବେ ସମସ୍ତଙ୍କର ନଜର ରହିଛି ବାଚସ୍ପତିଙ୍କ ଉପରେ। କିଏ ହେବେ ଲୋକସଭା ବାଚସ୍ପତି ତାକୁ ନେଇ ଆରମ୍ଭ ହୋଇଯାଇଛି କଳ୍ପନା ଜଳ୍ପନା। ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ଦୁଇ…
ଆଜି ଆସିବ ମୁଖ୍ୟମନ୍ତ୍ରୀଙ୍କ ନାଁ,…
ଭୁବନେଶ୍ୱର:ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ ? ଏହି ପ୍ରଶ୍ନରେ ଓଡିଶା ରାଜନୀତି ଅଟକି ରହିଛି। ଆଜି ସବୁ ଚିତ୍ର ସ୍ପଷ୍ଟ ହେବ।ସନ୍ଧ୍ୟାରେ ଆସିବ ମୁଖ୍ୟମନ୍ତ୍ରୀଙ୍କ ନାଁ। ବିଜେପିର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ବୈଠକରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହେବ।ବିଜେପି ପ୍ରଥମ ଥର ସରକାର ଗଢିବାକୁ…
ମନ୍ତ୍ରୀଙ୍କୁ ମିଳିଲା ଦାୟିତ୍ୱ, ବିଭାଗ…
ନୂଆଦିଲ୍ଲୀ: ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରିଛନ୍ତି ମୋଦୀ। ଗତକାଲି ଶପଥ ନେବା ପରେ ଆଜି ମୋଦୀ ମନ୍ତ୍ରୀମାନଙ୍କୁ ବିଭାଗ ଦାୟିତ୍ବ ଦେଇଛନ୍ତି। ମୋଦୀ ସରକାର ୩.୦ର ଶପଥ ଗ୍ରହଣ ପରେ ଏବେ ମନ୍ତ୍ରୀପଦ ବଣ୍ଟନ ହୋଇଛି । ଅମିତ ଶାହାଙ୍କୁ ଗୃହ ବିଭାଗ ଦାୟିତ୍ୱ ମିଳିଛି। ସେହିପରି ରାଜନାଥ ସିଂହଙ୍କୁ…
ସୁରେଶ ପୂଜାରୀ ହୋଇପାରନ୍ତି ଓଡିଶା…
ଭୁବନେଶ୍ୱର:ସୁରେଶ ପୂଜାରୀ ହୋଇ ପାରନ୍ତି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ରେସରେ ଆଗରେ ଅଛି ସୁରେଶ ପୂଜାରୀଙ୍କ ନାଁ ।କେବଳ ଔପଚାରିକତା ବାକି ଥିବା କୁହାଯାଉଛି ।ବ୍ରଜରାଜ ନଗର ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଛନ୍ତି ସୁରେଶ ପୂଜାରୀ ।୩ ଦିନ ହେଲା ଦିଲ୍ଲୀରେ ରହି ବିଜେପିର ଶୀର୍ଷ ନେତୃତ୍ୱ ଓ…
ଶୃଙ୍ଖଳିତ କର୍ମୀ ନରେଶ ମହାନ୍ତିଙ୍କ…
ଭୁବନେଶ୍ୱର: ଦଳ ପାଇଁ କାମ କରୁଥିବା ନେତାଙ୍କୁ ବହିଷ୍କାର।ଶୃଙ୍ଖଳିତ କର୍ମୀଙ୍କ ପ୍ରତି ଅନ୍ୟାୟ। ଦଳ ପାଇଁ ପ୍ରତିବଦ୍ଧତା ଦେଖାଉଥିବା ନେତାଙ୍କୁ ବହିଷ୍କାରର ରାସ୍ତା ଦେଖାଇଛି କଂଗ୍ରେସ।କଂଗ୍ରେସର ପୂର୍ବତନ ମୁଖପାତ୍ର ନରେଶ ମହାନ୍ତିଙ୍କ ପ୍ରତି ଅନ୍ୟାୟ କରିଛି କଂଗ୍ରେସ। ଜଣେ ଶୃଙ୍ଖଳିତ କର୍ମୀ ଭାବେ ଦଳ…