thelifelinemedia
Latest Odisha News, Breaking News Today
Browsing Category

ରାଜନୀତି

ବିହାର ନିର୍ବାଚନ: ସମାନ ଆସନରେ ଲଢ଼ିବେ…

ନୂଆଦିଲ୍ଲୀ: ବିହାର ନିର୍ବାଚନକୁ ନେଇ ରାଜନୀତିକ ପାରା ଉପରମୁହାଁ। ବିହାର ବିଧାନସଭା ନିର୍ବାଚନ ପାଇଁ ଏନଡିଏ ମଧ୍ୟରେ ଆସନ ବଣ୍ଟନ ଚୂଡ଼ାନ୍ତ ହେବା ପରେ ସରଗରମ ହୋଇଛି ରାଜନୀତିକ ମହୋଲ। ସହମତି ଭିତ୍ତିରେ ଏନଡିଏ ଆସନ ବୁଝାମଣା କରିଛି।ବିଜେପି ଏବଂ ଜେଡିୟୁ ପ୍ରତ୍ୟେକ ୧୦୧ଟି ଲେଖାଏଁ ଆସନରେ…

ନୂଆପଡା ଉପନିର୍ବାଚନ ପାଇଁ ବିଜ୍ଞପ୍ତି…

ନୂଆପଡା: ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି । ଫଳରେ ଆଜିଠାରୁ ନାମାଙ୍କନ ଦାଖଲ କରିପାରିବେ ପ୍ରାର୍ଥୀ । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିପାରିବେ । ଏହାପରେ ୨୨ରେ ପ୍ରାର୍ଥୀପତ୍ର ଯାଞ୍ଚ ଏବଂ ଚୂଡାନ୍ତ ପ୍ରାର୍ଥୀ ତାଲିକା…

ଜୟ ପୋଷ୍ୟ ପୁତ୍ର,ରାଜୁ ଢୋଲକିଆଙ୍କ ରକ୍ତ…

ଭୁବନେଶ୍ୱର:ଫୁଲ ଧରିବା ପରେ ଜୟ ଢୋଲକିଆଙ୍କୁ ଟାର୍ଗେଟ କରିଛି ବିଜେଡ଼ି।ଜୟ ବିକ୍ରି ହୋଇଗଲେ ବୋଲି କହିଛନ୍ତି ବିଜେଡ଼ି ବରିଷ୍ଠ ନେତା ପ୍ରତାପ ଜେନା।ପ୍ରେସମିଟ୍‌ କରି ଜୟ ଢୋଲକିଆଙ୍କୁ ଟାର୍ଗେଟ୍‌ କଲେ ପ୍ରତାପ ଜେନା। କହିଲେ,ଘୋଡ଼ା ବେପାରରେ ବିକ୍ରି ହୋଇଗଲେ ଜୟ ଢୋଲକିଆ।ରାଜୁ ଭାଇ ଯଦି ବଞ୍ଚିଥାନ୍ତେ…

ବଦଳିବ ନୂଆପଡା ରାଜନୀତି, ଆଜି ପଦ୍ମ…

ଭୁବନେଶ୍ୱର:ନଭେମ୍ବର ୧୧ରେ ନୂଆପଡା ଉପନିର୍ବାଚନ। ଏହା ପୂର୍ବରୁ ବଡ଼ ରାଜନୈତିକ ଚର୍ଚ୍ଚା ଚାଲିଛି। ଆଜି ବିଜେପିରେ ମିଶିପାରନ୍ତି ଜୟ ଢୋଲକିଆ। ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପଦ୍ମ ଧରିପାରନ୍ତି । ବିଜେପିରେ ମିଶିଲେ ନୂଆପଡା ପାଇଁ…

ଦେଶବାସୀ କଂଗ୍ରେସର ପ୍ରତାରଣାକୁ ସବୁଦିନ…

ଭୁବନେଶ୍ୱର: କଂଗ୍ରେସ ଦେଶ ଓ ରାଜ୍ୟବାସୀଙ୍କୁ ପ୍ରତାରଣା କରି ଏବେ ଲୋକଙ୍କୁ ଭୁଆଁ ବୁଲାଇବ ପାଇଁ ଓ ଗଣମାଧ୍ୟମରେ ରହିବାକୁ ଆନ୍ଦୋଳନ କରୁଛନ୍ତି। କଂଗ୍ରେସ ପକ୍ଷରୁ ଯେଉଁ ପ୍ରତାରଣା ଦିବସ ପାଳନ କରାଯାଉଛି ତାହାର କୌଣସି ପ୍ରଭାବ ନାହିଁ। ସେମାନେ ଯେଉଁ ପ୍ରତାରଣା କଥା କହୁଛନ୍ତି ବାସ୍ତବରେ ଏହି ଦଳ…

ଦୁର୍ଘଟଣାର ଶିକାର ହେଲେ ଅଭିନେତ୍ରୀ

ଭୁବନେଶ୍ୱର: ଦୁର୍ଘଟଣାର ଶିକାର ହେଲେ ଅଭିନେତ୍ରୀ ଲୁମରାଇନା ଶତପଥୀ । ଭୁବନେଶ୍ୱର ପଟିଆ ଛକରେ ତାଙ୍କ କାର ଦୁର୍ଘଟଣା ଘଟିଛି । ରାସ୍ତାରେ ବୁଲା ଗାଈ ଗୋରୁ ଯୋଗୁଁ ଦୁର୍ଘଟଣା ଘଟଣା ଘଟିଲା ବୋଲି କୁହାଯାଉଛି । ଅଭିନେତ୍ରୀ ଜଣଙ୍କ ଆହତ ହୋଇଥିବା ବେଳେ ଗାଈ ସୁରକ୍ଷିତ ଅଛନ୍ତି । ଦୃଘଟଣାର ଦୃଶ୍ୟ…

ନଭେମ୍ବର 11ରେ ନୂଆପଡା ଉପ ନିର୍ବାଚନ:…

ଭୁବନେଶ୍ଵର: ନଭେମ୍ବର 11 ତାରିଖରେ ହେବ ନୂଆପଡା ଉପ ନିର୍ବାଚନ। 14 ତରିଖରେ ଭୋଟ ଗଣତି ହେବ ।ଆସନ୍ତା ୧୩ରେ ପ୍ରକାଶ ପାଇବ ଉପନିର୍ବାଚନ ବିଜ୍ଞପ୍ତି । ଅକ୍ଟୋବର ୨୦ ନାମାଙ୍କନ ଦାଖଲର ଶେଷ ତାରିଖ । ନଭେମ୍ବର ୧୪ ତାରିଖରେ ଭୋଟ୍ ଗଣତି ବୋଲି ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ଉପ ନିର୍ବାଚନ ତାରିଖ…

ଉପରାଷ୍ଟ୍ରପତିଙ୍କୁ ଭେଟିଲେ…

ଭୁବନେଶ୍ୱର: ଦିନିକିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ନୂଆଦିଲ୍ଲୀରେ । ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନଙ୍କୁ ସାକ୍ଷାତ କଲେ । ଏହାକୁ ନେଇ ସୋସିଆଲ ମିଡିଆ ଏକ୍ସ ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି ମୋହନ ମାଝୀ । ସେ ଲେଖିଛନ୍ତି, "ଆଜି ନୂଆଦିଲ୍ଲୀରେ ମାନନୀୟ ଉପରାଷ୍ଟ୍ରପତି…

ନୂଆପଡାରେ କିଏ ମରିବ ବାଜି, ୨୦୧୯ ଓ…

ଭୁବନେଶ୍ୱର: ନୂଆପଡା ବାଜି ପୁଣି ଜିତିବ ବିଜେଡି । ତାରିଖ ଘୋଷଣା ପୂର୍ବରୁ ପ୍ରମିଳାଙ୍କ ଆକଳନ । ଟକ୍କର ଦେବାକୁ ବିଜେପି ଓ କଂଗ୍ରେସ ତୟାର । ସବୁ ଦଳର ପ୍ରାର୍ଥୀ ଚୂଡାନ୍ତ, ଘୋଷଣା ବାକି । ନୂଆପଡା ବାଜିର କିଏ ହେବ ବାଜିଗର? ପୁଣି ନୂଆପଡାରେ ବିଜୟ ବାନା ଉଡାଇବ କି ବିଜେଡି ? ବିରୋଧୀ ଦଳ ମୁଖ୍ୟ ସଚେତକ…

ଶାଳିନତା ଉଲ୍ଲଂଘନ କରି ଅସଭ୍ୟ ଟିପ୍ପଣୀ…

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଭାବେ ଦେଶର ଯେକୈାଣସି ରାଜ୍ୟକୁ ଯେତେବେଳେ ବି ଯାଇପାରିବେ । ଏଥି ପାଇଁ କାହାର ଅନୁମତି ନେବା ଆବଶ୍ୟକ ନାହିଁ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସଂପର୍କରେ ପ୍ରଶ୍ନ ପଚାରି କଂଗ୍ରେସ ଦଳ ଆଜି ର୍ନିବୋଧତାର ପରିଚୟ ଦେଇଛି । ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ…