Browsing Category
Uncategorized
ସମସ୍ତ ହିତାଧିକାରୀଙ୍କ ଆବେଦନ ଯାଞ୍ଚ…
ଭୁବନେଶ୍ୱର:ସମସ୍ତ ହିତାଧିକାରୀଙ୍କ ଆବେଦନ ଯାଞ୍ଚ ସରିଲେ ସୁଭଦ୍ରା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି। ୫.୧୧ ଲକ୍ଷ ଆବେଦନକାରୀଙ୍କୁ ବାୟୋମେଟ୍ରିକ ଜରିଆରେ ଇ-କେୱାସି କରିବାକୁ ଅନୁରୋଧ କରିଛନ୍ତି ଉପମୁଖ୍ୟମନ୍ତ୍ରୀ। ମୋ ସେବା କେନ୍ଦ୍ର…
ମହାପ୍ରଭୁଙ୍କ ଦର୍ଶନ କଲେ ଆସାମ…
ପୁରୀ:ଶ୍ରୀ ମନ୍ଦିରରେ ମହାପ୍ରଭୁ ଙ୍କୁ ଦର୍ଶନ କରି ସିଂହ ଦ୍ଵାର ନିକଟରେ ପ୍ରତିକ୍ରିୟା ରଖିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ। ଶ୍ରୀ ମନ୍ଦିର ହେଉଛି ବୈକୁଣ୍ଠ ଧାମ।ମହାପ୍ରଭୁ ଙ୍କୁ ଦର୍ଶନ କରି ବେଶ ଖୁସି ଲାଗିଵା ସହ ଦେଶ ଓ ବିଶ୍ୱ ବାସି ଙ୍କ ଲାଗି ମହାପ୍ରଭୁଙ୍କ ନିକଟରେ ପ୍ରାଥନା କଲି। ଦିଘାର ଜଗନ୍ନାଥ…
କୋହଳ ହେବ କଏଦୀଙ୍କ ସଜ୍ଜା : ଜେଲ୍…
ଭୁବନେଶ୍ୱର: କୋହଳ ହେବ କଏଦୀଙ୍କ ସଜ୍ଜା।ଉତ୍ତମ ଆଚରଣ ପ୍ରଦର୍ଶନ କରିଆସୁଥିବା ଏହି କଏଦୀମାନଙ୍କ ସଜା କୋହଳ କରାଯିବ।ଫଳରେ ସେମାନେ ଧାର୍ଯ୍ୟ ଜେଲ୍ଦଣ୍ଡ ପୂର୍ବରୁ ମୁକ୍ତିର ଆନନ୍ଦ ପାଇବେ।ଚଳିତ ମାସ ୧୦ ତାରିଖରେ ପାଳିତ ହେବାକୁ ଯାଉଛି ଜେଲ୍ ପ୍ରତିଷ୍ଠା ଦିବସ।ଏହା ପୂର୍ବରୁ ଜେଲ ବିଭାଗ ଏଭଳି ବଡ଼…
ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ: ଦକ୍ଷିଣ…
ଭୁବନେଶ୍ୱର:ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ ।ଲଘୁଚାପର ପ୍ରଭାବରେ ଦକ୍ଷିଣ ଭାରତରେ ବର୍ଷା ଲାଗିରହିଥିବା ବେଳେ ଓଡିଶାରେ ଏହାର ବିଶେଷ ପ୍ରଭାବ ନାହିଁ କି ବଡ ବର୍ଷାର ସମ୍ଭାବନା ନାହିଁ ବୋଲି ସ୍ପଷ୍ଟ କରିଛି ପାଣିପାଗ ବିଭାଗ। କିନ୍ତୁ ଦକ୍ଷିଣଦିଗରୁ ଯେଉଁ ପବନ ପ୍ରବାହିତ ହେଉଛି ତାହା ଫଳରେ ରାଜ୍ୟ…
ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ରାଷ୍ଟ୍ରୀୟ…
ଭୁବନେଶ୍ୱର: ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରେ ପ୍ରତିଷ୍ଠା ହେବ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ଆଞ୍ଚଳିକ ଶାଖା। ଏନେଇ ଓଡ଼ିଶା ରାଜ୍ୟ ସରକାର ବିଧିବଦ୍ଧ ଭାବେ ଅନୁମୋଦନ ପ୍ରଦାନ କରିଛନ୍ତି। ପ୍ରାଥମିକ ସ୍ତରରେ ଏହା ଭୁବନେଶ୍ୱର ସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଅସ୍ଥାୟୀ…
ଭିଡରେ ଉଛୁଳୁଛି କଟକ: ମନ୍ତ୍ରଧ୍ୱନୀ,…
କଟକ: ଝଲସୁଛି ରୂପାର ସହର କଟକ ନଗରୀ ରୂପା ର ସହରରେ ପୂଜା ମଣ୍ଡପ ମାନଙ୍କରେ ଚାନ୍ଦିର ଚମକ ଓ ସୁନାର ଓଜଲ୍ୟା ଭିତରେ ରେ ପୂଜା ପାଉଛନ୍ତି ଜଗତ ଜନନୀ ମା ଦୁର୍ଗା। ମନ୍ତ୍ରଧ୍ୱନୀ , ଘଣ୍ଟ ଘଣ୍ଟା ବାଦ୍ୟରେ ପ୍ରକମ୍ପିତ ହେଉଛି ରୌପ୍ୟ ନଗରୀ। ଜଗତ ଜନନୀ ମା ଦୁର୍ଗା ଙ୍କ ଦର୍ଶନ କରି ପୁଣ୍ୟ ଅର୍ଜନ କରୁଛନ୍ତି…
ରାଜଧାନୀରେ ଦଶହରା ବୁଲିଲେ…
ଭୁବନେଶ୍ୱର: ରାଜଧାନୀରେ ଦଶହରା ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବିଭିନ୍ନ ପୂଜା ମଣ୍ଡପ ବୁଲି ମାଙ୍କ ଦର୍ଶନ କରିଛନ୍ତି ମୋହନ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି ମାଆ ଦୁର୍ଗାଙ୍କ ଆଗମାନ ହୋଇଛି। ଭୁବନେଶ୍ବରର ସହରର ବିଭିନ୍ନ ସ୍ଥାନରେ ଅଷ୍ଟମୀ ପୂଜା ଚାଲିଛି। ଆଜିର ଦିନରେ ସୁଯୋଗ ମିଳିଲା ଦର୍ଶନ ପାଇଁ।…
ନୂଆରୂପ ପାଇବ ଭୁବନେଶ୍ବର ବିମାନ ବନ୍ଦର
ଭୁବନେଶ୍ୱର: ଭୁବନେଶ୍ୱର ବିମାନ ମନ୍ଦିରର ରୂପରେଖ ବଦଳିବାକୁ ଯାଉଛି। ଖୁବଶୀଘ୍ର ରନୱେ କ୍ୟାଟଟୁ ଲାଇଟ ଏକ ମାସ ଭିତରେ ଶେଷ କରାଯିବ। ପୁରୁଣା ଟର୍ମିନାଲ ପାଖରେ ନୂଆ ଟର୍ମିନାଲ ନିର୍ମାଣ ହେବ। ଏବେ ଦେଶର ୨୦ ଟି ସହର ସହ ବିଦେଶ ର ୪ ଟି ସ୍ଥାନକୁ ଭୁବନେଶ୍ବର ଏୟାରପୋର୍ଟ ସଂଯୋଗ କରୁଛି। ଡବଲ ଇଞ୍ଜିନ…
ଭାଇ ଭଉଣୀଙ୍କ ଠାରୁ ଲୁଟିନେଲେ ଟଙ୍କା…
ଭୁବନେଶ୍ୱର:ଦୁଆର ମୁହଁରୁ ଟାଣିନେଲେ ଟଙ୍କା ବ୍ୟାଗ। ନିଳାଦ୍ରୀ ବିହାର ଅଞ୍ଚଳରୁ ଭାଇ ଭଉଣୀଙ୍କ ଠାରୁ ଲୁଟ। ବ୍ୟାଙ୍କ ରୁ ଟଙ୍କା ଉଠାଇ ଫେରିବା ବେଳେ ୩ ଲକ୍ଷ ୨୫ ହଜାର ଟଙ୍କା ଲୁଟିନେଲେ ଦୁଇ ଲୁଟେରା।ଚନ୍ଦ୍ରଶେଖରପୁର ଫେଜ ୧ ଏସବିଆଇ ବ୍ରାଞ୍ଚ ସମ୍ମୁଖରୁ ଲୁଟ ହୋଇଛି।ଘର କାମ ପାଇଁ ବ୍ୟାଙ୍କ ରୁ ଟଙ୍କା…
ହସ୍ପିଟାଲରେ ଭର୍ତ୍ତି ହେଲେ ପୂର୍ବତନ…
ଭୁବନେଶ୍ୱର: ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ପୂର୍ବତନ ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନ। ଅସୁସ୍ଥତା ହେତୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏ ନେଇ ହସ୍ପିଟାଲ ଯାଇ ବିଶ୍ୱ ଭୂଷଣ ହରିଚନ୍ଦନଙ୍କୁ ହସ୍ପିଟାଲରେ ଭେଟି ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।…