Browsing Category
ଦେଶ-ବିଦେଶ
ଗୁଜରାଟ ଓ ହିମାଚଳ ପ୍ରଦେଶରେ ଝଡିବ ପଦ୍ମ…
କିଏ ଜିତିବ ଗୁଜରାଟ, ହିମାଚଳ ପ୍ରଦେଶରେ କିଏ ଗଢ଼ିବ ସରକାର । ଏପଟେ ପଦ୍ମପୁର ଉପନିର୍ବାଚନରେ କାହାର ପଲା ଭାରି । ଏହା ଉପରେ ରହିଛି ନେତାଠୁଁ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ନଜର । କୁହାଯାଉଛି, ଏହି ନିର୍ବାଚନ ଦେଶର ରାଜନୈତିକ ଭବିଷ୍ୟତ । ରାଜ୍ୟର ରାଜନୈତିକ ମୁଡ୍ ଦର୍ଶାଇବ ପଦ୍ମପୁର । ଏହାରି ଭିତରେ…
ଠାକୁର ଅନୁକୂଳ ଚନ୍ଦ୍ରଙ୍କୁ ‘ପରମାତ୍ମା’…
ସମସ୍ତଙ୍କୁ ନିଜର ଭଗବାନ ବାଛିବାକୁ ପୂର୍ଣ୍ଣ ଅଧିକାର ରହିଛି । ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କୁ ‘ପରମାତ୍ମା’ ଘୋଷଣା କରିବା ପାଇଁ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ହୋଇଥିଲା । ସୋମବାର…
ଅଭିନେତ୍ରୀ ଆଥିଆଙ୍କୁ ବାହା ହେବେ କେ ଏଲ୍…
ବଲିଉଡ୍ ଅଭିନେତା ସୁନୀଲ୍ ସେଟ୍ଟୀଙ୍କ ଲାଡଲୀ ଆଥିଆ ଶେଟ୍ଟୀ କ୍ରିକେଟର କେ ଏଲ୍ ରାହୁଲଙ୍କ ପ୍ରେମରେ। ଦୀର୍ଘ ଦିନ ଧରି ଦୁହେଁ ରିଲେସନସିପରେ ଅଛନ୍ତି। ଗତ କିଛି ଦିନ ହେବ ଉଭୟଙ୍କ ବିବାହକୁ ନେଇ ମଧ୍ୟ ହେଉଥିଲା ଚର୍ଚ୍ଚା। କୁହାଯାଉଥିଲା ରାହୁଲ ଏବଂ ଆଥିଆଙ୍କ ପ୍ୟାରେଣ୍ଟସ୍ ମଧ୍ୟ ଏହି ବିବାହ ବିଷୟରେ…
ଇଣ୍ଡିଆନ କୋଷ୍ଟାଲ ଗାର୍ଡକୁ ମିଳିଲା…
ଭାରତର ସମୁଦ୍ରସୀମାର ନିରିକ୍ଷଣକୁ ଅଧିକ ମଜଭୁତ କରିବା ଲାଗି ଇଣ୍ଡିଆନ କୋଷ୍ଟାଲ ଗାର୍ଡକୁ ଗୁରୁବାର ନୂଆ ଅସ୍ତ୍ର ମିଳିଛି। ଆଡଭାନ୍ସ ଡ୍ ଲାଇଟ ହେଲିକପ୍ଟର(ଏଏଲଏଚ୍) ଏମକେ-୩ କୋଷ୍ଟାଲ ଗାର୍ଡରେ ସାମିଲ ହୋଇଛି। ଏହି ହେଲିକପ୍ଟରର ଏକ ସ୍କ୍ୱାଡ୍ରନକୁ ଚେନ୍ନାଇରେ ଅନୁଷ୍ଠିତ ଭବ୍ୟ ସମାରୋହରେ କୋଷ୍ଟାଲ…
ଜେଏନ୍ୟୁରେ ପୁଣି ବିବାଦ:…
ନୂଆଦିଲ୍ଲୀ: ଜେଏନ୍ୟୁରେ ପୁଣି ବିବାଦ। ଏଥିରେ ଜାତିବାଦକୁ ନେଇ ବିବାଦ ଉଠିଛି। ବିଶ୍ୱବିଦ୍ୟାଳୟ କାନ୍ଥରେ ବ୍ରାହ୍ମଣ ବିରୋଧୀ ସ୍ଲୋଗାନ ଲେଖାଯାଇଛି। କଲେଜର ଭାଷା ଓ ସାହିତ୍ୟ ବିଭାଗର କକ୍ଷ କାନ୍ଥରେ ଓ କେତେକ ଅତିଥି ଅଧ୍ୟାପକଙ୍କ ଘର କବାଟ ଉପରେ ଏଭଳି ବ୍ରାହ୍ମଣଜାତିକୁ ନେଇ ଏଭଳି ଅପମାନ ଜନକ ଟିପ୍ପଣୀ…
ପ୍ରବଳ ଚାପ ଓ ଜନ ଅସନ୍ତୋଷ ପରେ କୋଭିଡ…
ବେଜିଂ: କଡ଼ା କରୋନା କଟକଣା ଯୋଗୁ ଚୀନର ଜିନପିଙ୍ଗ ସରକାର ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ ଦେଖାଦେଇଛି। ଆନ୍ଦୋଳନ ତୀବ୍ର ହେବାରୁ ତାକୁ ଦମନ କରିବା ପାଇଁ ଚୀନ ସରକାର ଯେଉଁ ଆଭିମୁଖ୍ୟ ଆପଣାଇଛନ୍ତି ତାକୁ ନିନ୍ଦା କରିଛି ପୂରା ବିଶ୍ୱ। ଶେଷରେ ଚାପରେ ଚେପା ହୋଇ ଚୀନ ଆଜି କେତେକ ଅଞ୍ଚଳରେ କଟକଣା କୋହଳ…
ଶ୍ରଦ୍ଧା ମର୍ଡର କେସ୍: ଆଉ ୪ ଦିନ ବଢିଲା…
ନୂଆଦିଲ୍ଲୀ ୨୨।୧୧: ଶ୍ରଦ୍ଧା ୱାଲ୍କର ହତ୍ୟା ମାମଲାରେ ଅଫତାବ ପୁନାୱାଲାକୁ ମଙ୍ଗଳବାର ସାକେତ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଅଫତାବର ପୋଲିସ କଷ୍ଟଡିକୁ ଆଉ ୪ ଦିନ ବଢାଇ ଦେଇଛନ୍ତି। ତାର କଷ୍ଟଡି ନଭେମ୍ବର ୨୨ ତାରିଖରେ ଶେଷ ହେଉଥିଲା। ଏହା ପୂର୍ବରୁ କୋର୍ଟରେ ଅଫତାବର ପଲିଗ୍ରାଫି ପରୀକ୍ଷଣ ନିମନ୍ତେ…
NYKAAରେ ଅସ୍ଥିରତା
ବ୍ୟୁଟି ଷ୍ଟାର୍ଟଅପ୍ କମ୍ପାନୀ ନାୟକାରେ ବର୍ତ୍ତମାନ ଅସ୍ଥିରତା ଦେଖିବାକୁ ମିଳିଛି। ଯେଉଁଠାରେ ଗୋଟିଏ ପଟେ ଦିଗ୍ଗଜ ନିବେଶକମାନେ କମ୍ପାନୀଙ୍କୁ ଛାଡ଼ୁଥିବାବେଳେ ଏବେ କମ୍ପାନୀର ମ୍ୟାନେଜମେଣ୍ଟ ସ୍ତରର ଜଣେ ବଡ଼ ଅଧିକାରୀ କମ୍ପାନୀ ଛାଡ଼ିଛନ୍ତି। ପ୍ରକୃତରେ ନାୟକାର ମୁଖ୍ୟ ଆର୍ଥିକ ଅଧିକାରୀ (ସିଏଫଓ) ପଦରୁ…
ଦିଲ୍ଲୀ ‘ଫ୍ରି ବିଜୁଳି’ରେ ଘୋଟାଲା ! ଆପ୍…
ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି ଦିଲ୍ଲୀରେ ଫ୍ରି ବିଜୁଳିକୁ ନିଜର ଏକ ବଡ଼ ଉପଲବ୍ଧି ବୋଲି ଦାବି କରୁଛି । ଅନ୍ୟପଟେ କଂଗ୍ରେସ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିଜୁଳି ମଡେଲକୁ ଦୁର୍ନୀତି ଏବଂ ବେରୋଜଗାରୀ ବଢାଉଥିବା ମଡେଲ କହିଛି । ଦିଲ୍ଲୀର ପୂର୍ବତନ ଶକ୍ତି ମନ୍ତ୍ରୀ ଅଜୟ ମାକେନ…
ଇଣ୍ଡୋନେସିଆରେ ଭୟଙ୍କର ଭୂମିକମ୍ପ:…
ଜକାର୍ତ୍ତା: ଇଣ୍ଡୋନେସିଆରେ ଭୟଙ୍କର ଭୂମିକମ୍ପ। ଏଥିରେ ୪୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦୦ରୁ ଅଧିକ ଆହତ ହୋଇଛନ୍ତି। ସୋମବାର ଅପରାହ୍ନରେ ଜାଭା ଦ୍ୱୀପର ସିଆନଞ୍ଜୁରରେ ୫.୬ ତୀବ୍ରତାର ଭୂମିକମ୍ପ ହୋଇଛି। ରାଜଧାନୀ ଜକାର୍ତ୍ତାରୁ ଦକ୍ଷିଣପଶ୍ଚିମ ଦିଗରେ ୭୫ କିମି ଦୂରରେ ଭୂମିକମ୍ପ ଅନୁଭୂତ ହୋଇଛି। ୧୦…