thelifelinemedia
Latest Odisha News, Breaking News Today
Browsing Category

ଦେଶ-ବିଦେଶ

ତାମିଲନାଡୁରେ ଫୁଡ୍ ପଏଜନିଂ ଯୋଗୁଁ ତିନି…

ନୂଆଦିଲ୍ଲୀ: ତାମିଲନାଡୁର ତିରୁପୁରରେ ଏକ ଶିଶୁ ଗୃହରେ ଗୁରୁବାର କଥିତ ରୂପେ ଫୁଡ୍ ପଏଜନିଂ ଯୋଗୁଁ ତିନି ଶିଶୁଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୧୧ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ଅନୁସାରେ ବୁଧବାର ରାତ୍ରୀ ଭୋଜନ ପରେ କିଛି ପିଲା ବାନ୍ତି କରିଥିଲେ । ଅଧିକାରୀଙ୍କ ବୟାନ ଅନୁସାରେ, ବୁଧବାର…

ବଢ଼ିଲା ସୁନା ଦର

ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ। ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୪୯ ହଜାର ୬୦୦ ଟଙ୍କା ରହିଛି ।  ଏହି କ୍ରମରେ ଆଜି ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଏହାସହ ୨୨ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୪୭, ୬୯୦ ଥିବାବେଳେ ୨୦, ୧୮ ଓ ୧୪ କ୍ୟାରେଟ…

ଅନ୍ତର୍ଜାତୀୟ ବଜାରରେ ମହଙ୍ଗା ହୋଇପାରେ…

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ମହଙ୍ଗା ହୋଇପାରେ ତୈଳ ଦର। କାରଣ ତେଲ ଉତ୍ପାଦନରେ ବଡ଼ଧରଣର କାଟ୍ କରିବ ତୈଳ ଯୋଗାଣକାରୀ ରାଷ୍ଟ୍ର ସମୁହ ଓପେକ୍(ଓପିଇଶି+)। ଅଷ୍ଟ୍ରେଲିଆର ଭିଏନାରେ ହୋଇଥିବା ଓପେକ୍ ବୈଠକରେ ତୈଳ ଉତ୍ପାନଦରେ କାଟ୍ ନେଇ ସହମତି ପ୍ରକାଶ ପାଇଛି। ବୁଧବାର ଅଷ୍ଟ୍ରେଲିଆର ଭିଏନାରେ ଓପେକ୍…

ରାବଣ ପୋଡି ବେଳେ ଅଘଟଣ, ଲୋକଙ୍କ ଉପରେ…

ନୂଆଦିଲ୍ଲୀ: ସାରା ଦେଶରେ ବିଜୟା ଦଶମୀ ଅବସରରେ ରାବଣ ପୋଡିର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏପରିସ୍ଥିତିରେ ହରିୟାଣାର ଯମୁନାନଗରରୁ ଏକ ବଡ଼ ଅଘଟଣର ଖବର ସାମନାକୁ ଆସିଛି । ଯମୁନାନଗରେ ରାବଣ ପୋଡ଼ି ସମୟରେ ଦର୍ଶକ ଏକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୂଚନା ଅନୁସାରେ ରାବଣ ପୋଡ଼ି ସମୟରେ…

ରୁଷ ସୈନିକଙ୍କୁ ଘେରିଲା ୟୁକ୍ରେନ ସେନା

ନୂଆଦିଲ୍ଲୀ: ୟୁକ୍ରେନର ଚାରୋଟି ବଡ଼ ଅଞ୍ଚଳକୁ ରୁଷରେ ବିଲୟ କରିବା ନେଇ ପୁଟିନ ଘୋଷଣା ପରେ ଯୁଦ୍ଧ ଆହୁରି ଭୟଙ୍କର ହେବାର ଆଶଙ୍କା ସୃଷ୍ଟି ହୋଇଛି । ଶନିବାର ୟୁକ୍ରେନ ସେନା ରୁଷର ହଜାର ହଜାର ସୈନିକଙ୍କୁ ଘେରାବନ୍ଦୀ କରି ରଖିଛି । ପୂର୍ବ ୟୁକ୍ରେନର ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଲୀମନରେ ଏହି ଘେରାବନ୍ଦୀ…

ଛାତ୍ରଛାତ୍ରୀଙ୍କୁ ସ୍କୁଲ୍‌ରେ ବନ୍ଦ କରି…

ରାଞ୍ଚି: ଷଷ୍ଠ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷକଙ୍କ ନିର୍ଦ୍ଧୁମ ମାଡ଼। ଡାକ୍ତରଖାନାରେ ଭର୍ତ୍ତି ହେଲେ ଛାତ୍ରଛାତ୍ରୀ। ଘଟଣା ଘଟିଛି ଝାରଖଣ୍ଡ ଗୁମ୍ଲାରେ। ଛାତ୍ରଛାତ୍ରୀମାନେ ନାଚିବାକୁ ମନା କରିବାରୁ ତାଙ୍କୁ ଶ୍ରେଣୀ ଗୃହରେ ବନ୍ଦୀ କରି ବାଡ଼ିରେ ନୃଶଂସ ଭାବେ ପିଟିଥିଲେ ଶିକ୍ଷକ। ଏଥିରେ ୧୩ ଜଣ…

ମାଡି ଆସୁଛି ବାତ୍ୟା ଇୟାନ

ନୂଆଦିଲ୍ଲୀ: ଆମେରିକାର ପଶ୍ଚିମ ଫ୍ଲୋରିଡା ଆଡକୁ ଅତି ଭୟଙ୍କର ରୂପରେ ମାଡି ଆସୁଛି ବାତ୍ୟା ଇୟାନ । କ୍ୟାଟେଗୋରୀ ତିନିରେ ଥିବା ଏହି ବାତ୍ୟା ଏବେ କ୍ୟାଟେଗୋରୀ ୪ର ରୂପ ନେଇଛି । ଏହି ବର୍ଗର ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ଭୟଙ୍କର କ୍ଷତି ପହଞ୍ଚାଇଥାଏ । ଏହା ପୂର୍ବରୁ ବାତ୍ୟା ଇୟାନ କ୍ୟୁବାରେ ମଧ୍ୟ…

ଅଙ୍କିତା ଭଣ୍ଡାରୀଙ୍କ ମୃତଦେହ ବ୍ୟବଚ୍ଛେଦ…

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଅଙ୍କିତା ଭଣ୍ଡାରୀଙ୍କ ହତ୍ୟା ଘଟଣାରେ ତାଙ୍କ ପରିବାର ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଦାବି କରି ବିକ୍ଷୋଭ କରିଥିଲେ। ରିପୋର୍ଟ ନ ମିଳିବା ଯାଏ ଅନ୍ତିମ ସଂସ୍କାର କରିବାକୁ ରାଜି ନଥିଲେ। ଅଙ୍କିତାଙ୍କୁ ଦୁଷ୍କର୍ମ କରାଯାଇଛି ବୋଲି ଅଭିଯୋଗ କରାଯାଉଥିଲା। ହେଲେ ବିଶେଷ ସୂତ୍ରରୁ…

କେନ୍ଦ୍ର ଏବଂ ନିର୍ବାଚନ କମିଶନ୍‌ଙ୍କୁ…

ନୂଆଦିଲ୍ଲୀ: ଗୁରୁତର ଅପରାଧରେ ଜଡ଼ିତ ଦେବାଳିଆ ବ୍ୟକ୍ତି ଲଢ଼ିପାରିବେ ନିର୍ବାଚନ । କେନ୍ଦ୍ର ଏବଂ ଇଲେକ୍ସନ କମିଶନ୍‌ଙ୍କୁ ସୁପ୍ରିମ୍‌କୋର୍ଟ ଏନେଇ ନୋଟିସ୍‌ ଜାରି କରିଛନ୍ତି । ଆଇନଜୀବୀ ଅଶ୍ୱୀନ ଉପାଧ୍ୟାୟଙ୍କ ପକ୍ଷରୁ ଦାଏର ହୋଇଥିବା ଏକ ଜନହିତକର ମାମଲାରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।…

ଲେପ୍ଟନାଣ୍ଟ ଜେନେରାଲ ଅନିଲ ଚୌହ୍ୱାନ…

ନୂଆଦିଲ୍ଲୀ: ବୁଧବାର କେନ୍ଦ୍ର ସରକାର ଦେଶର ନୂଆ ସିଡିଏସ ନିଯୁକ୍ତ କରିଛନ୍ତି । ଜେନେରାଲ ବିପିନ ରାୱତଙ୍କ ମୃତ୍ୟୁର ୯ ମାସ ପରେ କେନ୍ଦ୍ର ସରକାର ଲେଫ୍ଟନାଣ୍ଟ ଜେନେରାଲ ଅନିଲ ଚୌହ୍ୱାନ (ସେବା ନିବୃତ୍ତ)ଙ୍କୁ ନୂଆ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ ଭାବେ ନିଯୁକ୍ତି ଦେଇଛନ୍ତି । ଏହାସହ ସେ ଭାରତ ସରକାରଙ୍କ…