Browsing Category
ଜିଲ୍ଲା
ଗଞ୍ଜାମ ଜିଲ୍ଲାରେ ମହାରାଷ୍ଟ୍ର ମହାବଳ…
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ମହାରାଷ୍ଟ୍ର ମହାବଳ ବାଘ। ଗଞ୍ଜାମ ଜିଲ୍ଲା ଜଙ୍ଗଲକୁ ପଶି ଆସିଛି ମହାବଳ। ଜିଲ୍ଲାରେ ବାଘ ଚଳପ୍ରଚଳକୁ ନେଇ ବ୍ରହ୍ମପୁର ଡିଏଫଓ ଗୁରୁତ୍ତ୍ୱପୂର୍ଣ୍ଣ କଥା ସାମ୍ନାକୁ ଆଣିଛନ୍ତି। କହିଛନ୍ତି ମହାବଳ ବାଘ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବନାଞ୍ଚଳରେ ବର୍ତ୍ତମାନ ରହିଛି ।ଦିଗପହଣ୍ଡି…
ନାବାଳିକାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର…
ଯାଜପୁର: ରାସ୍ତାକଡ଼ରେ ଦୁର୍ଘଟଣାର ଶିକାର ହୋଇ ଜଣେ ନାବାଳିକା ଅଚେତ ଅବସ୍ଥାରେ ପଡ଼ିଥିଲେ। ତୁରନ୍ତୁ ତାଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ERSS ଟିମ। ଘଟଣା ଘଟିଛି ଯାଜପୁର ଜିଲ୍ଲା ଯାଜପୁର ଟାଉନ୍ ଗଣେଶ୍ୱରପୁର ରୋଡ୍ ନିକଟରେ। ଜଣେ ନାବାଳିକା ସାଇକେଲରେ ଯାଉଥିବାବେଳେ ଦୁର୍ଘଟଣାର ଶିକାର ହୋଇ ଅଚେତ ହୋଇ…
ବାରିପଦା କାଡା ଡିଭିଜନରେ ଦୁର୍ନୀତି ଖୋର…
ବାରିପଦା:ଦୁର୍ନୀତିର ଗନ୍ତାଘର ସାଜିଛି ବାରିପଦା କାଡା ଡିଭିଜନ।ଏଠାରେ କାର୍ଯ୍ୟରତ ଜେଇ ନୀରଜ ସେଠି, ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ମିଶ୍ରଓ ସୁଦୂର ନବରଙ୍ଗପୁରର ଠିକାଦାର ମାନଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ମୟୁରଭଞ୍ଜ ଭଳି ସରଳ ଆଦିବାସୀ ଜିଲ୍ଲାରେ କରନାଳୀ ପ୍ରକଳ୍ପ ଆଜି ଦିଶାହୀନ। ଏଠାରେ କନିଷ୍ଠ…
ଟ୍ରେନ ଧକ୍କାରେ ଦନ୍ତାହାତୀର ମୃତ୍ୟୁ:…
ଢେଙ୍କାନାଳ: ଟ୍ରେନ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ ହୋଇଛି।ଢେଙ୍କାନାଳ-ଅନୁଗୁଳ ମଧ୍ୟରେ ମେରା ମଣ୍ଡଳୀ ଷ୍ଟେସନ ନିକଟରେ ଘଟିଛି ଦୁର୍ଘଟଣା। ଗତକାଲି ବିଳମ୍ବିତ ରାତିରେ ଏକ ମାଲବାହୀ ଟ୍ରେନ ଧକ୍କା ଦେଇଥିବା ଅନୁମାନ କରାଯାଉଛି। କୁହାଯାଉଛି ମୃତ ହାତୀଟି ଦନ୍ତା ହାତୀ ହୋଇଥିବା ବେଳେ ଟ୍ରେନ ଲାଇନ ପାର…
ସ୍ବର୍ଗତ ଗଦାଧର ମହାନ୍ତିଙ୍କ ପ୍ରଥମ…
ଯାଜପୁର: ବିଶିଷ୍ଟ ସମାଜସେବୀ ତଥା ଧର୍ମ ପରାୟଣ ବ୍ୟକ୍ତି ସ୍ୱର୍ଗତ ଗଦାଧର ମହାନ୍ତିଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଉତ୍ସବ ଓ ସ୍ମୃତି ଚାରଣ ସଭା
ଅନୁଷ୍ଠିତ ହୋଇଯାଇଛି। ଯାଜପୁର ଜିଲ୍ଲା ତଳିହା ଗାଁ ଗୋବିନ୍ଦଜୀଉ ମନ୍ଦିର ପରିସରରେ ଏହି ସ୍ମୃତି ଚାରଣ ସଭା ଆୟୋଜିତ ହୋଇଥିଲା। ସମାଜସେଵୀ ଦେବେନ୍ଦ୍ର…
ନୂଆପଡାରେ ଅପହୃତ ୫ ବର୍ଷର ପୁଅ ଉଦ୍ଧାର:…
ନୂଆପଡା: ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଲୋହଣ୍ଡୋପାଲି ଗାଁର ଅପହୃତ ହୋଇଥିବା ୫ ବର୍ଷର ପୁଅ କୋମନା ପୋଲିସ ଦ୍ୱାରା ହାଇଦ୍ରାବାଦ ରାମୋଜୀ ଫ୍ଲିମସିଟି ନିକଟରୁ ଉଦ୍ଧାର।ଅପହରଣ ମାମଲାରେ ସମ୍ପୃକ୍ତଥିବା ପ୍ରେମୀ ଯୁଗଳକୁ ପୋଲିସ ଗିରଫ କରିଛି। ଗିରଫ ୨ ଜଣ ହେଲେ ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା…
ନୂଆପଡାରେ ଫାଷ୍ଟ ଫୁଡ ଦୋକାନୀଙ୍କୁ…
ନୂଆପଡା: ନୂଆପଡ଼ା ଜିଲ୍ଲା ସିନାପାଲି ଥାନା କାପସି ଛକରେ ଫାଷ୍ଟ ଫୁଡ ଦୋକାନୀଙ୍କୁ ଗୁଳିମାଡ ଘଟଣାର ପ୍ରତିବାଦରେ ଆଜି ମେହେର ସମାଜ ଯୁବା ମଞ୍ଚ ପକ୍ଷରୁ ସିନାପାଲି କାପସି ଛକରେ ରାସ୍ତା ରୋକ ଆନ୍ଦୋଳନ କରାଯାଇଛି। ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଓ ହତ୍ୟାକାରୀଙ୍କ ବିରୋଧରେ ଆଇନଗତ କଠୋର…
ନୂଆପଡାରେ ଫାଷ୍ଟ ଫୁଡ ଦୋକାନୀଙ୍କୁ…
ନୂଆପଡା: ନୂଆପଡ଼ା ଜିଲ୍ଲା ସିନାପାଲି ଥାନା କାପସି ଛକରେ ଫାଷ୍ଟ ଫୁଡ ଦୋକାନୀଙ୍କୁ ଗୁଳିମାଡ ଘଟଣାରେ ନୂଆମୋଡ ନେଲା। ଆଜି ରାୟପୁର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଫାଷ୍ଟଫୁଡ ଦୋକାନୀ ନୀଳାମ୍ବର ମେହେରଙ୍କ ମୃତ୍ଯୁ ଘଟିଛି।ଏନେଇ ସୂଚନା ଦେଇ ଛନ୍ତି ଖଡ଼ିଆଳ ଏସଡିପି ଅରୂପ ଅଭିଷେକ…
ଯାତ୍ରା ମଞ୍ଚରେ ଅଶୀଳ ନୃତ୍ୟ ପରିବେଷଣକୁ…
ଯାଜପୁର: ପୁଣି ଯାତ୍ରା ମଞ୍ଚରେ ଅଶୀଳ ନୃତ୍ୟ ପରିବେଷଣକୁ ବିରୋଧ। ଦର୍ଶକଙ୍କ ଚେୟାର ମାଡରେ ଫାଟିଲା ଆଇଟମ ଡ୍ୟାନ୍ସର ନିଶା ମହାରଣାଙ୍କ ମୁଣ୍ଡ। ଯାଜପୁର ଜିଲା କୋରେଇ ଥାନା ରଗଡି ଠାରେ ମା କାମୁଡ଼େଇ ଆଞ୍ଚଳିକ ଯୁବକ ସଂଘ ପକ୍ଷରୁ ଅୟୋଜିତ ଯାତ୍ରାରେ ନୃତ୍ୟ ପରିବେଷଣ କରୁଥିବା ଅଭିନେତ୍ରୀ ନିଶା…
ଆରଆଇ ପରୀକ୍ଷାରେ ଅନିୟମିତତା ଅଭିଯୋଗ
କଣ୍ଟାମାଳ : ଆରଆଇ ପରୀକ୍ଷାରେ ଅନିୟମତତା ଅଭିଯୋଗ। ବୌଦ୍ଧ ଜିଲ୍ଲା ଦହ୍ୟା ଠାରେ ଓମ୍ କମ୍ପୁଟର ସେଣ୍ଟର୍ ରେ ଚାଲିଥିବା ଅସଲି ଆର ଆଇ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହେଉଥିବା ବେଳେ ଦିନକୁ ତିନି ଟି ସିଫ୍ଟରେ ପରୀକ୍ଷା କେନ୍ଦ୍ରରେ ଚାଲିଥିଲା ପରୀକ୍ଷା। କୌଣସି ସୂତ୍ରରୁ ଖବର ପାଇଁ ସେଣ୍ଟରର ନକଲି…