Browsing Category
ଖେଳ
ଟି-୨୦ ବିଶ୍ୱକପ: ଫାଇନାଲ ଟିକେଟ ହାତେଇଲା…
ବ୍ୟୁରୋ:ଟି-୨୦ ବିଶ୍ୱକପରେ ପ୍ରଥମ ଟିମ ଭାବେ ଫାଇନାଲକୁ ଗଲା ଦକ୍ଷିଣ ଆଫ୍ରିକା। ପ୍ରଥମ ଥର ଏହି ଦଳ ଟି-୨୦ ବିଶ୍ୱକପ ଫାଇନାଲ ଖେଳିବାକୁ ଯାଉଛି। ପ୍ରଥମ ସେମିଫାଇନାଲ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଆଫଗାନିସ୍ତାନ ବିପକ୍ଷରେ ସହଜ…
ସୁପର-୮ରେ ଆଜି ଭାରତ ଅଷ୍ଟ୍ରେଲିଆ…
ବ୍ୟୁରୋ:ଟି ୨୦ ବିଶ୍ଵକପରେ ଆଜି ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ। ସୁପର-୮ର ଏହି ମ୍ୟାଚ ବେଶ ରୋଚକ ହେବାକୁ ଯାଉଛି।ଆଫଗାନିସ୍ତାନଠାରୁ ପରାଜିତ ହେବା ପରେ ଭାରତ ସହ ଅଷ୍ଟ୍ରେଲିଆ ସୋମବାର ଖେଳିବାକୁ ଥିବା ସୁପର-୮ ଗ୍ରୁପ୍-୧’ ମ୍ୟାଚ୍ର ଗୁରୁତ୍ୱ ବଢ଼଼ିଯାଇଛି।ଅଷ୍ଟ୍ରେଲିଆ ପାଇଁ ଆଜିର ମ୍ୟାଚ କର…
୨୦୩୬ ଯାଏଁ ହକି ଇଣ୍ଡିଆର ପ୍ରାୟୋଜକ ରହିବ…
ଭୁବନେଶ୍ୱର :୨୦୩୬ ଯାଏ ଭାରତୀୟ ହକି ଦଳର ପ୍ରାୟୋଜକ ରହିବ ଓଡିଶା। ପୂର୍ବରୁ ୨୦୩୩ ଯାଏଁ ପ୍ରାୟୋଜକ ଥିଲା ଓଡିଶା । ରାଜ୍ୟ ସରକାର ଏବେ ଏହାକୁ ୨୦୩୬ ପର୍ଯ୍ୟନ୍ତ ବଢାଇଛନ୍ତି ।ଏନେଇ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି। ୨୦୩୬ ଓଡ଼ିଶାକୁ ୧୦୦ବର୍ଷ ପୁରୁଥିବାରୁ ଚୁକ୍ତି ଆଉ ୩ବର୍ଷ ବୃଦ୍ଧି କରାଯାଇଛି। ତେଣୁ…
ଭାରତ ଠାରୁ ହାରିବା ପରେ ପାକିସ୍ତାନ…
ନ୍ୟୁୟର୍କ: ଟି ଟ୍ୱେଣ୍ଟି ବିଶ୍ଵକପରେ ଭାରତ ଠାରୁ ପାକିସ୍ତାନ ହାରିବା ପରେ ପାକ କ୍ରିକେଟରଙ୍କୁ ଟ୍ରୋଲ କରିବା ଆରମ୍ଭ ହେଇଗଲାଣି।ନିଜ ଦେଶର ଖେଳାଳିଙ୍କୁ ସମାଲୋଚନା କରୁଛନ୍ତି ପାକ କ୍ରିକେଟ ପ୍ରେମୀ। ସୋସିଆଲ ମିଡ଼ିଆରେ ଟ୍ରୋଲର ଶିକାର ହେଉଛନ୍ତି ପାକ କ୍ରିକେଟର। ଚିର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଠାରୁ…
ମାଟି କାମୁଡ଼ିଲା ପାକିସ୍ତାନ,…
ବ୍ୟୁରୋ: ଧୂଳି ଚାଟିଲା ପାକିସ୍ତାନ। ଟି ଟ୍ୱେଣ୍ଟି ବିଶ୍ୱକପର ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ପାକିସ୍ତାନକୁ ହରାଇଛି ଭାରତ। ଆମେରିକା ନାସାଉ କାଉଣ୍ଟିରେ ଖେଳା ଯାଇଥିବା ମ୍ୟାଚରେ ପାକିସ୍ତାନର ପରାଜୟ ହୋଇଛି। ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଚଳିତ ଟି-୨୦ ବିଶ୍ଵକପରେ ଚିର ପ୍ରତିଦ୍ଵନ୍ଦୀ ପାକିସ୍ତାନକୁ…
ଭାରତ-ପାକିସ୍ତାନ ମହା ମୁକାବିଲା, ନସାଉ…
ବ୍ୟୁରୋ:ଟି ଟ୍ୱେଣ୍ଟି ବିଶ୍ଵକପରେ ଆଜି ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ। ନସାଉ କାଉଣ୍ଟିରେ ଭାରତ ପାକିସ୍ତାନ ମଧ୍ୟରେ ହେବ ମହା ମୁକାବିଲା। ରୋହିତ ଆଣ୍ଡ କୋ ସହିତ ବାବର ଆଣ୍ଡ କୋର କଡା ଟକ୍କର ହେବ। ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଭାରତର ରେକର୍ଡ଼ ବେଶ ଭଲ ରହିଛି। ଆମେରିକା…
ଟି-୨୦ ବିଶ୍ଵକପରେ ବଡ ବିପର୍ଯ୍ୟୟ,…
ବ୍ୟୁରୋ :ଟି-୨୦ ବିଶ୍ଵକପ୍ ୨୦୨୪ରେ ବଡ ବିପର୍ଯ୍ୟୟ ଘଟିଛି । ଏକ ସଙ୍ଘର୍ଷପୂର୍ଣ୍ଣ ମ୍ୟାଚରେ ପାକିସ୍ତାନକୁ ହରାଇଛି ଆମେରିକା ।ପ୍ରଥମ କରି ବିଶ୍ୱକପ ଖେଳୁଥିବା ଆମେରିକା ପାଇଁ ଏହା ବଡ ଉପଲବ୍ଧି।ଡଲାସରେ ଖେଳା ଯାଇଥିବା ଟି-୨୦ ବିଶ୍ଵକପର ୧୧ତମ ମ୍ୟାଚରେ ସୁପର ଓଭରରେ ପାକିସ୍ତାନକୁ ମାତ୍ ଦେଇଛି…
ପାଣ୍ଡ୍ୟା-ନତାଶା ବିଚ୍ଛେଦ ଚର୍ଚ୍ଚା,…
ମୁମ୍ବାଇ: କ୍ରିକେଟର ହାର୍ଦ୍ଧିକ ପାଣ୍ଡ୍ୟାଙ୍କୁ ନେଇ ବଡ ଚର୍ଚ୍ଚା। ଖେଳକୁ ନୁହେଁ ବ୍ୟକ୍ତିଗତ ଜୀବନକୁ ନେଇ ଜୋର ଧରିଛି ଚର୍ଚ୍ଚା। କୁହାଯାଉଛି ପାଣ୍ଡ୍ୟା ଓ ନତାଶା ମଧ୍ୟରେ ଖୁବ ଶୀଘ୍ର ବିବାହ ବିଚ୍ଛେଦ ହୋଇପାରେ। ନତାଶା ଓ ପାଣ୍ଡ୍ୟା ଯୋଡିକୁ ନେଇ ଏମିତି କିଛି ଖବର ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ…
ଆଇପିଏଲ ଫାଇନାଲରେ କୋଲକାତା, ହାଇଦ୍ରାବାଦ…
ବ୍ୟୁରୋ :ଆଇପିଏଲର ୧୭ତମ ସଂସ୍କରଣରେ କେକେଆର ଖାତାକୁ ଗଲା ଫାଇନାଲ ଟିକେଟ।ସନ ରାଇଜର୍ସ ହାଇଦ୍ରାବାଦକୁ ହରାଇ କୋଲକାତା ନାଇଟ ରାଇଡର୍ସ ଫାଇନାଲରେ ପହଁଚିଛି।ଚଳିତ ଆଇପିଏଲରେ ପ୍ରଥମ ଟିମ୍ ଭାବେ ଫାଇନାଲରେ ପ୍ରବେଶ କରିଛି କୋଲକାତା ନାଇଟ ରାଇଡର୍ସ ।ସେମିଫାଇନାଲ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ…
ହାରିଲା ପରେ ଗାଳି କଲେ ମାଲିକ, ଆଇପିଏଲ…
ନୂଆଦିଲ୍ଲୀ :ମ୍ୟାଚ ହାରିଗଲେ ବୋଲି ମାଲିକ ଗାଳି କଲେ।ଦଳର ପରାଜୟ ପରେ ଅଧିନାୟକଙ୍କୁ ତାଗିଦ କଲେ ମାଲିକ।କ୍ୟାମେରା ସାମ୍ନାରେ ଟିମ ଇଣ୍ଡିଆର ବରିଷ୍ଠ ଖେଳାଳିଙ୍କୁ ଅପବ୍ୟବହାର କଲେ। ଖେଳରେ ହାର ଜିତ ଅଛି।ମ୍ୟାଚ ହାରିଲେ ତାହା ଏକାନ୍ତରେ ବିସ୍ଲେଷଣ କରିବା କଥା। ହେଲେ ଚଳିତ ଆଇପିଏଲରେ ଏପରି କିଛି କଥା…