thelifelinemedia
Latest Odisha News, Breaking News Today
Browsing Category

ଜିଲ୍ଲା

ଚକା ତଳେ ଚାପି ହୋଇ ଚାଲିଗଲା ଗାଡ଼ି…

ବୌଦ୍ଧ: ଗାଡ଼ି ବ୍ୟାକ କଲାବେଳେ ଚକା ତଳେ ଚାପି ହୋଇ ଚାଲିଗଲା ଗାଡ଼ି ମାଲିକଙ୍କ ଜୀବନ। ଅସାବଧାନତା ଯୋଗୁଁ ଅକାଳରେ ଗାଡି ମାଲିକଙ୍କ ମୃତ୍ୟୁ ଘଟିଛି। ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଚରିଛକ ବଜାର ନିକଟରେ। ମୃତକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଆସ୍କା ଅଞ୍ଚଳର କେଶବ ସାହୁ। ବୌଦ୍ଧରୁ ଆସ୍କା…

ଟାଙ୍ଗୀରେ ବାଇକ ଦୁର୍ଘଟଣା: ପୁଅ ମୃତ,…

ଖୋର୍ଦ୍ଧା :ଖୋର୍ଦ୍ଧା ଟାଙ୍ଗୀରେ ବାଇକ୍ ଦୁର୍ଘଟଟଣାରେ ପୁଅ ମୃତ , ବାପା ଗୁରୁତର। ୮ ବର୍ଷ ପୁଅର ଜୀବନ ଚାଲି ଯାଇଛି ଦୁର୍ଘଟଣାରେ।ଘଟଣା ଘଟିଛି - ଖୋରଧା ଜିଲ୍ଲା ଟାଙ୍ଗୀ ଥାନା ଅଧୀନ ଟାଙ୍ଗୀ- କାଳୁପଡା ରାସ୍ତା ରେ। ଚାନ୍ଦପୁର ରୁ ଡ୍ୟାନ୍ସ କ୍ଲାସ୍ ସାରି ଘରକୁ ଫେରୁଥିଲେ। ଗୁରୁତର ବାପା ହେଉଛନ୍ତି…

ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ…

ବାଲେଶ୍ଵର :ବାଲେଶ୍ୱରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ। ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ସହ ୩ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ୨ ବର୍ଷ କାରାଦଣ୍ଡ । ୧୧ ଜଣ ସାକ୍ଷୀ ଓ ୨୧ ଟି ଦଲିଲ ଓ ଦସ୍ତାବିଜ କୁ ଆଧାର କରି ରାୟ ଶୁଣାଇଛନ୍ତି ମାନ୍ୟବର…

ପିପିଲେ ମାଙ୍କଡ଼ ଭୟ: ମାଙ୍କଡ଼ ଆକ୍ରମଣରେ…

ପିପିଲି :ପିପିଲେ ମାଙ୍କଡ଼ ଭୟ। ପାଗଳ ହନୁ ମାଙ୍କଡ ପୁରା ଅଞ୍ଚଳରେ ଭୟ ଖେଳାଉଛି। ଲୋକଙ୍କୁ ଆକ୍ରମଣ କରୁଛି ମାଙ୍କଡ଼। ପିଲାଠୁ ବଡ ସମସ୍ତେ ମାଙ୍କଡ଼ ଆକ୍ରମଣର ଶିକାର ହୋଇଛନ୍ତି।ପାଗଳ ହନୁ ମାଙ୍କଡ଼ କାମୁଡାରେ ପିପିଲିରେ ୭ ଗୁରୁତର ହୋଇଛନ୍ତି।ପିପିଲି ବିଜ୍ଞାପିତ ପରିଷଦ ଅଂଚଳରେ ପାଗଳ ହନୁ ମାଙ୍କଡ଼ର…

ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକରେ ଲାଗିଲା…

ଗଞ୍ଜାମ:ଗଞ୍ଜାମ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୧୬ର ସୂର୍ଯ୍ୟନାରାୟଣପୁର ଛକ ନିକଟରେ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକରେ ଲାଗିଲା ନିଆଁ ।ଭାରତ ପେଟ୍ରୋଲିୟମର ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକର ଗୋଟିଏ ସିଲିଣ୍ଡରରୁ ହଠାତ ନିଆଁ ଲାଗି ଧୂଆଁ ବାହାରିଥିଲା । ଡ୍ରାଇଭର ଗାଡିକୁ ଅଟକାଇବା ପରେ ସ୍ଥାନୀୟ…

ଜଲାପୁଟ ଜଳଭଣ୍ଡାରରେ ଡଙ୍ଗା ବୁଡି ଘଟଣା:…

କୋରାପୁଟ:ଡଙ୍ଗା ବୁଡି ଘଟଣାରେ ମିଳୁନି ନିଖୋଜ ଦମ୍ପତିଙ୍କ ପତ୍ତା । ନିଖୋଜ ଘଟଣାରେ ୧୬ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଦମ୍ପତିଙ୍କ କୌଣସି ଖୋଜ ଖବର ମିଳି ନଥିବା ବେଳେ ଆଜି ଆଉ ଥରେ ଘଟଣା ସ୍ଥଳରେ ଜଲାପୁଟ ପୋଲିସ ଓ ନନ୍ଦପୁର ଓଡ୍ରାଫ ଟିମ୍ ପହଞ୍ଚି ଆରମ୍ଭ କରିଛନ୍ତି ଅପରେଶନ। ସୂଚନା…

ଟୋଲଗେଟ ରେ ପିଟି ହୋଇ ଜଳିଗଲା କଣ୍ଟେନର:…

ଜଳେଶ୍ବର:ଟୋଲଗେଟରେ ପିଟି ହୋଇ ହୁତୁ ହୁତୁ ହୋଇ ଜଳିଗଲା କଣ୍ଟେନର। ଘଟଣାସ୍ଥଳରେ ଡ୍ରାଇଭର ଓ ହେଲପର ଜୀବନ୍ତ ଦଗ୍ଧ ଘଟଣା ଘଟିଛି ବାଲେଶ୍ୱର ଜଳେଶ୍ୱର ଲକ୍ଷ୍ମଣନାଥ ଟୋଲ ଗେଟ ଠାରେ। ବିଳମ୍ବିତ ରାତିରେ ଏକ କଣ୍ଟେନର ଟୋଲଗେଟ ରେ ପିଟି ହୋଇ ଜଳି ଯାଇଛି। ଡ୍ରାଇଭର ଓ ହେଲ୍ପର ସମୟ ପାଇଲେ ନାହିଁ ଗାଡି ଭିତରୁ…

ପିକନିକ ହେଲା କାଳ : ଭାରସାମ୍ୟ ହରାଇଲା…

ଗଜପତି :ପିକ ନିକ ବେଳେ ଅଧା ବାଟରେ ଛକି ବସିଥିଲା ମୃତ୍ୟୁ। ଭାରସାମ୍ୟ ହରାଇ ଓଲଟି ପଡିଲା ଭ୍ୟାନ।ଘଟଣା ଘଟିଛି ଗଜପତି ଜିଲ୍ଲା କେନ୍ଦୁଘାଟିରେ।ଗଜପତି ଜିଲ୍ଲା ମୋହନା କେନ୍ଦୁଘାଟିରେ ଭୟାନକ ଦୁର୍ଘଟଣା। ପିକନିକ ବେଳେ ଏମିତି ଏକ ଭୟଙ୍କର ଦୁର୍ଘଟଣା ଘଟିଛି ଯେଉଁଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ…

ଗଞ୍ଜାମ ଜିଲ୍ଲାରେ ମହାରାଷ୍ଟ୍ର ମହାବଳ…

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ମହାରାଷ୍ଟ୍ର ମହାବଳ ବାଘ। ଗଞ୍ଜାମ ଜିଲ୍ଲା ଜଙ୍ଗଲକୁ ପଶି ଆସିଛି ମହାବଳ। ଜିଲ୍ଲାରେ ବାଘ ଚଳପ୍ରଚଳକୁ ନେଇ ବ୍ରହ୍ମପୁର ଡିଏଫଓ ଗୁରୁତ୍ତ୍ୱପୂର୍ଣ୍ଣ କଥା ସାମ୍ନାକୁ ଆଣିଛନ୍ତି। କହିଛନ୍ତି ମହାବଳ ବାଘ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବନାଞ୍ଚଳରେ ବର୍ତ୍ତମାନ ରହିଛି ।ଦିଗପହଣ୍ଡି…

ନାବାଳିକାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର…

ଯାଜପୁର: ରାସ୍ତାକଡ଼ରେ ଦୁର୍ଘଟଣାର ଶିକାର ହୋଇ ଜଣେ ନାବାଳିକା ଅଚେତ ଅବସ୍ଥାରେ ପଡ଼ିଥିଲେ। ତୁରନ୍ତୁ ତାଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ERSS ଟିମ। ଘଟଣା ଘଟିଛି ଯାଜପୁର ଜିଲ୍ଲା ଯାଜପୁର ଟାଉନ୍ ଗଣେଶ୍ୱରପୁର ରୋଡ୍ ନିକଟରେ। ଜଣେ ନାବାଳିକା ସାଇକେଲରେ ଯାଉଥିବାବେଳେ ଦୁର୍ଘଟଣାର ଶିକାର ହୋଇ ଅଚେତ ହୋଇ…