thelifelinemedia
Latest Odisha News, Breaking News Today
Browsing Category

ଦେଶ-ବିଦେଶ

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ…

ଅହମ୍ମଦାବାଦ: ଗୁଜୁରାଟ ବିଧାନସଭା ନିର୍ବାଚନରେ ୧୫୬ଟି ଆସନରେ ରେକର୍ଡ ବିଜୟ ପରେ ଆସନ୍ତାକାଲି(ସୋମବାର) ଭୁପେନ୍ଦ୍ର ପଟେଲ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ | ଏହି ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ସଭାପତି ଜେପି…

ଇଞ୍ଜିନିୟର ସ୍ୱାମୀଙ୍କ କଳାକାରନାମା:…

ବେଙ୍ଗାଲୁରୁ: ଜନୈକ ସଫ୍‌ଟେଓ୍ଵର୍‌ ଇଞ୍ଜିନିୟର ସ୍ୱାମୀଙ୍କ କଳାକାରନାମାକୁ ସାମନାକୁ ଆଣିଛନ୍ତି ତାଙ୍କର ପତ୍ନୀ। ତାଙ୍କୁ ନିଜ ସାଙ୍ଗମାନଙ୍କ ସହିତ ଶୋଇବାକୁ ବାଧ୍ୟ କରିବା ସହ ସେମାନଙ୍କ ସହ ଶାରୀରିକ ରଖିବାକୁ କହିବା ଏବଂ ସେସବୁର ସେକ୍ସ ଭିଡିଓ ପ୍ରସ୍ତୁତ କରି ତାଙ୍କୁ ବ୍ଲାକମେଲ୍‌ କରୁଥିବା ପୁଲିସ…

କିଏ ହେବ ହିମାଚଳ ମୁଖ୍ୟମନ୍ତ୍ରୀ ?

ସିମଲା : ହିମାଚଳ ପ୍ରଦେଶ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ୨ ଦିନି ବିତିଯାଇଥିଲେ ବି କିଏ ମୁଖ୍ୟମନ୍ତ୍ରୀ ହେବ ତାହା ସ୍ଥିର ହୋଇପାରୁନାହିଁ । ବେଳକୁ ବେଳ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ବିବାଦ ବଢୁଥିବାରୁ କେନ୍ଦ୍ରୀୟ ହାଇକମାଣ୍ଡ୍ ମଧ୍ୟ ଅକଳରେ ପଡ଼ିଯାଇଛନ୍ତି । ଦଳର ଅଧିକାଂଶ ବିଧାୟକ ସୁଖଓ୍ବିନ୍ଦର…

ବୀରଭଦ୍ରଙ୍କୁ ବିରୋଧ ସତ୍ତ୍ୱେ ସୁଖୁଙ୍କର…

ଶିମଲା: କଂଗ୍ରେସ ହାଇକମାଣ୍ଡ ସୁଖବିନ୍ଦର ସିଂ ସୁଖୁଙ୍କୁ ହିମାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଚୟନ କରିଛନ୍ତି । ତେବେ ପ୍ରତିଭା ସିଂଙ୍କ ଭଳି ହେଭିୱେଟ ରେସରେ ଥିବାବେଳେ ସୁଖୁଙ୍କୁ କାହିଁକି ଚୟନ କରାଗଲା ସେ ବାବଦରେ ଜାଣିଛନ୍ତି କି? ବାସ୍ତବରେ ସୁଖବିନ୍ଦର ସିଂ ସୁଖୁ ହେଉଛି ସେହି ନାମ ଯିଏକି ଗତ ୪୦…

ବିହାର ଉପନିର୍ବାଚନରେ ବିଜେପିର ବିଜୟ ପରେ…

ପାଟନା: ବିହାରରେ ନିକଟରେ ଅନୁଷ୍ଠିତ ହୋଇଥିବା କୁରହାନି ଉପନିର୍ବାଚନରେ ବିଜେପିର ବିଜୟ, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ତାଙ୍କ ‘ମହାଗଠବନ୍ଧନ’ ସରକାର ବିରୋଧରେ ଲୋକଙ୍କ କ୍ରୋଧର ପ୍ରତିଫଳନ ବୋଲି ନିର୍ବାଚନୀ ରଣନୀତିଜ୍ଞରୁ ରାଜନେତା ହୋଇଥିବା ପ୍ରଶାନ୍ତ କିଶୋର ଦାବି କରିଛନ୍ତି। ସଂପ୍ରତି ରାଜ୍ୟରେ…

ଆଜି ଲ୍ୟାଣ୍ଡଫଲ କରିବ ସାମୁଦ୍ରିକ ବାତ୍ୟା…

ନୂଆଦିଲ୍ଲୀ: ବର୍ତ୍ତମାନ ଦକ୍ଷିଣ ବଙ୍ଗୋପସାଗରରେ ଥିବା ସାମୁଦ୍ରିକ ବାତ୍ୟା ମାଣ୍ଡୋସ୍‌ ତାମିଲନାଡୁର ମହାବଲିପୁରମ୍‌ ଆଡକୁ ଅଗ୍ରସର ହେଉଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏହାର ସର୍ବଶେଷ ବୁଲେଟିନରେ ସୂଚନା ଦେଇଛି ଯେ ସାମୁଦ୍ରିକ ଝଡ଼ ମାଣ୍ଡୋସ ଏକ ଘୂର୍ଣ୍ଣିବଳୟରେ ଦୁର୍ବଳ ହୋଇ ପୁଡୁଚେରୀର…

ବାପାଙ୍କୁ କିଡନି ଦେବା ପରେ ରୋହିଣୀଙ୍କ…

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କର ସିଙ୍ଗାପୁରରେ ସଫଳ କିଡନି ପ୍ରତିରୋପଣ ହୋଇଛି। ଝିଅ ରୋହିଣୀ ଆଚାର୍ଯ୍ୟ ବାପାଙ୍କୁ କିଡନି ଦେଇଛନ୍ତି। ରୋହିଣୀଙ୍କର ଏହି ମହାନତା ପାଇଁ ତାଙ୍କୁ ସବୁଆଡ଼ୁ ପ୍ରଶଂସାର ସୁଅ ଛୁଟିଛି। କିଡନି ପ୍ରତିରୋପଣ ପରେ ରୋହିଣୀ ଏକ ଭାବବିହ୍ବଳ…

୪୫ ଘଣ୍ଟା ପରେ ବି ବୋରଓ୍ବେଲରେ ଫସିଥିବା…

ଭୋପାଳ : ମଧ୍ୟପ୍ରଦେଶର ବୈତୁଲର ମାଣ୍ଡଭି ଗ୍ରାମରେ ଏକ ବୋରୱେଲରେ ପଡ଼ିଥିବା ଜଣେ ୬ ବର୍ଷର ବାଳକ ତନ୍ମୟକୁ ୪୫ ଘଣ୍ଟା ପରେ ବି  ଉଦ୍ଧାର କରାଯାଇପାରିନାହିଁ । ବୋରଓ୍ବେଲଟି ୪୦୦ ଫୁଟ ଗଭୀର ହୋଇଥିବାବେଳେ ପିଲାକୁ ବାହାର କରିବା ପାଇଁ ବୋରଓ୍ବେଲ ସହ ସମାନ୍ତରାଳ ଭାବେ ଏକ ୪୪ ଫୁଟ ଗାତ ଖୋଳାଯାଇଛି । କିନ୍ତୁ…

୧୨୦୦ ଛାତ୍ରଙ୍କୁ ଖାଦ୍ୟରେ ଦିଆଗଲା ବିଷ

ଇରାନରେ ତେଜିଥିବା ହିଜାବ ବିରୋଧୀ ଆନ୍ଦୋଳନ ଭିତରେ ଏକ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି । ସରକାର ବିରୋଧୀ ହିଜାବ ଆନ୍ଦୋଳନରେ ସାମିଲ ହେଲେ ବୋଲି ଇରାନ ସରକାର ରଚିଲେ ସାଙ୍ଘାତିକ ଷଡଯନ୍ତ୍ର । ୧୨୦୦ ଛାତ୍ରଙ୍କୁ ଖାଦ୍ୟରେ ଦେଇଥିଲେ ବିଷ । ସେମାନଙ୍କ ଦୋଷ କେବଳ ଏତିକି ଯେ, ସେମାନେ ହିଜାବ ବିରୋଧୀ…

ଭାରତରେ ଅନୁଭୂତ ହେବ ଅସହ୍ୟ ତାତି

ନୂଆଦିଲ୍ଲୀ : ଜଳବାୟୁ ପରିବର୍ତ୍ତନର ଗୁରୁତର ପ୍ରଭାବ ଭାରତ ଉପରେ ପଡ଼ିବା ଆରମ୍ଭ ହୋଇଛି । ଏହା ଫଳରେ ପ୍ରବଳ ଗ୍ରୀଷ୍ମପ୍ରବାହ ସହ ନିୟମିତ ବନ୍ୟାବାତ୍ୟା ହେଉଛି । କିନ୍ତୁ ଆଗକୁ ଭାରତରେ ଏପରି ଗ୍ରୀଷ୍ମପ୍ରବାହ ହେବ ଯେ ତାହାକୁ ମଣିଷ ସହିପାରିବ ନାହିଁ ବୋଲି ବିଶ୍ବବ୍ୟାଙ୍କର ଏକ ରିପୋର୍ଟରୁ ଜଣାପଡ଼ିଛି ।…