thelifelinemedia
Latest Odisha News, Breaking News Today
Browsing Category

ଖେଳ

ଓଡିଶା କ୍ରିକେଟ ଛାଡିଲେ ଶୁଭ୍ରାଂଶୁ

କଟକ:ଓଡିଶା କ୍ରିକେଟ ଛାଡିଲେ ଶୁଭ୍ରାଂଶୁ ସେନାପତି। ଓଡିଶା ପାଇଁ ଖେଳିଆସୁଥିବା ଶୁଭ୍ରାଂଶୁ ଏବେ ଓଡିଶା କ୍ରିକେଟକୁ ବାଏ ବାଏ କରିଛନ୍ତି। ମଧ୍ୟ ପ୍ରଦେଶ ପାଇଁ ଖେଳିବା ନେଇ ଓଡିଶା କ୍ରିକେଟ ଛାଡିଛନ୍ତି ଶୁଭ୍ରାଂଶୁ। ଏ ନେଇ ସେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏଥିପାଇଁ OCAରେ NOC ପାଇଁ…

ବିଶ୍ୱକପ ଟ୍ରଫି ସହିତ ରାହୁଲ…

ନୂଆଦିଲ୍ଲୀ:ବିଶ୍ଵକପ ଟ୍ରଫି ସହିତ ଟିମ ଇଣ୍ଡିଆରୁ ବିଦାୟ ନେଇଛନ୍ତି ଭାରତୀୟ ଦଳର ମୁଖ୍ୟ କୋଚ ରାହୁଲ ଦ୍ରାବିଡ଼।ପ୍ରଶିକ୍ଷକ ହିସାବରେ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ସରିଛି। ଖେଳ ଜୀବନରେ ରାହୁଲ ଟ୍ରଫି ହାତେଇବାର ସୌଭାଗ୍ୟ ପାଇନଥିଲେ କିନ୍ତୁ ପ୍ରଶିକ୍ଷକ ବା କୋଚ ହିସାବରେ ତାଙ୍କୁ ଟ୍ରଫି…

କିମ୍ବଦନ୍ତୀଙ୍କ ବିଦାୟ:ଟି ୨୦ କ୍ରିକେଟରୁ…

ବ୍ୟୁରୋ:ବିଶ୍ୱ ବିଜୟୀ ହେବାକୁ ଥିଲା ଅପେକ୍ଷା। ଟ୍ରଫି ହାତେଇବା ସହିତ ସୁଖଦ ବିଜୟ।ବିଶ୍ୱକପ୍ ବିଜୟ ପରେ ଟି-୨୦ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ବିରାଟ କୋହଲି ଓ ରୋହିତ ଶର୍ମା । ଫାଇନାଲ ମ୍ୟାଚ ଜିତିବା ପରେ ଏହି ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ଦୁଇ କିମ୍ବଦନ୍ତୀ ଖେଳାଳି । ଅବସର ପାଇଁ ସବୁଠୁ ଏହା…

ଟି ୨୦ ବିଶ୍ୱକପ: ଭାରତ ବିଶ୍ୱ ବିଜୟୀ

ବ୍ୟୁରୋ:ଇତିହାସ ରଚିଲା ଭାରତ। ୨୦୦୭ ପରେ ଦୀର୍ଘ ୧୭ବର୍ଷର ଟ୍ରଫି ମରୁଡିରେ ପୂର୍ଣ୍ଣଛେଦ ପଡିଛି।ଦ୍ୱତୀୟ ଥର ଟି୨୦ ବିଶ୍ୱକପ ବିଜୟୀ ହୋଇଛି ବ୍ଲୁ ଇନ ମେନ। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ବହୁ ପ୍ରତିକ୍ଷୀତ ଟ୍ରଫି ହାତେଇଛି ଦଳ। ରୋମାଞ୍ଚକର ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ହରାଇ ଦ୍ୱିତୀୟ ଥର ଟି୨୦…

ଟି-୨୦ ବିଶ୍ୱକପ: ଫାଇନାଲ ଟିକେଟ ହାତେଇଲା…

ବ୍ୟୁରୋ:ଟି-୨୦ ବିଶ୍ୱକପରେ ପ୍ରଥମ ଟିମ ଭାବେ ଫାଇନାଲକୁ ଗଲା ଦକ୍ଷିଣ ଆଫ୍ରିକା। ପ୍ରଥମ ଥର ଏହି ଦଳ ଟି-୨୦ ବିଶ୍ୱକପ ଫାଇନାଲ ଖେଳିବାକୁ ଯାଉଛି। ପ୍ରଥମ ସେମିଫାଇନାଲ ମ୍ୟାଚ୍‌ ଦକ୍ଷିଣ ଆଫ୍ରିକା ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଆଫଗାନିସ୍ତାନ ବିପକ୍ଷରେ ସହଜ…

ସୁପର-୮ରେ ଆଜି ଭାରତ ଅଷ୍ଟ୍ରେଲିଆ…

ବ୍ୟୁରୋ:ଟି ୨୦ ବିଶ୍ଵକପରେ ଆଜି ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ। ସୁପର-୮ର ଏହି ମ୍ୟାଚ ବେଶ ରୋଚକ ହେବାକୁ ଯାଉଛି।ଆଫଗାନିସ୍ତାନଠାରୁ ପରାଜିତ ହେବା ପରେ ଭାରତ ସହ ଅଷ୍ଟ୍ରେଲିଆ ସୋମବାର ଖେଳିବାକୁ ଥିବା ସୁପର-୮ ଗ୍ରୁପ୍‌‌-୧’ ମ୍ୟାଚ୍‌‌ର ଗୁରୁତ୍ୱ ବଢ଼଼ିଯାଇଛି।ଅଷ୍ଟ୍ରେଲିଆ ପାଇଁ ଆଜିର ମ୍ୟାଚ କର…

୨୦୩୬ ଯାଏଁ ହକି ଇଣ୍ଡିଆର ପ୍ରାୟୋଜକ ରହିବ…

ଭୁବନେଶ୍ୱର :୨୦୩୬ ଯାଏ ଭାରତୀୟ ହକି ଦଳର ପ୍ରାୟୋଜକ ରହିବ ଓଡିଶା। ପୂର୍ବରୁ ୨୦୩୩ ଯାଏଁ ପ୍ରାୟୋଜକ ଥିଲା ଓଡିଶା । ରାଜ୍ୟ ସରକାର ଏବେ ଏହାକୁ ୨୦୩୬ ପର୍ଯ୍ୟନ୍ତ ବଢାଇଛନ୍ତି ।ଏନେଇ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି। ୨୦୩୬ ଓଡ଼ିଶାକୁ ୧୦୦ବର୍ଷ ପୁରୁଥିବାରୁ ଚୁକ୍ତି ଆଉ ୩ବର୍ଷ ବୃଦ୍ଧି କରାଯାଇଛି। ତେଣୁ…

ଭାରତ ଠାରୁ ହାରିବା ପରେ ପାକିସ୍ତାନ…

ନ୍ୟୁୟର୍କ: ଟି ଟ୍ୱେଣ୍ଟି ବିଶ୍ଵକପରେ ଭାରତ ଠାରୁ ପାକିସ୍ତାନ ହାରିବା ପରେ ପାକ କ୍ରିକେଟରଙ୍କୁ ଟ୍ରୋଲ କରିବା ଆରମ୍ଭ ହେଇଗଲାଣି।ନିଜ ଦେଶର ଖେଳାଳିଙ୍କୁ ସମାଲୋଚନା କରୁଛନ୍ତି ପାକ କ୍ରିକେଟ ପ୍ରେମୀ। ସୋସିଆଲ ମିଡ଼ିଆରେ ଟ୍ରୋଲର ଶିକାର ହେଉଛନ୍ତି ପାକ କ୍ରିକେଟର। ଚିର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଠାରୁ…

ମାଟି କାମୁଡ଼ିଲା ପାକିସ୍ତାନ,…

ବ୍ୟୁରୋ: ଧୂଳି ଚାଟିଲା ପାକିସ୍ତାନ। ଟି ଟ୍ୱେଣ୍ଟି ବିଶ୍ୱକପର ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ପାକିସ୍ତାନକୁ ହରାଇଛି ଭାରତ। ଆମେରିକା ନାସାଉ କାଉଣ୍ଟିରେ ଖେଳା ଯାଇଥିବା ମ୍ୟାଚରେ ପାକିସ୍ତାନର ପରାଜୟ ହୋଇଛି। ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଚଳିତ ଟି-୨୦ ବିଶ୍ଵକପରେ ଚିର ପ୍ରତିଦ୍ଵନ୍ଦୀ ପାକିସ୍ତାନକୁ…

ଭାରତ-ପାକିସ୍ତାନ ମହା ମୁକାବିଲା, ନସାଉ…

ବ୍ୟୁରୋ:ଟି ଟ୍ୱେଣ୍ଟି ବିଶ୍ଵକପରେ ଆଜି ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ। ନସାଉ କାଉଣ୍ଟିରେ ଭାରତ ପାକିସ୍ତାନ ମଧ୍ୟରେ ହେବ ମହା ମୁକାବିଲା। ରୋହିତ ଆଣ୍ଡ କୋ ସହିତ ବାବର ଆଣ୍ଡ କୋର କଡା ଟକ୍କର ହେବ। ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଭାରତର ରେକର୍ଡ଼ ବେଶ ଭଲ ରହିଛି। ଆମେରିକା…