thelifelinemedia
Latest Odisha News, Breaking News Today
Browsing Category

ଅପରାଧ

ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା ; ୩୪…

ବାଲିଅନ୍ତା ସୌମ୍ୟରଞ୍ଜନ ହତ୍ୟା ମାମଲାରେ ତଦନ୍ତ ଜୋରଦାର । ଏନ୍‌ଏଚ୍‌ଆରସି ତଦନ୍ତ ସାରି ଫେରି ଯାଇଥିବା ବେଳେ କ୍ରାଇମବ୍ରାଞ୍ଚ ତାହାର ତଦନ୍ତ ଜାରି ରଖିଛି । ଏହି ଘଟଣାରେ ସଂପୃକ୍ତି ଥିବା ଅଭିଯୋଗରେ ମୋଟ ୨୪ ଜଣ ଚିହ୍ନଟ । ସମସ୍ତ ଅଭିଯୁକ୍ତଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୮ ଜଣ ଗିରଫ । ଫେରାର ଥିବା…

ରାଜଧାନୀରେ ଏନକାଉଣ୍ଟର୍:ରାଜଧାନୀରେ…

ଭୁବନେଶ୍ୱର: ଅପରାଧକୁ ଦମନ କରିବା ପାଇଁ ଆକ୍ସନ ମୁଡରେ କମିଶନରେଟ ପୋଲିସ। କୁଖ୍ୟାତ ଅପରାଧୀ ପପୁନ୍‌ ମାଝୀକୁ ଏନକାଉଣ୍ଟର୍ କଲା କମିଶନରେଟ୍‌ ପୋଲିସ୍। ଗଞ୍ଜାମ ଜଗନ୍ନାଥପ୍ରସାଦ ଅଂଚଳର ଡ୍ରଗ୍ସ ମାଫିଆ ହେଉଛି ପପୁନ୍ । ତା ନାଁରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଛି। ଇନ୍‌ଫୋ ଭ୍ୟାଲି ଥାନା ଅଂଚଳରେ…

କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଗିରଫ: କେନ୍ଦ୍ର…

ନୂଆଦିଲ୍ଲୀ: ଆଇନ ଠାରୁ କେହି ଉର୍ଦ୍ଧ୍ୱରେ ନୁହନ୍ତି। କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ବଣ୍ଡି ସଞ୍ଜୟ କୁମାରଙ୍କ ପୁଅକୁ ପୋଲିସ୍ ବନ୍ଧିବା ପରେ ଏ କଥା ପ୍ରମାଣିତ ହୋଇଛି। ହାଇଦ୍ରାବାଦରୁ ତାଙ୍କୁ ଗିରଫ କରିବା ସହ ମାମଲାର ତଦନ୍ତ ଆରମ୍ଭ କରିଛି। କେନ୍ଦ୍ରମନ୍ତ୍ରୀଙ୍କ ପୁଅ ବଣ୍ଡି ଭାଗିରଥଙ୍କ ବିରୋଧରେ…

ନୟାଗଡ଼ରେ ବୀଭତ୍ସ ହତ୍ୟାକାଣ୍ଡ: ରାକ୍ଷସ…

ନୟାଗଡ଼:ନୟାଗଡ଼ରେ ପୁଣି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଜିଲ୍ଲାର ଓଡ଼ଗାଁ ଅଞ୍ଚଳରେ ଜଣେ ଯୁବକଙ୍କୁ ଅତି ବୀଭତ୍ସ ଭାବେ ହାଣି ହତ୍ୟା କରାଯାଇଛି। ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତାରେ ଜଣେ ପୁଲିସ କର୍ମଚାରୀ ଏବଂ ବାଲିପାଟଣାରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯିବା ଘଟଣା ରାଜ୍ୟବାସୀ ଭୁଲି ପାରି…

ବାଲିଅନ୍ତା ଘଟଣା: ଆକ୍ସନ ମୋଡ୍‌ରେ…

ଭୁବନେଶ୍ୱର: ବାଲିଅନ୍ତା ଘଟଣା ପରେ ଆକ୍ସନ ମୋଡ୍‌ରେ ଡିଜିପି।କମିଶନରେଟ୍ ପୋଲିସର ସମସ୍ତ IICଙ୍କୁ ନେଇ ବୈଠକ ହୋଇଛି।ବୈଠକରେ ଡିଜିପିଙ୍କ ସମେତ ସିପି ଆଡିସନାଲ ସିପି ଓ ଡିସିପି ଉପସ୍ଥିତ ରହିଥିଲେ। ବାଲିଅନ୍ତା ଘଟଣା ପରେ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରାଯାଇଛି।।ଅନଲାଇନରେ ମଧ୍ୟ ଯୋଡ଼ି…

ପିପିଲିରେ କବାଟ ଭାଙ୍ଗି ମୃତଦେହ ଉଦ୍ଧାର…

ଭୁବନେଶ୍ୱର:ପିପିଲିରେ କବାଟ ଭାଙ୍ଗି ମୃତଦେହ ଉଦ୍ଧାର ଘଟଣା। ଗୁଡ଼ିଆପୋଖରୀ ସ୍ଥିତ ଆପାର୍ଟମେଣ୍ଟ ଭିତରୁ ମିଳିବା ପରେ IICଙ୍କ ସୂଚନା। ଭୁବନେଶ୍ବର ମହିଳା ଥାନା ପୋଲିସ ଦୁଷ୍କର୍ମ ମାମଲାରେ ଖୋଜିବାକୁ ଆସିଥିଲା। ପିପିଲିର ଜଣେ ଯୁବତୀ ସମ୍ପୃକ୍ତ ଯୁବକଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ କରିଥିଲେ। ସମ୍ପୃକ୍ତ…

ୟୁଟ୍ୟୁବର ରାହୁଲ୍ ମହାରଣା ହତ୍ୟା…

ଭୁବନେଶ୍ୱର:ଜିଜିପି କଲୋନୀ ରାହୁଲ ହତ୍ୟା ଘଟଣାରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ରାହୁଲଙ୍କ ପତ୍ନୀ। ପୋଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଲେ ରାହୁଲଙ୍କ ପତ୍ନୀ। କହିଲେ, ମଞ୍ଚେଶ୍ବର ପୋଲିସ ଠିକ୍‌ ଭାବେ ତଦନ୍ତ କରୁନି । ହତ୍ୟାକାଣ୍ଡ ପଛରେ ଷଡ଼ଯନ୍ତ୍ର ରହିଛି କହିଲେ ବୋଲି ସେ କହିଛନ୍ତି।…

ଓଡିଶା ଭିଜିଲାନ୍ସ ରେଡ୍ ଇତିହାସରେ ଆଉ ଏକ…

କଟକ: ଖଣି ବାବୁଙ୍କ ଘରୁ ମିଳିଲା ଟଙ୍କାର ପାହାଡ। ଟଙ୍କା ଗଣି ଗଣି ହାଲିଆ ହେଲେ ଭିଜିଲାନସ୍ ଅଧିକାରୀ। ମେସିନ ବି ଫେଲ ମାରିଲା।ଖଣି ସାମ୍ରାଜ୍ୟର କୁଖ୍ୟାତ ଖଣି ବାବୁଙ୍କ କଳାଚିଠା ଏବେ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି। କଟକ ସର୍କଲର ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ କଳାକାରନାମାକୁ ନେଇ…

ଭିଣୋଇ ସହ ମିଶି ପ୍ରେମିକକୁ ହତ୍ୟା:…

ଭଦ୍ରକ: ଟ୍ରେନ୍‌ ଲାଇନ କଡ଼ରୁ ଯୁଵକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ଘଟଣା। ନାବାଳିକା ପ୍ରେମିକା ଓ ତାର ସାଙ୍ଗ ଅଟକ, ପ୍ରେମିକାର ଭିଣୋଇ ଗିରଫ ହୋଇଛନ୍ତି। ୩ ଜଣ ମିଶି ଯୁବକଙ୍କୁ ହତ୍ୟା କରିଥିବା କହିଲା ଭଣ୍ଡାରିପୋଖରୀ ପୋଲିସ। ଯୁବକଙ୍କ ସହ ନାବାଳିକାଙ୍କ ପ୍ରେମ ସଂପର୍କ ଥିଲା, କିନ୍ତୁ ପରେ ମନା…

ବଡ଼ବିଲରେ ଦୁର୍ଦ୍ଦାନ୍ତ ଡକାୟତକୁ…

କେନ୍ଦୁଝର:କେନ୍ଦୁଝର ବଡ଼ବିଲରେ ଦୁର୍ଦ୍ଦାନ୍ତ ଡକାୟତକୁ ପୋଲିସର ଏନକାଉଣ୍ଟର ହୋଇଛି। ବହୁ ଦିନ ଲୁଚକାଳି ଖେଳିବା ପରେ ପୋଲିସ୍ ଦୁର୍ଦ୍ଦାନ୍ତ ଡକାୟତ ସିପୁ କୁମାରକୁ ବଡ଼ବିଲ ପୋଲିସ ଏନକାଉଣ୍ଟର କରିଛି। ଓଡ଼ିଶା-ଝାଡ଼ଖଣ୍ଡ ସିମା ଟାଙ୍କୁରା ଜଙ୍ଗଳରେ ଏନକାଉଣ୍ଟର ହୋଇଛି। ଜଙ୍ଗଲରେ ସିପୁ ଲୁଚିଥିବା ଖବରପାଇ…