Browsing Category
ରାଜନୀତି
ଦୁଇ ଦିନିଆ ଓଡିଶା ଗସ୍ତରେ ନୀତିନ ନବୀନ:…
ଭୁବନେଶ୍ୱର: ଦୁଇ ଦିନିଆ ଓଡିଶା ଗସ୍ତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ। ଗତକାଲି ରାତିରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ ନୀତିନ ନବୀନ। ଆଜି ସକାଳେ ଭୁବନେଶ୍ବର ସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ କୋର କମିଟି ବୈଠକ କରିଛନ୍ତି । କୋର କମିଟିରେ ଦଳର…
କେରଳମ୍ରେ ସତୀଶନ୍…
ବ୍ୟୁରୋ: କେରଳମ୍ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭି.ଡି ସତୀଶନ୍। ଆଜିଠୁ କେରଳମ୍ରେ ସତୀଶନ ସରକାର ଆରମ୍ଭ ହୋଇଛି।ସତୀଶନ୍ଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ। ତିରୁଅନନ୍ତପୁରମ୍ରେ ଶପଥ ସମାରୋହ ଆୟୋଜିତ ହେଇଥିଲା। ଏଥିରେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧି ଉପସ୍ଥିତ…
ବାଂଲାଦେଶ ସୀମାରେ ତାରବାଡ଼: ଆକ୍ସନ…
କୋଲକାତା: ମୁଖ୍ୟମନ୍ତ୍ରୀ ହେବା ପରେ ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ନିଷ୍ପତ୍ତି। ଆକ୍ସନ ମୋଡ଼ରେ ଶୁଭେନ୍ଦୁ ସରକାର। ଭାରତ-ବାଂଲାଦେଶ ସୀମାରେ ତାରବାଡ଼ ପାଇଁ ଜମି ଯୋଗାଇବାକୁ ଘୋଷଣା କରିଛନ୍ତି ଶୁଭେନ୍ଦୁ ଅଧିକାରୀ। ୪୫ ଦିନ ଭିତରେ ଜମି ଯୋଗାଇ ଦେବାକୁ ଘୋଷଣା କଲେ। ୪୫ ଦିନ ଭିତରେ ସମଗ୍ର ଅଞ୍ଚଳ BSF…
ଭକ୍ତଙ୍କ ଗଡରେ ଓଡିଶା ଜନତା କଂଗ୍ରେସର…
ଭବାନୀପାଟଣା: କଳାହାଣ୍ଡି ଭବାନୀପାଟଣାରେ ଓଡିଶା ଜନତା କଂଗ୍ରେସ କରିଛି ବିଶାଳ ସମାବେଶ । ପିସିସି ମୁଖିଆ ଭକ୍ତ ଦାସଙ୍କ ଗଡରେ ଜନତା କଂଗ୍ରେସ ସଭାପତି ମୋକିମ କରିଛନ୍ତି ପ୍ରଥମ ଦଳୀୟ ସମାବେଶ। ସାମ୍ନା ସାମ୍ନି ହୋଇଛନ୍ତି କଂଗ୍ରେସ ବନାମ ଓଡ଼ିଶା ଜନତା କଂଗ୍ରେସ। କଳାହାଣ୍ଡିର ବିକାଶ ନାଁରେ ଓଡ଼ିଶା ଜନତା…
ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ…
ବ୍ୟୁରୋ: ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ବିଜେପି ବିଧାୟକ ଦଳର ଏକ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି। ବୈଠକରେ ଜେପି ନଡ୍ଡା ଏହି ପଦବି ପାଇଁ ହିମନ୍ତ ବିଶ୍ୱ ଶର୍ମାଙ୍କ ନାମ ଘୋଷଣା କରିଛନ୍ତି। ମଇ ୧୨ ତାରିଖ ଦିନ ପୂର୍ବାହ୍ନ ୧୧:୦୦ ଟାରେ ହିମନ୍ତ ବିଶ୍ୱ ଶର୍ମା ତୃତୀୟ ଥର ପାଇଁ ଆସାମର…
ତାମିଲନାଡ଼ୁରେ ବିଜୟ ସରକାର:…
ଚେନ୍ନାଇ: ତାମିଲନାଡ଼ୁରେ ଆଜିଠୁ ଆରମ୍ଭ ହୋଇଛି ବିଜୟ ସରକାର।ମୁଖ୍ୟମନ୍ତ୍ରୀ ଭାବରେ ଥଲାପତି ବିଜୟ ଶପଥ ଗ୍ରହଣ କରିଛନ୍ତି। ରାଜଧାନୀ ଚେନ୍ନାଇର ଜବାହରଲାଲ ନେହେରୁ ଷ୍ଟାଡିୟମରେ ବିଜୟଙ୍କୁ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକର ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରାଇଛନ୍ତି। ସମାରୋହରେ ଜାତୀୟ ସଂଗୀତ…
ବିଜୟଙ୍କ ଶପଥ ଗ୍ରହଣକୁ ନେଇ ସସପେନ୍ସ:…
ଚେନ୍ନାଇ:ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ବିଜୟଙ୍କ ଶପଥ ଗ୍ରହଣକୁ ନେଇ ସସପେନ୍ସ ଜାରି ରହିଛି। ବିଜୟଙ୍କ ଶପଥ ଗ୍ରହଣକୁ ନେଇ ଚ୍ଛକାପଞ୍ଝ ଲାଗି ରହିଛି। ମ୍ୟାଜିକ ନମ୍ବରରୁ ୨ଟି ଆସନ ପଛରେ ଟିଭିକେ।ବର୍ତ୍ତମାନ ଟିଭିକେ ନିକଟରେ ରହିଛି ୧୧୬ ବିଧାୟକଙ୍କ ସମର୍ଥନ। ଯାହାଜଣାପଡିଛି ଆସନ୍ତାକାଲି ଶପଥ ନେବେ…
ପୁଣି ରାଜ୍ୟପାଳଙ୍କୁ ଭେଟିଲେ ବିଜୟ…
ଚେନ୍ନାଇ: ତାମିଲନାଡୁ ରାଜନୀତିରେ ଘଡିକେ ଘୋଡା ଛୁଟୁଚ୍ଛି। ସରକାର ଗଠନ ନେଇ ସସପେନ୍ସ ଜାରି ରହିଛି। ଆଜି ପୁଣି ରାଜ୍ୟପାଳଙ୍କୁ ଭେଟିଲେ ଟିଭିକେ ମୁଖ୍ୟ ବିଜୟ। ଦିନ ୧୧ଟାରେ ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକରଙ୍କୁ ଭେଟିଛନ୍ତି ବିଜୟ। ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ନେଇ ଦାବି ଜଣାଇଛନ୍ତି।ଗତକାଲି…
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି…
କୋଲକାତା:ଭାରତୀୟ ଜନତା ପାର୍ଟି ଖୁବ୍ ଶୀଘ୍ର ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିବାର ସମ୍ଭାବନା ରହିଛି। ଶୁକ୍ରବାର ବିଜେପି ଏ ନେଇ ଏକ ବଡ଼ ବୈଠକ କରିବ ଓ ଏହା ପରେ ବିଧାୟକ ଦଳ ନେତାଙ୍କ ନାମ ଘୋଷଣା ହେବାର ସମ୍ଭାବନା ରହିଛି।
ରାଜଧାନୀ କୋଲକାତାରେ ଶୁକ୍ରବାର ବିଜେପି ବିଧାୟକଙ୍କ…
ଡିଏମ୍କେ ସହ ଦଶନ୍ଧି ପୁରୁଣା ମେଣ୍ଟ ଶେଷ…
ଚେନ୍ନାଇ: ରୋଚକ ହୋଇଛି ତାମିଲନାଡୁ ରାଜନୀତି। ସରକାର ଗଠନ ପାଇଁ ଟିଭିକେ ସହ ହାତ ମିଳେଇଛି କଂଗ୍ରେସ। ଡିଏମକ ଓ କଂଗ୍ରେସ ମେଣ୍ଟ ଭାଙ୍ଗିଛି।ତାମିଲନାଡ଼ୁରେ ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ଟିଭିକେକୁ ବୁଧବାର ସମର୍ଥନ ଘୋଷଣା କରିବା ସହ ରାଜ୍ୟ ରାଜନୀନତିରେ ଏଥି ସହ ରାଜ୍ୟରେ ଡିଏମ୍କେ ସହିତ…