thelifelinemedia
Latest Odisha News, Breaking News Today
Browsing Category

ଖେଳ

ରଣଜୀ ଟ୍ରଫି ପାଇଁ ଘୋଷଣା ହେଲା ଓଡିଶା…

ଭୁବନେଶ୍ୱର: ରଣଜୀ ଟ୍ରଫି ପାଇଁ ଘୋଷଣା ହେଲା ଓଡିଶା ଟିମ। ଚଳିତ ମାସ ୧୧ ତାରିଖ ରୁ ରଣଜୀ ଅଭିଯାନ ଆରମ୍ଭ କରିବ ଓଡିଶା । ପ୍ରଥମ ଦୁଇଟି ମ୍ୟାଚ ପାଇଁ ଘୋଷଣା ହେଲା ଟିମ । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଓସିଏ ଚୟନ କମିଟି ଅଧ୍ଯକ୍ଷ ଅମୀୟ ରାଏ ଓ କୋଚ ସୁରେନ୍ଦ୍ର ଭାବେ । ବିସିସିଆଇ ଘରୋଇ…

ଏସିଆନ ଚାମ୍ପିଅନ୍ସ ଟ୍ରଫି ହକି :…

ନୂଆଦିଲ୍ଲୀ : ହକିରେ ପାକିସ୍ତାନକୁ ହରାଇଲା ଭାରତ। ଚିର ପ୍ରତିଦ୍ବନ୍ଦୀ ପାକିସ୍ତାନକୁ ମାତ ଦେଲା ଭାରତୀୟ ହକି ଟିମ। ଚୀନରେ ଚାଲିଥିବା ଏସିଆନ ଚାମ୍ପିଅନ୍ସ ଟ୍ରଫି ହକିରେ ପାକିସ୍ତାନକୁ ହରାଇ ସେମିରେ ପ୍ରବେଶ କରିଛି ଭାରତ। କ୍ରମାଗତ ୫ଟି ମ୍ୟାଚ୍‌‌ ଜିତି ସେମିଫାଇନାଲରେ ପ୍ରବେଶ କରିସାରିଥିବା ଭାରତ…

ପ୍ୟାରିସ ପାରା ଅଲିମ୍ପିକ୍ସ:…

ବ୍ୟୁରୋ: ପାରା ଅଲିମ୍ପିକ୍ସରେ ଭାରତକୁ ମିଳିଲା ଆଉ ଏକ ସ୍ୱର୍ଣ୍ଣ । ବ୍ୟାଡମିଣ୍ଟନରେ ଏହି ସ୍ଵର୍ଣ୍ଣ ପଦକ ମିଳିଛି। ନିତେଶ କୁମାର ପ୍ୟାରିସ୍ ପାରାଅଲିମ୍ପିକ୍ସ ବ୍ୟାଡମିଣ୍ଟନର ସିଙ୍ଗଲ୍ସ ଏସଏଲ୩ ଫାଇନାଲରେ ଗ୍ରେଟ୍ ବ୍ରିଟେନର ଡାନିଏଲ ବେଥେଲଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ନୀତେଶ। ସେ…

କ୍ରିକେଟରୁ ଅବସର ନେଲେ ଗବର: ମନେ ପକାଇଲେ…

ବ୍ୟୁରୋ: କ୍ରିକେଟରୁ ଅବସର ନେଲେ ଶିଖର ଧୱନ। ଅନ୍ତର୍ଜାତୀୟ ଓ ଘରୋଇ ଫର୍ମାଟରୁ ସନ୍ୟାସ ନେଇଛନ୍ତି। କ୍ରିକେଟ ଦୁନିଆର ଗବର କୁହାଯାଉଥିବା ଶିଖର ଆଜି ଏକ ଭିଡିଓ ବାର୍ତ୍ତା ଜରିଆରେ କ୍ରିକେଟରୁ ଅବସର ନେଇଥିବା କଥା କହିଛନ୍ତି। ଦେଶ ପାଇଁ ଖେଳିଥିବାରୁ ସେ ବହୁତ ଗର୍ବିତ ଅନୁଭବ କରିଥିବା ମଧ୍ୟ କହିଛନ୍ତି ।…

ନବୀନଙ୍କୁ ଭେଟିଲେ ଅଲିମ୍ପିକ ବିଜୟୀ…

ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନଙ୍କୁ ଭେଟିଲେ ଅଲିମ୍ପିକ ବିଜୟୀ ଭାରତୀୟ ହକି ଦଳ। ନବୀନ ଖେଳାଳୀ ମାନଙ୍କୁ ବିଜୟ ପାଇଁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ଦେଶର ଗୌରବକୁ ଆହୁରି ଉଚ୍ଚାକୁ ନେବା ପାଇଁ କାମ ଜାରି ରଖିବା ପାଇଁ ଖେଳାଳୀ ମାନଙ୍କୁ ପରାମର୍ଶ ଦେଇଥିଲେ।ଆଗାମୀ ଅଲମ୍ପିକରେ ଓଡିଶା ତଥା ଭାରତ…

ଓଡିଶା ଫେରିଲେ ଅମିତ ରୋହିଦାସ,…

ଭୁବନେଶ୍ୱର:ଓଡିଶା ଫେରିଛନ୍ତି ହକୀ ତାରକା ଅମିତ ରୋହିଦାସ।ପ୍ୟାରିସ ଅଲମ୍ପିକ୍ସରେ ବ୍ରୋଞ୍ଜ ପଦକ ହାସଲ କରିବା ପରେ ଭାରତୀୟ ହକି ଦଳର କ୍ରୀଡ଼ାବିତ୍‌ ଅମିତ ରୋହିଦାସ ଓଡିଶା ଫେରିଛନ୍ତି। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅମିତ ପହଂଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ…

ପ୍ରମୋଦ ଭଗତଙ୍କୁ ଶକ୍ତ ଧକ୍କା, ୧୮ ମାସ…

ନୂଆଦିଲ୍ଲୀ: ପ୍ୟାରିସ ପାରା ଅଲିମ୍ପିକ୍ସ ପୂର୍ବରୁ ଭାରତକୁ ଲାଗିଲା ଶକ୍ତ ଧକ୍କା। ଡୋପ୍ ଟେଷ୍ଟରେ ଧରା ପଡ଼ି ୧୮ ମାସ ପାଇଁ ସସ୍ପେଣ୍ଡ ହେଲେ ପାରା ଅଲିମ୍ପିଆନ୍ ପ୍ରମୋଦ ଭଗତ। ଅନ୍ତର୍ଜାତୀୟ ପାରା ଅଲିମ୍ପିଆନ୍ ତଥା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କୁ ୧୮ ମାସ ପାଇଁ ସସପେଣ୍ଡ କରିଛି ବିଶ୍ୱ…

ରୌପ୍ୟ ଜିତିଲେ ସୁନା ପୁଅ ନୀରଜ

ବ୍ୟୁରୋ:ପୁଣି ଦେଶକୁ ଗର୍ବିତ କଲେ ସୁନା ପୁଅ ନୀରଜ ଚୋପ୍ରା। ପ୍ୟାରିସ ଅଲିମ୍ପିକ୍ସରେ ଜାଭଭେଲିନ ଥ୍ରୋରେ ରୌପ୍ୟ ପଦକ ହାସଲ କରିଛନ୍ତି।ପ୍ୟାରିସ୍‌ ଅଲିମ୍ପିକ୍ସରେ ନୀରଜ ଚୋପ୍ରା ଟୋକିଓ ସ୍ବର୍ଣ୍ଣ ପଦକ ବଜାୟ ରଖିପାରିଲେ ନାହିଁ। କିନ୍ତୁ ରୌପ୍ୟ ପଦକ ଜିତି ନୂଆ ଇତିହାସ ରଚିଛନ୍ତି। ସ୍ବାଧୀନ ଭାରତର…

ହକିରେ ବ୍ରୋଞ୍ଜ ଜିତିଲା ଭାରତ

ବ୍ୟୁରୋ:ପ୍ୟାରିସ ଅଲିମ୍ପିକ୍ସରେ ଚମକିଲା ଭାରତୀୟ ପୁରୁଷ ହକି ଟିମ। ମେଡାଲ ଆଣିଲା ଭାରତୀୟ ଦଳ। ପ୍ୟାରିସ ଅଲିମ୍ପିକ୍ସରେ ପୁରୁଷ ହକି ଟିମକୁ ବଡ ସଫଳତା। ବ୍ରୋଞ୍ଜ ପଦକ ହାତେଇଛି ଭାରତ।ସ୍ପେନକୁ ୨-୧ ଗୋଲରେ ହରାଇ ଭାରତ ଜିତିଲା ବ୍ରୋଞ୍ଜ । ଅଧିନାୟକ ହରମନପ୍ରିତ ସିଂଙ୍କ ଡବଲ ଗୋଲ। ସେହିପରି…

ଧୂଳିସାତ ହେଲା ସ୍ୱର୍ଣ୍ଣ ପଦକ, ମାତ୍ର…

ବ୍ୟୁରୋ: ଭାରତୀୟ ଶିବିର ପାଇଁ ଖରାପ ଖବର। କୁସ୍ତିରେ ମହିଳା ୫୦ କିଲୋଗ୍ରାମ ବର୍ଗର ଅନ୍ତିମ ମ୍ୟାଚରୁ ଭିନେଶ ଫୋଗାଟ ବାହାରି ଯାଇଛନ୍ତି। ଓଜନ ଅଧିକ ହେବାରୁ ସେ ଖେଳରୁ ବାଦ ପଡିଛନ୍ତି।ତାଙ୍କର ୧୦୦ ଗ୍ରାମ୍ ଓଜନ ନିୟନ୍ତ୍ରଣ କରିବାରେ ଅସମର୍ଥତା ଯୋଗୁ ତାଙ୍କୁ କୌଣସି ପଦକ ଜିତିବାରୁ ଅଯୋଗ୍ୟ ଘୋଷଣା…