thelifelinemedia
Latest Odisha News, Breaking News Today
Browsing Category

ମହାନଗର

କଟକରେ ଗୋଷ୍ଠୀ ସଂଘର୍ଷ: ଢେଲା ପଥର, କାଚ…

କଟକ:କଟକରେ ଗୋଷ୍ଠୀ ସଂଘର୍ଷ। ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ। ପଟ୍ଟାପୋଲ ଅଞ୍ଚଳରେ ଘଟିଛି ଏଭଳି ଘଟଣା। ଏକ ଛୋଟ ସଡ଼କ ଦୁର୍ଘଟଣା କୁ ନେଇ ଏହି ତୁମୁଳ କାଣ୍ଡ ଘଟିଥିବା ଜଣାପଡିଛି। ଉଭୟ ଗୋଷ୍ଠୀ ଭିତରେ ଢେଲା ପଥର, କାଚ ବୋତଲ ମାଡ ଦେଖିବାକୁ ମିଳିଥିଲା। ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା। ଖବର ପାଇ…

ରାଜଧାନୀ ଡେଲଟା ଛକରେ ଡିଭାଇଡରକୁ ପିଟିଲା…

ଭୁବନେଶ୍ୱର: ଭୁବନେଶ୍ବର ଡେଲଟା ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା  ଏକ ଦ୍ରୁତଗାମୀ ବାଇକ ଡିଭାଇଡରରେ ପିଟି ହୋଇ ଜଣେ ଯୁବକଙ୍କ ମୃତ୍ଯୁ ହୋଇଛି। ଅନ୍ୟଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ନିଶା ସେବନ କରି ଗାଡି ଚଳାଉଥିଲେ ଯୁବକ। ଫଳରେ ଭରସାମ୍ୟ ହରାଇ ଗାଡି ଡିଭାଇଡରରେ ପିଟି ହୋଇଥିବା କୁହାଯାଉଛି। ପ୍ରଥମେ…

ଖଣ୍ଡଗିରି ଫ୍ଲାଏ ଓଭର ଉପରେ ଗ୍ୟାସ ଲିକ:…

ଭୁବନେଶ୍ୱର: ସମୟ ଥିଲା ରାତି ପ୍ରାୟ ୧୧। ହଠାତ ଖଣ୍ଡଗିରି ରାସ୍ତାରେ ଛାନିଆ ଖେଳିଗଲା। ଉତ୍ତରାରୁ ବ୍ରହ୍ମପୁର ଯାଉଥିବା CNG ବୋଝେଇ ଗାଡିରେ ଗ୍ୟାସ ଲିକ ହେଲା। ଘଟଣା ଘଟିବା ପରେ ଚାରିଆଡେ ଆତଙ୍କ ଖେଳିଗଲା। ସେପ୍ଟି ଭାଲବ ଖୋଲିବା ପରେ ଗ୍ୟାସ ଲିକ ହୋଇଥିଲା। ତୁରନ୍ତ ଗାଡି ଚାଳକ ବିଶେଷଜ୍ଞ ଟିମକୁ ଖବର…

କଟକ କାଳୀପୂଜା ଭଷାଣୀରେ ଗୋଷ୍ଠୀ ସଂଘର୍ଷ:…

କଟକ: କଟକ କାଳିପୂଜା ଭଷାଣୀରେ ଦୁଇଗୋଷ୍ଠୀ ମୁଁହାମୁହିଁ ହୋଇଛନ୍ତି। ଚାନ୍ଦିନୀଚୌକ ରୟାଲ ଗାର୍ଡେନ ନିକଟରେ ଦୁଇଗୋଷ୍ଠୀ ଗଣ୍ଡଗୋଳ ହେବା ସହ ଉଭୟପକ୍ଷଙ୍କ ମଧ୍ୟରେ ପ୍ରବଳ ଢେଲାପଥର ସହ କାଚ ବୋତଲ ମାଡ ହୋଇଛି । ଉଭୟ ପକ୍ଷଙ୍କ ମଧ୍ୟରେ ପ୍ରବଳ ମାରପିଟ ହୋଇଥିଲା। ଏଥିରେ ୫ ରୁ ୬ ଜଣ ଆହତ ହୋଇ ମେଡିକାଲ ରେ…

ସାଇବର ଠକେଇର ମାସିକ ରିପୋର୍ଟ:…

ଭୁବନେଶ୍ୱର: ସାଇବର ଠକେଇକୁ ନେଇ ଆସିଛି ମାସିକ ରିପୋର୍ଟ। ଭୁବନେଶ୍ୱରରୁ କେବଳ ଅକ୍ଟୋବର ମାସରେ କେତେ ପରିମାଣର ଠକେଇ ହୋଇଛି ସେ ନେଇ ବିସ୍ତୃତ ତଥ୍ୟ ସାମ୍ନାକୁ ଆସିଛି।ମିଳିଥିବା ତଥ୍ୟ ଅନୁସାରେ ରାଜଧାନୀରୁ ମାସକରେ ସାଇବର ଠକ ଲୁଟିଛନ୍ତି ୭ କୋଟି ୬ଲକ୍ଷ ୩୩ ହଜାର ୫୦୬ଟଙ୍କା। ଅକ୍ଟୋବରରେ ହୋଇଥିବା…

ରାଜଧାନୀରେ ଭୁକମ୍ପ: ସକାଳୁ ସକାଳୁ ଥରିଲା…

ଭୁବନେଶ୍ଵର: ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ଵରରେ ଭୁକମ୍ପ ଝଟକା ।ମୃଦୁ ଭୂକମ୍ପ ଝଟକା ଅନୁଭୂତ ହୋଇଛି ଭୁବନେଶ୍ୱରରେ।ସକାଳ ୭ଟା ୧୫ ମିନିଟରେ ରାଜଧାନୀରେ ଭୂମିକମ୍ପ ଅନୁଭୂତ ହୋଇଥିବା ନେଇ ସୂଚନା ମିଳିଛି । ଭୁବନେଶ୍ବର ସମେତ ଆଖପାଖ ଅଞ୍ଚଳରେ ଝଟ୍‌କା ହୋଇଛି । ବିଶେଷ କରି ପୁରୁଣା ଭୁବନେଶ୍ବରରେ ଭୁକମ୍ପ…

ପୁଣି ଯୁବତୀଙ୍କ ଉପରେ ଚଢିଗଲା ମୋ ବସ୍:…

ଭୁବନେଶ୍ବର: ଦିନକୁ ଦିନ ମୋ ବସ୍ ଚାଳକ ଅଧିକ ବେପରୁଆ ହୋଇଯାଉଛନ୍ତି । ଗାଡି ଚଳାଇବା ବେଳେ ଖାମଖିଆଲ ମନୋଭାବ ଯୋଗୁଁ ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକେ । ଆଜି ପୁଣି ରାସ୍ତା କଡରେ ଛିଡା ହୋଇଥିବା ଜଣେ ଯୁବତୀଙ୍କ ସମେତ ମୋଟ ୨ ଜଣଙ୍କ ଉପରେ ମୋ ବସ୍ ଚଢିଯାଇଥିବା ଅଭିଯୋଗ ହୋଇଛି ।…

ପୂଜା ମଣ୍ଡପ ବୁଲିଲେ ରାଜ୍ୟ ବିଜେପି…

କଟକ: ପୂଜାମଣ୍ଡପ ବୁଲିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। କଟକ ଦଶହରା ବୁଲି ମାଙ୍କ ଆଶିଷ ଭିକ୍ଷା କଲେ। ଦୁର୍ଗାପୂଜା ଅବସରରେ ଦଶମୀ ତିଥି ରବିବାର ଦିନ କଟକର ବିଭିନ୍ନ ପୂଜା ମଣ୍ଡପ ବୁଲି ଦେଖିଛନ୍ତି। ଏଥି ସହିତ ମାଙ୍କର ଆଶୀର୍ବାଦ ଭିକ୍ଷା କରି ରାଜ୍ୟର ସମୃଦ୍ଧି ଏବଂ ସମସ୍ତ ଙ୍କ ର ସୁଖ ଶାନ୍ତି…

ରାଜଧାନୀ ସହରାଞ୍ଚଳରେ ୧୦ଟି ସ୍ଥାନରେ ହେବ…

ଭୁବନେଶ୍ୱର: ଭୁବନେଶ୍ୱର ସହରାଞ୍ଚଳରେ ୧୦ଟି ସ୍ଥାନରେ ହେବ ରାବଣ ପୋଡି କାର୍ଯ୍ୟକ୍ରମ। ନହର କଣ୍ଟା , ଝାରପଡା, ବରମୁଣ୍ଡା, କୋରଡ କଣ୍ଟା, ବାଙ୍କୁଆଲ, ଗୋପାଳପୁର, କୀଟସ୍ ରୋଡ, ସିମୁଲିପାଟନା ଦୋଳ ଯାତ୍ରା ପଡିଆ, କପିଳ ପ୍ରସାଦ ଫୁଟବଲ ପଡିଆ ରେ ହେବ ରାବଣ ପୋଡ଼ି ଅନୁଷ୍ଠିତ ହେବ। ରାବଣ ପୋଡ଼ିକୁ…

ପୂଜା ମଣ୍ଡପ ବୁଲିଲେ କଟକ ବାରବାଟୀ…

କଟକ: ପୂଜା ମଣ୍ଡପ ବୁଲିଲେ କଟକ ଵାରବାଟି ବିଧାୟିକା ସୋଫିଆ ଫିରଦୋଷ। ରୂପାର ସହରରେ ଦଶହରାର ବେଶ ଆକର୍ଷଣ ଥାଏ।କଟକ ଦୁର୍ଗାପୂଜା ବିଶ୍ୱ ପ୍ରସିଦ୍ଧ। ରାଜ୍ୟ ତଥା ରାଜ୍ୟର କୋଣ ଅନୁକୋଣ ରୁ କଟକ ର ଦୁର୍ଗାପୂଜା ଦେଖି ମା ଙ୍କୁ ଦର୍ଶନ କରିବା ପାଇଁ ଆସିଥାନ୍ତି ଭକ୍ତ।କଟକ ରେ ୧୭୦ରୁ ଉର୍ଦ୍ଧ୍ବ ପୂଜା ମଣ୍ଡପରେ…