Browsing Category
ରାଜନୀତି
ନୂଆପଡ଼ା ଉପନିର୍ବାଚନରେ ରେକର୍ଡ ମତଦାନ,…
ନୂଆପଡା: ନୂଆପଡ଼ା ଉପନିର୍ବାଚନରେ ରେକର୍ଡ ସଂଖ୍ୟକ ମତଦାନ ହୋଇଛି। ନେତା ବାଛିଛନ୍ତି ନୂଆପଡ଼ାବାସୀ। ୮୧.୯୪% ମତଦାନ ହୋଇଛି ଯାହାକି ଉପ ନିର୍ବାଚନରେ ରେକର୍ଡ ସଂଖ୍ୟକ ମତଦାନ।୨୦୨୪ ସାଧାରଣ ନିର୍ବାଚନ ତୁଳନାରେ ଏଠି ଭୋଟ୍ ହାର ବଢ଼ିଛି ବୋଲି ରାଜ୍ୟ ମୂଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। ଆସନ୍ତା 14…
ଡବଲ ସ୍ପିଡରେ ବିକାଶ ହେବ ନୂଆପଡା:…
ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନ ପ୍ରଚାର ସରିବା ପୂର୍ବରୁ ବଡ଼ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। କହିଛନ୍ତି, ଡବଲ ସ୍ପିଡରେ ବିକାଶ ହେବ ନୂଆପଡ। ନୂଆପଡ଼ାରେ ହେବ ମେଡିକାଲ କଲେଜ୍।
ପ୍ରେସ୍ମିଟ୍ରେ ପ୍ରତିଶ୍ରୁତି ରଖିଲେ ବିଜେପି ସଭାପତି ମନମୋହନ ସାମଲ। ନୂଆପଡ଼ାରେ…
ଶେଷ ହେଲା ଉପନିର୍ବାଚନ ପ୍ରଚାରର
ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷଦିନ। ଆଜି ଅପରାହ୍ନ ୪ଟାରୁ ଲାଗୁ ହୋଇଛି ସାଇଲେନ୍ସ ପିରିୟଡ୍।ନୀରବ ଅବଧି ପୂର୍ବରୁ ସମସ୍ତ ପ୍ରଚାର ଶେଷ କରିବାକୁ ନିର୍ଦ୍ଦେଶ ରହିଛି।ବାହାର ଲୋକଙ୍କୁ ନୂଆପଡ଼ା ଛାଡ଼ିବାକୁ କଡ଼ା ନିର୍ଦ୍ଦେଶାନାମା। ଭୋଟିଂର ୪୮ ଘଣ୍ଟା ପୂର୍ବରୁ ନିର୍ବାଚନ…
ନବୀନଙ୍କୁ କାଉଣ୍ଟର କଲେ ମୁଖ୍ୟମନ୍ତ୍ରୀ:…
ନୂଆପଡ଼ା: ନୂଆପଡ଼ା କୋମନାରେ ବିରାଟ ଜନସଭାକୁ ସମ୍ବୋଧନ ଅବସରରେ ନବୀନଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କହିଲେ, ନୂଆପଡ଼ାର ବିକାଶ ପାଇଁ ମୋତେ ଏଠାକୁ ଆସିବାକୁ ପଡ଼ିଛି. ପୂର୍ବରୁ କେବେ ଏତେ ଜନସମାଗମ କେହି ଦେଖି ନ ଥିଲେ।
ନୂଆପଡ଼ାର ବିକାଶ ପାଇଁ ୧ ହଜାର ୪ ଶହ କୋଟିର ପ୍ରତିଶ୍ରୁତି ଦେଇ…
ବିଶ୍ୱାସଘାତର ଜବାବ ସୁଭଦ୍ରା ଭଉଣୀ ଦେବେ:…
ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଟାର୍ଗେଟ୍। ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ଟାର୍ଗେଟ୍ କରିଛନ୍ତି ପ୍ରଭାତୀ ପରିଡ଼ା। କହିଛନ୍ତିବିଶ୍ୱାସଘାତକତା କ'ଣ ଏବେ ବୋଧେ ଛାମୁଙ୍କୁ ଲାଗିଲା। ନବୀନଙ୍କ ୨୪ ବର୍ଷର ବିଶ୍ୱାସଘାତର ଜବାବ ଦେବାକୁ ନୂଆପଡ଼ାବାସୀ…
ପଦ୍ମ ଧରିଲେ ଅମର ପଟ୍ଟନାୟକ: ବିଜେଡ଼ିକୁ…
ଭୁବନେଶ୍ୱର: ବିଜେପିରେ ମିଶିଲେ ବିଜେଡି ବରିଷ୍ଠ ନେତା
ଅମର ପଟ୍ଟନାୟକ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବରେ ପଦ୍ମ ଧରିଲେ ଅମର। ବିଜେଡି ଛାଡ଼ି ବିଜେପିରେ ଯୋଗଦେଲେ ଅମର ପଟ୍ଟନାୟକ। ବିଜେଡିର ପୂର୍ବତନ ରାଜ୍ୟସଭା ସାଂସଦ ହେଉଛନ୍ତି ଅମର ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଭାପତି, ରାଜ୍ୟ…
ବିଜେଡି ବାପାଙ୍କୁ ପଚାରି ନ ଥିଲା: ଜୟ…
ନୂଆପଡ଼ା: ବିଜେଡି ଛାଡ଼ିବା ନେଇ ଜୟ ଢୋଲକିଆଙ୍କ ପ୍ରତିକ୍ରିୟା ରାଜ୍ୟ ରାଜନୀତିରେ ଚହଳ ପକେଇଛି। କହିଛନ୍ତି ବିଜେଡ଼ି ମୋ ବାପାଙ୍କୁ ପଚାରି ନଥିଲା। ଅସୁସ୍ଥ ଥିଲା ବେଳେ ବିଜେଡି ପଚାରିଲା ନାହିଁ ବାପାଙ୍କୁ।
ଯେଉଁ ନେତା ପାର୍ଟିରେ ଜୀବନ ସାରା ରହିଲେ, ତାଙ୍କୁ ନା ଫୋନ କଲେ ନା ସହଯୋଗ। ଏମିତିକି…
ନୂଆପଡାରେ ବିଜେପିର ବିଶାଳ ମିଶ୍ରଣ ପର୍ବ
ଭୁବନେଶ୍ୱର: ଆଜି ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଜୋନ୍ ୭ ଆମାନାରା ଠାରେ ଏକ ବିଶାଳ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା । ବିଜେପି ପ୍ରତି ନିଜର ବିଶ୍ୱାସ ଓ ଆସ୍ଥା ପ୍ରକାଶ କରି ବିଜେଡି ଏବଂ କଂଗ୍ରେସ ଦଳ ର ଅନେକ ସରପଞ୍ଚ ,ସମିତି ସଭ୍ୟ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟଙ୍କ ସମେତ ଶତାଧିକ ସକ୍ରିୟ…
ବିହାର ବୈଶାଳୀରେ ଓଡ଼ିଆ ନେତାଙ୍କ ପ୍ରଚାର
ନୂଆଦିଲ୍ଲୀ: ଓଡିଶା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ମୁଖପାତ୍ର ନରେଶ କୁମାର ମହାନ୍ତି ଗତ 19 ଅକ୍ଟୋବର ଠାରୁ ବୈଶାଲୀରେ ବିଧାନସଭା ବିହାର ପାଇଁ ନିର୍ବାଚନ ପ୍ରଚାରରେ ଆଗାମୀ 6 ନଭେମ୍ବର ପର୍ଯ୍ୟନ୍ତ ରହିବାର କାର୍ଯ୍ୟକ୍ରମ ରହିଛି।
ଏହି ବିଧାନସଭାରୁ ଇଂ ଶ୍ରୀ ସଂଜୀବ କୁମାର ସିଂହଙ୍କ ପାଇଁ ସେ…
କ୍ୟାବିନେଟରେ ୫ ପ୍ରସ୍ତାବକୁ ଅନୁମୋଦନ
ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ୨୯ ତମ ବୈଠକ ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା।
ବୈଠକ ପରେ ମୁଖ୍ୟ ଶାସନ ସଚିବ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ।…