Browsing Category
ଖେଳ
ଫାଇନାଲ ଟିକେଟ ହତେଇଲା ବେଙ୍ଗାଲୁରୁ:…
ଧର୍ମଶାଳା: ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୬ର ପ୍ରଥମ କ୍ବାଲିଫାୟରରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦମଦାର ପ୍ରଦର୍ଶନ କରି ଗୁଜରାଟ ଟାଇଟନ୍ସକୁ ରନ୍ରେ ପରାସ୍ତ କରିଛି। ଏଥି ସହିତ ରଜତ ପାଟିଦାରଙ୍କ ବାହିନୀ ଟୁର୍ଣ୍ଣାମେଣ୍ଟର ଫାଇନାଲ ପାଇଁ ଟକଟ ହାତେଇଛି।ଉଭୟ ବ୍ୟାଟିଂ ଏବଂ ବୋଲିଂ କ୍ଷେତ୍ରରେ…
ମହିଳା ଟି ଟ୍ବେଣ୍ଟି ବିଶ୍ବକପ ପାଇଁ…
ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ମହିଳା ଟି ଟ୍ବେଣ୍ଟି ବିଶ୍ବକପ ପାଇଁ ପୁରା ତୟାର ହରମନପ୍ରୀତ ଆଣ୍ଡ କୋ। ଇଂଲଣ୍ଡରେ ଆୟୋଜିତ ହେବାକୁ ଯାଉଥିବା ମହିଳା ଟି-୨୦ ବିଶ୍ୱକପ ପାଇଁ ହରମନପ୍ରୀତଙ୍କ ନେତୃତ୍ୱରେ 15 ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ଗତବର୍ଷ ଦିନିକିଆ ବିଶ୍ୱକପ ଜିତି ଇତିହାସ ରଚିଥିବା ଟିମ୍…
ସରିଲା ଜାତୀୟ ପାରା-ଆଥଲେଟିକ୍ସ…
ଭୁବନେଶ୍ୱର:ଉଦଯାପିତ ହୋଇଯାଇଛି ୨୪ତମ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିୟନସିପ୍। କଳିଙ୍ଗ ଷ୍ଟାଡିୟମରେ ଉଦଯାପନୀ ଉତ୍ସବରେ ସିଏମ ମୋହନ ଚରଣ ମାଝୀ ଯୋଗଦେଇ ବିଜେତା ଆଥଲେଟଙ୍କୁ ସମ୍ମାନିତ କରିଥିଲେ। ଏହି ଚାମ୍ପିୟନସିପରେ ୨୮ ରାଜ୍ୟର ୧୪ଶହରୁ ଅଧିକ ପାରା-ଆଥଲେଟ୍ ଅଂଶଗ୍ରହଣ କରିଥିବାବେଳେ ୯୫ଟି ମେଡାଲ୍…
କ୍ରିକେଟର କୁଲଦୀପ ଯାଦବଙ୍କ ଦ୍ୱିତୀୟ…
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର କୁଲଦୀପ ଯାଦବ ଆରମ୍ଭ କରିବେ ନୂଆ ଇନିଂସ। ଆଜି ଉତ୍ତରାଖଣ୍ଡର ମସୁରୀ ଠାରେ ବିବାହ କରିବେ କୁଲଦୀପ। ଏହି ମ୍ୟାରେଜ ପାର୍ଟିରେ ବିରାଟ କୋହଲି, ରୋହିତ ଶର୍ମାଙ୍କ ସମେତ ବହୁ ଭିଆଇପି ଯୋଗ ଦେବାର ସୂଚନା ମିଳିଛି। ପିଲାଦିନର ସାଙ୍ଗ ବଂଶିକାଙ୍କ ହାତ ଧରିବେ କୁଲଦୀପ ।
ଟି-୨୦…
ବଢ଼ିଲା କ୍ରିକେଟର ହାର୍ଦ୍ଧିକ…
ବ୍ୟୁରୋ: ପଡିଆରେ ଜାତୀୟ ପତାକା ଧରି ପ୍ରେମିକାକୁ କିସ୍ କରିବା ଏବେ କ୍ରିକେଟର ତଥା ଭାରତୀୟ ଟିମର ଷ୍ଟାର ଅଲ ରାଉଣ୍ଡର ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ପାଇଁ ସମସ୍ୟା ବଢ଼ାଇଛି। ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ଟାଇଟଲ ଜିତିବା ପରେ ଭାରତୀୟ ଖେଳାଳିମାନେ ମୈଦାନରେ ସେଲିବ୍ରେସନ କରିଥିଲେ। ମ୍ୟାଚ୍…
ପାକିସ୍ତାନ ପାଇଁ ସେମି ଆଶା କଷ୍ଟ :…
ବ୍ୟୁରୋ:ପ୍ରଥମ ଦଳ ଭବେ ଟି ଟ୍ୱେଣ୍ଟି ବିଶ୍ୱକପରେ ସେମି ଫାଇନାଲ ଟିକେଟ ହାତେଇଛି ଇଂଲଣ୍ଡ। ପାକିସ୍ତାନକୁ ହରାଇ ପଞ୍ଚମ ଥର ପାଇଁ ସେମିରେ ପହଞ୍ଚିଛି ଇଂଲଣ୍ଡ। ଏବେ ପାକିସ୍ତାନର ସେମି ଆଶା ମଉଳି ଯାଇଛି। ଯଦି ନ୍ୟୁଜିଲ୍ୟାଣ୍ଡ ସେମାନଙ୍କର ବାକି ଦୁଇଟି ମ୍ୟାଚ୍ ଜିତିଯାଏ, ତେବେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚର…
ଟି ଟ୍ବେଣ୍ଟି ବିଶ୍ବକପ: କଲମ୍ବୋ…
ବ୍ୟୁରୋ: ଟ୍ବେଣ୍ଟି ବିଶ୍ବକପରେ ମହା ଲଢେ଼ଇ ପାଇଁ କଲମ୍ବୋ ବାହାରିଲା ଟିମ୍ ଇଣ୍ଡିଆ। ଆସନ୍ତା ରବିବାର ଖେଳାଯିବ ହାଇ ଭୋଲ୍ଟେଜ ମ୍ୟାଚ। ପାକିସ୍ତାନ ବିପକ୍ଷ ମ୍ୟାଚ୍ ପାଇଁ ଦିଲ୍ଲୀ ବିମାନବନ୍ଦରରୁ ବାହାରିଲେ ଖେଳାଳି। ଆସନ୍ତାକାଲି କଲମ୍ବୋରେ ଅଭ୍ୟାସ କରିବେ ଟିମ୍ ଇଣ୍ଡିଆ ଖେଳାଳି। ରବିବାର ୨ ପାରମ୍ପାରିକ…
ଧୋଇଯିବ କି ଭାରତ ପାକ୍ ମ୍ୟାଚ୍:ବର୍ଷା…
ବ୍ୟୁରୋ:ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।ଏହା ଶ୍ରୀଲଙ୍କା ଓ ତାମିଲନାଡୁ ଉପକୂଳ ମୁହାଁ ହେବା ସମ୍ଭାବନା ଥିବାରୁ କଲମ୍ବୋରେ ଭାରତ-ପାକ୍ ମ୍ୟାଚ୍ ଥିବାରୁ ପ୍ରଭାବିତ ହେବା ଆଶଙ୍କା ରହିଛି। ଯଦିଓ ଏ ସଂପର୍କରେ IMD ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନି। କିନ୍ତୁ ଲଘୁଚାପ…
ମହା ଶିବରାତ୍ରୀରେ ହାଇଭୋଲ୍ଟେଜ୍ ମ୍ୟାଚ୍:…
ବ୍ୟୁରୋ: କଲୋମ୍ବରେ ଖେଳାଯିବ ହାଇଭୋଲ୍ଟେଜ୍ ମ୍ୟାଚ୍ ।ମୁହାଁମୁହିଁ ହେବେ ଦୁଇ ଚିର ପ୍ରତିଦ୍ବନ୍ଦୀ ଭାରତ ଓ ପାକିସ୍ତାନ। ଏବେ ଶ୍ରୀଲଙ୍କା କଲୋମ୍ବକୁ ଛୁଟୁଛନ୍ତି କ୍ରିକେଟ ପ୍ରେମୀ । ଭାରତରୁ 4 ଘଣ୍ଟା ଯାତ୍ରା ପାଇଁ ବିମାନ ଦର 90 ହାଜର ରୁ 1 ଲକ୍ଷ ଟଙ୍କା ରହିଛି।ତଥାପି କମୁନି କ୍ରିକେଟ କ୍ରେଜ୍ ।…
T-20 ବିଶ୍ବକପ: ବିଜୟରୁ ଅଭିଯାନ ଆରମ୍ଭ…
ବ୍ୟୁରୋ:T-20 ବିଶ୍ବକପରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ। ଆମେରିକାକୁ 29 ରନରେ ପରାସ୍ତ କରିଛି ସୁର୍ଯ୍ୟ ବାହିନୀ ।ପ୍ରଥମ ମ୍ୟାଚରେ ଆମେରିକାକୁ ଭେଟିଥିଲା ଟିମ ଇଣ୍ଡିଆ। ଆମେରିକା ଟସ୍ ଜିତି ଭାରତକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ। ଭାରତ ନିର୍ଦ୍ଧାରିତ ଓଭରରେ 162 ରନର ଟାର୍ଗେଟ ଦେଇଥିଲା। ଏକା…