thelifelinemedia
Latest Odisha News, Breaking News Today
Browsing Category

ରାଜନୀତି

ମହାନଦୀ ପାଇଁ ଉଚ୍ଚସ୍ତରୀୟ…

ଭୁବନେଶ୍ୱର: ମହାନଦୀ ଜଳ ବିବାଦ ପାଇଁ ଆଉ ପାଦେ ଆଗକୁ ବଢ଼ିଲେ ରାଜ୍ୟ ସରକାର। ଗଠନ ହେଲା ଉଚ୍ଚସ୍ତରୀୟ କମିଟି। ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି।ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶରେ ୭ ଜଣିଆ କମିଟି ଗଠନ ହୋଇଛି। ଏହି କମିଟି ମହାନଦୀ ଜଳ…

ରାଜନୀତିରେ ପୁଅ ବାପାର ସମ୍ପର୍କ ନାହିଁ:…

ଭୁବନେଶ୍ୱର: ରାଜନୀତିରେ ପୁଅ ବାପାର ସମ୍ପର୍କ ନାହିଁ ବୋଲି ପ୍ରଫୁଲ୍ଲ ସାମଲ କହିଛନ୍ତି। ଦୁଇ ପୁଅ, ଭଉଣୀ ବିଜେପିରେ ମିଶିବା ପରେ ପ୍ରଫୁଲ୍ଲ ସାମଲଙ୍କ ପ୍ରତିକ୍ରିୟା ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି।କହିଛନ୍ତି, ରାଜନୀତିରେ ପୁଅ ଓ ବାପାର ସମ୍ପର୍କ ନାହିଁ। ଦଳର ସମ୍ମାନ କ୍ଷୁଣ୍ଣ ହେଲା ଭଳି…

ଭଦ୍ରକ ରାଜନୀତିରେ ବଡ଼ ହଲଚଲ :ବିଜେପିରେ…

ଭୁବନେଶ୍ୱର: ଭଦ୍ରକରେ ବଳୁଆ ହେଳା ବିଜେପି। ବିଜେଡିକୁ ଲାଗିଲା ବଡ଼ ଝଟକା । ବିଜେଡ଼ିର ଅନ୍ୟତମ ଗଡ଼ କୁହାଯାଉଥିବା ଭଦ୍ରକରେ ରାଜନୈତିକ ହଲଚଲ। ଅସ୍ଥିର ହୋଇଯାଇଛି ଭଦ୍ରକ ରାଜନୀତି। ଦେଢ଼ ବର୍ଷ ପୂର୍ବରୁ ଭଦ୍ରକ ଜିଲ୍ଲାରେ ବିଜେଡି ଯେଉଁ ସ୍ଥିତିରେ ଥିଲା, ଏବେ ଆଉ ତାହା ହୋଇ ରହିନାହିଁ।ଭଦ୍ରକ ଜିଲ୍ଲାର ୪…

ଓଡ଼ିଶା ପୋଲିସକୁ ମହୁଆଙ୍କ ଧମକ: କେବଳ…

ଭୁବନେଶ୍ୱର: ଓଡ଼ିଶା ପୋଲିସକୁ ଟିଏମ୍‌ସି ସାଂସଦ ମହୁଆ ମୈତ୍ରଙ୍କ ଧମକ। ଓଡ଼ିଶା ଡିଜିପି ଓ ନୟାଗଡ଼ ଏସ୍‌ପିଙ୍କ ଉଦ୍ଦେଶ୍ୟରେ 'ଏକ୍ସ'ରେ ଧମକ ଦେଇଛନ୍ତି। କହିଛନ୍ତି, ନୟାଗଡ଼ରୁ ୪ ବଙ୍ଗାଳୀ ଭାଷୀ ଭାରତୀୟ ନାଗରିକଙ୍କୁ ବେଆଇନ୍ ଭାବେ ତଡ଼ା ଯାଇଛି। କେବଳ ବଙ୍ଗାଳୀ ହୋଇଥିବାରୁ ସେମାନଙ୍କୁ ତଡ଼ାଯାଇଛି।…

ଦେବାଶିଷଙ୍କୁ କାଉଣ୍ଟର କଲେ ଗଣେଶ୍ୱର:…

ଭୁବନେଶ୍ୱର: ବିଜେଡ଼ିରେ ସୁଜାତା କାର୍ତ୍ତିକେୟନଙ୍କ ଏଣ୍ଟ୍ରି କେବଳ କଳ୍ପନାଜଳ୍ପନା ବୋଲି କହିଲେ ବରିଷ୍ଠ ବିଜେଡି ନେତା ଗଣେଶ୍ୱର ବେହେରା। ସାଂସଦ ଦେବାଶିଷଙ୍କ ଚିଠିର କାଉଣ୍ଟର କରିଛନ୍ତି ଗଣେଶ୍ୱର। କହିଲେ ଦେବାଶିଷଙ୍କ ଚିଠିର କିଛି ପ୍ରଭାବ ନାହିଁ।୨୦୨୪ ପରାଜୟର ସମୀକ୍ଷା ହୋଇଛି, ଦେବାଶିଷ ଯେମିତି…

ପ୍ରାର୍ଥୀ ଚୟନରେ ଭୁଲ ରହିଲା: ନୂଆପଡ଼ା…

ଭୁବନେଶ୍ୱର: ନୂଆପଡ଼ା ପରାଜୟକୁ ନେଇ ବରିଷ୍ଠ ନେତା ଭୂପିନ୍ଦର ସିଂଙ୍କ ବଡ଼ ବୟାନ। ପ୍ରାର୍ଥୀ ଚୟନ ଭୁଲ ରହିଲା, ରାଜୁ ଢୋଲକିଆଙ୍କ ସହାନୁଭୂତି ଗଲା ବିଜେପିକୁ, ଏହି କଥା କହିଛନ୍ତି ବିଜେଡ଼ି ବରିଷ୍ଠ ନେତା ଭୂପିନ୍ଦର ସିଂ। କହିଛନ୍ତି, କଂଗ୍ରେସ ଦଳ ବହୁ ଆଗରୁ ଘାସିରାମଙ୍କୁ ପ୍ରାର୍ଥୀ କଲା, ଆମର ଡେରି…

ନୂଆପଡ଼ାରେ କାରସାଦି ହୋଇଛି:…

ଭୁବନେଶ୍ୱର: ନୂଆପଡା ଫଳାଫଳକୁ ନେଇ ବିଜେଡି ଆଣିଲା ଅଭିଯୋଗ.କାରସାଦି ହୋଇଥିବା ଅଭିଯୋଗ କଲେ ସ୍ନେହାଙ୍ଗିନୀ ଛୁରିଆ।ଯେଉଁ ଭୋଟ ମେସିନ୍‌ରେ ଆସିଛି ମୁଁ ତାକୁ ଆଗ୍ରାହ୍ୟ କରୁଛି ବୋଲି ସେ କହିଛନ୍ତି।ଫଳାଫଳକୁ ମୁଁ ଖଣ୍ଡନ କରୁଛି, ନିର୍ବାଚନ କମିଶନଙ୍କୁ ମଧ୍ୟ ନିନ୍ଦା କରୁଛି। ନିର୍ବାଚନ ଦିନ ସଂଧ୍ୟା ୫ରେ…

ବିଜେଡ଼ି ପରାଜୟ ପଛରେ ନବୀନଙ୍କ…

ଭୁବନେଶ୍ୱର: ନୂଆପଡ଼ା ଉପ ନିର୍ବାଚନରେ ବିଜେଡ଼ିର ପରାଜୟ ହୋଇଛି। ଦଳ ଏକ ନମ୍ବରରୁ ଖସି ଆସି ତୃତୀୟ ନମ୍ବରରେ ପହଞ୍ଚିଛି। ତେବେ ବିଜେଡି ପରାଜୟ ପଛରେ ଅନେକ କାରଣ ରହିଥିବା ବେଳେ ଆଉ ଏକ ପ୍ରମୁଖ କାରଣ ହେଉଛି ନବୀନ ବିମାନ ବନ୍ଦରର ଭିଡ଼ିଓ। ନୂଆପଡା ନିର୍ବାଚନକୁ ନବୀନ ଯେତେବେଳେ ଓହ୍ଲାଇଥିଲେ…

ଖସୁଛି ନବୀନଙ୍କ କ୍ରେଜ୍: ବଢୁଛି ମୋହନଙ୍କ…

ନୂଆପଡ଼ା: ନୂଆପଡ଼ାରେ ବିଜେପିର ବିପୁଳ ବିଜୟ ପରେ ନବୀନ ବ୍ରାଣ୍ଡକୁ ନେଇ ଉଠିଛି ପ୍ରଶ୍ନ। ନୂଆପଡ଼ା ବାସୀ ବିଜେଡିକୁ ପ୍ରତ୍ୟାଖାନ କରିବା ପରେ ନବୀନ ପଟ୍ଟନାୟକଙ୍କ କ୍ରେଜରେ ପଡ଼ିଛି ମଳିନ। ବିରୋଧି ଭାବେ ବିଜେଡି ପାଇଁ ନୂଆପଡ଼ା ଥିଲା ପ୍ରଥମ ଉପନିର୍ବାଚନ। ଯେଉଁ ନବୀନ ପଟ୍ଟନାୟକ ହାତ…

ଲୋକେ ପରିବର୍ତ୍ତନ ଚାହୁଁଥିଲେ: ମନମୋହନ

ଭୁବନେଶ୍ୱର: ନୂଆପଡ଼ାରେ ଲୋକେ ପରିବର୍ତ୍ତନ ଚାହୁଁଥିବା କହିଲେ ରାଜ୍ୟ ବିଜେପି ମନମୋହନ ସାମଲ। ଯାହାର ପ୍ରତିଫଳନ ଗଣତିରୁ ସ୍ପଷ୍ଟ ହେବାରେ ଲାଗିଛି। ନୂଆପଡ଼ା ଏକ ସମସ୍ୟା ବହୁଳ ନିର୍ବାଚନ ମଣ୍ଡଳୀ। ଶିଳ୍ପ, କଳକାରଖାନା ନାହିଁ, ଜଳସେଚନର ବ୍ୟବସ୍ଥା ହୋଇନି' ଏସବୁ ସମସ୍ୟା ଦୂର କରିବା ପାଇଁ ଲୋକେ…