Browsing Category
ଦେଶ-ବିଦେଶ
ଜାପାନରେ ରେକର୍ଡ ଭାଙ୍ଗିଲା ତାତି:…
ବ୍ୟୁରୋ: ପ୍ରବଳ ତାତି ଏବଂ ଗ୍ରୀଷ୍ମ ପ୍ରବାହଜାପାନରେ ଜୀବନଯାତ୍ରାକୁ ଅସ୍ତବ୍ୟସ୍ତ କରିଛି। ମଙ୍ଗଳବାର, ୨୧ ଜୁଲାଇରେ ଦେଶର ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ସେଲସିୟସ ଅତିକ୍ରମ କରିଥିଲା। ଏହାକୁ ଦୃଷ୍ଟିରେ ରଖି, ଜାପାନ ପାଣିପାଗ ସଂସ୍ଥା (ଜେଏମଏ)ଦେଶର ପ୍ରଥମ ‘କୋକୁଶୋବି’ ଆନୁଷ୍ଠାନିକ ଭାବରେ…
ଲୋକସଭାରୁ ଅଗଷ୍ଟ ୧୩ ଯାଏଁ ନିଲମ୍ବିତ…
ନୂଆଦିଲ୍ଲୀ:ସାଂସଦ କଲ୍ୟାଣ ବାନାର୍ଜୀ ବୁଧବାର ଜୁଲାଇ ୨୨ରେ ଅଗଷ୍ଟ ୧୩ ତାରିଖରେ ଶେଷ ହେବାକୁଥିବା ମୌସୁମୀ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ଲୋକସଭାରୁ ନିଲମ୍ବିତ ହୋଇଛନ୍ତି। ସେ ନ୍ୟାସନାଲ ସିଟିଜେନ୍ ପାର୍ଟି ଅଫ୍ ଇଣ୍ଡିଆ(ଏନସିପିଆଇ) ମହିଳା ସଦସ୍ୟଙ୍କ ସହିତ ଲୋକସଭାରେ ଝଗଡ଼ା କରି ଅଣସାମ୍ବିଧାନିକ…
ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣ: ଜଣେ…
ଶ୍ରୀନଗର: ଜମ୍ମୁ କାଶ୍ମୀର ଲାଲ ଚୌକ ନିକଟରେ ଆତଙ୍କବାଦୀ ଆକ୍ରମଣରେ ଜଣେ କନଷ୍ଟେବଳଙ୍କ ମୃତ୍ୟୁ ହୋଇଛି। ଆକ୍ରମଣକାରୀ ଘଟଣାସ୍ଥଳରୁ ପଳାଇଯାଇଛି। ଆତଙ୍କବାଦୀଙ୍କୁ ଠାବ କରିବା ପାଇଁ ସର୍ଚ୍ଚ ଅପରେସନ୍ ଜାରି ରହିଛି।ପିସିଆର ଅନନ୍ତନାଗରୁ ମିଳିଥିବା ସୂଚନା ଅନୁଯାୟୀ,ମଧ୍ୟାହ୍ନ ପ୍ରାୟ ୧୨:୩୫ ସମୟରେ…
ହିମାଚଳ, ଜମ୍ମୁ-କାଶ୍ମୀର ଓ ଉତ୍ତର ପୂର୍ବ…
ନୂଆଦିଲ୍ଲୀ: ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦେଶରେ ବ୍ୟାପକ ବର୍ଷା ଆଣିଛି। ପ୍ରବଳ ବର୍ଷା ଯୋଗୁ ଅନେକ ଧନଜୀବନ ନଷ୍ଟ ହୋଇଛି। ହିମାଚଳ ପ୍ରଦେଶ ଓ ଜମ୍ମୁ-କାଶ୍ମୀର ଏବଂ ଆସାମ, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡରେ ବନ୍ୟା, ଭୂସ୍ଖଳନ ଯୋଗୁ ଅନେକ ଜୀବନ ଯାଇଛି। ଅନେକ ରାସ୍ତା ଓ ସେତୁ ବନ୍ୟା…
ଇରାନ ଯୁଦ୍ଧରେ ଆମେରିକା ଏପର୍ଯ୍ୟନ୍ତ…
ବ୍ୟୁରୋ: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ ସେଣ୍ଟକମ୍ ରିପୋର୍ଟ କରିଛି ଯେ ଆମେରିକାର ସେନା ହର୍ମୁଜ୍ ପ୍ରଣାଳୀର ନିୟନ୍ତ୍ରଣ ହାସଲ କରିବା ପାଇଁ ଲଗାତାର ୧୧ତମ ରାତିରେ ଇରାନ ଉପରେ ଆକ୍ରମଣ ଆରମ୍ଭ କରିଛି।
ୱାସିଂଟନ:…
ଆମେରିକା ଭୟଙ୍କର ଆକ୍ରମଣ ଜାରି: ଇରାନରେ…
ତେହେରାନ: ଲଗାତାର ଷଷ୍ଠ ଦିନ ପାଇଁ ଆମେରିକା ଓ ଇରାନ ପରସ୍ପର ଉପରେ ଭୟଙ୍କର ଆକ୍ରମଣ କରିଛନ୍ତି। ଆମେରିକା ଗୁରୁବାର ରାତିରେ ଇରାନର ପାଞ୍ଚଟି ସେତୁ, ଗୋଟିଏ ରେଳ ଷ୍ଟେସନ ଓ ବିମାନବନ୍ଦର ଉପରେ ତୀବ୍ର ଆକ୍ରମଣ କରିଛି ଯେଉଁଥିରେ ତେହେରାନର ୭ ଜଣ ନାଗରିକଙ୍କର ମୃତ୍ୟୁ ହୋଇଛି। ହର୍ମୁଜ୍ ପ୍ରଣାଳୀରେ…
ଫିଫା ବିଶ୍ବକପ୍ ଫାଇନାଲ୍ ଦେଖିବେ…
ବ୍ୟୁରୋ: ରବିବାର ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମ୍ରେ ଖେଳାଯିବାକୁ ଥିବା ଚଳିତ ଫିଫା ବିଶ୍ବକପ୍ ଫାଇନାଲ୍ଷର ଆମେରିକା ରାଷ୍ଟ୍ରପତି ଡୋନାଲ୍ଢ ଟ୍ରମ୍ପ୍ ଯୋଗଦେବେ ବୋଲି ହ୍ବାଇଟ୍ ହାଉସ୍ ଗଣମାଧ୍ୟମ ସମ୍ପାଦକ କାରୋନିଲ ଲିଆଭିଟ୍ ଶୁକ୍ରବାର ସୂଚନା ଦେଇଛନ୍ତି। ଏହି ଟ୍ରଫି ଲଢ଼େଇରେ…
ଓମାର ଅବଦୁଲ୍ଲାଙ୍କୁ ୧୦୦ କୋଟି ଟଙ୍କାର…
ଶ୍ରୀନଗର: ଓମାର ଅଭିଯୋଗ କରିଥିଲେ ଯେ, ତାଙ୍କ ଦଳ ନ୍ୟାସନାଲ କନଫରେନ୍ସ (ଏନ୍ସି) ବିଧାୟକମାନଙ୍କୁ ଟଙ୍କା, ମନ୍ତ୍ରିପଦ ଓ ରାଜ୍ୟ ମାନ୍ୟତା ଫେରାଇ ଆଣିବାର ପ୍ରତିଶ୍ରୁତି ଦେଇ ବିବିଜେପି ସୋମବାର ଜମ୍ମୁ ଓ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ଉପରେ ୧୦୦ କୋଟି ଟଙ୍କାର ମାନହାନି ମକଦ୍ଦମା…
ଆମେରିକାର ବଡ଼ଧରଣର ଆକ୍ରମଣ: ଇରାନର ୧୪୦…
ବ୍ୟୁରୋ: ଇରାନର ୧୪୦ ସାମରିକ ଘାଟି ଧ୍ବଂସ, ପଶ୍ଚିମ ଏସିଆରେ ଯୁଦ୍ଧ ସଂକଟ ଚରମରେ। ଆଜି ସକାଳେ ଇରାନ ଉପରେ ସବୁଠାରୁ ବଡ଼ଧରଣର ସାମରିକ ଆକ୍ରମଣ କରିଛି ଆମେରିକା। ଇରାନର ପ୍ରାୟ ୧୪୦ଟି ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ୍ କରି ଭୀଷଣ ଏୟାରଷ୍ଟ୍ରାଇକ୍ କରାଯିବା ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ହର୍ମୁଜ…
ଅଷ୍ଟ୍ରେଲିଆରେ ‘ଅପରେସନ ସିନ୍ଦୂର’…
ନୂଆଦିଲ୍ଲୀ: ଭାରତର ସ୍ୱଦେଶୀ ପ୍ରତିରକ୍ଷା ସାମର୍ଥ୍ୟ ଏବେ ବୈଶ୍ବିକ ସ୍ୱୀକୃତି ଲାଭ କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ସ୍ଥିତ ମାର୍ଭେଲ ଷ୍ଟାଡିୟମଠାରେ ପ୍ରବାସୀ ଭାରତୀୟ ସମୁଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି…