Browsing Category
ରାଜନୀତି
ଅପରିପକ୍ବ, ଅନଭିଜ୍ଞ ମୋହନ ସରକାର:…
ଭୁବନେଶ୍ୱର:ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ ବଦଳେଇବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି ବିଜେଡି। ବିଜେଡି ମୁଖପାତ୍ର ଲେଖଶ୍ରୀ ସାମନ୍ତସିଂହାର କହିଛନ୍ତି ବିଜୁ ବାବୁ ଓଡ଼ିଆ ଅସ୍ମିତାର ପ୍ରତୀକ। କିନ୍ତୁ ମୋହନ ସରକାରକୁ ୩୦ ଦିନ ପୁରି ନାହିଁ ତାଙ୍କର ଅପରିପକ୍ୱତା…
ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ ମାରିବା…
ଭୁବନେଶ୍ୱର:ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ ମାରିବା ପ୍ରସଙ୍ଗକୁ ନେଇ ତେଜିଲାଣି ବିରୋଧ। ଏତଲା ପରେ କାହିଁକି ରାଜ୍ୟପାଳଙ୍କ ପୁଅଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇନି ତାକୁ ନେଇ ପ୍ରତିବାଦର ସ୍ୱର ଶାଣିତ ହେଲାଣି। ବିଜେଡି କଂଗେସ ସମେତ ବିଭିନ୍ନ ସଂଗଠନ ଏହାକୁ ନେଇ ବିରୋଧ କଲେଣି।କଂଗ୍ରେସ…
ରେଳ ବିକାଶରେ ଓଡିଶା ହେବ ମଜଭୁତ: ସୁରେଶ…
ଭୁବନେଶ୍ୱର:ରେଳ ବିକାଶରେ ଓଡିଶା ଆହୁରି ମଜଭୁତ ହେବ।ରେଳ ପ୍ରକଳ୍ପର ବାଧକ ସାଜିଥିବା ଜମି ଅଧିଗ୍ରହଣ ସମସ୍ୟାର ଖୁବଶୀଘ୍ର ସମାଧାନ କରାଯିବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଓଡ଼ିଶାର ବିଜେଡି ସରକାରରେ ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଏକ ପ୍ରମୁଖ ସମସ୍ୟା ଥିଲା। ଏହି ପ୍ରସଙ୍ଗରେ…
୫ଟି ପ୍ରସ୍ତାବ ଉପରେ କ୍ୟାବିନେଟର ମୋହର
ଭୁବନେଶ୍ଵର:ରାଜ୍ୟ କ୍ୟାବିନେଟର ଦ୍ୱିତୀୟ ବୈଠକରେ ୫ଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ମରା ଯାଇଛି। ପ୍ରଥମରେ ସର୍ବନିମ୍ନ ମଜୁରୀ ବଢିବା ନେଇ ନିଷ୍ପତ୍ତି ଉପରେ ମୋହର ବାଜିଛି। ଅଣ କୁଶଳୀ, ଅର୍ଦ୍ଧ କୁଶଳୀ, କୁଶଳୀ ଓ ଉଚ୍ଚ କୁଶଳୀମାନଙ୍କର ଦୈନିକ ମଜୁରୀ ବଢିବ। ଅଣ କୁଶଳୀ ୩୫୨ ଟଙ୍କା ପାଉଥିଲେ…
ପହଣ୍ଡି ଅଘଟଣ ଅକ୍ଷମଣୀୟ ତ୍ରୁଟି: ବିଜେଡି
ଭୁବନେଶ୍ୱର:ପହଣ୍ଡି ଅଘଟଣ ଅକ୍ଷମଣୀୟ ତ୍ରୁଟି। ବଡଠାକୁର ବଳଭଦ୍ର ତଳେ ପଡ଼ିଯିବ ଅକ୍ଷମଣୀୟ ତ୍ରୁଟି ବୋଲି ବିଜେଡି କହିଛି।ଗତକାଲି ପୁରୀରେ ପହଣ୍ଡି ସମୟରେ ଯେଉଁ ଅଘଟଣ ଘଟିଲା ତାହା ସାଢେ଼ ୪ କୋଟି ଓଡିଆଙ୍କ ସମେତ ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି । ଯେଉଁଭଳି ଭାବେ ବଡ ଠାକୁର ପଡିଗଲେ ତାକୁ ନେଇ…
ଦେବାଶିଷ-ସମ୍ବିତ୍ ମୁହାଁମୁହିଁ
ବ୍ୟୁରୋ: ବିଜେଡି ନେତା ଦେବାଶିଷ ସାମନ୍ତରାୟଙ୍କ ଉପରେ ବର୍ଷିଲେ ସମ୍ବିତ ରାଉତରାୟ । ଲୋକେ ଦାମ ବାବୁଙ୍କ ପରିବାରକୁ ପ୍ରତ୍ୟାଖ୍ୟାନ କରିଥିବା ଉକ୍ତିରେ ଜବାବ ରଖିଛନ୍ତି ସମ୍ବିତ। ସମ୍ବିତ କହିଛନ୍ତି ୨୦୧୯ରେ ସେ ୭୦ହଜାର ଭୋଟ ପାଇଥିଲେ ଆଉ ୨୦୨୪ରେ ବି ପାଖାପାଖି ୭୦ ହଜାର ଭୋଟ ମିଳିଛି। କଂଗ୍ରେସ ଗତ…
ବିଜେଡିର ସାଙ୍ଗଠନିକ ନବକଳେବର
ଭୁବନେଶ୍ୱର:ବିଜେଡିର ସାଙ୍ଗଠନିକ ନବକଳେବର। ଦଳକୁ ନୂଆ ରୂପରେଖ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।ବିଜେଡ଼ିର ସମସ୍ତ ରାଜ୍ୟସ୍ତରୀୟ କମିଟିକୁ ଭାଙ୍ଗି ଦିଆଯାଇଛି । ନୂତନ ଭାବେ ମିଡ଼ିଆ ଓ ମୁଖପାତ୍ରଙ୍କର ଟିମ୍ ଗଢ଼ାଯାଇଛି । ଡକ୍ଟର ସଂତୃପ୍ତ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ…
ଲୋକଙ୍କ ପାଖରେ ସରକାର ୨୪ ଘଣ୍ଟା…
ଭୁବନେଶ୍ୱର:ଲୋକମାନଙ୍କ ପାଖରେ ସବୁବେଳେ ଉତ୍ତରଦାୟୀ।୨୪ଘଣ୍ଟା ଲୋକଙ୍କ ଉତ୍ତରଦାୟୀ ମୋହନ ସରକାର। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସବୁ ସଚିବଙ୍କ ବୈଠକରେ ଯୋଗ ଦେଇ ନୂଆ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବା ସହିତ ନିର୍ବାଚନ ପ୍ରତିଶୃତି ପାଳନ ପାଇଁ ବିଧିବଦ୍ଧ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ…
ବନ୍ଦ ହୋଇଥିବା ସ୍କୁଲ ଖୋଲିବ: ଗଣଶିକ୍ଷା…
ଭୁବନେଶ୍ୱର:ବିଜେଡି ସରକାର ବନ୍ଦ କରି ଦେଇଥିବା ସ୍କୁଲ ଗୁଡିକ ଖୋଲିବାକୁ ବିଜେପି ସରକାରର ଯୋଜନା ଚାଲିଛି । ଯେଉଁଠି ପିଲା ମାନଙ୍କୁ ଦୂର ସ୍ଥାନକୁ ଯିବାକୁ ପଡୁଛି, ଯେଉଁ ସ୍ଥାନରେ ଭୁଲ ରିପୋର୍ଟ ଜରିଆରେ ସ୍କୁଲ ବନ୍ଦ କରି ଦିଆଯାଇଛି, ସ୍ଥାନୀୟ ଲୋକଙ୍କର ଦାବି ଅଣଦେଖା କରାଯାଇଛି, ସେହି ସବୁ…
ପ୍ରତିଶ୍ରୁତି ରଖୁ ବିଜେପି..୩୦୦ ୟୁନିଟ୍…
ଭୁବନେଶ୍ୱର:ବିଜେପିର ପ୍ରତିଶ୍ରୁତି କଥାକୁ ମନେ ପକାଇଲା ବିଜେଡି। ନିର୍ବାଚନ ସମୟରେ ବିଜେପି ଯାହା ପ୍ରତିଶ୍ରୁତି ଦେଇଛି ତାକୁ ପୂରଣ କରୁ ବୋଲି କହିଛନ୍ତି ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ।
ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ବିଜେଡି କହିଥିଲା ବିଜୁଳି ବିଲ୍ ଦେବାକୁ ପଡିବନି।…