thelifelinemedia
Latest Odisha News, Breaking News Today
Browsing Category

ଦେଶ-ବିଦେଶ

ପରଲୋକରେ ଗ୍ରେଟ ୱାଲ

ବ୍ୟୁରୋ:ଆଉ ନାହାନ୍ତି ଭାରତୀୟ କ୍ରିକେଟ୍‌ର ‘ଗ୍ରେଟ୍‌ ୱାଲ୍‌’ ଅଂଶୁମାନ ଗାଏକ୍ବାଡ। ଚିରଦିନ ପାଇଁ ଆଖି ବୁଝିଛନ୍ତି। ରକ୍ତ କର୍କଟରେ ପୀଡ଼ିତ ହୋଇ ବହୁ ଦିନ ପର୍ଯ୍ୟନ୍ତ ହସ୍ପିଟାଲ୍‌ ଶଯ୍ୟାରେ ସଂଘର୍ଷ କରିବା ପରେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କ ପରଲୋକରେ କ୍ରୀଡା ଜଗତରେ ଶୋକର ଛାୟା ଖେଳି…

ମାଟି ତଳୁ ଚାଲିଛି ଜୀବନ ସନ୍ଧାନ ..…

ବ୍ୟୁରୋ:କେରଳରେ ପ୍ରକୃତି କୋପରେ ବଢୁଛି ମୃତ୍ୟୁ ସଂଖ୍ୟା। ୨୭୬ରେ ପହଂଚିଲାଣି ମୃତ୍ୟୁ ସଂଖ୍ୟା।ତିନି ତିନି ଥର ଭୂସ୍ଖଳନ ଘଟିବା ଫଳରେ ୱାୟନାଡ଼ର ୪ ଗାଁ ଧ୍ବଂସସ୍ତୁପରେ ପରିଣତ ହୋଇଛି। ଆଜି ପ୍ରବଳ ବର୍ଷା ହେଉଛି କେରଳରେ। ଉଦ୍ଧାର କାର୍ଯ୍ୟରେ ବାଧା ଉପୁଯାଉଛି ବର୍ଷା। ସମସ୍ତ ପ୍ରତିକୂଳ ପରିସ୍ଥିତିର…

କେରଳ ଭୂସ୍ଖଳନରେ ଓଡ଼ିଆ ଡାକ୍ତର ମୃତ

କଟକ:କେରଳ ୱାୟନାଡ ଭୂସ୍ଖଳନରେ ନିଖୋଜ ଥିବା ଓଡ଼ିଆ ଡାକ୍ତର ବିଷ୍ଣୁ ପ୍ରସାଦ ଚିନ୍ନରାଙ୍କ ମୃତ୍ୟୁ ହୋଇଛି। ବହୁ ଖୋଜା ଖୋଜି ପରେ ତାଙ୍କ ମୃତ ଦେହ ମିଳିଛି। କଟକ ଜିଲ୍ଲା ଚୌଦ୍ୱାରର ଡାକ୍ତର ହେଉଛନ୍ତି ବିଷ୍ଣୁ ପ୍ରସାଦ ଚିନ୍ନାରାଙ୍କ। ସ୍ଥାନୀୟ ପୁଲିସ ବିଷ୍ଣୁଙ୍କ ମୃତଦେହ ଉଦ୍ଧାର କରିଥିବା ସୂଚନା…

ସୁଟିଂରେ ଭାରତକୁ ମିଳିଲା ପଦକ.. ଦେଶ…

ପ୍ୟାରିସ: ପ୍ୟାରିସ ଅଲମ୍ପିକ୍ସରେ ଭାରତ ପାଇଁ ପଦକ ଆଣିଲେ ମନୁ ଭାକର। ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ମନୁ ଭାକର ଏହି ସଫଳତା ଆଣିଛନ୍ତି। ଚମତ୍କାର ଖେଳ ଦେଖାଇ ବ୍ରୋଞ୍ଚ ପଦକ ହାସଲ କରିଛନ୍ତି। ମନୁ ଭାକର ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ସେ ମୋଟ ୬୦୦ରୁ ୫୮୦ ପଏଣ୍ଟ ହାସଲ କରି ୪୫ଜଣ ପ୍ରତିଯୋଗୀଙ୍କ…

ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଲେ…

ନୂଆଦିଲ୍ଲୀ:ନୂଆ ରାଜ୍ୟପାଳଙ୍କ ନିଯୁକ୍ତି। କିଛି ରାଜ୍ୟର ରାଜ୍ୟପାଳଙ୍କୁ ବଦଳି।୬ ରାଜ୍ୟ‌ରେ ନୂଆ ରାଜ୍ୟପାଳ ନିଯୁକ୍ତ ହୋଇଥିବା ବେଳେ ୩ ରାଜ୍ୟରେ ବଦଳି ହୋଇଛନ୍ତି ରାଜ୍ୟପାଳ। ସାମୁହିକ ଭାବେ ୯ ରାଜ୍ୟରେ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି। ରାଜସ୍ଥାନର ରାଜ୍ୟପାଳ ଭାବେ ହରିଭାଉ କିଶନରାଓ…

ଗମ୍ଭୀର- ସୂର୍ଯ୍ୟଙ୍କ ନୂଆ ଯାତ୍ରା

ବ୍ୟୁରୋ: ଆଜି ପଦାର୍ପଣ ଯାତ୍ରା ଆରମ୍ଭ କରିବେ ଭାରତର ହେଡ଼ କୋଚ ହିସାବରେ ଗୌତମ ଗମ୍ଭୀର ଓ ଟି ଟ୍ୱେଣ୍ଟି ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ। ଭାରତ ଏହି ଯୋଡିଙ୍କ ନେତୃତ୍ୱରେ ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟି ଟ୍ୱେଣ୍ଟି ଶୃଙ୍ଖଳା ଖେଳିବ। ଆଜି ସନ୍ଧ୍ୟା ୭ଟାରେ ଖେଳିଯିବ ମ୍ୟାଚ। ନୂଆ ଯୁବ ଦଳ…

କମଲା ହାରିସ ରାଷ୍ଟ୍ରପତି ପ୍ରାର୍ଥୀ

ୱାସିଂଟନ: ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ୍ ଆନୁଷ୍ଠାନିକ ଭାବେ ଡେମୋକ୍ରାଟିକ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି। ରାଷ୍ଟ୍ରପତି ରେସରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛନ୍ତି ହାରିସ। ପ୍ରାର୍ଥୀପତ୍ର ପାଇଁ ଫର୍ମରେ ଦସ୍ତଖତ କରିଛନ୍ତି ଏବଂ ରାଷ୍ଟ୍ରପତି ନିର୍ବାଚନରେ…

ସରକାର ଦେଲେ କଣ ? ସାଧାରଣଲୋକଙ୍କୁ…

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କୁ ଅଣଦେଖା। ସାବତ ପୁଅର ଭାଗ କମ ଭଳି ସାଧାରଣ ଲୋକଙ୍କୁ ଉପେକ୍ଷା କରିଛନ୍ତି ସରକାର। ଅନ୍ୟ ବର୍ଗଙ୍କୁ ମନଖୋଲି ଉଜାଡି ଦେଇଛନ୍ତି। କିନ୍ତୁ ସାଧାରଣ ଲୋକଙ୍କ ଭାଗରେ କିଛି ନାହିଁ। ଏହା ଚିରାଚରିତ ବଜେଟ। ନା ଲୋକାଭିମୁଖୀ ନା ଲୋକପ୍ରିୟ। ଦେଶର ସବୁଠାରୁ ସିଂହଭାଗ ସାଧାରଣ ଲୋକଙ୍କ…

ଆସିଲା ବଜେଟ, ୯ଟି କ୍ଷେତ୍ର ଉପରେ ଫୋକସ

ନୂଆଦିଲ୍ଲୀ:ଉପସ୍ଥାପନ ହୋଇଛି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସାଧାରଣ ବଜେଟ। ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ବଜେଟ ଉପସ୍ଥାପନ କରିଛନ୍ତି।ମୋଦୀଙ୍କ ୩ୟ ପାଳିର ଏହା ହେଉଛି ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍। ଲଗାତାର ୭ମ ଥର ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ନିର୍ମଳା। ଚଳିତ ବର୍ଷ ସାଧାରଣ…