thelifelinemedia
Latest Odisha News, Breaking News Today

ବିଜେପିର ବଙ୍ଗ ଦଖଲ:ପଶ୍ଚିମବଙ୍ଗ EXIT POLLରେ ବିଜେପିକୁ ବହୁମତ, ପ୍ରଥମ ଥର ପାଇଁ ବଙ୍ଗ ଦଖଲ କରିବାକୁ ଯାଉଛି ବିଜେପି

ବେଙ୍ଗଲରେ ଫୁଟିପାରେ ପଦ୍ମ। ଚୁରମାର ହୋଇଯାଇପାରେ ଦିଦିଙ୍କ ଫୋର୍ଥ ଇନିଂସ୍

ନୂଆଦିଲ୍ଲୀ:୧୫ ବର୍ଷ ପରେ କ୍ଷମତାଚ୍ୟୁତ ହେବ TMC। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲାଗିପାରେ ବଡ଼ ଝଟ୍‌କା।ପ୍ରଥମ ଥର ପାଇଁ ବଙ୍ଗ ଦଖଲ କରିବାକୁ ଯାଉଛି ବିଜେପି। କିଛି ଏଇଭଳି ଆକଳନ କରିଛି ବୁଥ ବାହୁଡ଼ା ମତ ।ବେଙ୍ଗଲରେ ଫୁଟିପାରେ ପଦ୍ମ। ଚୁରମାର ହୋଇଯାଇପାରେ ଦିଦିଙ୍କ ଫୋର୍ଥ ଇନିଂସ୍ । ଭୋଟ୍ ସରିବା ବିଭିନ୍ନ ଏକଜିଟ୍ ପୋଲ ସଂସ୍ଥାଙ୍କ ଆକଳନ କହୁଛି ବେଙ୍ଗଲରେ ଦିଦି ଶାସନର ଘଟିପାରେ ଅନ୍ତ।

ପଶ୍ଚିମବଙ୍ଗ (୨୯୪)

P-MARQ

TMC 118-138

BJP 150-175

OTH 02-06

PEOPLES PULSE

TMC 117-187

BJP 95-110

OTH 01-04

MATRIZ

TMC 125-140

BJP 146-161

OTH 06-10

CHANAKYA

TMC 130-140

BJP 150-160

OTH 06-10

ଯଦି ଏକଜିଟ ପୋଲ ଆକଳନ ସତ ହୁଏ ତା ହେଲେ ଏଥର ପଶ୍ଚିମବଙ୍ଗରେ ବିଜେପିକୁ ସଫଲତା ଓ ଟିଏମସିକୁ ଝଟକା ଲାଗିପାରେ।

Leave A Reply

Your email address will not be published.