thelifelinemedia
Latest Odisha News, Breaking News Today
Browsing Category

ମହାନଗର

ଦୁର୍ଗା ପୂଜା ପାଇଁ ଗାଇଡଲାଇନ ଜାରି କଲା…

ଭୁବନେଶ୍ୱର: ଓଡ଼ିଶା ରାଜଧାନୀରେ କିପରି ଶାରଦୀୟ ଦୁର୍ଗା ପୂଜା ଶାନ୍ତି ଶୃଙ୍ଖଳାର ସହ ଶେଷ ହେବ ଓ ଏହା ସହ କିପରି ପରିବେଶ ଅନୁକୂଳ ରହିବ ସେନେଇ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ଏନେଇ ବୁଧବାର ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି) ଦ୍ୱାରା ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି ।…

କଟକ ଦଶହରାରେ ଜଗିବେ ୬୫ ପ୍ଲାଟୁନ ଫୋର୍ସ:…

କଟକ: କଟକ ଦଶହରା ଓ ଭସାଣୀକୁ ଶାନ୍ତି ଶୃଙ୍ଖଳାର ସହ କରିବାକୁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ। କଟକ ଜଗିବେ ୬୫ ପ୍ଲାଟୁନ ଫୋର୍ସ। ଦୁର୍ଗାପୂଜା ପ୍ରସ୍ତୁତି ନେଇ ଡିସିପି ଜଗମୋହନ ମୀନାଙ୍କ ପ୍ରତିକ୍ରିୟା। ୫ ଏଡିସିପି, ୨୫ ଏସିପି, ୩୦ ଇନ୍ସପେକ୍ଟର ମୃତୟନ ରହିବେ। ୧୮୦ ଏଏସଆଇ, ୨ କମ୍ପାନୀ…

ଶୃଙ୍ଖଳିତ ପୂଜା ଉପରେ ଫୋକସ : ନିୟମ…

କଟକ: ଶୃଙ୍ଖଳିତ ଦୁର୍ଗାପୂଜା ଉପରେ ଫୋକସ। କଟକରେ ଦୁର୍ଗାପୂଜା ପ୍ରସ୍ତୁତି ବୈଠକରେ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି। ବୈଠକରେ ମୁଖ୍ୟତଃ ନିଶା ସେବନ ଓ ଶବ୍ଦ ପ୍ରଦୂଷଣକୁ ନେଇ ଆଲୋଚନା। ହାଇକୋର୍ଟଙ୍କ ନିର୍ଦ୍ଦେଶର କଡାକଡି ଭାବରେ ଅନୁପାଲନ କରାଯିବ ବୋଲି କହିଲେ ସିପି ଓ ଡିସିପି। ନିୟମ ଭାଙ୍ଗିଲେ ଦୃଢ଼…

ରାତିରେ ସହର ବୁଲିଲେ କଟକ ଡ଼ିସିପି 

କଟକ: ରାତିରେ ସହର ବୁଲିଲେ କଟକ ଡିସିପି। ରାତି ଦୁଇଟା ପର୍ଯ୍ୟନ୍ତ ବୁଲି ଦେଖିଲେ। ସହରରେ ଶୃଙ୍ଖଳିତ ଦୁର୍ଗାପୂଜା ପାଇଁ ପାଇଁ ପୋଲିସ ପ୍ରଶାସନର ପ୍ରସ୍ତୁତିର ସମୀକ୍ଷା କଲେ କଟକ ଡ଼ିସିପି ଜଗମୋହନ ମିନା। ଦୁର୍ଗାପୂଜା ପାଇଁ ବିଭିନ୍ନ ଭସାଣି ରୁଟ ବୁଲି ଦେଖିଲେ କଟକ ନୂଆ ଡିସିପି ଓଏମପି ଛକରୁ ବାହାରି…

ଅପରାଧୀଙ୍କୁ ନିସ୍ତାର ନାହିଁ: ଦାୟିତ୍ୱ…

କଟକ: ଦାୟିତ୍ବ ଗ୍ରହଣ ପରେ କଟକ ଡିସିପି ଜଗମୋହନ ମୀନା ନିଜ ଆଗାମୀ କାର୍ଯ୍ୟକାଳ ବିଷୟରେ ସୂଚନା ଦେଇଛନ୍ତି। କହିଛନ୍ତି ପାର୍ବଣ ଋତୁ ଆରମ୍ଭ ହୋଇ ଯାଇ ଥିବାରୁ ଆଇନ ଶୃଙ୍ଖଳା ଉପରେ ଗୁରୁତ୍ବ ଦିଆଯିବ। ଥାନାରେ ପୋଲିସର ବ୍ୟବହାର, ଆଚରଣରେ ଆହୁରି ସୁଧାର ଆଣିବାକୁ ଉଦ୍ୟମ କରିବୁ। ଏ ନେଇ ସଫ୍ଟ ସ୍କିଲ୍…

ଦୁର୍ଗାପୂଜା ପୂର୍ବରୁ ସରିବ ଦୈତନଗରୀର…

ଭୁବନେଶ୍ୱର: ଅକ୍ଟୋବର ୫ ତାରିଖ ସୁଦ୍ଧା କଟକ ଓ ଭୁବନେଶ୍ୱର ସହରର ସମସ୍ତ ରାସ୍ତା ନିର୍ମାଣ ଓ ମରାମତି କାର୍ଯ୍ୟ ଶେଷ କରିବା ନେଇ ମାନ୍ୟବର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବିଭାଗୀୟ ପ୍ରମୁଖ ଶାସନ ସଚିବ, ପ୍ରମୁଖ ଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀ, ମୁଖ୍ୟ…

ଶୃଙ୍ଖଳିତ ଦୁର୍ଗାପୂଜା ନେଇ କମିଶନରେଟ…

ଭୁବନେଶ୍ୱର: ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ। ପୂଜା ମଣ୍ଡପ ସୁରକ୍ଷା ଠାରୁ ଆରମ୍ଭ କରି ଟ୍ରାଫିକ ନିୟନ୍ତ୍ରଣ, ସବୁକିଛି କିଭଳି ସୁଚାରୁ ରୂପେ ସମାପନ କରାଯିବ ସେନେଇ ଆଜି କମିଶନରେଟ ପୋଲିସ ପକ୍ଷରୁ ପ୍ରଥମ ପ୍ରସ୍ତୁତି ବୈଠକ ହୋଇଛି।ଡିସିପିଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିବା ବୈଠକରେ…

ରାଜଧାନୀରେ ଗଣେଶ ବିସର୍ଜନ ପାଇଁ ବିଏମସି…

ଭୁବନେଶ୍ୱର: ରାଜଧାନୀରେ ଗଣେଶ ବିସର୍ଜନ ପାଇଁ ବିଏମସି ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଇକୋ ଫ୍ରେଣ୍ଡଲି ଭାବେ ବିସର୍ଜନ ପାଇଁ ନିୟମାବଳୀ ଜାରି ହୋଇଛି। ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ରାଜଧାନୀରେ ଦୁଇଟି ସ୍ଥାନ ଚି଼ହ୍ନଟ ହୋଇଛି। ଏଥିମଧ୍ୟରୁ ଗୋଟିଏ ହେଲା ଟଙ୍କପାଣି ବ୍ରିଜ ଓ ଅନ୍ୟଟି ହେଲା…