thelifelinemedia
Latest Odisha News, Breaking News Today
Browsing Category

ରାଜନୀତି

କଲିକେଶଙ୍କୁ ଆସିଲା ନବୀନ ନିବାସ ଡକରା:…

ଭୁବନେଶ୍ୱର:କଲିକେଶଙ୍କୁ ବିଜେଡ଼ିର ନେତୃତ୍ଵ ଦିଆଯାଉ ଚର୍ଚ୍ଚା ପରେ ନବୀନ ନିବାସରୁ କଳିକେଶ ସିଂ ଦେଓଙ୍କୁ ଡାକରା ବିଜେଡ଼ି ରାଜନୀତିରେ ହଲଚଲ ତିଆରି କରିଛି। ନବୀନଙ୍କୁ ଭେଟିବା ପରେ କଳିକେଶ କହିଛନ୍ତି ବହୁଦିନ ହେବ ନବୀନ ବାବୁଙ୍କୁ ଭେଟିନଥିଲି।ଭୁବନେଶ୍ବରରେ ଥିବାରୁ ଭେଟିବାକୁ ଆସିଥିଲି।ବଲାଙ୍ଗିରର…

ସୁନେତ୍ରା ପାୱାର ହେବ ମହାରାଷ୍ଟ୍ର…

ମୁମ୍ବାଇ: ମହାରାଷ୍ଟ୍ରର ପରବର୍ତ୍ତୀ ଉପମୁଖ୍ୟମନ୍ତ୍ରୀ ହେବେ ସୁନେତ୍ରା ପାୱାର। ଦିବଙ୍ଗତ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ହେବେ ପରବର୍ତ୍ତୀ ଉପମୁଖ୍ୟମନ୍ତ୍ରୀ। ଆସନ୍ତାକାଲି ଅପରାହ୍ନ ୫ଟାରେ ଶପଥ ନେବେ ସୁନେତ୍ରା ପାୱାର।NCP ବିଧାୟକ ଦଳ ବୈଠକ ପରେ ଶପଥ ନେବେ ସୁନେତ୍ରା। ବୈଠକରେ ଦଳର ନେତା ଭାବେ…

ପ୍ଲେନ୍ କ୍ରାସରେ ମହାରାଷ୍ଟ୍ର ଉପ…

ମୁମ୍ବାଇ: ଆଉ ନାହାନ୍ତି ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର। ବାରାମତିକୁ ନିର୍ବାଚନ ପ୍ରଚାରରେ ଯାଉଥିବା ବେଳେ ପ୍ଲେନ କ୍ରାସ ଘଟି ଅଜିତ ପାୱାରଙ୍କ ଦେହାନ୍ତ ହୋଇଛି। ବାରାମତୀ ବିମାନବନ୍ଦରରେ ଅବତରଣ କରିବା ସମୟରେ ଖସି ପଡିଥିଲା ବିମାନ। ଏହି ଗୁରୁତର ଦୁର୍ଘଟଣାରେ ଅଜିତ ପାୱାରଙ୍କ ସମେତ ୫…

ରାଜ୍ୟ କଂଗ୍ରେସରେ ସାମୁହିକ…

ଭୁବନେଶ୍ବର:ରାଜ୍ୟ କଂଗ୍ରେସରେ ସାମୁହିକ ଇସ୍ତଫାକୁ ନେଇ ତେଜିଛି ରାଜ୍ୟ ରାଜନୀତି। ରାଜ୍ୟ କଂଗ୍ରେସର ଅପାରଗ ନେତୃତ୍ବକୁ ଦାୟୀ କରି କଂଗ୍ରେସର ଆଗଧାଡ଼ିର ପ୍ରାୟ 41 କଂଗ୍ରେସ ନେତାଲ ଇସ୍ତଫା ଦେଇଛନ୍ତି। ସେମାନଙ୍କ ଭିତରେ ଅଛନ୍ତି ପୂର୍ବତନ ପିସିସି ସମ୍ପାଦକ, ପୂର୍ବତନ ମୁଖପାତ୍ର, ପୂର୍ବତନ ବ୍ଲକ…

ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ:…

ନୂଆଦିଲ୍ଲୀ:ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।ରିଟର୍ଣ୍ଣିଂ ଅଫିସର ନିଯୁକ୍ତି ଲାଗି ପ୍ରସ୍ତାବ ମାଗିଛନ୍ତି ନିର୍ବାଚନ କମିଶନ।ଓଡ଼ିଶା ସମେତ ୧୦ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ବାଚନ କମିଶନଙ୍କ ଚିଠି ହୋଇଛି। ଆସନ୍ତା ଏପ୍ରିଲରେ ଖାଲି ହେଉଛି ୧୦ ରାଜ୍ୟର ୩୭ ଆସନ ।…

ବିଜେପିରେ ନୀତିନ ଯୁଗ ଆରମ୍ଭ: 45 ବର୍ଷ…

ନୂଆଦିଲ୍ଲୀ: ବିଜେପିରେ ଆରଂଭ ହେଲା ନୀତିନ ନବୀନ ଯୁଗ। ସର୍ବ କନିଷ୍ଠ ନେତା ଭାବେ ତାଙ୍କୁ ଦାୟିତ୍ୱ ମିଳିଛି। ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ନୀତିନ ନବୀନ ନିଦ୍ଦ୍ୱର୍ନ୍ଦ୍ୱରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି । ତାଙ୍କୁ ସର୍ବସମ୍ମତିକ୍ରମେ ବିଜେପିର ଦ୍ୱାଦଶ ଅଧ୍ୟକ୍ଷ ନିର୍ବାଚିତ…

ନିତିନ ନବୀନ ନୂଆ ବିଜେପି ଅଧ୍ୟକ୍ଷ:…

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ରାଜନୈତିକ ଦଳର ଜାତୀୟ ସଭାପତି ହେବାକୁ ଯାଇଛନ୍ତି ଜଣେ ସର୍ବକନିଷ୍ଠ ନେତା ଯାହାଙ୍କ ନାମ ନିତିନୀ ନବୀନ। ବିହାରର ଯୁବ ନେତା, ଦକ୍ଷ ସଂଗଠନରେ ଜବରଦସ୍ତ ଅନୁଭବ ଥିବା ଜଣେ ଯୁବ ଚେହେରା ବିଜେପିର ଜାତୀୟ ସଭାପତି ହେବାକୁ ଯାଉଛନ୍ତି। ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ…

ପ୍ରକୃତ ବିଶ୍ୱାସଘାତକ କିଏ: ଦୁଇ…

ଭୁବନେଶ୍ୱର: ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର ସସ୍‌ପେଣ୍ଡ ନେଇ ଶ୍ରୀମୟୀଙ୍କ ଟାର୍ଗେଟ୍। ବିଜେଡି ନେତୃତ୍ୱ ଓ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇଲେ ଶ୍ରୀମୟୀ ମିଶ୍ର। ପୁଣି ନବୀନ ଓ ପାଣ୍ଡିଆନ୍‌ଙ୍କୁ ସିଧାସଳଖ ଟାର୍ଗେଟ କଲେ ଶ୍ରୀମୟୀ। ନୈତିକତା ହଜିଛି, ଏବଂ ବିଶ୍ୱାସଘାତକତାର ନୂଆ ପରିଭାଷା…

ବାପାଙ୍କୁ ପ୍ରଶଂସାରେ ପୋତିଲେ ସୋଫିଆ:…

କଟକ: ଖୋଲା ମଞ୍ଚରେ ବାପାଙ୍କୁ ପ୍ରଶଂସାରେ ପୋତିଲେ କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ। ମୋକିମ୍ ଫାଉଣ୍ଡେସନର ଯୁବ ସମାବେଶରେ ପ୍ରଶଂସା କଲେ ସୋଫିଆ। ବାପା ଗୋଟିଏ ମୁଦ୍ଦା ନେଇ ଆଗକୁ ବଢ଼ିଲେ କେହି ତାଙ୍କୁ ଅଟକାଇ ପାରିବେ ନାହିଁ।ନ ଡରି ବାପାଙ୍କ ଲଢ଼େଇରେ ସମସ୍ତଙ୍କୁ ସାମିଲ୍‌ ହେବାକୁ ପଡ଼ିବ…

ଯୁବ ଦିବସରେ ପଡ଼ିଲା ନୂଆଦଳର ମୂଳଦୁଆ,ଯିଏ…

କଟକ: ମୋକିମଙ୍କ ନୂଆ ଦଳ ଗଠନ ପୂର୍ବରୁ ଯୁବଗୋଷ୍ଠୀଙ୍କୁ ଆକୃଷ୍ଟ କରିବା ପାଇଁ ପଡ଼ିଲା ମୂଳଦୁଆ। ଜାତୀୟ ଯୁବ ଦିବସରେ ଯୁବ ଗୋଷ୍ଠୀଙ୍କୁ ନେଇ ଶକ୍ତି ପ୍ରଦର୍ଶନ କଲେ ମୋକିମ୍। ମାର୍ଚ୍ଚ ମାସରେ ନୂଆ ଦଳ ଗଠନ ହେବ। ଅନ୍ୟପଟେ ଯୁବ ସମାବେଶରେ ପ୍ରମୁଖ ବ୍ୟକ୍ତିଙ୍କ ଅନୁପସ୍ଥିତିକୁ ନେଇ କଟକ ବାରବାଟୀର ପୂର୍ବତନ…