Browsing Category
ଦେଶ-ବିଦେଶ
ମୁମ୍ବାଇର ଘାଟକୋପର ଅଞ୍ଚଳରେ ଥିବା ଏକ…
ମୁମ୍ବାଇ: ମୁମ୍ବାଇର ଘାଟକୋପର ଅଞ୍ଚଳରେ ଥିବା ଏକ କୋଠାରେ ନିଆଁ ଲାଗିଛି। କୋଠାରେ ହଠାତ ନିଆଁ ଲାଗିବାରୁ ଲୋକେ ବାହାରକୁ ଆସିପାରିନଥିଲେ। ଏହି କାରଣରୁ ଜଣକର ମୃତ୍ୟୁ ହୋଇଥିବା ସୂଚନା ମିଳୁଛି। ଏହା ସହ ଧୂଆଁ ପାଇଁ ଅଣନିଶ୍ବାସୀ ହୋଇପଡ଼ିଥିବା ୨୨ଜଣଙ୍କୁ ଏବେ ପାରେଖ ଡାକ୍ତରଖାନାରେ ଭର୍ତ୍ତି…
ଯୁଦ୍ଧ ଛାଡ଼ି ଆଲୋଚନା କରିବାକୁ ପୁଟିନକୁ…
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାରଦିନ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନରେ ଆଲୋଚନା କରିଛନ୍ତି । ଉଭୟ ନେତା ଦ୍ବିପାକ୍ଷିକ ସଂପର୍କ, ୟୁକ୍ରେନ ଯୁଦ୍ଧ, ସୁରକ୍ଷା ସହଯୋଗ, ତୈଳ କାରବାର ଆଦି ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ଏହି ଅବସରରେ ପୁଣି ଥରେ ମୋଦୀ…
ସ୍କୁଲ ବସରୁ ପଡ଼ି ହୃଦଘାତରେ ଚାଲିଗଲା…
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଭିନ୍ଦ ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୧୨ବର୍ଷ ବାଳକଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି। ତେବେ ଏତେ କମ ବୟସରେ ହୃଦଘାତରେ ମୃତ୍ୟୁ ହେବା ଘଟଣା ରାଜ୍ୟରେ ପ୍ରଥମଥର ଦେଖିବାକୁ ମିଳିଛି।
ପ୍ରକାଶିତ ରିପୋର୍ଟ ମୁତାବକ, ମୃତ…
ବିଲାଓ୍ବଲଙ୍କୁ କଡ଼ା ଜବାବ : ପାକିସ୍ତାନ…
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାଓ୍ବାଲ ଭୁଟ୍ଟୋ ଜର୍ଦାରିଙ୍କ ଆପତ୍ତିଜନକ ବୟାନର ଦୃଢ ପ୍ରତିବାଦ କରିଛି ଭାରତ । ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏକ ବୟାନ ଜାରିକରି ଅତ୍ୟନ୍ତ କଠୋର ଭାଷାରେ ପାକିସ୍ତାନକୁ ଭର୍ତ୍ସନା କରାଯାଇଛି ।…
ଆବର୍ଜନାରୁ ତିଆରି ହେଲା ୫୦ କୁଇଣ୍ଟାଲ…
ଭୋପାଳ: ଆବର୍ଜନାରେ ତିଆରି ହେଲା ବୀଣା | ଯାହାକୁ ଆପଣ ଆବର୍ଜନା ଭାବି ଫୋଫାଡ଼ିଦେଇଥିଲେ ସେଥିରେ ପ୍ରସ୍ତୁତ ହୋଇଛି ବୀଣା | କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଥା ଏକଦମ ସତ | ବାସ୍ତବରେ ମଧ୍ୟପ୍ରଦେଶର ଭୋପାଳରେ ଏଭଳି ଏକ ବିଶାଳ ବୀଣା ତିଆରି କରାଯାଇଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ…
ବିଚାରପତି ନିଯୁକ୍ତି ପ୍ରକ୍ରିୟା…
ବିଚାରପତି ନିଯୁକ୍ତି ପ୍ରସଙ୍ଗକୁ କେନ୍ଦ୍ରକରି ସୁପ୍ରିମକୋର୍ଟଙ୍କ ସହ କେନ୍ଦ୍ର ସରକାରଙ୍କର ବାକ୍ ଯୁଦ୍ଧ ଚାଲିଥିବା ବେଳେ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଆଜି କହିିଛନ୍ତି ଯେ ବିଚାରପତି ନିଯୁକ୍ତିରେ ସରକାରଙ୍କର ସୀମିତ ଭୂମିକା ରହିଛି।
ଶ୍ରୀ ରିଜିଜୁ ଆଜି ସଂସଦରେ ବହୁ ସଂଖ୍ୟକ ବିଚାରାଧୀନ…
କର୍ଣ୍ଣାଟକର କୋଲାର ଖଣିରୁ ୨.୧ ବିଲିୟନ…
କର୍ଣ୍ଣାଟକର ଏକ ପୁରାତନ ସୁନା ଖଣିରେ ମହଜୁଦ ୫୦ ନିୟୁତ ଟନ୍ ପ୍ରକ୍ରିୟାକୃତ ପଥରରୁ ସୁନା ବାହାର କରିବା ପାଇଁ ଭାରତ ସରକାର ଟେଣ୍ଡର ଆହ୍ଵାନ କରିବାକୁ ଯୋଜନା କରୁଛନ୍ତି ବୋଲି ଗୁରୁବାର ଦିନ ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି। ଉଲ୍ଲେଖଯୋଗ୍ୟ, ବେଙ୍ଗାଲୁରୁର ଉତ୍ତର-ପୂର୍ବରେ ପ୍ରାୟ ୬୫ କିଲୋମିଟର…
ଜେଡିୟୁକୁ ହରାଇବାକୁ ଲାଗିପଡ଼ିଥିଲା…
ପାଟନା: ବିହାର ରାଜଧାନୀ ପାଟନାରେ ଜେଡିୟୁ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଜେପିକୁ କଡା ଟାର୍ଗେଟ କରିଛନ୍ତି | ଏହା ସହ ମଞ୍ଚ ଉପରେ ଭାଷଣ ଦେବାବେଳେ ସେ ରାଗି ଯାଇଥିଲେ। ସେ କହିଛନ୍ତି ଯେ ବିଜେପି କେଉଁଠାରେ ହାରିଛି ସେନେଇ କୌଣସି ଆଲୋଚନା ହେଉନାହିଁ,…
ପୁରୁଣା ପେନସନ ଯୋଜନା ଲାଗୁ କରିବା ପ୍ରଥମ…
ଶିମଲା: ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଆଜି ସୁଖବିନ୍ଦର ସିଂହ ସୁଖୁ ଶପଥ ନେଇଛନ୍ତି | ଶପଥ ନେବା ପରେ ସେ କହିଛନ୍ତି ଯେ ଆମେ ଜନତାଙ୍କୁ ୧୦ଟି ଗ୍ୟାରେଣ୍ଟି ଦେଇଛୁ ଏବଂ ଆମେ ଏହାକୁ କାର୍ଯ୍ୟକାରୀ କରିବୁ।କ୍ୟାବିନେଟର ସମ୍ପ୍ରସାରଣ ପରେ ପ୍ରଥମେ କେଉଁ ଗ୍ୟାରେଣ୍ଟି ଯୋଜନା ପ୍ରଥମେ କରାଯିବ ତାହା…
ସୁପ୍ରିମକୋର୍ଟର ବିଚାରପତି ଭାବେ ବମ୍ବେ…
ନୂଆଦିଲ୍ଲୀ: ବମ୍ବେ ହାଇକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପଙ୍କର ଦତ୍ତଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ପଦୋନ୍ନତି ମିଳିଛି | ସେ ଶପଥ ନେବା ପରେ ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରପତିଙ୍କ ସଂଖ୍ୟା ୨୮କୁ ବୃଦ୍ଧି ପାଇବ। ଆଇନ ମନ୍ତ୍ରୀ କିରେନ ରିଜିଜୁ ଜଷ୍ଟିସ ଦତ୍ତଙ୍କୁ ସର୍ବୋଚ୍ଚ ନ୍ୟାୟାଳୟକୁ…