Browsing Category
ଦେଶ-ବିଦେଶ
ପ୍ରବଳ ଚାପ ଓ ଜନ ଅସନ୍ତୋଷ ପରେ କୋଭିଡ…
ବେଜିଂ: କଡ଼ା କରୋନା କଟକଣା ଯୋଗୁ ଚୀନର ଜିନପିଙ୍ଗ ସରକାର ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ ଦେଖାଦେଇଛି। ଆନ୍ଦୋଳନ ତୀବ୍ର ହେବାରୁ ତାକୁ ଦମନ କରିବା ପାଇଁ ଚୀନ ସରକାର ଯେଉଁ ଆଭିମୁଖ୍ୟ ଆପଣାଇଛନ୍ତି ତାକୁ ନିନ୍ଦା କରିଛି ପୂରା ବିଶ୍ୱ। ଶେଷରେ ଚାପରେ ଚେପା ହୋଇ ଚୀନ ଆଜି କେତେକ ଅଞ୍ଚଳରେ କଟକଣା କୋହଳ…
ଶ୍ରଦ୍ଧା ମର୍ଡର କେସ୍: ଆଉ ୪ ଦିନ ବଢିଲା…
ନୂଆଦିଲ୍ଲୀ ୨୨।୧୧: ଶ୍ରଦ୍ଧା ୱାଲ୍କର ହତ୍ୟା ମାମଲାରେ ଅଫତାବ ପୁନାୱାଲାକୁ ମଙ୍ଗଳବାର ସାକେତ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଅଫତାବର ପୋଲିସ କଷ୍ଟଡିକୁ ଆଉ ୪ ଦିନ ବଢାଇ ଦେଇଛନ୍ତି। ତାର କଷ୍ଟଡି ନଭେମ୍ବର ୨୨ ତାରିଖରେ ଶେଷ ହେଉଥିଲା। ଏହା ପୂର୍ବରୁ କୋର୍ଟରେ ଅଫତାବର ପଲିଗ୍ରାଫି ପରୀକ୍ଷଣ ନିମନ୍ତେ…
NYKAAରେ ଅସ୍ଥିରତା
ବ୍ୟୁଟି ଷ୍ଟାର୍ଟଅପ୍ କମ୍ପାନୀ ନାୟକାରେ ବର୍ତ୍ତମାନ ଅସ୍ଥିରତା ଦେଖିବାକୁ ମିଳିଛି। ଯେଉଁଠାରେ ଗୋଟିଏ ପଟେ ଦିଗ୍ଗଜ ନିବେଶକମାନେ କମ୍ପାନୀଙ୍କୁ ଛାଡ଼ୁଥିବାବେଳେ ଏବେ କମ୍ପାନୀର ମ୍ୟାନେଜମେଣ୍ଟ ସ୍ତରର ଜଣେ ବଡ଼ ଅଧିକାରୀ କମ୍ପାନୀ ଛାଡ଼ିଛନ୍ତି। ପ୍ରକୃତରେ ନାୟକାର ମୁଖ୍ୟ ଆର୍ଥିକ ଅଧିକାରୀ (ସିଏଫଓ) ପଦରୁ…
ଦିଲ୍ଲୀ ‘ଫ୍ରି ବିଜୁଳି’ରେ ଘୋଟାଲା ! ଆପ୍…
ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି ଦିଲ୍ଲୀରେ ଫ୍ରି ବିଜୁଳିକୁ ନିଜର ଏକ ବଡ଼ ଉପଲବ୍ଧି ବୋଲି ଦାବି କରୁଛି । ଅନ୍ୟପଟେ କଂଗ୍ରେସ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିଜୁଳି ମଡେଲକୁ ଦୁର୍ନୀତି ଏବଂ ବେରୋଜଗାରୀ ବଢାଉଥିବା ମଡେଲ କହିଛି । ଦିଲ୍ଲୀର ପୂର୍ବତନ ଶକ୍ତି ମନ୍ତ୍ରୀ ଅଜୟ ମାକେନ…
ଇଣ୍ଡୋନେସିଆରେ ଭୟଙ୍କର ଭୂମିକମ୍ପ:…
ଜକାର୍ତ୍ତା: ଇଣ୍ଡୋନେସିଆରେ ଭୟଙ୍କର ଭୂମିକମ୍ପ। ଏଥିରେ ୪୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦୦ରୁ ଅଧିକ ଆହତ ହୋଇଛନ୍ତି। ସୋମବାର ଅପରାହ୍ନରେ ଜାଭା ଦ୍ୱୀପର ସିଆନଞ୍ଜୁରରେ ୫.୬ ତୀବ୍ରତାର ଭୂମିକମ୍ପ ହୋଇଛି। ରାଜଧାନୀ ଜକାର୍ତ୍ତାରୁ ଦକ୍ଷିଣପଶ୍ଚିମ ଦିଗରେ ୭୫ କିମି ଦୂରରେ ଭୂମିକମ୍ପ ଅନୁଭୂତ ହୋଇଛି। ୧୦…
Drishyam 2 Actors Fee: ମୋଟା ଅଙ୍କର…
ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଦୃଶ୍ୟମ-୨’ ଏହି ଶୁକ୍ରବାର ସିନେମାଘରେ ରିଲିଜ୍ ହୋଇଛି। ଫିଲ୍ମ ବକ୍ସ ଅଫିସରେ ଧମାକାଦାର ଆରମ୍ଭ କରିଛି। ପ୍ରଥମ ଦିନରେ ଫିଲ୍ମ ୧୫ କୋଟି ୩୮ ଲକ୍ଷ ଟଙ୍କାର ବ୍ୟବସାୟ କରିଛି। ‘ଦୃଶ୍ୟମ-୨’ ୨୦୧୫ରେ ପରଦାକୁ ଆସିଥିବା ଫିଲ୍ମର ସିକ୍ଵେଲ। ଅଜୟ ଦେବଗନ, ତବୁ,…
କେରଳ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ…
ନୂଆଦିଲ୍ଳୀ,୨୦/୧୧: ଶରିୟତ ଆଇନ୍ ଏବଂ ବାଲ୍ୟ ବିବାହକୁ ନେଇ କେରଳ ହାଇକୋର୍ଟ ବଡ଼ ନିଷ୍ପତ୍ତି ନେଇଛନ୍ତି। ଜଣେ ଅଭିଯୁକ୍ତଙ୍କ ଜାମିନ୍ ଯାଚିକା ଉପରେ ଶୁଶାଣି କରି କୋର୍ଟ କହିଛନ୍ତି ଯେ ଯଦି ଅଭିଯୁକ୍ତ ମୁସଲିମ ହେଲେବି ତାଙ୍କ ଉପରେ ପସ୍କୋ ଆକ୍ଟ ଲାଗୁ ହେବ। କୌଣସି ସମୁଦାୟ ଏହାର ବାହାରେ ନୁହେଁ। ଯଦି…
ଦିଲ୍ଲୀ MCD ନିର୍ବାଚନ: ଟିଭି ଡିବେଟ୍…
ନୂଆଦିଲ୍ଲୀ ୧୯।୧୧: ଦିଲ୍ଲୀ ମ୍ୟୁନସିପାଲ କର୍ରପୋରେସନ (ଏମସିଡି) ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେପି ଓ ଆମ ଆଦମୀ ପାର୍ଟିର ପ୍ରଚାର ଏବେ ଯୁଦ୍ଧସ୍ତରରେ ଚାଲିଛି। ପରିସ୍ଥିତି ଏବେ ଏପରି ହୋଇଛି ଯେ ନିର୍ବାଚନ ପ୍ରଚାରରେ ଦୁଇ ପାର୍ଟି ମୁହାଁ ମୁହିଁ ହେଲେ ଉତ୍ତେଜକ ପରିସ୍ଥିତି ଉପୁଜୁଛି। ଏହିକ୍ରମରେ…
ରେଳ ବିଭାଗର ବଡ଼ ନିଷ୍ପତ୍ତି, ଆସନ୍ତା…
ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର । ବଡ଼ ନିଷ୍ପତ୍ତି ନେଇଛି ପୂର୍ବତଟ ରେଳବିଭାଗ । ଏଣିକି ସପ୍ତାହରେ ଦୁଇ ଦିନ ଚାଲିବ ଦେଶର ସବୁଠାରୁ ଲମ୍ବା ଯାତ୍ରା କରୁଥିବା ଟ୍ରେନ୍ । ବିବେକ୍ ଏକ୍ସପ୍ରେସକୁ ସପ୍ତାହରେ ଦୁଇ ଥର ଚଲାଇବାକୁ ନିଷ୍ପତ୍ତି ନେଇଛି ରେଳ ବିଭାଗ । ପୂର୍ବରୁ ଏହି ଟ୍ରେନ୍ ମାତ୍ର…
ଆମାଜନରେ ଛଟେଇ ଆରମ୍ଭ; ଇ-ମେଲରେ…
ନୂଆଦିଲ୍ଲୀ: ଆମାଜନରେ କର୍ମଚାରୀ ଛଟେଇ ଆରମ୍ଭ । କମ୍ପାନୀ ପକ୍ଷରୁ କର୍ମଚାରୀଙ୍କୁ ଇ-ମେଲ ମାଧ୍ୟମରେ ନୋଟିସ୍ ଦିଆଯାଇଛି । ପ୍ରାୟ ୧୦ହଜାର କର୍ମଚାରୀଙ୍କୁ ଖୋଲିବାକୁ ଯାଉଛି ଇ-କମର୍ସ କମ୍ପାନୀ । ହେଲେ ଆମାଜନର ଏଭଳି ଛଟେଇ ପ୍ରକ୍ରିୟାକୁ ସମାଲୋଚନା କରିଛନ୍ତି ଅନେକ କମ୍ପାନୀ । ଆମାଜନର କଷ୍ଟ କଟିଂ…