thelifelinemedia
Latest Odisha News, Breaking News Today

ଇସ୍ରାଏଲ ସଂସଦରେ ମୋଦି:ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କ ସମ୍ୱୋଧନ

ଭାରତ ସବୁବେଳେ ଆତଙ୍କବାଦୀଙ୍କୁ ବିରୋଧ କରିଆସୁଛି।ସାଧାରଣ ଲୋକଙ୍କୁ ହତ୍ୟା କରିବା କେବେ ଠିକ୍ ନୁହେଁ ବୋଲି ମୋଦି କହିଛନ୍ତି।ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କର ନଅ ବର୍ଷ ମଧ୍ୟରେ ଦ୍ୱିତୀୟ ଇସ୍ରାଏଲ ଗସ୍ତ

ନୂଆଦିଲ୍ଲୀ: ଇସ୍ରାଏଲ ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ୱୋଧନ। ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ମୋଦି ସମ୍ୱୋଧନ ଦେଇଛନ୍ତି। ଭାରତ ସବୁବେଳେ ଇସ୍ରାଏଲ ସହ ଛିଡ଼ା ହୋଇଛି ବୋଲି ମୋଦି କହିଛନ୍ତି। ବନ୍ଧୁତ୍ୱ ଓ ସମ୍ଭାବନାର ବାର୍ତ୍ତା ନେଇ ଆସିଥିବା କହିଲେ ମୋଦି। ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ସମ୍ୱୋଧନ କରୁଥିବାରୁ ଗର୍ବିତ ବୋଲି ମୋଦି କହିଛନ୍ତି। ଏହା ୧୪୦ କୋଟି ଭାରତୀୟଙ୍କ ପାଇଁ ଗର୍ବର କଥା। ଅନେକ ଦିନ ହେବ ଆତଙ୍କବାଦୀଙ୍କ ସହ ଲଢୁଛି ଭାରତ

ଭାରତ ସବୁବେଳେ ଆତଙ୍କବାଦୀଙ୍କୁ ବିରୋଧ କରିଆସୁଛି।ସାଧାରଣ ଲୋକଙ୍କୁ ହତ୍ୟା କରିବା କେବେ ଠିକ୍ ନୁହେଁ ବୋଲି ମୋଦି କହିଛନ୍ତି।ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କର ନଅ ବର୍ଷ ମଧ୍ୟରେ ଦ୍ୱିତୀୟ ଇସ୍ରାଏଲ ଗସ୍ତ। ଯେଉଁଠାରେ ସେ ଇସ୍ରାଏଲୀ ସଂସଦକୁ ମଧ୍ୟ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଇସ୍ରାଏଲ ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି। ପୂର୍ବରୁ, ପ୍ରଧାନମନ୍ତ୍ରୀ ୨୦୧୭ରେ ଇସ୍ରାଏଲ ଗସ୍ତ କରିଥିଲେ।

Leave A Reply

Your email address will not be published.