thelifelinemedia
Latest Odisha News, Breaking News Today
Browsing Category

ଦେଶ-ବିଦେଶ

ବେଙ୍ଗାଲୁରୁ କୋର୍ଟଙ୍କ ବଡ ଆଦେଶ-…

ନୂଆଦିଲ୍ଲୀ: ବେଙ୍ଗାଲୁରୁ କୋର୍ଟ ତରଫରୁ କଂଗ୍ରେସକୁ ଲାଗିଲା ବଡ ଝଟକା। କୋର୍ଟ ନିଜ ଆଦେଶରେ କଂଗ୍ରେସ ଏବଂ ଏହାର ଭାରତ ଯୋଡୋ ଯାତ୍ରାର ଟ୍ଵିଟର ହ୍ୟାଣ୍ଡେଲକୁ ବ୍ଲକ୍ କରିବାକୁ ଆଦେଶ ଦେଇଛନ୍ତି। କଂଗ୍ରେସ ବିରୋଧରେ କପିରାଇଟ୍‌ ଆକ୍ଟ ଆଧାରରେ ଏଫଆଇଆର ରୁଜୁ କରାଯାଇଥିଲା। କେଜିଏଫର ନିର୍ମାତା ଅଭିଯୋଗ…

କେରଳରେ ଏନଆଇଏର ଚଢଉ, ଦିଲ୍ଲୀ-ୟୁପି ସହ…

ନୂଆଦିଲ୍ଲୀ: ଆତଙ୍କବାଦ ଗତିବିଧିକୁ ନେଇ ଏନଆଇଏ କେରଳରେ ଏକ ବଡ଼ ଧରଣର ଚଢଉ କରିଛି । ଚଢଉ ସମୟରେ ଅନେକ ବଡ଼ ଖୁଲାସା ହୋଇଛି । ଆତଙ୍କୀମାନେ ଦିଲ୍ଲୀ, ଉତ୍ତର ପ୍ରଦେଶ କର୍ଣ୍ଣାଟକ, ତାମିଲନାଡୁ ସହ ଅନେକ ସହରରେ ବଡ଼ ବିସ୍ଫୋରଣର ଯୋଜନା କରିଥିବା ଏନଆଇଏ ଜାଣିବାକୁ ପାଇଥିଲା । ସୂଚନା ଅନୁସାରେ, ଏନଆଇଏ…

ଦିଲ୍ଲୀରେ ଡିଜେଲ ଗାଡ଼ି ଓ ଟ୍ରକ୍…

ନୂଆଦିଲ୍ଲୀ ୬।୧୧: ଜାତୀୟ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ବଢିବା ଯୋଗୁ ସରକାର ୩ ଦିନ ତଳେ ଜାରି କରିଥିବା କଟକଣାକୁ ପରିସ୍ଥିତି ସ୍ୱଭାବିକ ହେବା ପରେ ରବିବାର ପ୍ରତ୍ୟାହାର କରିଛନ୍ତି। ଦିଲ୍ଲୀରେ ପ୍ରଦୂଷଣ ମୁକାବିଲା ଲାଗି କାର୍ଯ୍ୟାନୁଷ୍ଠାନ ସୁପାରିଶ କରୁଥିବା ଅନୁଷ୍ଠାନ ବାୟୁ ମାନରେ ସାମାନ୍ୟ ଉନ୍ନତି…

ତାମିଲନାଡୁରେ RSSର ରୁଟ ମାର୍ଚ୍ଚ…

ଚେନ୍ନାଇ ୫।୧୧:ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ୍) ରବିବାର ପ୍ରସ୍ତାବିତ ରୁଟ ମାର୍ଚ୍ଚ କରିବନି ବୋଲି ନିଷ୍ପତ୍ତି ନେଇଛି। ଏ ନେଇ ସଂଘ ମାଡ୍ରାସ୍ ହାଇକୋର୍ଟଙ୍କ ଆଦେଶ ବିରୋଧରେ ଅପିଲ କରିବ ବୋଲି କହିଛି। କୋର୍ଟ ସଂଘକୁ ୫୦ଟି ସ୍ଥାନ ବଦଳେ ୩ଟି ସ୍ଥାନରେ ଓ ଅବରୋଧ କ୍ଷେତ୍ରରେ ରୁଟ ମାର୍ଚ୍ଚ କରିବାକୁ…

ମର୍ମନ୍ତୁଦ ଦୁର୍ଘଟଣା, ବସ୍‌-କାର୍‌…

ବେତୁଲ୍‌, ୦୪/୧୧: ମଧ୍ୟ ପ୍ରଦେଶର ବେତୁଲ୍‌ ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘିଟିଛି । ଏକ ଏସ୍‌ୟୁଭି ଗାଡ଼ି ଯାତ୍ରୀବାହୀ ବସ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡ଼ିଛି । ଫଳରେ ଏହି ଦୁର୍ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ବେତୁଲ୍‌ର ଝଲ୍ଲର ପୋଲିସ୍‌ ଷ୍ଟେସନ୍‌ ପାଖରେ ଦୁଇ ପାର୍ଶ୍ୱରୁ…

ବଦଳିଲା ନିଷ୍ପତ୍ତି, କମିବ ନାହିଁ…

ନୂଆଦିଲ୍ଲୀ: ମଙ୍ଗଳବାର ପେଟ୍ରୋଲ ଓ ଡିଜେଲ ଦରରେ ଲିଟର ପ୍ରତି ୪୦ ପଇସା କମିବ ବୋଲି ସୋମବାର ଘୋଷଣା କରିଥିଲେ ତୈଳ ବିପଣନକାରୀ କମ୍ପାନି। ମଙ୍ଗଳବାର ସକାଳ ୬ଟା ଠାରୁ ନୂଆ ମୂଲ୍ୟ ଲାଗୁ ହେବ ବୋଲି ସୂଚନା ମିଳିଥିଲା। ଏପରିକି ପେଟ୍ରୋଲ ଓ ଡିଜେଲ ଦରର ୪୦-୪୦ ପଇସା ହ୍ରାସ କରିବା ପାଇଁ ତୈଳ…

ଟି-୨୦ ବିଶ୍ୱ କପ: ନ୍ୟୁଜିଲାଣ୍ଡକୁ ୨୦…

ନୂଆଦିଲ୍ଲୀ: ଟି-୨୦ ବିଶ୍ୱ କପ ୨୦୨୨ରେ ମଙ୍ଗଳବାର ଖେଳାଯାଇଥିବା ହାଇ ଭୋଲଟେଜ୍ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ମାତ ଦେଇଛି ଇଂଲଣ୍ଡ । କିୱି ଦଳରୁ ୨୦ ରନରେ ପରାସ୍ତ କରି ଗ୍ରୁପ ଏ’ର ପଏଣ୍ଟ ତାଲିକାର ଦ୍ୱିତୀୟରେ ପହଞ୍ଚିଛି ଇଂଲଣ୍ଡ । ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ…

ପରାଗ ଅଗ୍ରଓ୍ଵାଲଙ୍କୁ ହଟାଇବା ପରେ…

ନୂଆଦିଲ୍ଲୀ: ଟ୍ଵିଟରର ସିଇଓ ହେବେ ଏଲନ ମସ୍କ। ଏ ନେଇ ପ୍ରକ୍ରିୟା ଜାରି ରହିଛି। ଖୋଦ୍ ଏହାର ସୂଚନା ଦେଇଛନ୍ତି ଟେସଲା ମୁଖ୍ୟ ଏଲନ ମସ୍କ। ଏହା ପୂର୍ବରୁ ଟ୍ଵିଟରର ସଂପୂର୍ଣ୍ଣ ଅଧିଗ୍ରହଣ ପରେ ଏଲନ ମସ୍କ ତତ୍କାଳୀନ ସିଇଓ ପରାଗ ଅଗ୍ରଓ୍ଵାଲଙ୍କୁ ସିଇଓ ପଦରୁ ବରଖାସ୍ତ କରିଥିଲେ। ଏହା ପରଠୁ କମ୍ପାନିର ସିଇଓ…

ଦିଲ୍ଲୀର ପ୍ଲାଷ୍ଟିକ୍‌ କାରଖାନାରେ…

ଦିଲ୍ଳୀର ନରେଲା ଅଞ୍ଚଳରେ ମଙ୍ଗଳବାର ଏକ ଭୟାବହ ଅଗ୍ନିକାଣ୍ଡ ହୋଇଯାଇଛି। ଏକ ପ୍ଲାଷ୍ଟିକ୍‌ କାରଖାନାରେ ହୋଇଥିବା ଏହି ଅଗ୍ନିକାଣ୍ଡରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣଙ୍କୁ ଉଦ୍ଧାର କରାଯାଇଛି। ପୁଲିସ୍‌ ସୂଚନାରୁ ଜାଣିବାକୁ ମିଳିଛି ଯେ ଏବେ ସୁଦ୍ଧା ୨୦ ଜଣଙ୍କୁ ଉଦ୍ଧାର କରାଯାଇ…

ଚୀନରେ କରୋନାର ତାଣ୍ଡବ; ସଂଘାଇ…

ନୂଆଦିଲ୍ଲୀ: ଚୀନରେ ପୁଣି ଥରେ କରୋନାର ତାଣ୍ଡବ ଦେଖିବାକୁ ମିଳୁଛି । ଜିରୋ କରୋନା ନୀତି ଆଧାରରେ ଚୀନର କମ୍ୟୁନିଷ୍ଟ ସରକାର ଅନେକ ସହରରେ ଲକଡାଉନ ଲାଗୁ କରିଛନ୍ତି । ଅନ୍ୟପଟେ ସଂଘାଇରେ ଡିଜନୀଲ୍ୟାଣ୍ଡକୁ ସୋମବାର ହଠାତ ବନ୍ଦ କରାଯାଇଛି । ସଂଘାଇ ଡିଜନୀଲ୍ୟାଣ୍ଡ ନିଜ ସୋସିଆଲ ମିଡିଆ କାଉଣ୍ଟରେ ଏକ ନୋଟିସ…