thelifelinemedia
Latest Odisha News, Breaking News Today
Browsing Category

ରାଜ୍ୟ

ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ;…

ପୁରୀ: ଆଷାଢ଼ ଶୁକ୍ଳ ଦ୍ବିତୀୟା ତିଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରି ଥିଲେ। ଶ୍ରୀଗୁଣ୍ଡିଚାରେ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ସହିତ ଲୀଳାଖେଳା ସାରି ଦଶମୀ ତିଥିରେ ଦାରୁବ୍ରହ୍ମ ଶ୍ରୀମନ୍ଦିର ଅଭିମୁଖେ ବାହାରିବେ। ଜନ୍ମବେଦିରୁ ଧାଡ଼ି ପଣ୍ଡିରେ ଆସି ଶରଧାବାଲିରେ ଥିବା…

ଆଜି ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ:…

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଥିବା ଲଘୁଚାପ ବଳୟ ପ୍ରଭାବରେ ଆଜି ସାରା ରାଜ୍ୟରେ ପ୍ରବଳ ବର୍ଷା ହୋଇଛି। ପୁରୀରେ ଗତକାଲିଠାରୁ ବର୍ଷା ଲାଗି ରହିଥିବାବେଳେ ଗତ ୩୬ଘଣ୍ଟା ମଧ୍ୟରେ ୧୦୫.୮ମିମି ବର୍ଷା ହୋଇଛି। ବର୍ଷା ସତ୍ତ୍ବେ…

ଦ୍ବିତୀୟ ଦିନରେ ପୁରୀରେ ପୁଣି ଆରମ୍ଭ…

ପୁରୀ:ଦ୍ବିତୀୟ ଦିନରେ ପୁରୀରେ ପୁଣି ଆରମ୍ଭ ହେଲା ରଥଟଣା ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥକୁ ଶ୍ରଦ୍ଧାଳୁମାନେ ଟାଣି ନେଉଛନ୍ତି। ସକାଳୁ ଶ୍ରୀଜିଉମାନଙ୍କ ରଥରେ ମଙ୍ଗଳାର୍ପଣ ନୀତି ଭକ୍ତି ଓ ଶ୍ରଦ୍ଧାର ସହ ସମ୍ପନ୍ନ ହୋଇଥିଲା। ବୈଦିକ ମନ୍ତ୍ରୋଚ୍ଚାରଣ ଓ ପାରମ୍ପରିକ ରୀତିନୀତି ମଧ୍ୟରେ…

ପୃଥକ ଦୁର୍ଘଟଣାରେ ୨ ମୃତ, ୩ ଗୁରୁତର:…

ରାୟଗଡ଼ା/କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଗୁଣପୁର ଏବଂ କଲ୍ୟାଣସିଂହପୁର ବ୍ଲକରେ ହୋଇଥିବା ୨ଟି ଦୁର୍ଘଟଣାରେ ୨ଜଣ ମୃତ୍ୟୁବରଣ କରିଥିବା ବ‌େଳେ ୩ଜଣ ଆହତ ହୋଇଥିବା ଜଣାପଡିଛି । ସୂଚନାରୁ ଜଣାପଡିଛି ଗୁଣପୁର ଥାନା ଅନ୍ତର୍ଗତ ଚୈତନ୍ୟଗୁଡ଼ା ଗ୍ରାମ ମୁଖ୍ୟ ରାସ୍ତାରେ ଗୋଟିଏ ବାଇକ ଏବଂ ସ୍କୁଟି…

ଭଦ୍ରକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା:…

ଭଦ୍ରକ: ଭଦ୍ରକର ୧୬ ନମ୍ୱର ଜାତୀୟ ରାଜପଥର ମହତାବ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ସଡ଼କ ଦୁର୍ଘଟଣାରେ ଜଣେ ଲୋକଙ୍କର ମୃତ୍ୟୁ ହୋଇଥିବା ବେକେ ଦୁଇ ଜଣ ଗୁରୁତ୍ୱର ଭଦ୍ରକ ମେଡିକାଲରେ ଭର୍ତ୍ତ ହୋଇଛନ୍ତି। ବାଲେଶ୍ୱରରୁ କଟକ ଅଭିମୁଖେ ଯାଉଥିବା ଏକ କାର୍ ମହତାବ ଛକ ନିକଟରେ ଖରାପ ହୋଇ…

ପାଠ୍ୟପୁସ୍ତକ ତ୍ରୁଟି ମାମଲା: ପୂର୍ବତନ…

ଭୁବନେଶ୍ୱର: ପାଠ୍ୟପୁସ୍ତକରେପୂର୍ବତନ ଏସ୍‌ସିଇଆର୍‌ଟି ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀ ଅଟକ। ତାଙ୍କୁ କିଛି ସମୟ ପରେ କ୍ରାଇମବ୍ରାଞ୍ଚ ବିଧିବଦ୍ଧ ଭାବେ ଗିରଫ କରିପାରେ ବୋଲି କୁହାଯାଉଛି। ରାଜ୍ୟର ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟି ଓ ଅନିୟମିତତା ଅଭିଯୋଗର ତଦନ୍ତକୁ କ୍ରାଇମବ୍ରାଞ୍ଚ ଆହୁରି…

କେରଳରେ ପୁଣି ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ,…

ରାୟଗଡ଼ା:କେରଳ ରାଜ୍ୟରଏକ କ୍ରସରରେ କାମ କରୁଥିବା ରାୟଗଡ଼ାଜିଲ୍ଲା କାଶୀପୁର ବ୍ଲକ୍‌ର ଝାକରା ମାଝୀ(୫୫)ଙ୍କ ଗତକାଲି(ରବିବାର) ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଗତ ୨୨ ଦିନ ମଧ୍ୟରେ ବ୍ଲକ୍‌ର ୪ଜଣ ଶ୍ରମିକଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ମିଳିଥିବା ସୂଚନାରେ, ସ୍ଥାନୀୟ…

ପୁରୀରେ ରଥଯାତ୍ରା ପାଇଁ…

ପୁରୀ: ରଥଯାତ୍ରାକୁ ସୁରୁଖୁରୁରେ ଶେଷ ପାଇଁ ମକ୍‌ଡ୍ରିଲ୍‌ କରାଯାଇଛି। ବିଶେଷକରି ଜିରୋ କାଜୁଆଲିଟି ଲକ୍ଷ୍ୟରେ ଚାଲିଛି ମକ୍‌ଡ୍ରିଲ୍‌। ଅଣନିଃଶ୍ବାସୀ ହେଲେ କିପରି ଗ୍ରୀନ୍‌ କରିଡରରେ ଯିବେ ସେନେଇ ପ୍ରସ୍ତୁତି।ଆମ୍ବୁଲାନ୍ସକୁ ସୁରୁଖୁରୁରେ ବାଟ ଛାଡ଼ିବା ପାଇଁ ଚାଲିଛି ପୂର୍ବ ପ୍ରସ୍ତୁତି।ଆସନ୍ତା ୧୬…

ନିର୍ମାଣାଧୀନ ଶୌଚାଳୟ ଟାଙ୍କିରେ ପଡ଼ି…

ଭୁବନେଶ୍ୱର: ନିର୍ମାଣାଧୀନ ଶୌଚାଳୟରେ ଶ୍ରମିକମାନେ କାମ କରୁଥିଲେ। ଏହି ସମୟରେ ଅଘଟଣ ଘଟିଥିଲା। ଶୌଚାଳୟ ଭୁଶୁଡ଼ି ପଡ଼ିବାରୁ ଶ୍ରମିକମାନେ ଚାପି ହୋଇଯାଇଥିଲେ। ସେମାନଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍‌ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ସୂଚନା‌…

କଳାହାଣ୍ଡି ଜିଲ୍ଲାରେ ସ୍ୱାସ୍ଥ୍ୟସେବାର…

କଳାହାଣ୍ଡି: କଳାହାଣ୍ଡି  ଜିଲ୍ଲାରେ ପୁଣି ସାମ୍ନାକୁ ଆସିଛି ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର। ରାସ୍ତା ଉପରେ ଚକା ପମ୍ପ୍‌ଚେର୍‌ ହୋଇଯିବାରୁ ପ୍ରାୟ ୩ ଘଣ୍ଟା ଧରି ଅଟକିଲା ୧୦୮ ଆମ୍ବୁଲାନ୍ସ। ଠିକଣା ସମୟରେ ଚିକିତ୍ସା ମିଳିନପାରିବାରୁ ଆମ୍ବୁଲାନ୍‌ସରେଥିବା ଅସୁସ୍ଥ ନାବାଳିକାଙ୍କ ମୃତ୍ୟୁ ଘଟିଛି। ନର୍ଲା…