thelifelinemedia
Latest Odisha News, Breaking News Today
Browsing Category

ଦେଶ-ବିଦେଶ

ହଟିପାରେ ସ୍ୱାସ୍ଥ୍ୟ ବୀମା ଉପରୁ ଟିକସ:…

ନୂଆଦିଲ୍ଲୀ:ସ୍ୱାସ୍ଥ୍ୟ ବୀମା ଉପରୁ ହଟିପାରେ ଟିକସ। ସ୍ୱାସ୍ଥ୍ୟ ବୀମା କଭରେଜ ନେଇଥିବା ଲୋକଙ୍କୁ ମିଳିପାରେ ଆଶ୍ବସ୍ତି। ରାଜସ୍ଥାନରୁ ଆସିପାରେ ବଡ଼ ଖବର। ଡିସେମ୍ବର ୨୧ ଓ ୨୨ ତାରିଖରେ ରାଜସ୍ଥାନରେ ଅନୁଷ୍ଠିତ ହେବାକୁ ଯାଉଛି ଜିଏସଟି ପରିଷଦ ବୈଠକ।ଅନୁମାନ କରାଯାଉଛି ସ୍ୱାସ୍ଥ୍ୟ ବୀମା ଉପରୁ ଟିକସ ଉଛେଦ…

ଦିଲ୍ଲୀରେ ଘନ କୁହୁଡିର ଚାଦର: କମିଲା…

ନୂଆଦିଲ୍ଲୀ:ଆଜି ସକାଳୁ ଘନ କୁହୁଡି ଚାଦରରେ ଆଛାଦିତ ହୋଇଥିଲା ଦିଲ୍ଲୀ ଏନସିଆର ଅଞ୍ଚଳ। ପୁରା ଉତ୍ତର ଭାରତରେ ଆଜି ଦେଖିବାକୁ ମିଳିଥିଲା କୁହୁଡି ଚାଦର। ରାସ୍ତାରେ ଦୃଶ୍ୟମାନ କମି ଯାଇଥିଲା। ୧୦୦ ମିଟର ରହିଥିଲା ଭିଜିବିଲିଟି। ତେବେ ଏହା କୁହୁଡି ନା ସ୍ମଗ ତାକୁ ନେଇ ଲୋକେ ଦ୍ୱନ୍ଦ୍ୱରେ। ଏଭଳି ଆସ୍ତରଣ…

ଅଭିନେତା ମିଥୁନଙ୍କୁ ହତ୍ୟା ଧମକ: ସଲମାନ…

ମୁମ୍ବାଇ:ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିଛି ହତ୍ୟା ଧମକ।ସୁପରଷ୍ଟାର ସଲମାନ ଖାନ ଏବଂ ଶାହରୁଖ ଖାନଙ୍କ ପରେ ସମ୍ପ୍ରତି ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ହତ୍ୟା ଧମକ ମିଳିଛି। ପ୍ରକାଶିତ ରିପୋର୍ଟ ମୁତାବକ, ପାକିସ୍ତାନୀ ଡନ୍ ଶହଜାଦ ଭଟ୍ଟି ଦୁବାଇ ଏବଂ କୋଲକାତାର ବିଜେପି ନେତା ତଥା…

ଆମେରିକାର ୪୭ତମ ରାଷ୍ଟ୍ରପତି ଡୋନାଲ୍ଡ…

ବ୍ୟୁରୋ:ୱାଇଟ ହାଉସ ଗଡ଼ ଜିତିଲେ ଟ୍ରମ୍ପ। ଆମେରିକାର ରାଷ୍ଟ୍ରପତି ନିର୍ବାଚନ ରେସ୍‌ରେ ​​ଡୋନାଲ୍ଡ ଟ୍ରମ୍ପ ବାଜି ମାରିଛନ୍ତି। ସେ ଜିତିଛନ୍ତି ହ୍ୱାଇଟ୍‌ ହାଉସ୍‌ ଲଢ଼େଇ। ୟୁଏସ୍‌ ମିଡିଆର ତଥ୍ୟ ଅନୁଯାୟୀ, ରିପବ୍ଲିକାନ୍‌ ପାର୍ଟିର ପ୍ରାର୍ଥୀ ତଥା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ…

କାଉଣ୍ଟଡାଉନ ଆରମ୍ଭ, କାଲି ପଡିବ ଆମେରିକା…

ବ୍ୟୁରୋ:ଆସନ୍ତାକାଲି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ । କିଏ ହେବେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି? ପୁଣି କ୍ଷମତାକୁ ଫେରିବେ କି ଡୋନାଲ୍ଡ ଟ୍ରମ୍ପ? ନା ବାଜି ମାରିନେବେ ଭାରତୀୟ ବଂଶଦ୍ଭବ କମଲା ହାରିସ । ତାଙ୍କୁ ନେଇ ଜାରି ରହିଛି ନାନା ଚର୍ଚ୍ଚା, ବଢୁଛି ଉତ୍କଣ୍ଠା । ଆମେରିକା ରାଷ୍ଟ୍ରପତି…

ଯୋଗୀଙ୍କୁ ହତ୍ୟା ଧମକ ଦେବା ପଛରେ ଯୁବତୀ:…

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଦେବା ପଛରେ ଥିବା ୨୪ ବର୍ଷୀୟ ଯୁବତୀଙ୍କୁ ପୁଲିସ୍‌ ଗିରଫ କରିଛି। ଯଦି ୧୦ ଦିନ ଭିତରେ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ନ ଦେବେ, ତା’ହେଲେ ତାଙ୍କୁ ମୁମ୍ବାଇର ରାଜନେତା ବାବା ସିଦ୍ଦିକିଙ୍କ ଭଳି ହତ୍ୟା…

କଂଗ୍ରେସର ପ୍ରତିଶୃତି ମିଥ୍ୟା ଓ…

ନୂଆଦିଲ୍ଲୀ: କଂଗ୍ରେସର ମିଥ୍ୟା, ଅବାସ୍ତବ ପ୍ରତିଶ୍ରୁତି ଦେଶବାସୀ ଜାଣି ସାରିଲେଣି। କଂଗ୍ରେସ ସବୁବେଳେ ମିଥ୍ୟା ଓ ଅବାସ୍ତବ ପ୍ରତିଶୃତିର କଥା କହେ। ଏପରି ମିଥ୍ୟା ପ୍ରତିଶ୍ରୁତି ଗରିବ, କୃଷକ, ଯୁବକ, ମହିଳାଙ୍କର କ୍ଷତି କରିବ ବୋଲି କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଶାସନ…

ରେକର୍ଡ ଭାଙ୍ଗିଲା ସୁନା, ଧନତେରସ୍‌ରେ…

ଭୁବନେଶ୍ୱର: ବଢ଼ିଚାଲିଛି ସୁନା ଦର। ସର୍ବକାଳୀନ ରେକର୍ଡ ଭାଙ୍ଗିଲା ସୁନା ଦର। ନଭେମ୍ବର ପହିଲାରେ ମଧ୍ୟ ସୁନା ଦର ଉପରମୁହାଁ ରହିଛି। ଅନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧି ଯୋଗୁଁ ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୭୬,୨୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ…

ରୁଷକୁ ସୈନ୍ୟ ପଠାଇଲା ଉତ୍ତର କୋରିଆ:…

ବ୍ୟୁରୋ: ୟୁକ୍ରେନ ବିରୋଧୀ ଯୁଦ୍ଧରେ ରୁଷକୁ ସାମରିକ ସମର୍ଥନ କରିଛି ଉତ୍ତର କୋରିଆ। ରୁଷକୁ ସୈନ୍ୟ ପଠାଇ ଉତ୍ତର କୋରିଆ ନିଜର ସମର୍ଥନ ଜଣାଇଛି। ଉପଗ୍ରହ ଚିତ୍ରରୁ ଉତ୍ତର କୋରିଆ ସୈନ୍ୟ ରୁଷକୁ ଯାଉଥିବା ଫୋଟୋ ଆସିବା ପରେ ରୁଷ ୟୁକ୍ରେନ ଯୁଦ୍ଧର ତୀବ୍ରତା ବଢିଥିବା କୁହାଯାଉଛି। ନିଜେ ୟୁକ୍ରେନ ରାଷ୍ଟ୍ରପତି…

୧ କୋଟିରୁ ଅଧିକ କର୍ମଚାରୀଙ୍କୁ ସରକାରଙ୍କ…

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଦୀପାବଳି ଭେଟି ଦେଇଛନ୍ତି। ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ମୋଦୀ ସରକାର ବୁଧବାର ନିଷ୍ପତ୍ତି ନେଇଛନ୍ତି। କ୍ୟାବିନେଟ ବୈଠକ ପରେ ସରକାର ଏହି ସୂଚନା ପ୍ରଦାନ କରିଛନ୍ତି। ସପ୍ତମ ବେତନ ଆୟୋଗ ଅଧୀନରେ ମହଙ୍ଗା…