thelifelinemedia
Latest Odisha News, Breaking News Today
Browsing Category

ଦେଶ-ବିଦେଶ

ପଞ୍ଚଭୂତରେ ଲୀନ ହେଲେ ନେତାଜୀ ମୁଲାୟମ…

ଇଟାଓ୍ଵା: ପଞ୍ଚଭୂତରେ ଲୀନ ହେଲେ  ତିନି ଥରର ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ସଂସ୍ଥାପକ ମୁଲାୟମ ସିଂହ ଯାଦବ। ସୈଫଇରେ ଯାଦବ ପରିବାରର କୋଠିରୁ ପ୍ରାୟ ୫୦୦ ମିଟର ଦୂର ମେଲା ଗ୍ରାଉଣ୍ଡରେ ମୁଲାୟମଙ୍କ ଅନ୍ତିମ ସଂସ୍କାର କରାଯାଇଛି। ପୁଅ ତଥା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ତାଙ୍କୁ…

ସମୁଦ୍ର ସୀମା ବିବାଦକୁ ନେଇ ଇସ୍ରାଏଲ ଓ…

ୟେରୁଜେଲମ ୧୧।୧୦: ଇସ୍ରାଏଲ ପ୍ରଧାନମନ୍ତ୍ରୀ ୟେର ଲାପିଡ୍ ମଙ୍ଗଳବାର ପଡୋଶୀ ଲେବାନନ ସହ ସମୁଦ୍ର ସୀମା ବିବାଦକୁ ନେଇ ଆମେରିକା ମଧ୍ୟସ୍ଥତାରେ ଐତିହାସିକ ବୁଝାମଣା ହୋଇଥିବା କହିଛନ୍ତି। ଦୀର୍ଘ ମାସର ଆଲୋଚନା ପରେ ଏହି ବୁଝାମଣା ହୋଇଥିବା ସେ କହିଛନ୍ତି। ସେ ଏହାକୁ ଏକ ବିରଳ ବୁଝାମଣା ବୋଲି କହିଛନ୍ତି।…

ବାହାଘରର ୪ ମାସ ପରେ ସରୋଗେସୀରେ ହେଲା…

ଚେନ୍ନାଇ: ତାମିଲ ଷ୍ଟାର୍ ନୟନତାରା ଓ ତାଙ୍କ ସ୍ୱାମୀ ବିଘ୍ନେଶ ଶିବନ ସରୋଗେସୀ ଉପାୟରେ ଦୁଇ ଜାଆଁଳା ପିଲାର ବାପାମା ହୋଇଛନ୍ତି। ଏହି ସେଲିବ୍ରେଟି କପଲ ନିଜ ପିଲାକୁ ପାଖରେ ପାଇ ଖୁସି ମନାଉଥିବା ବେଳେ ପଛରେ ପଡ଼ିଯାଇଛନ୍ତି ସରକାର। ନୟନତାରାଙ୍କର ଜାଆଁଳା ପିଲା କେମିତି ହେଲା ଏବେ ଯାଞ୍ଚ କରିବେ…

ଦିଲ୍ଲୀରେ ଫୁଟାଯାଇ ପାରିବନି ବାଣ

ନୂଆଦିଲ୍ଲୀ: ଦୀପାବଳିରେ ଦେଶର ରାଜଧାନୀ  ଦିଲ୍ଲୀରେ ଫୁଟିବନି ବାଣ। ରାଜ୍ୟ ସରକାର ବାଣ ଉପରେ ଲଗାଇଥିବା କଟକଣାକୁ ହଟାଇବାକୁ ମନା କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ତେବେ ଦୀପାବଳି ଛୁଟି ପୂର୍ବରୁ ଏହି ମାମଲାର ଶୁଣାଣି କରାଯିବ। ଦିଲ୍ଲୀ-ଏନସିଆରକୁ ନେଇ  ଆମର ଆଭିମୁଖ୍ୟ ସ୍ପଷ୍ଟ। ପ୍ରଦୂଷଣକୁ ନେଇ…

‘କୌଣସି ପ୍ରକାରର ସହାୟତା ପାଇଁ ଆମେ…

ରୁଷ ସୋମବାର ୨୪ ଘଣ୍ଟା ଭିତରେ ୟୁକ୍ରେନର ରାଜଧାନୀ କିଭ୍ ସମେତ ଅନେକ ସହର ଉପରେ ୭୫ କ୍ଷେପଣାସ୍ତ୍ର ମାଡ କରିଛି। ଜନବହୁଳ ଅଞ୍ଚଳରେ ହୋଇଥିବା ରୁଷର ଏହି ଆକ୍ରମଣରେ ଅନେକ ନାଗରିକଙ୍କ ମୃତ୍ୟୁ ଘଟିଛି। ରୁଷର ବୋମା ବର୍ଷଣ ଉପରେ ଭାରତର ପ୍ରତିକ୍ରିୟା ଆସିଛି। ଭାରତ କହିଛି ଯୁଦ୍ଧକୁ ବଢାଇବା କାହାରି ହିତରେ…

ଦୀପାବଳିରେ ଚମକିବ ସୁନା, ୧୦ ଗ୍ରାମ ପିଛା…

ନୂଆଦିଲ୍ଲୀ,୧୦/୧୦: ଦୀପାବଳିରେ ଚମକିବ ସୁନା । ୧୦ ଗ୍ରାମ ପିଛା ଏହି ମୂଲ୍ୟବାନ ହଳଦିଆ ଧାତୁ ଦର ୫୩,୦୦୦ ଟଙ୍କା ପର୍ଯ୍ୟନ୍ତ ଯାଇପାରେ ବୋଲି ବଜାର ସୂତ୍ରରୁ ଜଣାପଡ଼ିଛି । ଗତ ସପ୍ତାହରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ପ୍ରାୟ ୧୨% ବୃଦ୍ଧି ପାଇଛି । ବିଶ୍ୱ ବଜାରରେ ମୁଦ୍ରାସ୍ଫୀତି ରେକର୍ଡ ସ୍ତରରେ…

ପୁଣି ଥରେ ବନ୍ଦେ ଭାରତ ଏକ୍ସପ୍ରେସ ସହ…

ଅହମ୍ମଦାବାଦ: ଦେଶୀ ବୁଲେଟ୍ ଟ୍ରେନ ବନ୍ଦେ ଭାରତ ଏକ୍ସପ୍ରେସ  ସହିତ ଲଗାତାର ଦ୍ଵିତୀୟ ଦିନ ଦୁର୍ଘଟଣା ଘଟିଛି। ଗୁଜରାଟରେ ଶୁକ୍ରବାର ଲଗାତାର ଦ୍ଵିତୀୟ ଥର ଟ୍ରେନ ସହ ମଇଁଷିଙ୍କ ଧକ୍କା ହୋଇଛି। ଆଉ ଟ୍ରେନର ସମ୍ମୁଖ ଭାଗରେ ସାମାନ୍ୟ କ୍ଷତି ଘଟିଛି। ଏହା ପୂର୍ବରୁ ଗୁରୁବାର ବନ୍ଦେ ଭାରତ…

ଓଲା ଓ ଉବରରୁ ହଟିବ ଅଟୋ

କର୍ଣ୍ଣାଟକ ପରିବହନ ବିଭାଗ କ୍ୟାବ ସେବା ଯୋଗାଉଥିବା ଓଲା, ଉବର ଏବଂ ବାଇକ ଟ୍ୟାକ୍ସି ଏଗ୍ରିଗେଟର ରାପିଡୋକୁ ନୋଟିସ ଜାରି କରିଛି। ବାସ୍ତବରେ, ଅନେକ ଯାତ୍ରୀ ଏହି ପ୍ଲାଟଫର୍ମଗୁଡିକ ଅଧୀନରେ କାର୍ଯ୍ୟ କରୁଥିବା ଅଟୋରିକ୍ସାର ମୂଲ୍ୟ ବୃଦ୍ଧି ନେଇ ଅଭିଯୋଗ କରିଥିଲେ | ଯାତ୍ରୀମାନେ କହିଛନ୍ତି ଯେ ଏହି ଆପ୍ସ…

ଉତ୍ତର-କୋରିଆକୁ ନେଇ ବିସ୍ଫୋରକ ସ୍ଥିତି

ସିଓଲ : ତାଇଓ୍ବାନକୁ ନେଇ ପୂର୍ବ ଏସିଆରେ ଉତ୍ତେଜନା କମିନଥିବାବେଳେ ଉତ୍ତର କୋରିଆକୁ ନେଇ ଉତ୍ତେଜନା ଆରମ୍ଭ ହୋଇଯାଇଛି । ଉତ୍ତରକୋରିଆର ବାରମ୍ବାର କ୍ଷେପଣାସ୍ତ୍ର ପରୀକ୍ଷଣ ଓ ଉକ୍ତ ଅଂଚଳରେ ଆମେରିକା ଯୁଦ୍ଧ ଜାହାଜର ପ୍ରବେଶ ସ୍ଥିତିକୁ ବିସ୍ଫୋରକ କରିଦେଇଛି । ଦକ୍ଷିଣ କୋରିଆର ଜଣେ ସାମରିକ ଅଧିକାରୀ…

ବିଶ୍ୱବ୍ୟାଙ୍କ ହ୍ରାସ କଲେ ଭାରତର ବିକାଶ…

ନୂଆଦିଲ୍ଲୀ ୬।୧୦: ବିଶ୍ୱବ୍ୟାଙ୍କ ଭାରତର ବିକାଶ ଅନୁମାନକୁ ୧ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିଛନ୍ତି। ଫଳରେ ଦ୍ରୁତ ଅଭିବୃଦ୍ଧି କରୁଥିବା ଅର୍ଥନୀତି ଭାବେ ଉଭା ହେବାକୁ ଯାଉଥିବା ଭାରତ ଲାଗି ଏହା ଏକ ବଡ ଝଟକା ବୁଝା ଯାଉଛି। ୨୦୨୨-୨୩ରେ ଭାରତର ବିକାଶ ଅନୁମାନ ୭.୫ ପ୍ରତିଶତ ଆଶା କରାଯାଉଥିଲା। ତେବେ…