thelifelinemedia
Latest Odisha News, Breaking News Today
Browsing Category

ଦେଶ-ବିଦେଶ

କମଲା ହାରିସ ରାଷ୍ଟ୍ରପତି ପ୍ରାର୍ଥୀ

ୱାସିଂଟନ: ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ୍ ଆନୁଷ୍ଠାନିକ ଭାବେ ଡେମୋକ୍ରାଟିକ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି। ରାଷ୍ଟ୍ରପତି ରେସରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛନ୍ତି ହାରିସ। ପ୍ରାର୍ଥୀପତ୍ର ପାଇଁ ଫର୍ମରେ ଦସ୍ତଖତ କରିଛନ୍ତି ଏବଂ ରାଷ୍ଟ୍ରପତି ନିର୍ବାଚନରେ…

ସରକାର ଦେଲେ କଣ ? ସାଧାରଣଲୋକଙ୍କୁ…

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କୁ ଅଣଦେଖା। ସାବତ ପୁଅର ଭାଗ କମ ଭଳି ସାଧାରଣ ଲୋକଙ୍କୁ ଉପେକ୍ଷା କରିଛନ୍ତି ସରକାର। ଅନ୍ୟ ବର୍ଗଙ୍କୁ ମନଖୋଲି ଉଜାଡି ଦେଇଛନ୍ତି। କିନ୍ତୁ ସାଧାରଣ ଲୋକଙ୍କ ଭାଗରେ କିଛି ନାହିଁ। ଏହା ଚିରାଚରିତ ବଜେଟ। ନା ଲୋକାଭିମୁଖୀ ନା ଲୋକପ୍ରିୟ। ଦେଶର ସବୁଠାରୁ ସିଂହଭାଗ ସାଧାରଣ ଲୋକଙ୍କ…

ଆସିଲା ବଜେଟ, ୯ଟି କ୍ଷେତ୍ର ଉପରେ ଫୋକସ

ନୂଆଦିଲ୍ଲୀ:ଉପସ୍ଥାପନ ହୋଇଛି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସାଧାରଣ ବଜେଟ। ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ବଜେଟ ଉପସ୍ଥାପନ କରିଛନ୍ତି।ମୋଦୀଙ୍କ ୩ୟ ପାଳିର ଏହା ହେଉଛି ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍। ଲଗାତାର ୭ମ ଥର ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ନିର୍ମଳା। ଚଳିତ ବର୍ଷ ସାଧାରଣ…

ନିର୍ବାଚନରୁ ଓହରିଲେ ବାଇଡେନ::ଆମେରିକା…

ୱସିଂଟନ:ଆମେରିକା ରାଜନୀତିରେ ଝଡ଼। ରାଷ୍ଟ୍ରପତି ନିର୍ବାଚନରୁ ଓହରିଛନ୍ତି ଜୋ ବାଇଡେନ। ରାଷ୍ଟ୍ର ଓ ଦଳର ହିତ ପାଇଁ ସେ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଛନ୍ତି। ଚଳିତ ବର୍ଷ ନଭେମ୍ବରରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ। କିନ୍ତୁ ତା ପୂର୍ବରୁ ବାଇଡେନଙ୍କ ନିର୍ବାଚନ ନ ଲଢ଼ିବା ନିଷ୍ପତ୍ତି ଆମେରିକା…

ଟ୍ରମ୍ପଙ୍କ ଡାହାଣ କାନରେ…

ୱାସିଂଟନ: ଡାହାଣ କାନରେ ବ୍ୟାଣ୍ଡେଜ୍ କରି ପ୍ରଥମ ଥର ପାଇଁ ସର୍ବ ସାଧାରଣ ସମ୍ମୁଖକୁ ଆସିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ହତ୍ୟା ଉଦ୍ୟମ ଘଟଣା ପରେ ପ୍ରଥମ ଥର ସେ ସାମ୍ନାକୁ ଆସିଛନ୍ତି। ହତ୍ୟା ଉଦ୍ୟମ ମୁଖରୁ ବର୍ତ୍ତିବାର ଦୁଇ ଦିନ ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି…

ଜାମ୍ମୁ କାଶ୍ମୀରରେ…

ଜାମ୍ମୁ କାଶ୍ମୀର: ଜାମ୍ମୁ କାଶ୍ମୀର ଡୋଡାରେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଯେଉଁଥିରେ ୪ଯବାନ ସହିଦ ହୋଇଛନ୍ତି।ଜଣେ ସେନା ଅଧିକାରୀ ସମେତ ୪ଯବାନ ସହିଦ ହୋଇଥିବା ଜଣାପଡିଛି।ଗତକାଲି ଗୁଳି ବିନିମୟ ହୋଇଥିଲା ଯେଉଁଥିରେ ୫ସୁରକ୍ଷାକର୍ମୀ ଗୁରୁତର ହୋଇଥିଲେ। ତେବେ ହସ୍ପିଟାଲ…

ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ମୃତ୍ୟୁ…

ବ୍ୟୁରୋ:ମହାପ୍ରଭୁ ଜଗନ୍ନାଥଙ୍କ କୃପା ରହିଛି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ। ସେଥିପାଇଁ ସେ ଏକ ନିଶ୍ଚିତ ମୃତ୍ୟୁରୁ ରକ୍ଷା ପାଇଗଲେ। ରବିବାର ପେନସିଲଭିନିଆରେ ହୋଇଥିବା ଗୁଳିମାଡ଼ରେ ଅଳ୍ପକେ ବର୍ତ୍ତିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ। ମୃତ୍ୟୁ ତାଙ୍କୁ ଛୁଇଁ ଦେଇ ପଳେଇ ଯାଇଥିଲା।…

ଟ୍ରମ୍ପଙ୍କୁ ଗୁଳିମାଡ଼.. ଅଳ୍ପକେ…

ରାଷ୍ଟ୍ରପତିବ୍ୟୁରୋ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼ ହୋଇଛି । ପେନସିଲଭାନିଆରେ ଏକ ରାଲି ସମୟରେ ତାଙ୍କ ଉପରେ ଗୁଳିମାଡ଼ ହୋଇଥିବା କଥା କୁହାଯାଉଛି। ଏଥିରେ ଟ୍ରମ୍ପ ଆହତ ହୋଇଛନ୍ତି।ଟ୍ରମ୍ପଙ୍କ ଡାହାଣ କାନରେ ଗୁଳି ବାଜିଛି।କାନରୁ ରକ୍ତସ୍ରାବ ହେଉଥିବା ସମୟରେ ତାଙ୍କୁ…

ଦିଲ୍ଲୀରେ ପ୍ରବଳ ବର୍ଷା

ଦିଲ୍ଲୀ: ଦିଲ୍ଲୀରେ ପ୍ରବଳ ବର୍ଷା। ଆଜି ସକାଳୁ ଦିଲ୍ଲୀରେ ବର୍ଷା ଲାଗି ରହିଛି। ଫଳରେ କିଛି ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି। ପାଣି ଜମି ରହିଛି। ଫଳରେ ଜନଜୀବନ ପ୍ରଭାବିତ ହୋଇଛି। ମେଘର ଏକ ପରଦା ସହର ଏବଂ ଏହାର ଆଖପାଖ ଅଞ୍ଚଳକୁ ଆଚ୍ଛାଦିତ କରି ରଖିଛି ଫଳରେ ଦୃଶ୍ୟମାନତା ହ୍ରାସ କରିଛି…

ସାତ ଜନ୍ମର ସାଥି ହେଲେ ଅନନ୍ତ_ରାଧିକା

ମୁମ୍ବାଇ:ଧୂମଧାମରେ ସମ୍ପନ୍ନ ହେଲା ଦେଶର ବହୁଚର୍ଚ୍ଚିତ ଅମ୍ବାନୀ ପରିବାରର ବିବାହ କାର୍ୟ୍ୟକ୍ରମ। ଅନନ୍ତ ଅମ୍ବାନୀଙ୍କ ହାତ ଧରିଛନ୍ତି ବାନ୍ଧବୀ ରାଧିକା ମର୍ଚ୍ଚାଣ୍ଟ। ଦୁହେଁ ସାତ ଜନ୍ମର ସାଥି ହୋଇଛନ୍ତି।ସାରା ଦେଶର ନଜର ରହିଥିଲା ଏହି ଗ୍ରାଣ୍ଡ ମ୍ୟାରେଜ ପାର୍ଟି ଉପରେ। ବାହାଘରରେ ସାମିଲ ହୋଇଥିଲେ…