Browsing Category
ରାଜନୀତି
ବିଜେଡିର ସାଙ୍ଗଠନିକ ନବକଳେବର
ଭୁବନେଶ୍ୱର:ବିଜେଡିର ସାଙ୍ଗଠନିକ ନବକଳେବର। ଦଳକୁ ନୂଆ ରୂପରେଖ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।ବିଜେଡ଼ିର ସମସ୍ତ ରାଜ୍ୟସ୍ତରୀୟ କମିଟିକୁ ଭାଙ୍ଗି ଦିଆଯାଇଛି । ନୂତନ ଭାବେ ମିଡ଼ିଆ ଓ ମୁଖପାତ୍ରଙ୍କର ଟିମ୍ ଗଢ଼ାଯାଇଛି । ଡକ୍ଟର ସଂତୃପ୍ତ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ…
ଲୋକଙ୍କ ପାଖରେ ସରକାର ୨୪ ଘଣ୍ଟା…
ଭୁବନେଶ୍ୱର:ଲୋକମାନଙ୍କ ପାଖରେ ସବୁବେଳେ ଉତ୍ତରଦାୟୀ।୨୪ଘଣ୍ଟା ଲୋକଙ୍କ ଉତ୍ତରଦାୟୀ ମୋହନ ସରକାର। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସବୁ ସଚିବଙ୍କ ବୈଠକରେ ଯୋଗ ଦେଇ ନୂଆ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବା ସହିତ ନିର୍ବାଚନ ପ୍ରତିଶୃତି ପାଳନ ପାଇଁ ବିଧିବଦ୍ଧ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ…
ବନ୍ଦ ହୋଇଥିବା ସ୍କୁଲ ଖୋଲିବ: ଗଣଶିକ୍ଷା…
ଭୁବନେଶ୍ୱର:ବିଜେଡି ସରକାର ବନ୍ଦ କରି ଦେଇଥିବା ସ୍କୁଲ ଗୁଡିକ ଖୋଲିବାକୁ ବିଜେପି ସରକାରର ଯୋଜନା ଚାଲିଛି । ଯେଉଁଠି ପିଲା ମାନଙ୍କୁ ଦୂର ସ୍ଥାନକୁ ଯିବାକୁ ପଡୁଛି, ଯେଉଁ ସ୍ଥାନରେ ଭୁଲ ରିପୋର୍ଟ ଜରିଆରେ ସ୍କୁଲ ବନ୍ଦ କରି ଦିଆଯାଇଛି, ସ୍ଥାନୀୟ ଲୋକଙ୍କର ଦାବି ଅଣଦେଖା କରାଯାଇଛି, ସେହି ସବୁ…
ପ୍ରତିଶ୍ରୁତି ରଖୁ ବିଜେପି..୩୦୦ ୟୁନିଟ୍…
ଭୁବନେଶ୍ୱର:ବିଜେପିର ପ୍ରତିଶ୍ରୁତି କଥାକୁ ମନେ ପକାଇଲା ବିଜେଡି। ନିର୍ବାଚନ ସମୟରେ ବିଜେପି ଯାହା ପ୍ରତିଶ୍ରୁତି ଦେଇଛି ତାକୁ ପୂରଣ କରୁ ବୋଲି କହିଛନ୍ତି ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ।
ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ବିଜେଡି କହିଥିଲା ବିଜୁଳି ବିଲ୍ ଦେବାକୁ ପଡିବନି।…
ହେମନ୍ତ ସୋରେନଙ୍କୁ ମିଳିଲା ଜାମିନ
ଝାଡଖଣ୍ଡ:ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ହେମନ୍ତ ସୋରେନଙ୍କୁ ଆଶ୍ବସ୍ତି ମିଳିଛି।ବେଆଇନ ଜମି କାରବାର ମାମଲାରେ ଝାଡଖଣ୍ଡର ପୂର୍ବତନ ମୁଖ୍ଯମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜାମିନ ମିଳିଲା । ହେମନ୍ତଙ୍କୁ ଜାମିନ ପ୍ରଦାନ କଲେ ଝାଡ଼ଖଣ୍ଡ ହାଇକୋର୍ଟ। ବେଆଇନ ଜମି…
ସୁଭଦ୍ରା ଯୋଜନା: କେମିତି କରିବେ ଆବେଦନ ?…
ଭୁବନେଶ୍ୱର:ସୁଭଦ୍ରା ଯୋଜନାକୁ ନେଇ ମହିଳାଙ୍କ ଭିତରେ ବଢ଼ୁଛି ଉତ୍କଣ୍ଠା। ତେବେ କେମିତି କରିବେ ଆବେଦନ କେଉଁ ସବୁ ଡକ୍ୟୁମେଂଟର ପଡ଼ିବ ଆବଶ୍ୟକ ? କେଉଁମାନେ ଏହାର ଲାଭ ପାଇ ପାରିବେ ତାକୁ ନେଇ ଜୋରଦାର ଚର୍ଚ୍ଚା ଆଲୋଚନା ଚାଲିଛି।
ଏଯାବତ ଏହାର ରୂପରେଖ କିଭଳି ହେବ ସେ ନେଇ ସ୍ପଷ୍ଟ ସୂଚନା ଆସିନି ।…
ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ…
କେନ୍ଦୁଝର:ଜନ୍ମମାଟି କେନ୍ଦୁଝରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି। ସାଧାରଣ ଗରିବ ଆଦିବାସୀ ଘରର ପୁଅ। ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ କାମ କରିବି ବୋଲି ଜନ୍ମମାଟି କେନ୍ଦୁଝରରୁ ଏଭଳି ପ୍ରତିଶୃତି ଭରାକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କହିଛନ୍ତି କେନ୍ଦୁଝରର ବିକାଶ ସହ ଭାରତରେ କେନ୍ଦୁଝରକୁ ଏକ…
ପୁଣି ପୁତୁରାଙ୍କୁ ଉତ୍ତରାଧିକାରୀ କଲେ…
ବ୍ୟୁରୋ :ପୁତୁରାଙ୍କୁ ଭବିଷ୍ୟତ ଦାୟିତ୍ୱ। ପୁତୁରା ଚଳାଇବେ ରାଜନୈତିକ ଗୋଟି।ନିର୍ବାଚନରେ ଦଳର ବିପର୍ଯ୍ୟୟ ପରେ ବିଏସପି ସୁପ୍ରିମୋ ମାୟାବତୀ ଦଳର ଅଧିକାରୀଙ୍କ ସହିତ ସମୀକ୍ଷା କରିଛନ୍ତି। ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ପରାଜୟର କାରଣ ଓ ଭବିଷ୍ୟତ ରଣନୀତି ସମୀକ୍ଷା କରିଛନ୍ତି ମାୟାବତୀ। ପୁତୁରା ଆକାଶ…
କାମଚଳା ବାଚସ୍ପତି ଭାବେ ଶପଥ ନେଲେ ସାଂସଦ…
ନୂଆଦିଲ୍ଲୀ: କାମଚଳା ବାଚସ୍ପତି ଭାବେ ଶପଥ ନେଇଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାଂସଦ ଭର୍ତ୍ତୃହରି ମହତାବଙ୍କୁ କାମଚଳା ବାଚସ୍ପତି ଭାବେ ଶପଥ ପାଠ କରାଇଛନ୍ତି। ଲୋକସଭାକୁ ଲଗାତାର ୭ ଥର ନିର୍ବାଚିତ ହୋଇଛନ୍ତି। ଗତ ସାଧାରଣ ନିର୍ବାଚନରେ ସେ ଭାରତୀୟ ଜନତା…
ସମ୍ଭାବ୍ୟ ବନ୍ୟାକୁ ନେଇ…
ଭୁବନେଶ୍ୱର:ଚଳିତ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟାକୁ ନେଇ ସମୀକ୍ଷା ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।ବନ୍ୟା ପରିଚାଳନା ନୀତି, ମହାନଦୀ ରିଯୁଭେନେସନ ଓ ଜଳ ସଂରକ୍ଷଣ ନୀତି ସହିତ ଅନ୍ତ୍ ନଦୀ ଜଳ ପଥର ଉନ୍ନତି ପାଇଁ ଗଠନ ହେବ କମିଟି।୧୦୦ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି…