thelifelinemedia
Latest Odisha News, Breaking News Today
Browsing Category

ରାଜନୀତି

କନ୍ଧମାଳରୁ କଂଗ୍ରେସକୁ ଟାର୍ଗେଟ କଲେ…

କନ୍ଧମାଳ: କନ୍ଧମାଳ ବିଜୟ ସଂକଳ୍ପ ସମାବେଶରୁ ମୋଦିଙ୍କ ତଗଡା ପ୍ରଚାର। ଡବଲ ଇଂଜିନ ସରକାର ପାଇଁ ମୋଦି ଅପିଲ କରିଛନ୍ତି। ଓଡିଶାରେ ୨୧ ସାଂସଦଙ୍କୁ ବିଜୟ ସହିତ ଡବଲ ଇଂଜିନର ଅପିଲ କରିଛନ୍ତି ମୋଦି। କନ୍ଧମାଳ ବିଜୟ ସକଳ୍ପ ସମାବେଶରୁ କଂଗ୍ରେସକୁ କଡା ଟାର୍ଗେଟ କରିଛନ୍ତି। କହିଛନ୍ତି କଂଗ୍ରେସ ଦେଶର ମନକୁ…

ରାଜନୀତିରୁ ସନ୍ନ୍ୟାସ ନେବେ କହିଲେ…

ଭୁବନେଶ୍ୱର: ବିଜେଡି ନେତା ପାଣ୍ଡିଆନଙ୍କ ଖୋଲା ଚ୍ୟାଲେଞ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରି ଖୋଲା ଆହ୍ୱାନ ଦେଲେ ବିଜେଡିର ପ୍ରମୁଖ ନିର୍ବାଚନୀ ରଣନୀତିକାର ପାଣ୍ଡିଆନ।ନିର୍ବାଚନ ପ୍ରଚାର ସଭାରୁ ରାଜନୀତିରୁ ସନ୍ନ୍ୟାସ ନେବା କଥା କହିଲେ।ଏମିତି କହି ଧର୍ମେନ୍ଦ୍ର ପ୍ରଧାନଙ୍କୁ…

ଜେଲରୁ ବାହାରିଲେ କେଜ୍ରିୱାଲ,…

ଜେଲରୁ ବାହାରିଲେ କେଜ୍ରିୱାଲ, ନିର୍ବାଚନକୁ ଦୃଷ୍ଟିରେ ରଖି ଜୁନ ୧ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ୍ ପାଇଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀ: ଜେଲରୁ ବାହାରିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ।ଅନ୍ତରୀଣ ଜାମିନ ମିଳିବା ପରେ ଜେଲରୁ ବାହାରିଛନ୍ତି ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ। ଲମ୍ବା ସମୟ ପର୍ଯ୍ୟନ୍ତ…

ମୋଦିଙ୍କ ବିଶାଳ ରୋଡ ଶୋ: ସମ୍ବଲପୁରୀ…

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି କାର୍ଯ୍ଯାଳୟରୁ ବାଣୀବିହାର ଲୋକାରଣ୍ଯ ଜନପଥ ଲାଗୁଥିଲା ଗେରୁଆ ଗେରୁଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ବାଗତ କରିଥିଲେ ଲକ୍ଷାଧିକ ପ୍ରଶଂସକ ଯୁବ ପିଢ଼ିଙ୍କଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ବ୍ଯକ୍ତି ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇ ‘ମୋଦି... ମୋଦି...’…

ନବୀନଙ୍କ ମାନିଫେଷ୍ଟୋ, ସଶକ୍ତ..ସମୃଦ୍ଧ ଓ…

ଭୁବନେଶ୍ୱର: ବିଜେଡିର ନିର୍ବାଚନୀ ଇସ୍ତାହାର।ଏହି ମନିଫେଷ୍ଟୋ ଓଡ଼ିଶାରେ ଇତିହାସ ଲିପିବଦ୍ଧ କରିବ। ଗତ ୨୪ବର୍ଷ ମଧ୍ୟରେ, ବିଜେଡି ସରକାର ଓଡିଶାକୁ ଏକ ଗରିବ, କ୍ଷୁଧା ପ୍ରବଣ, ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା କବଳିତ ପଛୁଆ ରାଜ୍ୟରୁ ଆଧୁନିକ ଅଭିବୃଦ୍ଧି ଭିତ୍ତିକ, ସଂସ୍କୃତି ଏବଂ ଅସ୍ମିତାର ପରିଚୟ…

ଶଙ୍ଖ ଫୁଙ୍କିଲେ ଅଭିନେତା ଅଖିଳ, ନିକଟରେ…

ଭୁବନେଶ୍ୱର:ଶଙ୍ଖ ଫୁଙ୍କିଲେ ପୂର୍ବତନ ବିଜେପି ନେତା ତଥା ଅଭିନେତା ଅଖିଳ କୁମାର ପଟ୍ଟନାୟକ। ବିଜେପି ଛାଡ଼ିବା ପରେ ସେ ବିଜେଡିରେ ସାମିଲ ହୋଇଛନ୍ତି।ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି ଅଖିଳ।କହିଛନ୍ତି ସେବା କରିବା ପାଇଁ ଶୃଙ୍ଖଳିତ ଦଳ ଭାବି ବିଜେପିରେ ସାମିଲ…

ରାଜଧାନୀରେ ସବୁଠୁ ସର୍ବନିମ୍ନ ମତଦାନ ,…

ଭୁବନେଶ୍ୱର: ଗଣତନ୍ତ୍ରର ସବୁଠାରୁ ବଡ ପର୍ବ ହେଉଛି ନିର୍ବାଚନ।ତେଣୁ "ନିର୍ବାଚନ ପର୍ବ ଆମ ଦେଶର ଗର୍ବ" ଏହି ବାର୍ତା ବା ନାରା ନେଇ ମତଦାତାଙ୍କୁ ଭୋଟ ଦେବା ପାଇଁ ସଚେତନତା କରାଯାଉଥିବା ବେଳେ ବିଏମ୍ସି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଚାଲିଛି ।୨୫ ମେ ରେ ଭୁବନେଶ୍ୱର ରେ ଭୋଟ ଗ୍ରହଣ ତାରିଖ ରହିଥିବା…

ସୌମ୍ୟଙ୍କ ମୁଣ୍ଡ ଉପରେ ବଦ୍ରିଙ୍କ ହାତ,…

ଘସିପୁରା : ରାଜନୀତି ଦୃଶ୍ୟପଟ୍ଟରେ ରୋଚକ ସ୍ଥିତି।ପରସ୍ପର ବିରୋଧରେ ନିର୍ବାଚନ ମଇଦାନକୁ ଓଲ୍ହାଇଛନ୍ତି କିନ୍ତୁ ଫେସ ଟୁ ଫେସ ହେଲେ ପରସ୍ପରକୁ ବନ୍ଧୁ ଭଳି ବ୍ୟବହାର କରୁଛନ୍ତି। ଯେମିତି ଦୃଶ୍ୟପଟ ଘଟିଛି ସୌମ୍ୟ ଓ ବଦ୍ରିଙ୍କ ମଧ୍ୟରେ। ଅବସର ଥିଲା ନାମାଙ୍କନ ଦାଖଲ ସମୟର। ବିଜେଡି ଘସିପୁରା ପ୍ରାର୍ଥୀ…

ରୁଷ ରାଷ୍ଟ୍ରପତି ଭାବେ ଶପଥ ନେଲେ ପୁଟିନ,…

ନୂଆଦିଲ୍ଲୀ :ରୁଷର ରାଷ୍ଟ୍ରପତି ଭାବେ ପୁଣି ଥରେ ଶପଥ ନେଇଛନ୍ତି ଭ୍ଲାଦିମିର ପୁଟିନ। ୫ମ ଥର ପାଇଁ ଶପଥ ନେଇଛନ୍ତି।କ୍ରେମଲିନରେ ଶପଥ ଗ୍ରହଣ ପାଇଁ ଆୟୋଜିତ ଏକ ସମାରୋହରେ ସେ ରେକର୍ଡ ପଞ୍ଚମ ଥର ପାଇଁ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ। ଋଷର ନେତୃତ୍ୱ ନେବା ଏକ ପବିତ୍ର କର୍ତ୍ତବ୍ୟ।ଦେଶ ଏବେ…

ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ…

ନୂଆଦିଲ୍ଲୀ : ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି।ରାଜ୍ୟର ୬ ଲୋକସଭା ଆସନପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି।ମୟୁରଭଞ୍ଜ,ବାଲେଶ୍ୱର,ଭଦ୍ରକ,ଯାଜପୁର,କେନ୍ଦ୍ରାପଡ଼ା ଓ ଜଗତସିଂହପୁର। ଜୁନ୍ ୧ରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ମତଦାନ ହେବ ।ବିଜ୍ଞପ୍ତି ପ୍ରକାଶ…