୧୬ ଚୁକ୍ତି ୧୧ ଘୋଷଣାନାମା ସ୍ବାକ୍ଷରିତ:ଇସ୍ରାଏଲ୍ ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣ,ସାରା ବିଶ୍ବକୁ ବଦଳାଇବା ପାଇଁ ଦୁଇ ଦେଶ ମିଳିତ ଭାବେ କାର୍ଯ୍ୟ କରିବେ
ଚୁକ୍ତି ସ୍ଵାକ୍ଷରିତ ଅନୁସାରେ ଇସ୍ରାଏଲର କୃଷି ପ୍ରଣାଳୀ ଆଜି ଆମ ଦେଶର ଗାଁ ଗାଁରେ ପହଞ୍ଚିଛି। ଇସ୍ରାଏଲ୍ର ବୈଷୟିକ କୌଶଳ ଭାରତୀୟ କୃଷକଙ୍କୁ ନୂଆ ରାସ୍ତା ଦେଖାଇବ
ନୂଆଦିଲ୍ଲୀ: ଭାରତ ଇସ୍ରାଏଲ ମଧ୍ୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଚୁକ୍ତି ସ୍ବାକ୍ଷରିତ ହୋଇଛି।୧୬ ଚୁକ୍ତି ୧୧ ଘୋଷଣାନାମା ସ୍ବାକ୍ଷରିତ ହୋଇଛି।ଇସ୍ରାଏଲ୍ ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣ ରଖିଛନ୍ତି। ସାରା ବିଶ୍ବକୁ ବଦଳାଇବା ପାଇଁ ଦୁଇ ଦେଶ ମିଳିତ ଭାବେ କାର୍ଯ୍ୟ କରିବେ। ଚୁକ୍ତି ସ୍ଵାକ୍ଷରିତ ଅନୁସାରେ ଇସ୍ରାଏଲର କୃଷି ପ୍ରଣାଳୀ ଆଜି ଆମ ଦେଶର ଗାଁ ଗାଁରେ ପହଞ୍ଚିଛି। ଇସ୍ରାଏଲ୍ର ବୈଷୟିକ କୌଶଳ ଭାରତୀୟ କୃଷକଙ୍କୁ ନୂଆ ରାସ୍ତା ଦେଖାଇବ। ୧୦୦ ସେଣ୍ଟର ଅଫ୍ ଏକ୍ସିଲେନ୍ସ ପାଇଁ ସହମତି ହୋଇଛି।
ଅନ୍ୟପଟେ କୌଣସି ପରିସ୍ଥିତିରେ ଆତଙ୍କବାଦକୁ ସ୍ବୀକାର କରାଯାଇ ପାରିବ ନାହିଁ।ଆତଙ୍କବାଦ ବିରୋଧରେ ମିଳିତ ଲଢ଼େଇ ଜାରି ରହିଛି, ଆଗକୁ ବି ରହିବ। ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠା ନେଇ ଉଦ୍ୟମ ଜାରି ରହିବ ବୋଲି ମୋଦି କହିଛନ୍ତି। ଦୁଇ ଦେଶ ମଧ୍ୟରେ ୧୬ ଚୁକ୍ତି, ୧୧ ଘୋଷଣାନାମା ସ୍ବାକ୍ଷରିତ ହୋଇଛି।