thelifelinemedia
Latest Odisha News, Breaking News Today
Browsing Category

ବାଣିଜ୍ୟ

୫୦୦କୋଟି କ୍ଳବରେ କଳକୀ

ବ୍ୟୁରୋ:ବହୁ ପ୍ରତିକ୍ଷୀତ ଫିଲ୍ମ କଳକୀ ୨୮୯୮କୁ ବଡ ସଫଳତା ମିଳିଛି। ଫିଲ୍ମଟି ୫୦୦ କୋଟି କ୍ଳବରେ ସାମିଲ ହୋଇଛି। ଭାରତୀୟ ବକ୍ସ ଅଫିସରେ ଜବରଦସ୍ତ ରୋଜଗାର କରିଛି ସିନେମା। ନାଗ୍‌ ଅଶ୍ବିନୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଏକାସଙ୍ଗ‌େ ହିନ୍ଦୀ ସମେତ ତେଲଗୁ, ତାମିଲ, କନ୍ନଡ, ମାଲାୟଲମ୍‌ ଭାଷାରେ ରିଲିଜ୍‌…

୭୨ ହଜାର ଡେଇଁଲା ସୁନା, ଚିନ୍ତାରେ…

ଭୁବନେଶ୍ୱର :ସର୍ବକାଳୀନ ରେକର୍ଡ ସ୍ତରରେ ପହଂଚିଛି ସୁନା। ରକେଟ ବେଗରେ ବଢ଼ି ଚାଲିଛି। ବ୍ରେକ ଲାଗୁନି। ସତେ ଯେମିତି ସୁନା ବଜାରରେ ନିଆଁ ଲାଗିଛି। ରାଜଧାନୀ ଭୁବନେଶ୍ୱରରେ ୧୦ଗ୍ରାମ ପିଛା ୨୪ କ୍ୟାରେଟ ସୁନା ଦର ୩୮୦ଟଙ୍କା ବଢ଼ି ୭୨,୧୧୦ ରେ ପହଁଚିଛି। ସେହିଭଳି ୧୦ଗ୍ରାମ ପିଛା ୨୨ କ୍ୟାରେଟ ସୁନା ଦର…

ଆକାଶ ଛୁଆଁ ସୁନା ଦର, କିଣିବା ପାଇଁ…

ନୂଆଦିଲ୍ଲୀ : ହୁ ହୁ ହୋଇ ବଢ଼ି ଚାଲିଛି ସୁନା ଦର। ବ୍ରେକ ଲାଗୁନି ସୁନା ଦରରେ। ଗତ ୬ ମାସରେ 25 ପ୍ରତିଶତ ମହଙ୍ଗା ହୋଇଛି ସୁନା। ୭୦ହଜାରରୁ ଅଧିକ ଦର ଅତିକ୍ରମ କରିଛି ସୁନା। ଯାହା ଗ୍ରାହକଙ୍କ ମୁଣ୍ଡ ଘୁରେଇ ଦେଇଛି। ଦାମ ଏତେ ବଢିଛି ଯେ ସୁନା କିଣିବାକୁ ଲୋକ ଡରିଲେଣି।ସେହିପରି ରୂପା ମୂଲ୍ୟ ୮୧ହଜାରରୁ…

ବଦଳିଲା ନିଷ୍ପତ୍ତି, କମିବ ନାହିଁ…

ନୂଆଦିଲ୍ଲୀ: ମଙ୍ଗଳବାର ପେଟ୍ରୋଲ ଓ ଡିଜେଲ ଦରରେ ଲିଟର ପ୍ରତି ୪୦ ପଇସା କମିବ ବୋଲି ସୋମବାର ଘୋଷଣା କରିଥିଲେ ତୈଳ ବିପଣନକାରୀ କମ୍ପାନି। ମଙ୍ଗଳବାର ସକାଳ ୬ଟା ଠାରୁ ନୂଆ ମୂଲ୍ୟ ଲାଗୁ ହେବ ବୋଲି ସୂଚନା ମିଳିଥିଲା। ଏପରିକି ପେଟ୍ରୋଲ ଓ ଡିଜେଲ ଦରର ୪୦-୪୦ ପଇସା ହ୍ରାସ କରିବା ପାଇଁ ତୈଳ…

ଦୀପାବଳିରେ ଚମକିବ ସୁନା, ୧୦ ଗ୍ରାମ ପିଛା…

ନୂଆଦିଲ୍ଲୀ,୧୦/୧୦: ଦୀପାବଳିରେ ଚମକିବ ସୁନା । ୧୦ ଗ୍ରାମ ପିଛା ଏହି ମୂଲ୍ୟବାନ ହଳଦିଆ ଧାତୁ ଦର ୫୩,୦୦୦ ଟଙ୍କା ପର୍ଯ୍ୟନ୍ତ ଯାଇପାରେ ବୋଲି ବଜାର ସୂତ୍ରରୁ ଜଣାପଡ଼ିଛି । ଗତ ସପ୍ତାହରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ପ୍ରାୟ ୧୨% ବୃଦ୍ଧି ପାଇଛି । ବିଶ୍ୱ ବଜାରରେ ମୁଦ୍ରାସ୍ଫୀତି ରେକର୍ଡ ସ୍ତରରେ…

ବଢ଼ିଲା ସୁନା ଦର

ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ। ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୪୯ ହଜାର ୬୦୦ ଟଙ୍କା ରହିଛି ।  ଏହି କ୍ରମରେ ଆଜି ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଏହାସହ ୨୨ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୪୭, ୬୯୦ ଥିବାବେଳେ ୨୦, ୧୮ ଓ ୧୪ କ୍ୟାରେଟ…