Browsing Category
ଦେଶ-ବିଦେଶ
ମଧ୍ଯପ୍ରାଚ୍ୟ ଯୁଦ୍ଧରେ ନୂଆ ମୋଡ :5…
ବ୍ୟୁରୋ:ଇରାନ ସାମ୍ନାରେ ଡରିଗଲେ ଆମେରିକା ରାଷ୍ଟ୍ରପତି। ଇରାନ ଆକ୍ରମଣକୁ ଚେକ୍ ଦେଇ ପାରିଲାନି କି ଆମେରିକା। ହଠାତ ଟ୍ରମ୍ପଙ୍କ ଯୁଦ୍ଧ 5 ଦିନିଆ ଯୁଦ୍ଧ ବନ୍ଦ ରଖିବା ଘୋଷଣା ବିଶ୍ୱନେତାକୁ ଚମକାଇ ଦେଇଛି। କୁହାଯାଉଛି ତେହେରାନ ଯେମିତି ଭୟାନକ ଆକ୍ରମଣ କରୁଛି ତାହା ଦେଖି ଭୟ ପାଇଗଲେ ଟ୍ରମ୍ପ। ସେଥିପାଇଁ…
ତେଜିଲା ମଧ୍ୟପ୍ରାଚ୍ୟ ଯୁଦ୍ଧ:ଇରାନ…
ବ୍ୟୁରୋ:ଆଗାମୀ 48 ଘଣ୍ଟା ଭିତରେ ହର୍ମୂଜ ପ୍ରଣାଳୀକୁ ଖାଲି କର। ନ ହେଲେ ଶକ୍ତି କେନ୍ଦ୍ର ଉପରେ ହେବ ଆକ୍ରମଣ। ଆମେରିକାର ଏହି ଖୋଲା ଚେତାବନୀ ପରେ ଇରାନ କହିଲା ମିତ୍ରଙ୍କ ପାଇଁ ଖୋଲା ହର୍ମୂଜ। ଏବେ ପରମାଣୁ ଯୁଦ୍ଧ ମୁହାଁ ମଧ୍ଯପ୍ରାଚ୍ୟ। ଆମେରିକା ଏବଂ ଇସ୍ରାଏଲ ଉପରେ ଭାରି ପଡ଼ି ଯାଉଛି ଇରାନ। ଇରାନର…
ନାଟୋ ଓ ଅମେରିକା ମଧ୍ୟରେ…
ବ୍ୟୁରୋ:ଇରାନ ନିୟନ୍ତ୍ରଣରେ ପଶ୍ଚିମଏସିଆ ଯୁଦ୍ଧ।ଭାରତରେ ପଡିଲା ଯୁଦ୍ଧର ପ୍ରଭାବ।ବଢିଲା ପ୍ରିମିୟମ ପେଟ୍ରୋଲ ଓ ଶିଳ୍ପ ଡିଜେଲ । 23 ଦିନରେ ପହଞ୍ଚିଲା ମଧ୍ଯପ୍ରାଚ୍ୟ ଯୁଦ୍ଧ। ଫେବୃଆରୀ 28 ରୁ ଆରମ୍ଭ ହେଇଥିବା ଯୁଦ୍ଧ ଏବେ ସରିବାର ନାଁ ଧରୁନି। ଆଗକୁ କେତେ ଦିନ ପର୍ଯ୍ୟନ୍ତ ଯୁଦ୍ଧ ଚାଲିବ ତାହା ବି କହିବ…
ସୁନା କମିଲା ସାଢ଼େ ୬ ହଜାର: ମହାଯୁଦ୍ଧ…
ଭୁବନେଶ୍ୱର:କମିଲା ସୁନା ଦର ମହାଯୁଦ୍ଧ ଭିତରେ ସୁନାରୂପା ଦର ସାମାନ୍ୟ କମିବା ଲୋକଙ୍କୁ ଆଶ୍ୱସ୍ତ ଦେଇଛି। ଆଜି ଦିନକରେ ୨୨ କ୍ୟାରେଟ୍ କମିଲା ସାଢ଼େ ୬ ହଜାର। କାଲି ୨୨ କ୍ୟାରେଟ୍ ୧୦ ଗ୍ରାମ୍କୁ ଥିଲା ୧ ଲକ୍ଷ ୪୪ ହଜାର ୩ ଶହ ଟଙ୍କା। ଆଜି ସାଢ଼େ ୬ ହଜାର କମି ୧ ଲକ୍ଷ ୩୭ ହଜାର ୭୫୦କୁ କମିଲା। ଆଜି ୨୪…
ବାଜିଲା ବିଧାନସଭା ନିର୍ବାଚନ ବିଗୁଲ :4…
ନୂଆଦିଲ୍ଲୀ: ଆସାମ, ପଶ୍ଚିମ ବଙ୍ଗ, ତାମିଲନାଡୁ, କେରଳ ଓ ପୁଡୁଚେରୀ ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଛି। ଏପ୍ରିଲ 9 ରୁ ଏପ୍ରିଲ 29 ତାରିଖ ପର୍ଯ୍ୟନ୍ତ ଗଣତନ୍ତ୍ରର ଏ ମହାନ୍ ପର୍ବ ଅନୁଷ୍ଠିତ ହେବ। କେରଳ, ଆସାମ, ପୁଡୁଚେରୀରେ ଏପ୍ରିଲ 9 ତାରିଖରେ ଭୋଟ ପଡିବ। ସେହିପରି ତାମିଲନାଡୁରେ ଏପ୍ରିଲ 23ରେ…
ବଢ଼ିଲା କ୍ରିକେଟର ହାର୍ଦ୍ଧିକ…
ବ୍ୟୁରୋ: ପଡିଆରେ ଜାତୀୟ ପତାକା ଧରି ପ୍ରେମିକାକୁ କିସ୍ କରିବା ଏବେ କ୍ରିକେଟର ତଥା ଭାରତୀୟ ଟିମର ଷ୍ଟାର ଅଲ ରାଉଣ୍ଡର ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ପାଇଁ ସମସ୍ୟା ବଢ଼ାଇଛି। ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ଟାଇଟଲ ଜିତିବା ପରେ ଭାରତୀୟ ଖେଳାଳିମାନେ ମୈଦାନରେ ସେଲିବ୍ରେସନ କରିଥିଲେ। ମ୍ୟାଚ୍…
ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଗଲେ ଫାରୁକ୍…
ବ୍ୟୁରୋ: ଜମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ବାପା ଫାରୁକ୍ ଅବଦୁଲ୍ଳା ଯୋଗ ଦେଇଥିବା ଏକ ବିବାହ ଉତ୍ସବରେ ଗୁଳିମାଡ଼ ହୋଇଥିଲା। ଏହି ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଫାରୁକ୍ ଅବଦୁଲ୍ଲା। ଯାହାକୁ ନେଇ ଏକ ଆତଙ୍କିତ ପରିବେଶ ସୃଷ୍ଟି…
LPG ବୁକିଂକୁ ନେଇ ଭୟଭୀତ ହୁଅନି,:LPG…
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାଵ ଦେଶର ହାଣ୍ଡିଶାଳରେ ପଡ଼ିଛି। ଘରୋଇ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ସହିତ LPG ସଙ୍କଟ ଆଶଙ୍କାକୁ ନେଇ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଏ ସବୁ ଭିତରେ LPG ସଙ୍କଟ ଆଶଙ୍କାକୁ ନେଇ ପେଟ୍ରୋଲିୟମ ମନ୍ତ୍ରାଳୟର ପ୍ରେସମିଟ୍ ହୋଇଛି। ଆଦୌ ଭୟଭୀତ ନ ହେବାକୁ କହିଲେ ଯୁଗ୍ମ…
କେଜରିୱାଲ, ସିଶୋଦିଆ ଦୋଷମୁକ୍ତ:ଦିଲ୍ଲୀ…
ନୂଆଦିଲ୍ଲୀ: ଦିଲ୍ଲୀର ବହୁ ଚର୍ଚ୍ଚିତ ଅବକାରୀ ନୀତି ଦୁର୍ନୀତି ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟୀର ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । ଦିଲ୍ଲୀ ରାଉଜ୍ ଏଭିନ୍ୟୁ କୋର୍ଟ ପୂର୍ବତନ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଓ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ…
ଇରାନ ଉପରେ ମିସାଇଲ ମାଡ଼: ଇସ୍ରାଏଲ ଓ…
ତେହେରାନ: ଇରାନ ଓ ଇସ୍ରାଏଲ ମଧ୍ୟରେ ଆରଂଭ ହେଲା ଯୁଦ୍ଧ। ପଶ୍ଚିମ ଏସିଆରେ ଯୁଦ୍ଧ ସ୍ଥିତି।ଇସ୍ରାଏଲ ସେନା ପକ୍ଷରୁ ଇରାନର ତେହେରାନରେ ମିସାଇଲ ମାଡ଼। ଆମେରିକା ଓ ଇସ୍ରାଏଲ ମିଳିତ ଭାବେ ଇରାନ ତେହେରାନ ଉପରେ ମିଶାଇଲ ମାଡ଼ କରିଛନ୍ତି।ତେହେରାନର ୩୦ଟି ସ୍ଥାନକୁ ଏକାସଙ୍ଗରେ ଟାର୍ଗେଟ୍ ହୋଇଛି। ମିସାଇଲ…