thelifelinemedia
Latest Odisha News, Breaking News Today
Browsing Category

ଦେଶ-ବିଦେଶ

ଆଜି ଲ୍ୟାଣ୍ଡଫଲ କରିବ ସାମୁଦ୍ରିକ ବାତ୍ୟା…

ନୂଆଦିଲ୍ଲୀ: ବର୍ତ୍ତମାନ ଦକ୍ଷିଣ ବଙ୍ଗୋପସାଗରରେ ଥିବା ସାମୁଦ୍ରିକ ବାତ୍ୟା ମାଣ୍ଡୋସ୍‌ ତାମିଲନାଡୁର ମହାବଲିପୁରମ୍‌ ଆଡକୁ ଅଗ୍ରସର ହେଉଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏହାର ସର୍ବଶେଷ ବୁଲେଟିନରେ ସୂଚନା ଦେଇଛି ଯେ ସାମୁଦ୍ରିକ ଝଡ଼ ମାଣ୍ଡୋସ ଏକ ଘୂର୍ଣ୍ଣିବଳୟରେ ଦୁର୍ବଳ ହୋଇ ପୁଡୁଚେରୀର…

ବାପାଙ୍କୁ କିଡନି ଦେବା ପରେ ରୋହିଣୀଙ୍କ…

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କର ସିଙ୍ଗାପୁରରେ ସଫଳ କିଡନି ପ୍ରତିରୋପଣ ହୋଇଛି। ଝିଅ ରୋହିଣୀ ଆଚାର୍ଯ୍ୟ ବାପାଙ୍କୁ କିଡନି ଦେଇଛନ୍ତି। ରୋହିଣୀଙ୍କର ଏହି ମହାନତା ପାଇଁ ତାଙ୍କୁ ସବୁଆଡ଼ୁ ପ୍ରଶଂସାର ସୁଅ ଛୁଟିଛି। କିଡନି ପ୍ରତିରୋପଣ ପରେ ରୋହିଣୀ ଏକ ଭାବବିହ୍ବଳ…

୪୫ ଘଣ୍ଟା ପରେ ବି ବୋରଓ୍ବେଲରେ ଫସିଥିବା…

ଭୋପାଳ : ମଧ୍ୟପ୍ରଦେଶର ବୈତୁଲର ମାଣ୍ଡଭି ଗ୍ରାମରେ ଏକ ବୋରୱେଲରେ ପଡ଼ିଥିବା ଜଣେ ୬ ବର୍ଷର ବାଳକ ତନ୍ମୟକୁ ୪୫ ଘଣ୍ଟା ପରେ ବି  ଉଦ୍ଧାର କରାଯାଇପାରିନାହିଁ । ବୋରଓ୍ବେଲଟି ୪୦୦ ଫୁଟ ଗଭୀର ହୋଇଥିବାବେଳେ ପିଲାକୁ ବାହାର କରିବା ପାଇଁ ବୋରଓ୍ବେଲ ସହ ସମାନ୍ତରାଳ ଭାବେ ଏକ ୪୪ ଫୁଟ ଗାତ ଖୋଳାଯାଇଛି । କିନ୍ତୁ…

୧୨୦୦ ଛାତ୍ରଙ୍କୁ ଖାଦ୍ୟରେ ଦିଆଗଲା ବିଷ

ଇରାନରେ ତେଜିଥିବା ହିଜାବ ବିରୋଧୀ ଆନ୍ଦୋଳନ ଭିତରେ ଏକ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି । ସରକାର ବିରୋଧୀ ହିଜାବ ଆନ୍ଦୋଳନରେ ସାମିଲ ହେଲେ ବୋଲି ଇରାନ ସରକାର ରଚିଲେ ସାଙ୍ଘାତିକ ଷଡଯନ୍ତ୍ର । ୧୨୦୦ ଛାତ୍ରଙ୍କୁ ଖାଦ୍ୟରେ ଦେଇଥିଲେ ବିଷ । ସେମାନଙ୍କ ଦୋଷ କେବଳ ଏତିକି ଯେ, ସେମାନେ ହିଜାବ ବିରୋଧୀ…

ଭାରତରେ ଅନୁଭୂତ ହେବ ଅସହ୍ୟ ତାତି

ନୂଆଦିଲ୍ଲୀ : ଜଳବାୟୁ ପରିବର୍ତ୍ତନର ଗୁରୁତର ପ୍ରଭାବ ଭାରତ ଉପରେ ପଡ଼ିବା ଆରମ୍ଭ ହୋଇଛି । ଏହା ଫଳରେ ପ୍ରବଳ ଗ୍ରୀଷ୍ମପ୍ରବାହ ସହ ନିୟମିତ ବନ୍ୟାବାତ୍ୟା ହେଉଛି । କିନ୍ତୁ ଆଗକୁ ଭାରତରେ ଏପରି ଗ୍ରୀଷ୍ମପ୍ରବାହ ହେବ ଯେ ତାହାକୁ ମଣିଷ ସହିପାରିବ ନାହିଁ ବୋଲି ବିଶ୍ବବ୍ୟାଙ୍କର ଏକ ରିପୋର୍ଟରୁ ଜଣାପଡ଼ିଛି ।…

ଗୁଜରାଟ ଓ ହିମାଚଳ ପ୍ରଦେଶରେ ଝଡିବ ପଦ୍ମ…

କିଏ ଜିତିବ ଗୁଜରାଟ, ହିମାଚଳ ପ୍ରଦେଶରେ କିଏ ଗଢ଼ିବ ସରକାର । ଏପଟେ ପଦ୍ମପୁର ଉପନିର୍ବାଚନରେ କାହାର ପଲା ଭାରି । ଏହା ଉପରେ ରହିଛି ନେତାଠୁଁ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ନଜର । କୁହାଯାଉଛି, ଏହି ନିର୍ବାଚନ ଦେଶର ରାଜନୈତିକ ଭବିଷ୍ୟତ । ରାଜ୍ୟର ରାଜନୈତିକ ମୁଡ୍ ଦର୍ଶାଇବ ପଦ୍ମପୁର । ଏହାରି ଭିତରେ…

ଠାକୁର ଅନୁକୂଳ ଚନ୍ଦ୍ରଙ୍କୁ ‘ପରମାତ୍ମା’…

ସମସ୍ତଙ୍କୁ ନିଜର ଭଗବାନ ବାଛିବାକୁ ପୂର୍ଣ୍ଣ ଅଧିକାର ରହିଛି । ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କୁ ‘ପରମାତ୍ମା’ ଘୋଷଣା କରିବା ପାଇଁ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ହୋଇଥିଲା । ସୋମବାର…

ଅଭିନେତ୍ରୀ ଆଥିଆଙ୍କୁ ବାହା ହେବେ କେ ଏଲ୍…

ବଲିଉଡ୍ ଅଭିନେତା ସୁନୀଲ୍ ସେଟ୍ଟୀଙ୍କ ଲାଡଲୀ ଆଥିଆ ଶେଟ୍ଟୀ କ୍ରିକେଟର କେ ଏଲ୍ ରାହୁଲଙ୍କ ପ୍ରେମରେ।  ଦୀର୍ଘ ଦିନ ଧରି ଦୁହେଁ ରିଲେସନସିପରେ ଅଛନ୍ତି। ଗତ କିଛି ଦିନ ହେବ ଉଭୟଙ୍କ ବିବାହକୁ ନେଇ ମଧ୍ୟ ହେଉଥିଲା ଚର୍ଚ୍ଚା।  କୁହାଯାଉଥିଲା ରାହୁଲ ଏବଂ ଆଥିଆଙ୍କ ପ୍ୟାରେଣ୍ଟସ୍ ମଧ୍ୟ ଏହି ବିବାହ ବିଷୟରେ…

ଇଣ୍ଡିଆନ କୋଷ୍ଟାଲ ଗାର୍ଡକୁ ମିଳିଲା…

ଭାରତର ସମୁଦ୍ରସୀମାର ନିରିକ୍ଷଣକୁ ଅଧିକ ମଜଭୁତ କରିବା ଲାଗି ଇଣ୍ଡିଆନ କୋଷ୍ଟାଲ ଗାର୍ଡକୁ ଗୁରୁବାର ନୂଆ ଅସ୍ତ୍ର ମିଳିଛି। ଆଡଭାନ୍ସ ଡ୍ ଲାଇଟ ହେଲିକପ୍ଟର(ଏଏଲଏଚ୍) ଏମକେ-୩ କୋଷ୍ଟାଲ ଗାର୍ଡରେ ସାମିଲ ହୋଇଛି। ଏହି ହେଲିକପ୍ଟରର ଏକ ସ୍କ୍ୱାଡ୍ରନକୁ ଚେନ୍ନାଇରେ ଅନୁଷ୍ଠିତ ଭବ୍ୟ ସମାରୋହରେ କୋଷ୍ଟାଲ…

ଜେଏନ୍‌ୟୁରେ ପୁଣି ବିବାଦ:…

ନୂଆଦିଲ୍ଲୀ: ଜେଏନ୍‌ୟୁରେ ପୁଣି ବିବାଦ। ଏଥିରେ ଜାତିବାଦକୁ ନେଇ ବିବାଦ ଉଠିଛି। ବିଶ୍ୱବିଦ୍ୟାଳୟ କାନ୍ଥରେ ବ୍ରାହ୍ମଣ ବିରୋଧୀ ସ୍ଲୋଗାନ ଲେଖାଯାଇଛି। କଲେଜର ଭାଷା ଓ ସାହିତ୍ୟ ବିଭାଗର କକ୍ଷ କାନ୍ଥରେ ଓ କେତେକ ଅତିଥି ଅଧ୍ୟାପକଙ୍କ ଘର କବାଟ ଉପରେ ଏଭଳି ବ୍ରାହ୍ମଣଜାତିକୁ ନେଇ ଏଭଳି ଅପମାନ ଜନକ ଟିପ୍ପଣୀ…