Browsing Category
ଦେଶ-ବିଦେଶ
ମୋଦି ପୁଟିନ୍ଙ୍କ ବନ୍ଧୁତ୍ୱ ଦେଖିଲା…
ନୂଆଦିଲ୍ଲୀ: ଭାରତ-ରୁଷିଆ ସମ୍ପର୍କ ଧ୍ରୁବ ତାରା ସଦୃଶ। ଆର୍ଥିକ ସହଭାଗିତା ନେଇ ସହମତି ହୋଇଛି ଦୁଇ ଦେଶ ମଧ୍ୟରେ। ୨୩ତମ ଶିଖର ସମ୍ମିଳନୀରେ ଭାରତ ଓ ଋଷ ମଧ୍ୟରେ ହେଲା ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ MOU। ବିଶ୍ଵ ଦେଖିଲା ଭାରତ ଓ ଋଷ ମଧ୍ୟରେ। ସଂପର୍କର ସହଭାଗିତା। ଦ୍ବିପାକ୍ଷିକ ଆଲୋଚନା ପରେ…
ଇମ୍ରାନ୍ ସୁରକ୍ଷିତ: ଜେଲ୍ରେ ଭେଟିଲେ…
ବ୍ୟୁରୋ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ଜୀବିତ ନା ମୃତ। ଏ ଖବର ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ନିଜେ ଇମ୍ରାନଙ୍କ ଭଉଣୀ ଉଜମା ଦେଇଛନ୍ତି ବଡ଼ ବୟାନ। କହିଲେ ଇମ୍ରାନ୍ ସୁରକ୍ଷିତ। ଜୀବିତ ଅଛନ୍ତି ଇମ୍ରାନ୍। ତାଙ୍କୁ ଜେଲ୍ରେ ଭେଟିଛନ୍ତି ଭଉଣୀ ଉଜମା। ରାୱଲପିଣ୍ଡିର ଆଦିଆଲା…
ଭାରତ ମୁହାଁ ସାମୁଦ୍ରିକ ଝଡ଼ ଡିଟୱା,…
ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ତାଣ୍ଡବ ରଚିବା ପରେ ଭାରତ ଆଡକୁ ମୁହାଁଇଛି ଡିଟୱା। ନିଆଁ ବେଗରେ ମାଡି ଆସୁଛି ଭାରତକୁ।ତାମିଲନାଡୁ, ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶରେ ପ୍ରଭାବ ଦେଖା ଦେଲାଣି। ସମୁଦ୍ର ଅଶାନ୍ତ ରହିଥିବା ବେଳେ ବର୍ଷା ଆରମ୍ଭ ହୋଇଗଲାଣି। ଝଡ ଯେତେ ଭାରତର ନିକଟତର ହେଉଛି ସେତେ…
ବଙ୍ଗୋପସାଗର ଉପରେ ବାତ୍ୟା ‘ଡିଟ୍ୱା’:…
ଭୁବନେଶ୍ୱର: ବଙ୍ଗୋପସାଗର ଅଞ୍ଚଳ ଉପରେ ରହିଥିବା ବାତ୍ୟା ‘ଡିଟ୍ୱା’ ଧୀରେଧୀରେ ଉତ୍ତର-ଉତ୍ତରପଶ୍ଚିମ ଆଡ଼କୁ ଗତି କରୁଛି।ଏହା ବଳ ଗୋଟାଇ ଉତ୍ତର ତାମିଲନାଡୁ, ପୁଡୁଚେରୀ ଓ ସଂଲଗ୍ନ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳର ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ୩୦ ତାରିଖ ଭୋର୍ ସୁଦ୍ଧା ପହଞ୍ଚିବ ବୋଲି ଭାରତୀୟ…
ବାଣିଜ୍ୟ ମେଳାରେ ଓଡ଼ିଶାକୁ ସ୍ବର୍ଣ୍ଣ:…
ଭୁବନେଶ୍ୱର: ଆନ୍ତର୍ଜାତିକ ବାଣିଜ୍ୟ ମେଳା-୨୦୨୫ ରେ ଓଡ଼ିଶାକୁ ସ୍ବର୍ଣ୍ଣପଦକ ମିଳିଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ବାଣିଜ୍ୟ ମେଳାରେ ଓଡ଼ିଶାକୁ ଏହି ପୁରସ୍କାର ମିଳିଛି। ଭାରତ ବାଣିଜ୍ୟିକ ପ୍ରୋତ୍ସାହନ ସଂଗଠନ (ITPO) ତରଫରୁ ପୁରସ୍କାର ମିଳିଛି। ଏହି ସଫଳତା ପାଇଁ ଟିମ୍ ଓଡ଼ିଶାକୁ ଅଭିନନ୍ଦନ ଓ ଧନ୍ୟବାଦ…
ଇତିହାସ ରଚିଲା ଓଡ଼ିଶା ବିଧାନସଭା:ଗୃହକୁ…
ଭୁବନେଶ୍ୱର: ଓଡ଼ିଶା ବିଧାନସଭା ଦେଖିଲା ଗୌରବମୟ ଇତିହାସ।ଦେଶର ପ୍ରଥମ ନାଗରିକ ଓଡିଆ ଝିଅ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ବିଧାନସଭାକୁ ସମ୍ବୋଧିତ କରିଛନ୍ତି। କହିଛନ୍ତି, ଆପଣଙ୍କ ଗହଣରେ ଉପସ୍ଥିତ ରହି ବହୁତ ଆନନ୍ଦିତ। ପୂର୍ବରୁ ଅନେକ ରାଜ୍ୟର ବିଧାନସଭାକୁ ସମ୍ବୋଧିତ କରିଛି। କିନ୍ତୁ ଓଡ଼ିଶା…
ବିହାର ବିଜୟ ମୋଦିଙ୍କ ନେତୃତ୍ବକୁ ବଡ଼…
ଭୁବନେଶ୍ୱର: ବିହାରର ଏନ୍ଡିଏର ବିପୁଳ ବିଜୟ ପରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା। ବିହାର ବିଜୟ ମୋଦିଙ୍କ ନେତୃତ୍ବକୁ ବଡ଼ ସ୍ବୀକୃତି କହିଲେ ଧର୍ମେନ୍ଦ୍ର। ବିହାରରେ ଲଗାତାର ୨୦ ବର୍ଷ ଶାସନ ପରେ ବି ପୁଣି ଥରେ ଏନ୍ଡିଏ ବିଜୟୀ ହୋଇଛି। ଏହି ବିଜୟ ମୋଦିଙ୍କ ନେତୃତ୍ୱକୁ ବଡ଼ ସ୍ୱୀକୃତି…
ବିହାରରେ ନୀତିଶ ଯୁଗ: ରେକର୍ଡ ଦଶମ ଥର…
ପାଟନା: ରେକର୍ଡ ଦଶମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଜେଡିୟୁ ସୁପ୍ରିମୋ ନୀତୀଶ କୁମାର । ପାଟନାର ଗାନ୍ଧୀ ମଇଦାନରେ ଆୟୋଜିତ ଉତ୍ସବରେ ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ, ନୀତୀଶଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।
ସେହିପରି ବିଜେପି ନେତା ସମ୍ରାଟ ଚୌଧାରୀ ଓ…
ସିଇସିକୁ ମମତାଙ୍କ SIR ଚିଠି: ତେଜିଲା…
ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚିଠି ଲେଖିଛନ୍ତି। SIRକୁ ନେଇ ଆପତ୍ତି ଉଠାଇ ମୁଁ ଲେଖିବାକୁ ବାଧ୍ୟ ହେଉଛି ଲେଖିଲେ। ଅଧିକାରୀ ଓ ନାଗରିକଙ୍କ ଉପରେ ଏହି କାର୍ଯ୍ୟ ଜୋର୍ କରି ଲଦା ଯାଉଛି।
ଏହା ବିନା ଯୋଜନାରେ ଓ ବିଶୃଙ୍ଖଳିତ…
ଆଜି ଚାଷୀଙ୍କୁ ଖାତାକୁ ଆସିବ ପିଏମ୍…
ନୂଆଦିଲ୍ଲୀ: ଆଜି ଦେଶର ଚାଷୀଙ୍କୁ ଖାତାକୁ ଆସିବ ପିଏମ୍ କିଷାନ ଟଙ୍କା। ପିଏମ୍ କିଷାନ ଯୋଜନାର 21 ତମ କିସ୍ତି ଆଜି ମିଳିବ। 9 କୋଟି ଚାଷୀଙ୍କୁ 18 ହଜାର କୋଟି ଟଙ୍କା ପଠାଇବେ ପ୍ରଧାନମନ୍ତ୍ରୀ ।
ତାମିଲନାଡୁ କୋଏମ୍ବାଟୁରରେ କୃଷି ଶିଖର ସମ୍ମିଳନ ଉଦଘାଟନ କରି ଦେଶର ଚାଷୀଙ୍କୁ ମୋଦି ଦେବେ ଭେଟି ।ଆମ…