thelifelinemedia
Latest Odisha News, Breaking News Today
Browsing Category

ରାଜନୀତି

ଓଡିଶାରେ ଜନ୍ମନେଲା ନୂଆ ରାଜନୈତିକ ଦଳ:…

ଭୁବନେଶ୍ୱର: ଓଡିଶା ନୂଆ ରାଜନୈତିକ ଦଳ ଉଭା ହୋଇଛି।ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ନେତୃତ୍ବରେ ଗଢାହେଲା ଓଡିଶା ଜନତା କଂଗ୍ରେସ। ଓଡିଆ ନବବର୍ଷରେ ମୋକିମ ନୂଆ ଦଳର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ନାଁ ନ ନେଇ ବିଜେଡି-ବିଜେପିକୁ ଧୋଇଛନ୍ତି ଦଳର ପ୍ରତିଷ୍ଠାତା ମୋକିମ୍ ।ଓଡିଶା ଏକ ଯୁବ…

ବିହାରରେ ଆରମ୍ଭ ସମ୍ରାଟ ଯୁଗ:…

ପାଟଣା: ବିହାରରେ ଆରମ୍ଭ ହୋଇଛି ସମ୍ରାଟ ଯୁଗ। ନୀତିଶ କୁମାରଙ୍କ ଇସ୍ତଫା ପରେ ସମ୍ରାଟ ଚୌଧୁରୀ ବିହାରର ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।ଲୋକଭବନରେ ଏକ ସମାରୋହରେ ରାଜ୍ୟପାଳ ସୟଦ ଆତା ହସନେନ୍‌ ସମ୍ରାଟ ଚୌଧୁରୀ ଙ୍କୁ ଶପଥ ପାଠ କରାଇଥିଲେ। ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ବିଜେପି ଓ ଜେଡିୟୁର ବହୁ ବରିଷ୍ଠ…

ବିହାରରେ ସରିଲା ‘ନୀତୀଶ’ ରାଜ୍: ବିହାର…

ପାଟଣା: ଦୁଇ ଦଶକ ଧରି ମୁଖ୍ୟମନ୍ତ୍ରୀ ଥିବା ନୀତିଶଙ୍କ ଯୁଗ ସରିଛି। ବିହାରରେ ନୀତୀଶ କ୍ରମାଗତ ଭାବେ ମୁଖ୍ୟମନ୍ତ୍ରୀ ହୋଇ ଆସୁଥିଲେ । ତାଙ୍କର ଦଳ ଅଧିକ ଆସନରେ ଜିତୁନଥିଲେ ବି ସେ ହେଉଥିଲେ ମୁଖ୍ୟମନ୍ତ୍ରୀ। କ୍ଷମତାକୁ ଜାବୁଡି ଧରିବାର କଳା ଜାଣିଥିଲେ ନୀତୀଶ।। ନୀତୀଶଙ୍କ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ସହ…

ଦେଢଗୁଣା ବଢ଼ିପାରେ ଲୋକସଭା ସିଟ୍:୫୪୩ରୁ…

ନୂଆଦିଲ୍ଲୀ: ୨୦୨୯ ସାଧାରଣ ନିର୍ବାଚରେ ବଦଳିଯିବ ଲୋକସଭା ଚିତ୍ର। ପ୍ରାୟ ୫୬ ପ୍ରତିଶତ ବଢିବ ସାଂସଦଙ୍କ ସଂଖ୍ୟା । ଲୋକସଭା ଆସନ ସଂଖ୍ୟା ୫୪୩ରୁ ୮୫୦କୁ ବଢାଇବାକୁ ରହିଛି ପ୍ରସ୍ତାବ। ଯେଉଁଥିରେ ରାଜ୍ୟମାନଙ୍କ ପାଇଁ ୮୧୫ ସିଟ୍ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ରହିବ ୩୫ ଆସନ। ଲୋକସଭା ସିଟରେ ବଡ଼ଧରଣର ବୃଦ୍ଧି…

ତେଜିଲା ବବି ପ୍ରଭାତ ବାକଯୁଦ୍ଧ: ପ୍ରଭାତ…

ଭୁବନେଶ୍ୱର: ବିଜେଡି ଯୁବ ଛାତ୍ର ସମାବେଶରେ ପ୍ରଭାତ ବିଶ୍ବାଳଙ୍କୁ ବରିଷ୍ଠ ବିଜେଡି ନେତା ବବି ଦାସଙ୍କ ଟାର୍ଗେଟ୍‌। ଯାଜପୁର ମାଳ ଆନନ୍ଦପୁର ସମାବେଶରେ ପ୍ରଭାତ ଓ ତାଙ୍କ ପୁଅଙ୍କୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟସଭା ନିର୍ବାଚନ ଘୋଡ଼ା ବେପାର ପ୍ରସଙ୍ଗରେ ରଖିଲେ ମତ। ବିଜେଡିକୁ ଭୋଟ୍‌ ଦେବା ପାଇଁ ୮ କୋଟି…

ପଞ୍ଚାୟତ ଓ ପୌର ନିର୍ବାଚନରେ ପ୍ରାର୍ଥୀ…

ଭୁବନେଶ୍ୱର: ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ପ୍ରାର୍ଥୀ ଦେବ ମହମ୍ମଦ ମୋକିମଙ୍କ ନୂଆ ଦଳ ଓଡ଼ିଶା ଜନତା କଂଗ୍ରେସ। ଏ ନେଇ ଆଜି ଦଳର କାର୍ଯ୍ୟାଳୟ ଉଦଘାଟନ କରି ସୂଚନା ଦେଇଛନ୍ତି ମୋକିମ। ଏହାସହ ଆସନ୍ତା ୧୫ ତାରିଖରେ ଦଳର ମୂଳଦୁଆ ପଡ଼ିବ ବୋଲି ସେ ସୂଚନା ଦେଇଛନ୍ତି। ଆଜି ଭୁବନେଶ୍ୱର ସତ୍ୟନଗରରେ…

ମେଟ୍ରୋ ପ୍ରକଳ୍ପକୁ ନେଇ…

ଭୁବନେଶ୍ୱର:ମେଟ୍ରୋ ପ୍ରକଳ୍ପକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। କହିଛନ୍ତି ସବୁ ପ୍ରକଳ୍ପ ଲାଭ ପାଇଁ କରାଯାଏ ନାହିଁ। କିଛି ପ୍ରକଳ୍ପ ବୃହତ୍ତର ଜନସ୍ୱାର୍ଥକୁ ନଜରରେ ରଖି କରାଯାଏ। ମୁଖ୍ୟମନ୍ତ୍ରୀଙ୍କ ସହିତ ବିସ୍ତୃତ ଭାବରେ…

ରାଜ୍ୟସଭାରେ ଶପଥ ନେଲେ ନୀତୀଶ କୁମାର:ଶପଥ…

ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ନୀତୀଶ କୁମାର। ଶପଥ ପାଠ କରାଇଲେ ଉପରାଷ୍ଟ୍ରପତି ସି.ପି ରାଧାକ୍ରିଷ୍ଣନ। ସନ୍ଧ୍ୟାରେ ପାଟନା ଫେରିବେ ନୀତୀଶ କୁମାର।ଏହା ପରେ ବିହାରରେ ଆଗେଇବ ନୂଆ ସରକାର ଗଠନ ପ୍ରକ୍ରିୟା। ପାଟନାରେ ଏନଡିଏ ବିଧାୟକ ଦଳ ବୈଠକରେ ନୂତନ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି…

ଘୋଷଣା ହେଲା ରାଜ୍ୟ କାର୍ଯ୍ୟକାରିଣୀ…

ଭୁବନେଶ୍ୱର: ରାଜ୍ୟ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଘୋଷଣା କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ, ସ୍ଥାୟୀ ନିମନ୍ତ୍ରିତ ସଦସ୍ୟଙ୍କ ନାମ ରହିଛି । ଏହି ତାଲିକାରେ ୭୨ ଜଣ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ୩୮ ଜଣ…

ପ୍ରଥମରୁ ପିଜି ଯାଏଁ ମାଗଣା…

ବ୍ୟୁରୋ: ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ପ୍ରୋତ୍ସାହନ ଘୋଷଣା କରିଛନ୍ତି। ଯଦି ସେ ପୁନଃ ନିର୍ବାଚିତ ହୁଅନ୍ତି ତେବେ ପ୍ରାଥମିକ ଶିକ୍ଷା ଠାରୁ ସ୍ନାତକ ପର୍ଯ୍ୟନ୍ତ ମାଗଣା ଶିକ୍ଷା ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହା ସହିତ ଝିଅମାନଙ୍କ ପାଇଁ…