Browsing Category
ରାଜନୀତି
ଟିକେଟ ଫେରାଇଲେ ସୁଚରିତା, ପୁରୀର…
ପୁରୀ : କଂଗ୍ରେସ ପାଇଁ ବଡ ଝଟକା।ଟିକେଟ ଫେରାଇଲେ ପୁରୀର କଂଗ୍ରେସ ସାଂସଦ ପ୍ରାର୍ଥୀ।ପୁରୀର କଂଗ୍ରେସ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି ଟିକେଟ ଫେରାଇଦେଇଛନ୍ତି।କଂଗ୍ରେସ ପାର୍ଟି ନିର୍ବାଚନ ଖର୍ଚ୍ଚ ନ ଦେବାରୁ ଟିକେଟ ଫେରାଇଲେ ବୋଲି ସେ କହିଛନ୍ତି lକଂଗ୍ରେସରେ ଅଛି ଆଗକୁ ମଧ୍ୟ ରହିବି, କିନ୍ତୁ ଦଳ…
ବିଜେପି ଶୀର୍ଷନେତୃତ୍ୱଙ୍କ ଘମାସନ ଓଡିଶା…
ଭୁବନେଶ୍ୱର:ଓଡିଶା ଉପରେ ଏବେ ବିଜେପିର ଶୀର୍ଷ ନେତୃତ୍ୱଙ୍କ ନଜର।ଘମାସାନ ପ୍ରଚାର କରିବା ପାଇଁ ଓଡିଶା ମୁହାଁ ହେଉଛନ୍ତି ବିଜେପିର ହେଭି ୱେଟ ନେତା।ଓଡିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେଉଥିବା ବେଳେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ରହିଛି ମେ ୧୩ରେ।ତେଣୁ ବିଜେପି ଏଥର ଓଡିଶାରେ ଭଲ ପ୍ରଦର୍ଶନ କରିବା…
ଶଙ୍ଖ ଫୁଙ୍କିଲେ ଅଭିନେତ୍ରୀ ଜିନା ସାମଲ,…
ଭୁବନେଶ୍ୱର: ଅଭିନେତ୍ରୀ ଜିନା ସାମଲ ଶଙ୍ଖ ଫୁଙ୍କିଲେ। ବିଜେଡିରେ ସାମିଲ ହେଲେ ଓଲିଉଡ଼ ଜଗତର ଚର୍ଚ୍ଚିତ ଅଭିନେତ୍ରୀ ଜିନା ସାମଲ। ଆଜି ବିଜେପିରୁ ଇସ୍ତଫା ଦେବା ପରେ ବିଜେଡିରେ ଯୋଗ ଦେଇଛନ୍ତି ସେ। ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେଡି ସାଂସଦ ସସ୍ମିତ ପାତ୍ର ତାଙ୍କୁ ଉତ୍ତରୀୟ ଦେଇ ଦଳକୁ…
କଣ୍ଟାବାଞ୍ଜିକୁ କାହିଁକି ବାଛିଲେ ନବୀନ,…
ଭୁବନେଶ୍ୱର: ପରମ୍ପାରିକ ଆସନ ହିଞ୍ଜିଳି ପରେ କଣ୍ଟାବାଞ୍ଜିରୁ ନାମାଙ୍କନ ଭରିଛନ୍ତି ନବୀନ ପଟ୍ଟନାୟକ। ଟିଟିଲାଗଡ଼ ସହରରେ ବିଶାଳ ଶୋଭାଯାତ୍ରା କରି କଣ୍ଟାବାଞ୍ଜି ଆସନ ପାଇଁ ନାମାଙ୍କନ ଭରିବା ପରେ ଏବେ ପଶ୍ଚିମ ଓଡିଶା ଗୋଟିଚାଳନା ଉପରେ ବିଜେଡିର ନଜର ରହିଛି। ତେବେ କଣ୍ଟାବାଞ୍ଜିଆସନରୁ ବିଜେଡିର ଭିଜନ ୨୪…
ବିଜେଡି ଛାଡିଲେ ଅନୁଭବ ପଟ୍ଟନାୟକ: ଟିକେଟ…
ଭୁବନେଶ୍ୱର: ଟିକେଟ ପାଇଁ ଆଶାୟୀ ଥିଲେ। ଆଶା ଥିଲା ଏଥର ନିର୍ବାଚନ ଲଢ଼ିବେ।୨୦୧୯ରେ ଟିକେଟ ମିଳିନଥିଲା କିନ୍ତୁ ୨୦୨୪ରେ ଟିକେଟ ମିଳିବା ନେଇ ଆଶାବାଦୀ ଥିଲେ। ହେଲେ ଆଶା ନିରାଶାରେ ପରିଣତ ହେଲା। ଦଳ ତାଙ୍କୁ ଟିକେଟ ଦେଲାନାହିଁ।ଶେଷରେ ଅସନ୍ତୋଷ ପ୍ରକାଶ କରି ଦଳକୁ ବାଏ ବାଏ କଲେ ଅନୁଭବ ପଟ୍ଟନାୟକ।…
ନବୀନଙ୍କ ଉପରେ ବର୍ଷିବେ ନା ନୀରବ ରହିବେ…
ଭୁବନେଶ୍ୱର: ପୁଣିଥରେ ଦେଖିବାକୁ ମିଳିପାରେ ମୋଦୀ-ନବୀନଙ୍କ ମଧ୍ୟରେ ବାକ୍ ଯୁଦ୍ଧ।୨୪ ନିର୍ବାଚନରେ ଦୁଇ ହେଭିୱେଟ ନେତାଙ୍କ ଭିତରେ ଆରୋପ ପ୍ରତ୍ୟାରୋପ ଦେଖିବାକୁ ମିଳିପାରେ। ଆସନ୍ତା ୬ରେ ବ୍ରହ୍ମପୁର ଓ ନବରଙ୍ଗପୁରରେ ଦୁଇଟି ରାଲିରେ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ ମୋଦୀ।ତେଣୁ ଓଡିଶା ଆସି ଓଡିଶା ମାଟିରୁ…
ପାର୍ଲିଆମେଣ୍ଟ ନୁହେଁ ଜେଲ ପଠାନ୍ତୁ, ନାଁ…
ଭୁବନେଶ୍ୱର: ଚିକିଟି ମାଟିରୁ ବିଜେଡି ନେତା ପାଣ୍ଡିଆନଙ୍କ ଶାଣିତ ଟାର୍ଗେଟ। ନାଁ ନ ନେଇ ପ୍ରଦୀପ ପାଣିଗ୍ରାହୀଙ୍କୁ ଟାର୍ଗେଟ କଲେ। କହିଲେ ସଂସଦ ନୁହେଁ ତାଙ୍କୁ ଜେଲ ପଠାନ୍ତୁ। ଚିକିଟି ନିର୍ବାଚନୀ ସଭାରୁ ଆଜି ଆକ୍ରମକ ମୁଡ଼ ଦେଖାଇଥିଲେ ବିଜେଡିର ଏଇ ବରିଷ୍ଠ ନେତା। ଜେଲ୍ ଯାଇ ବେଲ୍ରେ ଆସିଥିବା…
ମୋଦିଙ୍କ ଚେଲା ନବୀନ, ଗୁରୁ ଯେମିତି ଚେଲା…
ଭୁବନେଶ୍ୱର: ବିଜେଡି ଉପରେ ବର୍ଷିଲା କଂଗ୍ରେସ। ବିଜେଡି ମହିଳା ବିରୋଧୀ ସରକାର ବୋଲି କାହାକୁ ଅଛପା ନାହିଁ। ଓଡିଶାରେ ମହିଳା ସୁରକ୍ଷିତ ନୁହନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ରାଜ୍ୟରେ ମହିଳାଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି। ରିପୋର୍ଟ ଅନୁଯାୟୀ ମହିଳା ଅତ୍ୟାଚାର ମାମଲାରେ ୬ ନମ୍ବର ସ୍ଥାନରେ…
ମେ ୩ରେ ଓଡିଶା ଆସିବେ ରାହୁଲ ଗାନ୍ଧୀ,…
ଭୁବନେଶ୍ୱର : ପୁଣି ଓଡିଶା ଆସିବେ ରାହୁଲ ଗାନ୍ଧୀ। ସାଲେପୁର ଆସି କଂଗ୍ରେସ ଶିବିରରେ ଜୋସ ଭରିବା ପରେ ପୁଣି ଆଉ ଥରେ ଓଡିଶା ଆସୁଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ସୂଚନା ଅନୁସାରେ ମେ ୩ତାରିଖରେ ରାହୁଲ ଓଡିଶା ଆସିବେ।ରାୟଗଡା କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ…
କଟକ ବାରବାଟୀରୁ ଲଢ଼ିବେ ସୋଫିଆ,…
କଟକ : କଟକ ବାରବାଟୀ ଆସନରୁ କଂଗ୍ରେସ ପ୍ରାର୍ଥୀ ହେଲେ ସୋଫିଆ ଫିର୍ଦୋସ। ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ କଟକ ବାରବାଟୀ ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦୋସଙ୍କ ଉପରେ ଦଳ ଭରଷା କରିଛି।
ମୋକିମ ବର୍ତ୍ତମାନ ଆଇନ…