Browsing Category
ରାଜନୀତି
ଚର୍ଚ୍ଚାରେ ନବୀନଙ୍କ ଧାଡିକିଆ କଥା ,…
ଭୁବନେଶ୍ୱର :ସଂକ୍ଷିପ୍ତ ନୁହେଁ ଧାଡିକିଆ ନିର୍ବାଚନୀ ପ୍ରଚାର।ହସ ହସ ମୁହଁରେ ଧାଡିକିଆ କଥା।ଲମ୍ଭା ଭାଷଣ ନୁହେଁ।ଏକଦମ ସର୍ଟକଟ ଭାଷଣ। ଅନ୍ୟ ରାଜନେତାଙ୍କଭଳି ଲମ୍ବା ଭାଷଣ ନୁହେଁ।ତିନି ଚାରୋଟି ଶବ୍ଦ ଥିବା ଧାଡିକିଆ ବାକ୍ୟ।ଲୋକଙ୍କ ସହିତ ଯୋଡି ହେଲଭଳି କଥା କହି ସମସ୍ତଙ୍କ ମନ ଜିଣୁଛନ୍ତି।ଇଏ ହେଉଛି…
ଟିକେଟ କାଟି ଲଳିପପ ଧରେଇଲା ବିଜେଡି,…
ଭୁବନେଶ୍ୱର: ଅସନ୍ତୁଷ୍ଟଙ୍କୁ ସନ୍ତୁଷ୍ଟ।ବିଦ୍ରୋହ ମୁଣ୍ଡ ଟେକିବା ଆଗରୁ ଗୋଟି ଚଳାଇଲା ବିଜେଡି।ଟିକେଟ କାଟିଥିବା ନେତାଙ୍କୁ କଲା ଥଇଥାନ।ନିମାପଡା ବିଧାୟକ ସମୀର ଦାଶଙ୍କ ଟିକେଟ କଟିବା ପରେ ଦଳ ତାଙ୍କୁ ସ୍ୱାନ୍ତନା ଦେବାକୁ ଯାଇ ନୂଆ ଦାୟିତ୍ୱ ଦେଇଛି।ଟିକେଟ ପାଇବାରୁ ବଞ୍ଚିତ ହେବା ପରେ ସମୀରଙ୍କ ସମର୍ଥକ…
ବଡମ୍ବାରେ ବିଜେପି ପାଇଁ କଣ୍ଟା ବିଜୟ…
ବଡମ୍ବା :ବଡମ୍ବାରେ ବିଜେପି ପାଇଁ ଅଡୁଆ ପରିସ୍ଥିତି।ଦଳ ପାଇଁ କଣ୍ଟା ସ୍ୱାଧୀନ ଭାବେ ଲଢ଼ୁଥିବା ବିଜେପିର ଅସନ୍ତୁଷ୍ଟ ନେତା ବିଜୟ ଦଳ ବେହେରା।ବିଜେପି ଟିକେଟରୁ ବଞ୍ଚିତ ହେବା ପରେ ପ୍ରାର୍ଥୀ ପରିବର୍ତ୍ତନ ପାଇଁ ବାର ବାର ଶକ୍ତି ପ୍ରଦର୍ଶନ ଦେଖାଇ ଆସୁଥିଲେ ବିଜୟ ଦଳ ବେହେରା। ହେଲେ ବିଜେପି ବଡମ୍ବାରେ…
ବିଜେଡି ଛାଡ଼ିବେ କି ସମୀର ଦାଶ, ଟୁଇଟକୁ…
ପୁରୀ :ସମସ୍ତଙ୍କୁ ହୃଦୟରୁ ସାଧୁବାଦ ଏବଂ #ସମୀରପରିବାର। ନିମାପଡା ବିଧାୟକ ସମୀର ଦାଶଙ୍କ ଏଇ ଟୁଇଟକୁ ନେଇ ଚର୍ଚ୍ଚା ଆଲୋଚନା ଜାରି ରହିଛି।କୁହାଯାଉଛି ଖୁବ ଶୀଘ୍ର ସମସ୍ତଙ୍କୁ ଚକିତ କଲା ଭଳି ନିଷ୍ପତ୍ତି ନେଇ ପାରନ୍ତି ସମୀର।ବିଜେଡିକୁ ବାଏ ବାଏ କରି ପାରନ୍ତି ବୋଲି ସମୀରଙ୍କ ଏଇ ଦୁଇ ଧାଡ଼ିଆ ଟୁଇଟକୁ…
ବିଜେଡି ସରକାର ଅସ୍ତଗାମୀ, କଂଗ୍ରେସ…
ବ୍ରହ୍ମପୁର:ଜୟ ଜଗନ୍ନାଥ ଜୟ ଜଗନ୍ନାଥ, ଜୟ ଶ୍ରୀରାମ, ଭାରତମାତାକି ଜୟ। ସବୁ ଦାଦା, ଭାଇ, ଭଉଣୀ ଓ ମାଆମାନଙ୍କୁ ମୋର ନମସ୍କାର ବୋଲି କହି ପ୍ରଧାନମନ୍ତ୍ରୀ ଭାଷଣ ଆରମ୍ଭ କରିଥିଲେ।କାଲି ମୁଁ ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ କଲି।ଆଜି ମୁଁ ଜଗନ୍ନାଥଙ୍କ ଭୂମିରେ ଆପଣଙ୍କ ଆଶୀର୍ବାଦ ପାଇଁ…
ନେପାଳ ନୋଟରେ ଛପା ଭାରତର ତିନି ଅଞ୍ଚଳ,…
ନୂଆଦିଲ୍ଲୀ: ନେପାଳର ଭାରତ ବିରୋଧୀ ଆଭିମୁଖ୍ୟ। କୃତ୍ରିମ ବିସ୍ତାରବାଦୀର ପରିଚୟ ଦେଇଛି ନେପାଳ।ଭାରତର କିଛି ଅଞ୍ଚଳକୁ ନିଜ ଦେଶର ନୋଟରେ ଛାପି ଭାରତ ବିରୋଧୀ ଆଭିମୁଖ୍ୟ ଦେଖାଇଛି ପଡୋଶୀ ରାଷ୍ଟ୍ର ନେପାଳ। ନେପାଳ ପକ୍ଷରୁ ନୂଆ ମାନଚିତ୍ର ସହିତ ୧୦୦ ଟଙ୍କିଆ ନୋଟ୍ ଛପାଯିବା ନେଇ ଘୋଷଣା କରାଯାଇଥିଲା। ଏହି…
ଦମ ଅଛି ତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ…
ଭୁବନେଶ୍ୱର : ଦମ ଅଛି ତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତୁ।୧୦ ବର୍ଷ ହେଲା ଆପଣ ଚେଷ୍ଟା କରିଛନ୍ତି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ପାଇଁ ହେଲେ ଦଳ ଆପଣଙ୍କୁ ସୁଯୋଗ ଦେଇନି। ଦଳରେ ଆପଣଙ୍କ ସ୍ଥିତି କଣ ଭଲ ଭାବେ ବୁଝନ୍ତୁ। ଧର୍ମେନ୍ଦ୍ର ପ୍ରଧାନଙ୍କୁ କାର୍ତ୍ତିକ ପାଣ୍ଡିଆନଙ୍କ ଏଭଳି ଖୋଲା ଚ୍ୟାଲେଞ୍ଜ…
ନବୀନ ପଟ୍ଟନାୟକ ଭଲ ତ…. ଲୋକେ…
ଭୁବନେଶ୍ୱର :ନବୀନଙ୍କ ଷ୍ଟାଇଲରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛି ବିଜେଡି।ସଂକ୍ଷିପ୍ତ ଭାଷଣ ଓ ରୋକଠୋକ କଥା। କାମର ହିସାବ ଦେଲେ ଆଉ ଲୋକେ ସିଧାସଳଖ ମଞ୍ଚ ତଳେ ଥାଇ ଉତ୍ତର ଦେଲେ। ଦକ୍ଷିଣ ଓଡିଶାରୁ ପ୍ରଚାର ଅଭିଯାନ ଆରମ୍ଭ କରିଥିବା ବିଜେଡିର ନିର୍ବାଚନୀ ପ୍ରଚାର କିଛି ଏହିଭଳି ଥିଲା।କୋରାପୁଟ,…
ଜୟ ନାରାୟଣ ପଟ୍ଟନାୟକ ହେଲେ ପୁରୀ…
ପୁରୀ: ଜୟ ନାରାୟଣ ପଟ୍ଟନାୟକ ହେଲେ ପୁରୀ କଂଗ୍ରେସ ଲୋକସଭା ପ୍ରାର୍ଥୀ। ବିଦ୍ଧି ବଦ୍ଧ ଭାବେ ଦଳ ତରଫରୁ ତାଙ୍କ ନାଁରେ ମୋହର ମାରିଛି। ସୁଚରିତା ମହାନ୍ତି ଟିକେଟ ଫେରାଇବା ପରେ ଜୟନାରାୟଣ ପଟ୍ଟନାୟକଙ୍କୁ ପୁରୀ ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ କରିଛି କଂଗ୍ରେସ। ପୁରୀ ଲୋକସଭା କଂଗ୍ରେସ ପ୍ରାର୍ଥୀ ଭାବେ…
କୋଟିପତି ମନ୍ମଥ, ୧୫ କୋଟିର ମାଲିକ…
ଭୁବନେଶ୍ୱର : ଭୁବନେଶ୍ୱରର ବିଜେଡି ସଂସାଦ ପ୍ରାର୍ଥୀ ମନ୍ମଥ ରାଉତରାୟ ୧୫ କୋଟିର ମାଲିକ। ବର୍ଷକୁ ରୋଜଗାର କରୁଛନ୍ତି ପାଖାପାଖି କୋଟିଏ ଟଙ୍କା। ବିମାନ ଉଡାଇ ସେ ୫ ବର୍ଷରେ କମାଇଛନ୍ତି ୪.୮ କୋଟି ଟଙ୍କା। ବ୍ୟାଙ୍କ ଆକାଉଣ୍ଟ, ମ୍ୟୁଚାଲ ଫଣ୍ଡ ଓ ପୋଷ୍ଟାଲରେ ନିବେଶ କରିଛନ୍ତି ମନ୍ମଥ ରାଉତରାୟ। ଅନେକ ଦାମୀ…