Browsing Category
ରାଜନୀତି
ବିଜେପି ଆସିଲେ ସମ୍ବିଧାନ ବଦଳାଇଦେବ,…
ବଲାଙ୍ଗିର: ବିଜେପି ସରକାରକୁ ଆସିଲେ ସମ୍ବିଧାନ ବଦଳାଇ ଦେବ। ଦେଶର ସମ୍ବିଧାନକୁ ପରିବର୍ତ୍ତନ କରିଦେବେ। ତେଣୁ ବିଜେପିକୁ ବାଏ ବାଏ କରିବା ସହିତ କଂଗ୍ରେସକୁ କ୍ଷମତାକୁ ଆଣିବାକୁ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି ରାହୁଲ ଗାନ୍ଧୀ। ବଲାଙ୍ଗିର ସଭାରୁ କେନ୍ଦ୍ର ସରକାରଙ୍କ ଉପରେ ବାର୍ଷିଛନ୍ତି ରାହୁଲ। ଦିନିକିଆ…
କନ୍ଧମାଳରେ ବହୁଛି ଅଚ୍ୟୁତ ହାୱା , ରିପିଟ…
କନ୍ଧମାଳ: କନ୍ଧମାଳ ପଲଟିକାଲ ହାୱା ଏବେ ବିଜେଡି ଲୋକସଭା ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ସପକ୍ଷରେ। ରାଜନୀତି ପାଣିପାଗ କହୁଛି ଏଥର ଲକ୍ଷାଧିକ ଭୋଟରେ ଜିତିପାରନ୍ତି ସାମନ୍ତ ବାବୁ।କନ୍ଧମାଳ ସଂସଦୀୟ କ୍ଷେତ୍ରରେ ତାଙ୍କର ଗ୍ରହନୀୟତାଏଥର ଭୋଟରେ ରୂପାନ୍ତରିତ ହେବ ବୋଲି ଆକଳନ କରିଛନ୍ତି ରାଜନୈତିକ…
ବବିଙ୍କ ସପକ୍ଷରେ ସମ୍ବଲପୁର ହାୱା! ଭୋଟ…
ଭୁବନେଶ୍ୱର : ବବି ବନାମ ଧର୍ମେନ୍ଦ୍ର।ଡବଲ ଇଂଜିନ ବନାମ ନବୀନ ଇଂଜିନ। ଓଡିଶା ରାଜନୀତି ଇତିହାସରେ ସବୁଠୁ ବଡ ଲଢେଇ ଦେଖିବ ସମ୍ବଲପୁର। ଯାହା କେବେ ହୋଇନଥିଲା ଏବେ ତାହା ହେବାକୁ ଯାଉଛି। ରୋଚକ ହେବ ସମ୍ବଲପୁର ଲୋକସଭା ଲଢେଇ। ଜଣେ ରାଜ୍ୟ ବିଜେପିର ବଡ଼ ଚେହେରା ଆଉ ଜଣେ ବିଜେଡିର ଦ୍ୱିତୀୟ ପାୱାରଫୁଲ…
ପ୍ରଥମ ପର୍ଯ୍ୟାୟରେ ରେକର୍ଡ ପ୍ରତିଶତ ଭୋଟ…
ଭୁବନେଶ୍ୱର:ପ୍ରଥମ ପର୍ଯ୍ୟାୟ ମତଦାନରେ ରେକର୍ଡ କରିଛି ଓଡିଶା। ଭୋଟ ହାର ୭୫ପ୍ରତିଶତ ଡେଇଁଛି।୨୦୧୯ରେ ପ୍ରଥମ ପର୍ଯ୍ୟାୟର ଭୋଟ ହାର ଥିଲା ୭୪.୨୮%। କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁରରେ ହୋଇଥିଲା ଭୋଟ।ଏଥର କିନ୍ତୁ ପୂର୍ବ ରେକର୍ଡ ଭାଙ୍ଗିଛି।୭୫ପ୍ରତିଶତ ଡେଇଁଛି ଭୋଟ ହାର। ଚଳିତ ଥର ପ୍ରଥମ…
ଆସନ୍ତାକାଲି ଓଡିଶା ଆସୁଛନ୍ତି ଶାହା ଓ…
ଭୁବନେଶ୍ୱର:ଆସନ୍ତାକାଲି ଓଡିଶା ଆସୁଛନ୍ତି ବିଜେପିର ଦୁଇ ହେଭିୱେଟ ନେତା। ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ ଅମିତ ଶାହା ଓ ଜେପି ନଡ୍ଡା। ଆସନ୍ତାକାଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ସୋରଡ଼ା ଜନସଭାରେ ଯୋଗଦେବେ ଏବଂ କଟକରେ କରିବେ ରୋଡ ସୋ । ସେହିପରି ଆସନ୍ତାକାଲି ଦୁଇ ଦିନିଆ…
ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିଜେଡିର…
ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିଜେଡି କ୍ଲିନ ସୁଇପ କରିବ ବୋଲି କହିଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ସେ କହିଛନ୍ତି ୨୮ଟି ବିଧାନସଭା ଆସନରୁ ଦଳ ୨୪ଟିରେ ଜିତିବ।ବିଜେଡି ପ୍ରଥମ ପର୍ଯ୍ୟାୟରେ ୯୦ ପ୍ରତିଶତ ଆସନରେ ଜିତିବ ବୋଲି ଦୃଢୋକ୍ତି ବାଢିଛନ୍ତି ପାଣ୍ଡିଆନ।ଲୋକ…
ଶୀଘ୍ର ବାହା ହେବେ ରାହୁଲ, କେବେ ବାହା…
ନୂଆଦିଲ୍ଲୀ:ରାଏବରାଲି ମଞ୍ଚରେ ନିର୍ବାଚନୀ ପ୍ରଚାର କରୁଥିଲେ ରାହୁଲ। ସାଥିରେ ଥିଲେ ଭଉଣୀ ପ୍ରିୟଙ୍କା ଗାନ୍ଧୀ।ହଠାତ ଜନ ସଭା ଭିତରୁ ଜଣେ ଝିଅ ପଚାରିଲେ ରାହୁଲ ଜୀ ଆପଣ କେବେ ବିବାହ କରିବେ। ଝିଅଙ୍କ ଏଭଳି ପ୍ରଶ୍ନକୁ ଏଡାଇ ଦେଇଥିଲେ ରାହୁଲ ଗାନ୍ଧୀ।କିନ୍ତୁ ପ୍ରିୟଙ୍କା ରାହୁଲଙ୍କ ହାତ ଧରି କହିଥିଲେ…
ନବୀନଙ୍କୁ ବନ୍ଦୀ କରି ରଖା ଯାଇଛି ,…
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବନ୍ଦୀ କରି କବଜା କରାଯାଇଛି।୨୦୧୮ଆଗରୁ ନବୀନ କେମିତି ଥିଲେ । ଆଉ ଆଜି କେମିତି ଦିଶୁଛନ୍ତି ।ଏହା ଦୁଃଖର କଥା।ମୁଖ୍ୟମନ୍ତ୍ରୀଙ୍କୁ ବନ୍ଦୀ କବଜା କରି ରଖାଯାଇଛି ।ତାଙ୍କୁ କଣ୍ଢେଇ ଭଳି କଣ୍ଟ୍ରୋଲ କରାଯାଉଛି ।ଜଣେ ଲୋକ ତାଙ୍କ ପାଖରେ ରହୁଛି ।କ୍ୟାମେରା…
ଭୋଟ ଦେଉଛି ଓଡିଶା, ୪ଟି ଲୋକସଭା ଆସନ ଓ…
ଭୁବନେଶ୍ୱର : ଭୋଟ ଦେଉଛି ଓଡିଶା। ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେଉଛି।ପ୍ରଥମ ପର୍ଯ୍ୟାୟରେ ନିର୍ବାଚନରେ ୪ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୨୮ ବିଧାନସଭା ଆସନ ପାଇଁ ନେତା ବାଛୁଛନ୍ତି ଜନତା।ଯୁବକଙ୍କ ଠାରୁ ଆରମ୍ଭ କରି ବୟସ୍କ ଓ ମହିଳା ପର୍ଯ୍ୟନ୍ତ ସଭିଏଁ ଆଜି ପ୍ରଥମ…
ଆସନ୍ତାକାଲି ଓଡିଶାରେ ଭୋଟ, ହିଂସାମୁକ୍ତ…
ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟିଂ। ଚାରୋଟି ଲୋକସଭା ବ୍ରହ୍ମପୁର, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ସହ ୨୮ବିଧାନସଭାରେ ମତଦାନ ହେବ।ସେଥିପାଇଁ ପ୍ରସ୍ତୁତି ସରିଛି। ସବୁ ମତଦାନ କେନ୍ଦ୍ରକୁ EVM, VVPAT, ପୁଲିଂ ପାର୍ଟି ପହଂଚିଛନ୍ତି। ସବୁ ପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ…