Browsing Category
ରାଜନୀତି
ସ୍ୱାମୀ ସ୍ତ୍ରୀଙ୍କୁ ଟିକେଟ, ସ୍ୱାମୀ…
ଭୁବନେଶ୍ୱର: ନିର୍ବାଚନ ମଇଦାନରେ ସ୍ୱାମୀ ସ୍ତ୍ରୀ। ଜଣେ ଲୋକସଭା ଟିକେଟରେ ଲଢ଼ିବେ ଅନ୍ୟ ଜଣେ ବିଧାନସଭାରେ ଲଢ଼ିବେ। ରାଜନୀତିରେ ସବୁବେଳେ ରୋଚକ କଥା ଦେଖିବାକୁ ମିଳେ। ସ୍ୱାମୀ ସ୍ତ୍ରୀ ଏକା ସାଙ୍ଗରେ ନିର୍ବାଚନରେ ମଇଦାନକୁ ଓଲ୍ହାଇବା କିଛି ନୂଆ କଥା ନୁହେଁ। ମୟୁରଭଞ୍ଜ ସଂସଦୀୟ କ୍ଷେତ୍ରରେ ସ୍ୱାମୀଙ୍କୁ…
ବିଜେଡିର ୭ମ ପର୍ଯ୍ୟାୟ ପ୍ରାର୍ଥୀ…
ଭୁବନେଶ୍ୱର : ୨୦୨୪ ସାଧାରଣ ନିର୍ବାଚନ ପାଇଁ ସପ୍ତମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ସୁପ୍ରିମୋ ନବୀନ ପଟ୍ଟନାୟକ ସପ୍ତମ ପର୍ଯ୍ୟାୟରେ ୬ ବିଧାନସଭା ପାଇଁ ଯୋଦ୍ଧାଙ୍କ ନାଁ ଘୋଷଣା କରିଛନ୍ତି। ୬ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୫ ନୂଆ ମୁହଁ ଦେଖିବାକୁ ମିଳିଛି। କାକଟପୁରରୁ ତୁଷାରକାନ୍ତି…
ପ୍ରବୋଧ ତୀର୍କୀଙ୍କ ଟିକେଟ କାଟିବା…
ଭୁବନେଶ୍ୱର : ପ୍ରବୋଧ ତୀର୍କୀଙ୍କ ଟିକେଟ କାଟିବା ପ୍ରସଙ୍ଗରେ ପ୍ରଭାରୀ ଅଜୟ କୁମାର କହିଛନ୍ତି ପ୍ରବୋଧଙ୍କ ଟିକେଟ କରିବରେ ମଧ୍ୟ ମୁଁ ବହୁତ ଦୁଃଖିତ। ଆମେ ବି ଆମ ଛାତି ଉପରେ ପଥର ରଖି ଏଭଳି ନିଷ୍ପତି ନେଇଛୁ। କିନ୍ତୁ ନିଷ୍ପତି କେହି ଏକୁଟିଆ ନେଇ ନାହାନ୍ତି। ମୋ ଉପରେ ମଧ୍ୟ ବରିଷ୍ଠ ନେତା ଏବଂ ଟିମ…
ଜୟପୁର ପାଇଁ ବିଜେପି ପ୍ରାର୍ଥୀ ହେଲେ…
ଭୁବନେଶ୍ୱର: ବହୁ କଳ୍ପନା ଜଳ୍ପନା ପରେ ଶେଷରେ ଜୟପୁର ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି। ଗୌତମ ସାମନ୍ତରାୟଙ୍କ ପ୍ରାର୍ଥୀତ୍ୱ ଉପରେ ମୋହର ମାରିଛି ଭାରତୀୟ ଜନତା ପାର୍ଟି। ଦଳ ପୁଣି ଥରେ ତାଙ୍କୁ ରିପିଟ କରିଛି। ପୂର୍ବରୁ ଏଇ ଆସନରୁ କଂଗ୍ରେସ ଓ ବିଜେଡି ପ୍ରାର୍ଥୀ ଘୋଷଣା କରିଥିବା ବେଳେ…
କଂଗ୍ରେସର ବଡଭାଇ ରୋଲ, ମେଣ୍ଟ ସହଯୋଗୀଙ୍କ…
ନୂଆଦିଲ୍ଲୀ : ଇଣ୍ଡିଆ ମେଣ୍ଟରେ କଂଗ୍ରେସର ବଡ ଭାଇ ଭୂମିକା। ସବୁ ଆସନରେ ଦଳ ନଲଢ଼ି ମେଣ୍ଟ ସହଯୋଗୀଙ୍କୁ ସ୍ପେସ ଦେଇଛି କଂଗ୍ରେସ। ୨୪ ଲୋକସଭା ନିର୍ବାଚନରେ ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ଏକ ଭିନ୍ନ ପରାମ୍ପରା ସୃଷ୍ଟି କରିବାକୁ ଯାଉଛି। ଦଳ ଏହି ନିର୍ବାଚନରେ ସବୁଠୁ କମ୍ ଆସନରେ ଲଢିବାକୁ ଯାଉଛି…
ଘୋଷଣା ହେଲା କଂଗ୍ରେସ ପ୍ରାର୍ଥୀ ତାଲିକା:…
ଭୁବନେଶ୍ୱର: କଂଗ୍ରେସ ଆଜି ଆଉ ଏକ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ ୩ଟି ଲୋକସଭା ଓ ୧୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି।
ସମ୍ବଲପୁର, ଆସିକା ଓ କେନ୍ଦୁଝର ଲୋକସଭା ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିଛି। କେନ୍ଦୁଝର ପାଇଁ ଦଳ ପୂର୍ବରୁ ମୋହନ ହେମ୍ବ୍ରମଙ୍କ ନାଁ…
ସରପଞ୍ଚ ହେଲେ ବିଧାୟିକା ପ୍ରାର୍ଥୀ,…
ଭୁବନେଶ୍ୱର : ପତ୍ରିପାଲ ସରପଞ୍ଚ ଏବେ ବିଜେଡିର ବିଧାୟକ ପ୍ରାର୍ଥୀ। ରେମୁଣା ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି। ଜଣେ ମହିଳା ସରପଞ୍ଚଙ୍କୁ ବିଧାନସଭାରେ ଲଢ଼ିବାକୁ ସୁଯୋଗ ଦେଇଛି ଦଳ। ପତ୍ରିପାଲ ସରପଞ୍ଚ ବିଦ୍ୟାଶ୍ମିତା ମହାଳିକଙ୍କୁ ଏଠାରେ ବିଜେଡି ପ୍ରାର୍ଥୀ କରିଛି। ତାଙ୍କ ନାଁ ରେମୁଣା…
ବଡ଼ଚଣାରୁ ଲଢ଼ିବେ ବର୍ଷା, କାଟିଲା ଛଅ…
ଭୁବନେଶ୍ୱର : ବଡ଼ଚଣାରେ ବଡ ସରପ୍ରାଇଜ। ଛଅ ଥରର ବିଧାୟକ ଅମର ଶତପଥୀଙ୍କ ଟିକେଟ କାଟି ସିନେ ଅଭିନେତ୍ରୀ ବର୍ଷାଙ୍କ ପ୍ରାର୍ଥୀତ୍ୱ ଉପରେ ମୋହର ମାରିଲେ ବିଜେଡି ସୁପ୍ରିମୋ। ନିକଟରେ ବର୍ଷା ବିଜେଡିରେ ସାମିଲ ହୋଇଥିଲେ। ଆଜି ଦଳ ତାଙ୍କୁ ବଡ଼ଚଣାରୁ ବିଧାୟିକା ପ୍ରାର୍ଥୀ କରିଛି। ବଡ଼ଚଣାରେ ଅମରଙ୍କ ସମେତ…
ପଦ୍ମ ଧରିପାରନ୍ତି ସୌମ୍ୟ, ବିଜେପି…
ଭୁବନେଶ୍ୱର : ବିଜେପିରେ ସାମିଲ ହୋଇପାରନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ। ଖୁବ ଶୀଘ୍ର ପଦ୍ମ ପୋଖରୀରେ ସେ ବୁଡ଼ ପକାଇ ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ବିଜେଡିରୁ ବହିସ୍କୃତ ହୋଇଥିବା ଏଇ ନେତାଙ୍କ ରାଜନୈତିକ ଗତି କୁଆଡ଼େ? ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା କେଉଁ ଦଳରୁ ଏଥର…
ନିର୍ବାଚନ ଲଢ଼ିବେ ନା ଷ୍ଟାର ପ୍ରଚାରକ,…
ଭୁବନେଶ୍ୱର : କଣ କରିବେ ଅନୁଭବ - ଅରିଂଦମ । ନିର୍ବାଚନ ଲଢ଼ିବେ ନା ଷ୍ଟାର ପ୍ରଚାରକ ଭାବରେ ପ୍ରଚାର କରବେ। ଏଯାଏଁ ଉଭୟଙ୍କ ଉପରୁ ହଟୁନି ପରଦା । ବିଜେଡି ଛାଡି ବିଜେପିରେ ମିଶିବା ପରେ ଦିନ ଗଡୁଛି ହେଲେ ଏଯାଏଁ ଉଭୟଙ୍କୁ ନେଇ ସସ୍ପେନ୍ସ ଜାରି ରହିଛି।
ଦୁଇ ସିନେ ତାରକାଙ୍କ ୨୪ ସାଧାରଣ ନିର୍ବାଚନରେ…