thelifelinemedia
Latest Odisha News, Breaking News Today
Browsing Category

ଦେଶ-ବିଦେଶ

ଦେଶରେ ସିଏଏ ଲାଗୁ, ନିର୍ବାଚନ ପୂର୍ବରୁ…

ନୂଆଦିଲ୍ଲୀ: ଆଗକୁ ସଧାରଣ ନିର୍ବାଚନ। ତାରିଖ ଯେ କୌଣସି ମୂହୁର୍ତ୍ତରେ ଘୋଷଣା ହୋଇପାରେ। କିନ୍ତୁ ତା ପୂର୍ବରୁ ଦେଶରେ ଲାଗୁ ହୋଇଛି ସିଏଏ ବା ନାଗରିକ ସଂଶୋଧନ ଆଇନ। ବିଧିବଦ୍ଧ ଏ ନେଇ ବିଜ୍ଞପ୍ତି ଆସିଛି । ଦେଶରେ ନିର୍ବାଚନୀ ମାହୋଲ ଭିତରେ ସିଏଏ ବିଜ୍ଞପ୍ତିକୁ ନେଇ ସବୁଠି ଚଳ ଚଞ୍ଚଳ । ଦେଶରେ ଲାଗୁ…

ପଶ୍ଚିମବଙ୍ଗରେ ଏକା ଲଢ଼ିବ ଟିଏମସି

କୋଲକାତା: ଲୋକସଭା ନିର୍ବାଚନ ପଶ୍ଚିମବଙ୍ଗରୁ ଏକା ଲଢ଼ିବେ ମମତା ବାନାର୍ଜି । ଯାହାର ଅଭିଯାନ ମମତା ଆଜି କୋଲକାତାର ବ୍ରିଗ୍ରେଡ ପରେଡ ଗ୍ରାଉଣ୍ଡରେ ‘ଜନ ଗର୍ଜନ ସଭା’ରୁ କରିବା ନେଇ ସୂଚନା ରହିଛି । ଏହି ସଭାରେ ମମତା ରାଜ୍ୟର ସମସ୍ତ ୪୨ଟି ଆସନର ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ନେଇ ମଧ୍ୟ ଚର୍ଚ୍ଚା…

ବଲିଉଡରେ ଭିଣେଇ-ଶାଳୀ ଯୋଡି

ବଲିଉଡ୍ ଫିଲ୍ମ ଇଣ୍ତଷ୍ଟ୍ରି । ଇଏ ଏମିତି ଏକ ଫିଲ୍ମ ଜଗତ ଯେଉଁଠି ବହୁ କଳାକାରଙ୍କ ମଧ୍ୟରେ ରହିଛି ଘନିଷ୍ଠତା । ଏଠି ସଂପର୍କର ଡୋରି ବନ୍ଧା ହୋଇଛନ୍ତି ଅନେକ କଳାକାର। ସେମିତି କିଛି ଅଭିନେତା ଅଭିନେତ୍ରୀ ଅଛନ୍ତି , ଯିଏ ସଂମ୍ପର୍କର ଡୋରୀରେ ଅନ୍ୟ ଜଣଙ୍କ ସହିତ ବନ୍ଧା । ବଲିଉଡ୍ ରେ କପୁର ପରିବାର ଏହାର…

ମହିଳାଙ୍କୁ ଘାରିଛି ଟାଟୁ ନିଶା:…

ଆଜିକାଲି ଯୁବପୀଢିଙ୍କ ଶରୀରରେ ଟାଟୁ କରିବା ଏକ ପ୍ରକାର ଫ୍ୟାଶନ ପାଲଟି ଯାଇଛି। କିନ୍ତୁ ବିଟ୍ରେନର ଜଣେ ମହିଳାଙ୍କ ପାଇଁ ଟାଟୁ କରିବା ଏକ ପ୍ରକାରର ନିଶା ପାଲଟିଯାଇଛି। ସେ ଏତେଗୁଡ଼ିଏ ଟାଟୁ କରିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ଶରୀରରେ ଶହ ଶହ ଟାଟୁ ରହିଛି। ୪୬ ବର୍ଷୀୟା ମେଲିସା ସ୍ଲୋଆନ୍…

ଭାରତୀୟ ନୌସେନାରେ ସାମିଲ ହେଲା…

ନୂଆଦିଲ୍ଲୀ: ଭାରତ ମହାସାଗର ଅଞ୍ଚଳରେ ନିଜର ସାମର୍ଥ୍ୟ ବୃଦ୍ଧି କରିବା ଲାଗି ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘ଗାଇଡେଡ୍‌ ମିସାଇଲ୍‌ ଡେଷ୍ଟ୍ରୟର୍‌’ ଯୁଦ୍ଧପୋତ ‘ଆଇଏନ୍‌ଏସ୍‌ ମୋର୍‌ମୁଗାଓ’କୁ ଆଜି ଭାରତୀୟ ନୌସେନାରେ ଅନ୍ତର୍ଭୁକ୍ତ କରାଯାଇଛି। ନୌସେନା ମୁଖ୍ୟ ଆଡ୍‌ମିରାଲ୍‌ ଆର୍‌. ହରି କୁମାର…

ବିଷାକ୍ତ ମଦ ପିଇ ୬ ବର୍ଷରେ ଗଲାଣି ୭…

ନୂଆଦିଲ୍ଲୀ: ଭାରତରେ ଗତ ୬ ବର୍ଷ ମଧ୍ୟରେ ବିଷାକ୍ତ ମଦ ସେବନ ଯୋଗୁଁ ପ୍ରାୟ ସାତ ହଜାର ଲୋକଙ୍କ ମୃତ୍ୟୁ ଘଟିଛି ଏବଂ ମଧ୍ୟପ୍ରଦେଶ, କର୍ଣ୍ଣାଟକ ଓ ପଞ୍ଜାବରେ ସର୍ବାଧିକ ମୃତ୍ୟୁ ମାମଲା ପଞ୍ଜିକୃତ ହୋଇଛି। ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ର ତଥ୍ୟରୁ ଏହି ସୂଚନା ମିଳିଛି। ବିହାରରେ ବିଷାକ୍ତ…

ଫାଇନାଲ ମ୍ୟାଚରେ ଭାଷଣ ଦେବାକୁ…

ନୂଆଦିଲ୍ଲୀ: ଆସନ୍ତାକାଲି ଫିଫା ବିଶ୍ୱକପ ୨୦୨୨ର ଫାଇନାଲ ମ୍ୟାଚ ଖେଳାଯିବ | ଆସନ୍ତାକାଲି ଫ୍ରାନ୍ସ ଏବଂ ଆର୍ଜେଣ୍ଟିନା ମଧ୍ୟରେ ଫାଇନାଲ ଲଢେଇ ହେବାକୁ ଥିବାବେଳେ ଏହି ମ୍ୟାଚ୍ ପୂର୍ବରୁ ଏକ ବଡ ଖବର ସାମ୍ନାକୁ ଆସିଛି ଯେ ୟୁକ୍ରେନର ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କି ଫିଫା ବିଶ୍ୱକପର ଅନ୍ତିମ ମ୍ୟାଚ୍…

ସଞ୍ଜୟ ଦତ୍ତଙ୍କ ପୂର୍ବତନ ପ୍ରେମିକାଙ୍କୁ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରିୟା ପିଲ୍ଲାଇ ଏବଂ ଟେନିସ ଖେଳାଳି ଲିଆଣ୍ଡର ପେସ ପୁଣି ଥରେ ଚର୍ଚ୍ଚାକୁ ଆସିଯାଇଛନ୍ତି । ନିକଟରେ ଲିଆଣ୍ଡର ପେସଙ୍କ ପୂର୍ବତନ ପ୍ରେମିକା ରିୟା ପିଲ୍ଲାଇ ପେସଙ୍କ ବିରୋଧରେ କୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ଏହା ସହିତ ପିଲ୍ଲାଇ ମଧ୍ୟ ଲିଆଣ୍ଡର ପେସଙ୍କ ବିରୋଧରେ ଅନେକ…

‘ଅବତାର ୨’ ଚଳଚ୍ଚିତ୍ର ଦେଖିବା ବେଳେ…

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର କାକିନଡ଼ା ଜିଲ୍ଲା ଅନ୍ତର୍ଗତ ପେଡ୍ଡାପୁରମ୍‌ ସହରରେ ନିକଟରେ ରିଲିଜ୍‌ ହୋଇଥିବା ଚଳଚ୍ଚିତ୍ର ‘ଅବତାର ୨’ ଦେଖିବା ବେଳେ ହୃଦ୍‌ଘାତରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଛି। ମୃତ ବ୍ୟକ୍ତିଜଣକ ଥିଲେ ଲକ୍ଷ୍ମୀରେଡ୍ଡୀ ସ୍ରିନୁ। ଭାଇ ରାଜୁ ସାଥିରେ ସେ ‘ଅବତାର ୨’…

ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ…

କୋଲକାତା: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ପୂର୍ବ ଜୋନାଲ ପରିଷଦର ବୈଠକ ଚାଲିଥିବାବେଳେ ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଅଧ୍ୟକ୍ଷତା କରୁଛନ୍ତି। ଏହି ବୈଠକରେ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଓଡିଶା ଏବଂ ସିକ୍କିମର ମୁଖ୍ୟମନ୍ତ୍ରୀ କିମ୍ବା ସେମାନଙ୍କ ପ୍ରତିନିଧିମାନେ ଭାଗ ନେଇଛନ୍ତି…