thelifelinemedia
Latest Odisha News, Breaking News Today
Browsing Category

ରାଜନୀତି

ଜୋରଦାର ହେବ ଭୁବନେଶ୍ୱର ଲଢେଇ, ଏଥର…

ଭୁବନେଶ୍ୱର :ଭୁବନେଶ୍ବରରେ ଲୋକସଭା କ୍ଷେତ୍ର ପାଇଁ ୩ ଯୋଦ୍ଧା ତୟାର। ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ, ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଓ କଂଗ୍ରେସ ପ୍ରାର୍ଥୀ ୟାସିର ନୱାଜ। ହାଇ ପ୍ରୋଫାଇଲ୍ ଭୁବନେଶ୍ୱର ଲୋକସଭା କ୍ଷେତ୍ର ହାତେଇବା ପାଇଁ ହୋଇଛି ବ୍ଲୁ ପ୍ରିଣ୍ଟ କରିଛନ୍ତି ବିଭିନ୍ନ ଦଳ। ଗତଥର…

ଏଥର ୫୨ରୁ ଅଧିକ ସିଟ ପାଇବ କଂଗ୍ରେସ,…

ନୂଆଦିଲ୍ଲୀ: ଏଥର ଅଧିକ ସିଟ ପାଇବ କଂଗ୍ରେସ। ୧୯ ଅପେକ୍ଷା ୨୪ରେ କଂଗ୍ରେସ ଖାତାକୁ ଅଧିକ ସିଟ ଯିବାନେଇ ଦୃଢୋକ୍ତି ବାଢିଲେ ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ। ଇଣ୍ଡି ମେଣ୍ଟ ଭଲ ପ୍ରଦର୍ଶନ କରିବା ସହିତ ବିଜେପିକୁ ଜବରଦସ୍ତ ଟକ୍କର ଦେଇପାରେ। ଖାସକରି ତାମିଲନାଡୁ ଏବଂ କେରଳରେ ମେଣ୍ଟ ଭଲ ପ୍ରଦର୍ଶନ…

ଇସିଙ୍କ ପାଖରେ ବିଜେଡିର ଫେରାଦ, ଆଚରଣ…

ଭୁବନେଶ୍ୱର : ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହେଲା ବିଜେଡି। ଓଡିଶା ବିଜେପିର ନେତା ମାନେ ସବୁବେଳେ ଆଇନର ଉଲଂଘନ କରିବା ସହିତ ଆଚରଣ ଵିଧି ଅବମାନନା କରୁଛନ୍ତି ହିଂସାତ୍ମକ ଆକ୍ରମଣ କରୁଛନ୍ତି। କିନ୍ତୁ ଗତ କାଲିର ଏକ ଘଟଣା ଅତିକ୍ରମ କରିଛି ସବୁ ସୀମା। ଛଣଗିରି ଜଙ୍କିଆ ଖୋର୍ଦ୍ଧା ଜିଲ୍ଲାର ଅଂଚଳ…

ଏଥର ବାଲେଶ୍ଵରରେ ଡବଲ ଶଙ୍ଖ, ଜିତିବା ନେଇ…

ବାଲେଶ୍ୱର : ବାଲେଶ୍ୱର ଲୋକସଭା ମୈଦାନରେ ବିଜେଡି ଯୋଦ୍ଧା ବିଜେପି ଛାଡି ବିଜେଡିରେ ମିଶିଥିବା ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ପ୍ରାର୍ଥୀତ୍ୱ ଉପରେ ମୋହର ମାରିଛି ବିଜେଡି। ଏଥର ବାଲେଶ୍ଵରରେ ବିଗ ଫାଇଟ ହେବ । ସାଂସଦ ପ୍ରତାପ ଷଡ଼ଙ୍ଗୀ ବନାମ ଲେଖାଶ୍ରୀ ସାମନ୍ତ ସିଂହାର। ଗତଥର ବିଜେପିରୁ ପ୍ରତାପ…

ବିଜେଡିର ପ୍ରାର୍ଥୀ ଘୋଷଣା, ବାଲେଶ୍ୱରରୁ…

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ପାଇଁ  ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ। ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଆଉ ୯ ବିଧାନସଭା ଆସନ ଓ ବାକି ରହିଥିବା ଗୋଟିଏ ଲୋକସଭା ଆସନା ପାଇଁ ତାଲିକା ଘୋଷଣା କରିଛନ୍ତି। ବାଲେଶ୍ବର ଲୋକସଭା ଆସନରୁ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ବିଜେଡି ପ୍ରାର୍ଥୀ କରିଛି।…

ମୋକିମଙ୍କୁ ହାଇକୋର୍ଟ ଝଟକା, ଭିଜିଲାନ୍ସ…

କଟକ: ମହମ୍ମଦ ମୋକିମଙ୍କୁ ହାଇକୋର୍ଟଙ୍କ ଝଟକା । ଭିଜିଲାନ୍ସ ମାମଲାରେ ମୋକିମଙ୍କ ଆବେଦନ ଅଗ୍ରାହ୍ୟ କରିଦେଇଛନ୍ତି ହାଇକୋର୍ଟ। ଓଆରଏଚଡିସି ଋଣ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ମହମ୍ମଦ ମୋକିମ। ଦୋଷୀ ସାବ୍ୟସ୍ତ କରିଥିଲେ ଭୁବନେଶ୍ୱର ଭିଜିଲାନ୍ସ କୋର୍ଟ।ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶକୁ…

ଅପରାଜିତାଙ୍କୁ ମିଳିବନି ଜଟଣୀ ଭୋଟ,…

ଭୁବନେଶ୍ୱର : ଭୁବନେଶ୍ୱର ସଂସଦୀୟ କ୍ଷେତ୍ରକୁ ନେଇ ଉଷ୍ମ ହେବାରେ ଲାଗିଛି ରାଜନୀତି। ଏଥର ଏଇ ଲୋକସଭା ଆସନରେ ରୋଚକ ସ୍ଥିତି ଦେଖିବାକୁ ମିଳିବ। ଉଭୟ ସାଂସଦ ପ୍ରାର୍ଥୀ ବଳ କଷା କଷି ଆରମ୍ଭ କରିଦେଇଛନ୍ତି। ସକାଳେ ପାର୍କରେ କ୍ୟାମ୍ପେନ, ସନ୍ଧ୍ୟାରେ କର୍ମୀ ସମ୍ମିଳନୀ। ମନ୍ମଥ ଓ ଅପରାଜିତା ଲଢେଇ ଦେଖିବାକୁ…

ଦିନେ ଥିଲେ ହେଭିୱେଟ, ଏବେ ଅଲୋଡ଼ା ଗିରିଧର…

ଭୁବନେଶ୍ୱର: ଗିରଧର ଗମାଙ୍ଗ। ରାଜ୍ୟ ରାଜନୀତିର ପରିଚିତ ନାଁ। ପୂର୍ବତନ ମୁଖ୍ୟମନ୍ତ୍ରୀ। କଂଗ୍ରେସର ଟାଣୁଆ ନେତା। ଆଦିବାସୀ ଚେହେରାର ବଡ ନାଁ। ଲମ୍ବା ସମୟ ଧରି ରାଜନୀତି ସହିତ ଜଡିତ ଥିବା ହେଭିୱେଟ ନେତା। କିନ୍ତୁ ଏବେ ସେ ଅଲୋଡ଼ା ହୋଇଯାଇଛନ୍ତି। ରାଜ୍ୟ ରାଜନୀତିରେ ଗାଏବ ହୋଇ ଯାଇଛନ୍ତି ଗିରିଧାର।…

ଧର୍ମେନ୍ଦ୍ରଙ୍କୁ ପ୍ରଣବଙ୍କ ପ୍ରଶ୍ନ,…

ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ କହିଛନ୍ତି ଯେ, ସମ୍ବଲପୁର-କଟକ ମଧ୍ୟରେ ଥିବା ୫୫ ନମ୍ବର ଜାତୀୟ ରାଜପଥର ବିପଜ୍ଜନକ ଅବସ୍ଥା ଯୋଗୁଁ ଗତ ଦଶନ୍ଧି ମଧ୍ୟରେ ୨୦୦ରୁ ଅଧିକ ଦୁର୍ଘଟଣା ଘଟିଛି ଏବଂ ୪୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ବିଜେଡି ସାଂଗଠନିକ ସମ୍ପାଦକ ତଥା ସମ୍ବଲପୁର…

ନିର୍ବାଚନ ଲଢ଼ିବା ନେଇ ବାଟ ଫିଟିଲା:…

ଭୁବନେଶ୍ୱର: ସାମୟିକ ଭାବେ ହଟିଲା ଅଦାଲତି ଅଙ୍କୁଶ। ଏଥର ଲଢ଼ିପାରିବେ ନିର୍ବାଚନ। ୧୯୯୯ରକୋଇଲା ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା ଦିଲ୍ଲୀପ ରାୟଙ୍କୁ ଆଶ୍ବସ୍ତି ମିଳିଛି। ସିବିଆଇ କୋର୍ଟଙ୍କ ରାୟ ଉପରେ ରହିତାଦେଶ ଜାରି କରିଛନ୍ତି ଦିଲ୍ଲୀ ହାଇକୋର୍ଟ। କୋଲ୍ ସ୍କାମ…