thelifelinemedia
Latest Odisha News, Breaking News Today

ଜେଏନ୍‌ୟୁରେ ପୁଣି ବିବାଦ: ବିଶ୍ୱବିଦ୍ୟାଳୟ କାନ୍ଥରେ ବ୍ରାହ୍ଣଣ ବିରୋଧୀ ସ୍ଲୋଗାନ

ନୂଆଦିଲ୍ଲୀ: ଜେଏନ୍‌ୟୁରେ ପୁଣି ବିବାଦ। ଏଥିରେ ଜାତିବାଦକୁ ନେଇ ବିବାଦ ଉଠିଛି। ବିଶ୍ୱବିଦ୍ୟାଳୟ କାନ୍ଥରେ ବ୍ରାହ୍ମଣ ବିରୋଧୀ ସ୍ଲୋଗାନ ଲେଖାଯାଇଛି। କଲେଜର ଭାଷା ଓ ସାହିତ୍ୟ ବିଭାଗର କକ୍ଷ କାନ୍ଥରେ ଓ କେତେକ ଅତିଥି ଅଧ୍ୟାପକଙ୍କ ଘର କବାଟ ଉପରେ ଏଭଳି ବ୍ରାହ୍ମଣଜାତିକୁ ନେଇ ଏଭଳି ଅପମାନ ଜନକ ଟିପ୍ପଣୀ ଲେଖାଯାଇଛି।

ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛି ବିଜେପି ଛାତ୍ର ସଂଘ ଓ ଅଖିଳଭାରତୀୟ ବିଦ୍ୟାର୍ଥୀ ପରିଷଦର ସଦସ୍ୟମାନେ। ବାମପନ୍ଥୀ ବିଚାରଧାରର ତତ୍ୱମାନେ ଏଭଳି କରିଛନ୍ତି। ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେମାନେ ଦାବି କରିଛନ୍ତି।

Leave A Reply

Your email address will not be published.