thelifelinemedia
Latest Odisha News, Breaking News Today

ବିଜେଡିର ପ୍ରାର୍ଥୀ ଘୋଷଣା, ବାଲେଶ୍ୱରରୁ ଲଢ଼ିବେ ଲେଖାଶ୍ରୀ

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ପାଇଁ  ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ। ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଆଉ ୯ ବିଧାନସଭା ଆସନ ଓ ବାକି ରହିଥିବା ଗୋଟିଏ ଲୋକସଭା ଆସନା ପାଇଁ ତାଲିକା ଘୋଷଣା କରିଛନ୍ତି। ବାଲେଶ୍ବର ଲୋକସଭା ଆସନରୁ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ବିଜେଡି ପ୍ରାର୍ଥୀ କରିଛି। ସେହିପରି ୯ ବିଧାସଭା ଆସନରୁ….
ଲକ୍ଷ୍ମୀପୁର- ପ୍ରଭୁ ଜାନି
ପାରାଦୀପ- ଗୀତାଞ୍ଜଳି ରାଉତରାୟ
ସମ୍ବଲପୁର- ପ୍ରସନ୍ନ ଆଚାର୍ଯ୍ୟ
ରେଢ଼ାଖୋଲ- ରୋହିତ ପୂଜାରୀ
ତେଲକୋଇ- ମାଧବ ସର୍ଦ୍ଦାର
ତାଳଚେର- ବ୍ରଜ ପ୍ରଧାନ
ନର୍ଲା- ମନୋରମା ମହାନ୍ତି
ବାଲିଗୁଡ଼ା- ଚକ୍ରମଣି କହଁର
ଭୁବନେଶ୍ବର ମଧ୍ୟ- ଅନନ୍ତ ନାରାୟଣ ଜେନା

Leave A Reply

Your email address will not be published.