Browsing Category
ରାଜନୀତି
ମୋହନ ସରକାରରେ କେଉଁ ମନ୍ତ୍ରୀଙ୍କୁ…
ମନ୍ତ୍ରୀମାନଙ୍କୁ ଆଜି ବିଭାଗ ଦିଆଯାଇଥିବା ନେଇ ସୂଚନା ମିଳିଛି । ୧୨ ତାରିଖରେ ଶପଥ ୧୫ରେ ବିଭାଗ ଦିଆଯାଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟପାଳଙ୍କ ମୋହରକୁ ଅପେକ୍ଷା ବୋଲି କୁହାଯାଉଛି ।
ମୁଖ୍ୟମନ୍ତ୍ରୀ
ମୋହନ ଚରଣ ମାଝୀ – ଗୃହ, ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ, ସୂଚନା ଓ ଲୋକ…
ରଣେନ୍ଦ୍ର ପ୍ରତାପ ହେଲେ କାମଚଳା…
ଭୁବନେଶ୍ୱର:କାମଚଳା ବାଚସ୍ପତି ଭାବେ ଶପଥ ନେଲେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।ରାଜ୍ୟପାଳ ରଘୁବାର ଦାସ ଶପଥ ପାଠ କରାଇଲେ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତରେ ଶପଥ ନେଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଆସନ୍ତା ୧୮ ଓ ୧୯ତାରିଖରେ ନବ ନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ…
ଅଡୁଆରେ କର୍ଣ୍ଣାଟକ ପୂର୍ବତନ…
ନୂଆଦିଲ୍ଲୀ :କର୍ଣ୍ଣାଟକ ରାଜନୀତି ସରଗରମ।କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପାଙ୍କ ବଢ଼ିଲା ଅଡୁଆ। ଗିରଫ ହୋଇପାରନ୍ତି କର୍ଣ୍ଣାଟକର ଏଇ ପୂର୍ବତନ ମୁଖ୍ୟମନ୍ତ୍ରୀ।ବେଙ୍ଗାଲୁରୁର ଏକ ଅଦାଲତ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି ୟେଦିୟୁରପ୍ପାଙ୍କ ବିରୁଦ୍ଧରେ। ପୋକ୍ସୋ ମାମଲାରେ…
ବିନା କାରଣ ଦର୍ଶାଅ ନୋଟିସରେ ବହିଷ୍କାର..…
ଭୁବନେଶ୍ୱର:ବିନା ନୋଟିସରେ ଦଳରୁ ବହିଷ୍କାର। କାରଣ ଦର୍ଶାଅ ନୋଟିସ ନ ଦେଇ ଜଣେ ଶୃଙ୍ଖଳିତ କର୍ମୀଙ୍କୁ ଦଳରୁ ବହିଷ୍କାର କରିବା ରାଜ୍ୟ କଂଗ୍ରେସର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠିଛି।କଂଗ୍ରେସର ଆଗଧାଡିର ୪ନେତାଙ୍କୁ ୬ବର୍ଷ ପାଇଁ ଦଳରୁ ବହିଷ୍କାର କରିଛି କଂଗ୍ରେସ। ସେମାନଙ୍କ ମଧ୍ୟରେ ଅଛନ୍ତି ଯାଜପୁରରୁ…
ହଟିଲା ଫାଇବ ଟି ବ୍ୟବସ୍ଥା, ମୋହନ…
ଭୁବନେଶ୍ୱର: ରାଜ୍ୟରୁ ହଟିଲା ୫ଟି ଓ ମୋ ସରକାର ବ୍ୟବସ୍ଥା। ବିଜେଡି ସରକାରରେ ଏହି ବ୍ୟବସ୍ଥା ଦ୍ୱାରା ସରକାରୀ କାମ ହେଉଥିଲା।ନବୀନ ପଟ୍ଟନାୟକ ୫ମ ପାଳିରେ ଏହି ବ୍ୟବସ୍ଥା ଲାଗୁ କରିଥିଲେ। ୫ଟି ଆଧାରରେ ରାଜ୍ୟର ବିକାଶ ହୋଇପାରିବ ବୋଲି ନବୀନ ସରକାର ଚିନ୍ତା କରିଥିଲେ। କିନ୍ତୁ ଏବେ ରାଜ୍ୟରେ ଚାଲିବନି…
ଖୋଲିଲା ଶ୍ରୀ ମନ୍ଦିର ଚାରି…
ପୁରୀ: ଖୋଲିଲା ଶ୍ରୀ ମନ୍ଦିର ଚାରିଦ୍ୱାର। ସବୁ ପ୍ରତୀକ୍ଷାର ହେଲା ଅନ୍ତ। କଥା ରଖିଲା ବିଜେପି ସରକାର। ନିର୍ବାଚନୀ ପ୍ରତିଶୃତି ପୂରଣ କଲା ମୋହନ ସରକାର।ଶ୍ରୀମନ୍ଦିରରେ ବନ୍ଦ ରହିଥିବା ଦ୍ୱାର ଖୋଲିଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଏବଂ କେଭି ସିଂ ଦେଓ,…
ଶପଥ ନେବା ପରେ ମୋହନ ସରକାରଙ୍କ ପ୍ରଥମ…
ଭୁବନେଶ୍ୱର: ଆଜି ରାଜ୍ୟରେ ପ୍ରଥମଥର ପାଇଁ ବିଜେପି ସରକାର ଗଠନ ହୋଇଛି । ମନ୍ତ୍ରୀମଣ୍ଡଳ ଶପଥ ନେବାର ଗୋଟିଏ ଘଣ୍ଟା ମଧ୍ୟରେ ଆକ୍ସନମୋଡକୁ ଆସିଛନ୍ତି ସରକାର । ୨୦୨୦ ମାର୍ଚ୍ଚ ମାସରୁ ସାମ୍ବାଦିକଙ୍କ ପାଇଁ ମନା ଥିବା ଲୋକସେବା ଭବନ ତୁରନ୍ତ ସାମ୍ବାଦିକଙ୍କ ପାଇଁ ଖୋଲାହୋଇଛି । ଲୋକସେବା ଭବନକୁ ପ୍ରବେଶ…
ନିମନ୍ତ୍ରଣ ରକ୍ଷା କରି ଆସିଲେ ନବୀନ,…
ଭୁବନେଶ୍ୱର: ଆଜି ଶପଥ ନେଇଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ତେବେ ଶପଥ ଗ୍ରହଣରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଭା ମଞ୍ଚରେ ପହଞ୍ଚିଥିଲେ । ଆଉ ଏହି ସମୟରେ ନବୀନଙ୍କ ସମ୍ମାନରେ ସମସ୍ତେ ଛିଡ଼ା ହୋଇଯାଇଥିଲେ । ଆଉ ସ୍ୱଭାବ ସୁଲଭ ଢ଼ଙ୍ଗରେ ନମସ୍କାର ଓ ପ୍ରତି ନମସ୍କାର କରି, ଆସନ ପାଖକୁ…
କୁଆଡେ ଗଲେ ଅପରାଜିତା?
ଆଜିଠୁ ଓଡ଼ିଶାରେ ଆରମ୍ଭ ହୋଇଛି ‘ମୋହନ’ ଯୁଗ। ମୋହନ ମାଝୀ ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପରେ ଉପ-ମୁଖ୍ୟମନ୍ତ୍ରୀ ଭାବେ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ା ଶପଥ ନେଇଛନ୍ତି। ଶପଥ…
ମୋହନଙ୍କ ମନ୍ତ୍ରୀମଣ୍ଡଳରେ ୧୩ଜିଲ୍ଲାର…
ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ମନ୍ତିମଣ୍ଡଳରେ ସ୍ଥାନ ପାଇଛନ୍ତି ୧୩ଜିଲ୍ଲାର ନେତା। କ୍ଷେତ୍ରୀୟ ସନ୍ତୁଳନ ବଜାୟ ରଖିବାକୁ ଯାଇ ମୋହନଙ୍କ ମନ୍ତ୍ରୀମଣ୍ଡଳର ରୂପରେଖ କରାଯାଇଛି। ମୟୁରଭଞ୍ଜ ଜିଲ୍ଲାରୁ ଦୁଇ ଜଣଙ୍କୁ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ମିଳିଛି।ମୋରଡ଼ା ବିଧାୟକ କୃଷଚନ୍ଦ୍ର…