thelifelinemedia
Latest Odisha News, Breaking News Today
Browsing Category

ରାଜନୀତି

ଝାଡଖଣ୍ଡ ଗସ୍ତରେ ମୁଖ୍ୟମନ୍ତ୍ରୀ: ବିଜେପି…

ଭୁବନେଶ୍ୱର:ଆଜି ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବିଜେପି ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ।ଦଳୀୟ ପ୍ରାଥୀଙ୍କ ପାଇଁ ଭୋଟ ଭିକ୍ଷା କରିବେ। ସଢେଇକଳା ଖର୍ଷୁଆଁ ଏବଂ ସିଂହଭୂମି ଦୁଇଟି ଜିଲ୍ଲାରେ ଦୁଇଟି ବଡ ବଡ ସଭା କରିବେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ବିଜେପି ସରକାରର ସଫଳତା କଥା କହି…

ମିଛ କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ :…

ଭୁବନେଶ୍ୱର: ନିଜ ପରିଧି ବାହାରକୁ ଯାଇ କାମ କରୁଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ। ଝାରସୁଗୁଡା ଲଖନପୁର ଠାରେ ଫ୍ଲାଏ ଆସର ଫିଲିଂ କୁ ନେଇ ଯେଉଁ ବିବାଦ ସୃଷ୍ଟି ହେଉଛି ତାକୁ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଯେଉଁ ମନ୍ତବ୍ୟ ଦେଇଛନ୍ତି ତା ଉପରେ ସ୍ପଷ୍ଟତା ଆସିବା ଦରକାର ବୋଲି ବିଜେଡି ନେତ୍ରୀ…

କନ୍ଧମାଳରେ ଆମ୍ବ ଟାକୁଆ ଖାଇ ମୃତ୍ୟୁ…

ଭୁବନେଶ୍ୱର:କନ୍ଧମାଳ ଦାରିଙ୍ଗବାଡ଼ି ଅଞ୍ଚଳରେ ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟିବା ଘଟଣା। ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡି। ରାଜ୍ୟ ସରକାର ଏହି ଘଟଣାକୁ ଗୁରୁତର ସହ ନେଇ ନାହାନ୍ତି । ଘଟଣାକୁ ଚପାଇବା ଦେବା ଲାଗି ରାଜ୍ୟଠୁ ନେଇ ଜିଲ୍ଲାସ୍ତର ପର୍ଯ୍ୟନ୍ତ କାର୍ଯ୍ୟ କରାଯାଉଛି। ଉପ ମୁଖ୍ୟମନ୍ତ୍ରୀ…

କଂଗ୍ରେସର ପ୍ରତିଶୃତି ମିଥ୍ୟା ଓ…

ନୂଆଦିଲ୍ଲୀ: କଂଗ୍ରେସର ମିଥ୍ୟା, ଅବାସ୍ତବ ପ୍ରତିଶ୍ରୁତି ଦେଶବାସୀ ଜାଣି ସାରିଲେଣି। କଂଗ୍ରେସ ସବୁବେଳେ ମିଥ୍ୟା ଓ ଅବାସ୍ତବ ପ୍ରତିଶୃତିର କଥା କହେ। ଏପରି ମିଥ୍ୟା ପ୍ରତିଶ୍ରୁତି ଗରିବ, କୃଷକ, ଯୁବକ, ମହିଳାଙ୍କର କ୍ଷତି କରିବ ବୋଲି କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଶାସନ…

ବିଜେଡିରେ ନେତୃତ୍ୱ ସଙ୍କଟ, ୨୯…

ଭୁବନେଶ୍ୱର: ୨୦୨୯ ମସିହା ପର୍ଯ୍ୟନ୍ତ ବିଜେଡି ରହିବ ନାହିଁ। ମୋର ସନ୍ଦେହ ହେଉଛି ବିଜେଡି ୨୯ ବେଳକୁ ମୁଲପୋଛ ହୋଇ ସାରିଥିବ। ଏମିତି କହି ବିଜେଡିକୁ ଟାର୍ଗେଟ କରିଛନ୍ତି ବିଜେପିର ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର। କହିଛନ୍ତି ବିଜେଡିର ଆୟୁଷ ବହୁତ କ୍ଷୀଣ । ବିଜେଡିର ପ୍ରତି ନେତା ଏବେ ନିଜ ଭବିଷ୍ୟତକୁ…

ବିଜେଡିର ବଡ଼ ଯୋଜନା: ଦଳର ସଭ୍ୟ ସଂଗ୍ରହ…

ଭୁବନେଶ୍ୱର: ଆଗକୁ ବଡ଼ ଯୋଜନା କରିବାକୁ ଯାଉଛି ବିଜେଡି। ଦଳକୁ ମଜଭୁତ ଓ ସଶକ୍ତ କରିବା ଲକ୍ଷ୍ୟରେ ବିଜେଡି ଅନେକ କାମ ହାତକୁ ନେଇଛି। ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନ ସମ୍ପର୍କିତ ଏକ ସମୀକ୍ଷା ବୈଠକ ଶଙ୍ଖ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ସମନ୍ୱୟ କମିଟିର ଅଧ୍ୟକ୍ଷ ଶ୍ରୀ ଦେବୀ ପ୍ରସାଦ ମିଶ୍ର…

ବିଜେଡି ଛାଡିଲେ ବରୀ ପୂର୍ବତନ ବିଧାୟିକା…

ଯାଜପୁର: ହାରିବା ପରେ ବିଜେଡି ଶିବିରରେ ହଳଚଲ ଲାଗିରହିଛି। କେତେବେଳେ ନେତା ଦଳ ଛାଡ଼ୁଛନ୍ତି ତ ପୁଣି କେତେବେଳେ ବିଜେଡି ବିରୁଦ୍ଧରେ ବିଷ ଓଗାଳୁଛନ୍ତି। ଏହି କ୍ରମରେ ଯାଜପୁର ବିଜେଡି ରାଜନୀତିରେ ବଡ଼ ହଲଚଲ ଦେଖିବାକୁ ମିଳିଛି। ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ବିଜେଡିକୁ ବାଏ ବାଏ କରିଛନ୍ତି।…

ଶ୍ଵେତପତ୍ର ଦାବି କଲା ବିଜେଡ଼ି: ବାତ୍ୟା…

ଭୁବନେଶ୍ୱର: ଦାନା ବାତ୍ୟା ପରିଚାଳନା ପାଇଁ ବିଜେପି ସରକାର ଲୋକ ହସା ହୋଇଛନ୍ତି। ସରକାର ଯେଉଁଭଳି ଭାବେ ହାଇପ କରୁଥିଲେ ତାହା ଏବେ ଲୋକେ ପସନ୍ଦ କରୁନାହାଁନ୍ତି। ନବୀନ ଯାହା କରିଯାଇଛନ୍ତି ତାହାର ତୁଳନା ନାହିଁ। ଏ ସରକାର ଅବସର ଖୋଜୁଥିଲେ ପିଆର ଷ୍ଟଣ୍ଟ କରୁଥିଲେ। ନିଜ ଠାରୁ ଅଧିକ ପ୍ରଧାନମନ୍ତ୍ରୀଙ୍କ…

ଝାଡ଼ଖଣ୍ଡ ନିର୍ବାଚନରେ ମୁଖ୍ୟମନ୍ତ୍ରୀ…

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଲାଗି ବିଜେପି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି । ଏହି ତାଲିକାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ସାମିଲ ରହିଛି । ଝାଡ଼ଖଣ୍ଡରେ ଶାସକ ଜେଏମଏମକୁ ମାତ ଦେଇ ସରକାର…

ବିଜେପି ଇସ୍ତାହାର ଭଲ ଥିଲା: ବିଜେଡି…

ଭୁବନେଶ୍ୱର: ବିଜେଡି ହରିବାର ମୂଳ କାରଣ ଇସ୍ତାହାର। ବିଜେଡି ଠାରୁ ବିଜେପିର ଭଲ ଇସ୍ତାହାର ଥିଲା। ବିଜେଡି ପରାଜୟର ଚାରି କାରଣ କହିଲେ ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ିର ବରିଷ୍ଠ ନେତା ପଦ୍ମନାଭ ବେହେରା। ପ୍ରାର୍ଥୀ, ଦଳ ଓ ଦଳର ସଭାପତି, କର୍ମକର୍ତ୍ତା ଓ ପାଣ୍ଠି। ଆମ ଇସ୍ତାହାର ଠାରୁ ବିଜେପି ଇସ୍ତାହାର…