Browsing Category
ମନୋରଞ୍ଜନ
ଦୁଇ ଦିନ ଭିତରେ ଏମ୍ସରୁ ଡିସଚାର୍ଜ ହେବେ…
ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ସଙ୍ଗୀତକାର ଅଭିଜିତ ମଜୁମଦାରଙ୍କୁ ନେଇ ଆସିଲା ବଡ଼ ଖବର। ସେ ଏବେ ବିପଦମୁକ୍ତ ଅଛନ୍ତି। ଆଗାମୀ ଦୁଇଦିନ ଭିତରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବ। ଏନେଇ ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଏମ୍ସର ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ବାସ ଆଜି ସୂଚନା ଦେଇଛନ୍ତି।…
ଖୁସି ଖବର ବାଣ୍ଟିଛନ୍ତି ସବ୍ୟର୍ଚ୍ଚିତା:…
ଭୁବନେଶ୍ୱର: ଖୁବ୍ ଜଲଦି ଖୁସି ଖବର ଦେବାକୁ ଯାଉଛନ୍ତି ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅର୍ଚିତା ସାହୁ। ପ୍ରଶଂସକଙ୍କ ପାଇଁ ଖୁସି ଖବର ଆଣିବାକୁ ଯାଉଛନ୍ତି ଏହି ଦୁଇ ଷ୍ଟାର। ସବୁ ଅପେକ୍ଷାର ଅନ୍ତ ଘଟିବା ସହ ଖୁସି ଖବର ବାଣ୍ଟିଛନ୍ତି ସବ୍ୟର୍ଚ୍ଚିତା । ଏକ ଭିଡିଓ ସେୟାର କରି ପ୍ରଶଂସକଙ୍କ ପାଇଁ…
ସୋସିଆଲ ମିଡିଆରେ ଟ୍ରେଣ୍ଡ:ହାପି ବର୍ଥ ଡେ…
ନୂଆଦିଲ୍ଲୀ: ବଲିଉଡର ଦିବଂଗତ ସୁପରଷ୍ଟାର ଧର୍ମେନ୍ଦ୍ରଙ୍କ 90ତମ ଜନ୍ମ ଦିନରେ ହିମ୍ୟାନଙ୍କୁ ଝୁରି ହେଉଛନ୍ତି ଫ୍ୟାନସ। ୯୦ବର୍ଷରେ ପାଦ ଦେବା ପୂର୍ବରୁ ୮୯ବର୍ଷ ବୟସରେ ଧର୍ମେନ୍ଦ୍ରଙ୍କ ଦେହାନ୍ତ ହୋଇଥିଲା।ନଭେମ୍ବର ୨୪ ତାରିଖରେ ଦେହାନ୍ତ ହୋଇଥିଲା ସୁପର ଷ୍ଟାର ଧର୍ମେନ୍ଦ୍ରଙ୍କର। ହେଲେ 90ତମ ଜନ୍ମ…
ହ୍ୟୁମାନ ସାଗରଙ୍କ ଅଵସ୍ଥା…
ଭୁବନେଶ୍ୱର: ଓଲିଉଡ୍ କଣ୍ଠିଶିଳ୍ପୀ ହ୍ୟୁମାନ ସାଗରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏ ନେଇ ବୁଲେଟିନ୍ ଜାରି କରି ସୂଚନା ଦେଲା ଭୁବନେଶ୍ବର ଏମ୍ସ। ଏକାଧିକ ଅଙ୍ଗ କାମ କରୁନି, ହାଇ ଭେଣ୍ଟିଲେଟର ସପୋର୍ଟରେ ଚିକିତ୍ସାଧୀନ ଅଛନ୍ତି ହ୍ୟୁମାନ ସାଗର। କିଡନି ଓ ଲିଭର୍ ଜନିତ ସମସ୍ୟା ଯୋଗୁଁ ସେ ପ୍ରଥମେ ଏକ…
ପରଲୋକରେ ଧର୍ମେନ୍ଦ୍ର
ନୂଆଦିଲ୍ଲୀ: ଆରପାରିରେ ବଲିଉଡ୍ ଅଭିନେତା ଧର୍ମେନ୍ଦ୍ର । ମୁମ୍ବାଇର ଏକ ଘରୋଇ ହସ୍ପିଟାରେ ଆଖିବୁଜିଛନ୍ତି ଧର୍ମେନ୍ଦ୍ର । ୮୯ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି ।
ବଲିଉଡର ହି-ମ୍ୟାନ୍ ଭାବରେ ଜଣାଶୁଣା ଧର୍ମେନ୍ଦ୍ରଙ୍କର ୮୯ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଅଭିନେତାଙ୍କ…
ଅଶ୍ରୁମୋଚନଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ
ଭୁବନେଶ୍ୱର: ଓଲିଉଡ୍ ଅଭିନେତା ଅଶ୍ରୁମୋଚନ ମହାନ୍ତିଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ । ସୁଟିଂ ସାରି ଫେରୁଥିବାବେଳେ କେନାଲକୁ ଖସିଲା କାର । ସାମ୍ନାକୁ କୁକୁର ପଳାଇ ଆସିବାରୁ ନିୟନ୍ତ୍ରଣ ହରାଇ କେନାଲକୁ ଖସିଲା କାର୍ । କଳାଝରି ନିକଟ ଦୟା ୱେଷ୍ଟ ନାଳ ଭିତରକୁ ଖସିପଡ଼ିଲା କାର୍ । ତେବେ ଅଭିନେତା ଅଶ୍ରୁମୋଚନ…
ହସ୍ପିଟାଲରେ ଭର୍ତ୍ତି ହେଲେ ଧର୍ମେନ୍ଦ୍ର
ନୂଆଦିଲ୍ଲୀ: ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଦେଓଲ ଅସୁସ୍ଥ ହୋଇପଡିଛନ୍ତି। ଗତ ରାତିରେ ଛାତିରେ ଯନ୍ତ୍ରଣା ହେବା ପରେ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ସୂଚନା ଅନୁସାରେ ଧର୍ମେନ୍ଦ୍ରଙ୍କୁ ନିଶ୍ବାସ ନେବାରେ ଅସୁବିଧା ହେବାରୁ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ।…
ନାଣ୍ଡୁ ଅପରାଧୀ ଚରିତ୍ରର ବ୍ୟକ୍ତି: ଭକ୍ତ…
ଭୁବନେଶ୍ଵର: କଂଗ୍ରେସ ଭବନ ବାହାରେ ହାଇଡ୍ରାମାକୁ ନେଇ ପିସିସି ସଭାପତି ଭକ୍ତ ଦାସ ସ୍ପଷ୍ଟମତ ରଖିଛନ୍ତି। ସେ କହିଛନ୍ତି ନାଣ୍ଡୁ ଧଳ ଜଣେ ଅପରାଧିକ ଚରିତ୍ରର ବ୍ୟକ୍ତି । ସେ କଂଗ୍ରେସର ସଦସ୍ୟ ହୋଇପାରିବେ ନାହିଁ।
ସଦସ୍ୟତା ମଗାଯାଏ, ଛଡାଇକି ନିଆଯାଏନାହିଁ। ରାହୁଲ ଗାନ୍ଧୀଙ୍କ ପାଖକୁ ଯଦି ଯାଇପାରିବେ…
ଅନୁଭବଙ୍କ ଗୁହାରି ଶୁଣିବେ…
ଭୁବନେଶ୍ୱର: ସାଉଥ ଫିଲ୍ମ ହିନ୍ଦୀରେ ଡବିଙ୍ଗ ହୋଇ ଓଡିଶା ଆସିଲା ଆଉ ଓଡ଼ିଆ ଫିଲ୍ମକୁ ହଲରୁ ହଟାଇଦେଲେ ହଲ ମାଲିକ | ଆଉ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଅପିଲ କଲେ ଓଡ଼ିଆ ସୁପରଷ୍ଟାର ତଥା ଫିଲ୍ମ ଚାରିଧାମର ମୁଖ୍ୟ ଅଭିନେତା ଅନୁଭବ ମହାନ୍ତି |
ଅନୁଭବ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ…
ମୋ ବିରୁଦ୍ଧରେ ନିଅ କାର୍ଯ୍ୟନୁଷ୍ଠାନ:…
ନୂଆଦିଲ୍ଲୀ:ତାମିଲାନାଡୁ ଦଳା ଚକଟା ମୃତ୍ୟୁ ଘଟଣାରେ ନିଜ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ନେବାକୁ କହିଲେ ଅଭିନେତା ତଥା TVK ମୁଖ୍ୟ ବିଜୟ। କହିଲା ମୋ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। କହିଛନ୍ତି ମୁଁ ମୋ ଜୀବନରେ ଏପରି ଦୁଃଖଦାୟକ ପରିସ୍ଥିତିର ସାମ୍ନା କେବେ କରିନାହିଁ।ଶୀଘ୍ର ପୀଡ଼ିତମାନଙ୍କୁ…